• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 26 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 4 months ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, ଏକାମ୍ର କ୍ଷେତ୍ର ଅଧିପତିଙ୍କୁ ଶ୍ରୀକ୍ଷେତ୍ର ଆମନ୍ତ୍ରଣ

ଲୋକାର୍ପଣ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ । ଉତ୍ସବ ଲାଗି ଶ୍ରୀକ୍ଷେତ୍ରରେ ଭବ୍ୟ ଆୟୋଜନ । More
  • Satyendu Shekher Mishra
  • 4 months ago

ଖୋଲୁଛି ସରକାରଙ୍କ ଧାନମଣ୍ଡି ପୋଲ୍, ଛତିଶଗଡକୁ ହେଉଛି ଚୋରା ଚାଲାଣ

କଳାହାଣ୍ଡିରୁ ଧରାପଡିଲା ଦୁଇ ଶହ କ୍ୱିଣ୍ଟାଲ ଧାନ । ଆଜିବି ରାଜ୍ୟପାଳଙ୍କ ଆଗରେ ମଣ୍ଡି ଦୁଃଖ ବଖାଣିଲେ ଚାଷୀ । More
  • Satyendu Shekher Mishra
  • 4 months ago

ବିଜେଡିରେ ଜଳ ଜଳ ଗୋଷ୍ଠି କନ୍ଦଳ ! ବିଭିନ୍ନ ସ୍ଥାନରେ ପାରାଲାଲ ପ୍ରତିଷ୍ଠା ଦିବସ ପାଳନ

ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବଢିଲା ଦଳର ଟେନ୍ସନ୍ । ବିଜେଡି ପାଇଁ ଅଧିକ ଚ୍ୟାଲେଞ୍ଜିଂ ହେବ କି ଅନ୍ତଃକନ୍ଦଳ ? More
  • Manoranjan Behera
  • 4 months ago

ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ 'ଉତ୍‌ସାହିତ୍ୟ' ର ଚତୁର୍ଥ ସଂସ୍କରଣ ଆୟୋଜିତ; ଟାଇମ୍ପାସ୍‌ ବୁକର୍‌ ପାଇଲେ ମହାଶ୍ଵେତା ସାହୁ

ଏକ ନିଆରା ଶୈଳୀରେ ନଡ଼ିଆ ଭାଙ୍ଗି ଉତ୍ସବ ଅନୁକୂଳ କରିବା ସହ ତରୁଣ ପ୍ରତିଭାଙ୍କୁ ସଂବୋଧନ କରି ଉଦ୍‌ଘାଟକ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଥିଲେ ଯେ ଯୁବକଙ୍କ ଭିତରେ ଅସୀମ ଶକ୍ତି ଓ ସାମର୍ଥ୍ୟ ରହିଛି। ସେମାନେ ଅଧିକ ସୃଜନମନସ୍କ ହୁଅନ୍ତୁ। ସାହିତ୍ୟରେ ସମସ୍ତେ ସମବୟସ୍କ। More
  • Manoranjan Behera
  • 4 months ago

କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ! ଛାତ୍ର ଜୀବନକୁ କଳଙ୍କିତ କରିବାକୁ ଚେଷ୍ଟା କରୁଛି କିଏ ?

ଉଚ୍ଚଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଦେଶ ଚିଠିର ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ ଗତ ଦୁଇ ବର୍ଷ ହେବ ଏଭଳି କାରବାର କ୍ୟାମ୍ପସରେ ଚାଲୁଛି । ଖାଲି ସେତିକି ନୁହେଁ କଲେଜରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବି ଅଭିଯୋଗ ହୋଇଛି । More
  • Manoranjan Behera
  • 4 months ago

ଜମିବ ଜିରୋ ନାଇଟ୍‌ ସେଲିବ୍ରେସନ୍‌; ରାତି ସାଢ଼େ ୧୨ ଯାଏ ବାର୍‌ ଓ ହୋଟେଲ୍‌ ଖୋଲା

ରାଜଧାନୀର ବାର୍ ଓ ହୋଟେଲଗୁଡ଼ିକରେ କିପରି ନୂଆ ବର୍ଷ ସେଲିବ୍ରେସନ କରାଯିବ, ତାର ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ । More
  • Satyendu Shekher Mishra
  • 4 months ago

