/odishatv-khabar/media/post_attachments/uploadimage/library/16_9/16_9_0/Panchanga_1703559241.jpg)
Panchanga
ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର ଚନ୍ଦ୍ର- ବୃଷ ଦିବା ୦୯.୫୭ ଗତେ ମିଥୁନ ତିଥି- ପୂର୍