ଚେନ୍ନାଇରେ ହତ୍ୟା, ବ୍ରହ୍ମପୁରରୁ ଗିରଫ ! ୨୮ ବର୍ଷ ପରେ ଧରାପଡ଼ିଲା ହତ୍ୟାକରୀ

ଶାଶୁ ହତ୍ୟା ଘଟଣାର ଅଭିଯୁକ୍ତକୁ ଧରିଲା ଚେନ୍ନାଇ ପୋଲିସ । ୧୯୯୮ରେ ଚେନ୍ନାଇରେ ଶାଶୁକୁ ହତ୍ୟା କରି ଫେରାର ହୋଇଥିଲା । More
  • Satyendu Shekher Mishra
  • 4 months ago

5T କାମରେ ଦୁର୍ନୀତି, ମୁହଁ ଖୋଲିବାରୁ ସରପଞ୍ଚଙ୍କୁ ନିସ୍ତୁକ ମାଡ଼ !

ସରପଞ୍ଚ-ପୂର୍ତ୍ତ ବିଭାଗର OSD ମାରପିଟ୍ । ହରିଶଙ୍କର ପୀଠରେ ଉଭୟ ହାତାହାତି । More
  • Pramod Behera
  • 4 months ago

OPHWC ରେ ଜୁନିଅର ଆସିଷ୍ଟାଣ୍ଟ ପୋଷ୍ଟ୍ ଖାଲି; ଦରମା ୬୩ ହଜାର

OPHWC ବାହାର କରିଛି ଏକ ନିଯୁକ୍ତି ବିଜ୍ଞପ୍ତି। ଜୁନିଅର ଆସିଷ୍ଟାଣ୍ଟ ପୋଷ୍ଟଗୁଡିକରେ ଥିବା ଖାଲି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍‌ଲାଇନ୍ ମୋଡ୍ ଆବେଦନ ଚାଲିଛି। More
  • Tanmay Kumar Mahalik
  • 4 months ago

୨୭ ବର୍ଷରେ ପାଦ ଥାପିଲା ବିଜୁ ଜନତା ଦଳ

ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସାଇକେଲ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । More
  • Tanmay Kumar Mahalik
  • 4 months ago

ବୁଦ୍ଧେଶ୍ୱରୀ କଲୋନୀରେ ବିରୋଧ ଘଟଣା; କ୍ଷୋଭର ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ମୁଖ୍ୟମନ୍ତ୍ରୀଙ୍କୁ କ୍ଷୋଭର ସହ ଦେଇଥିବା ଚିଠିରେ ଅପରାଜିତା ଲେଖିଛନ୍ତି- ଲକ୍ଷ୍ମୀସାଗର ୪୩ ନଂ ୱାର୍ଡରେ ମୋତେ 'କିଛି ଅସାମାଜିକ ଲୋକଙ୍କ ଦ୍ୱାରା ୨ ଘଣ୍ଟା ଅଟକ ରଖାଯାଇଥିଲା । More
  • Tanmay Kumar Mahalik
  • 4 months ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ

ପ୍ରଥମେ ଶ୍ରୀଜିଉଙ୍କ କରାଯାଇଥିଲା ନିମନ୍ତ୍ରଣ । ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧୀକାରୀମାନଙ୍କର ଏକ ଟିମ୍ ବାହାରିବ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଯାତ୍ରା କରିବେ ସେବାୟତ ଓ ଅଧିକାରୀ । More
  • Swadesi Megha Mallhar Prusty
  • 4 months ago

କମୁଛି ଶୀତ, କଲବଲ କରିବ କୁହୁଡ଼ି

ସାରା ରାଜ୍ୟରେ ଜାରି ରହିଛି ଥଣ୍ଡା । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ଲାଗୁଛି ଥଣ୍ଡା । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତ ଲହରୀ । More
  • Deepak Acharya
  • 4 months ago

Panchang Today 26th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର ଚନ୍ଦ୍ର- ବୃଷ ଦିବା ୦୯.୫୭ ଗତେ ମିଥୁନ ତିଥି- ପୂର୍ଣ୍ଣିମା ନିଶାନ୍ତ ୦୬.୦୩ ଗତେ ପ୍ରତିପଦ More
  • Satyendu Shekher Mishra
  • 4 months ago

ମହାନଦୀର ଅଥଳ ନଦୀରେ ଲୁଚିଛି କଣ ରହସ୍ୟ ? ପାଣି ତଳେ ପ୍ରାଚୀନ ନାଗସାପ ମୂର୍ତ୍ତି

ପୂର୍ବରୁ ଠାବ ହୋଇଛି ୫ଶହ ବର୍ଷ ତଳର ମନ୍ଦିର । ବାଲି ତଳେ ପୋତା ମନ୍ଦିରର ଦିଶୁଛି କେବଳ ଚୂଡ଼ା । More
  • Swadesi Megha Mallhar Prusty
  • 4 months ago

ସ୍ବତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ, ଓଡ଼ିଶା ଆସିବେ ମୋଦି, ଶାହ

୨୪'ରେ କେମିତି ଓଡ଼ିଶା ଦଖଲ କରିବ ବିଜେପି । ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରୋଡମ୍ୟାପ୍ । More
  • Swadesi Megha Mallhar Prusty
  • 4 months ago

ରାଜ୍ୟପାଳଙ୍କ ନିକଟରେ ଚାଷୀଙ୍କ ଗୁହାରୀ, ଉଚିତ ମୂଲ୍ୟ ଦେବାକୁ ଅନୁରୋଧ

ରାଜ୍ୟପାଳଙ୍କ ଦରବାରରେ ଏଥର ଚାଷୀ ସମସ୍ୟା । ଚଷା ପୁଅ ବଖାଣିଲା ଧାନ ସଂଗ୍ରହର ଅବ୍ୟବସ୍ଥା । କିଭଳି ଧାନର ଅଭାବୀ ବିକ୍ରି ହେଉଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କଲା ଚାଷୀ । More
  • Swadesi Megha Mallhar Prusty
  • 4 months ago

ଅପ୍ରାକୃତିକ ଯୌନ ସମ୍ପର୍କ ପରେ ବିଭତ୍ସ ହତ୍ୟା

ଯୌନ ପିପାସା କବଳରେ ପଡ଼ିଥିଲା, କାମ ଏପରି କଲା ଯେ .. ନର ରାକ୍ଷସ ପାଲଟିଗଲା । ନାବାଳକ ସହ ଅପ୍ରାକୃତିକ ଶାରିରୀକ ସଂପର୍କ ରଖି, ଶେଷରେ ଧରାପଡ଼ିଯିବା ଭୟରେ ତାକୁ ଶେଷ କରିଦେଇଥିଲା ଚିରଦିନ ଲାଗି । More
  • Swadesi Megha Mallhar Prusty
  • 4 months ago

ପ୍ରଭୁ ଯୀଶୁଙ୍କ ଧରାବତରଣ, ଚର୍ଚ୍ଚରେ ସମୂହ ପ୍ରାର୍ଥନା ଓ ଉତ୍ସବର ଆୟୋଜନ

ଧରାପୃଷ୍ଠକୁ ଯୀଶୁଙ୍କ ଆଗମନ ପରେ ଉତ୍ସବମୁଖର ପରିବେଶ । ଗାଁଠୁ ସହର ସବୁଠି ଖେଳିଯାଇଛି ବଡ଼ଦିନର ଆନନ୍ଦ ଉଲ୍ଲାସ । ରାଜ୍ୟସାରା ଧୁମଧାମରେ ସେଲିବ୍ରେସନ୍ ଚାଲିଥିଲା ବେଳେ ଭାଟିକାନସିଟିରେ ବି କ୍ରିସମାସ୍ ପାଳନ କରିଥିଲେ ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଗୁରୁ ପୋପ୍ ଫ୍ରାନସିସ୍ । More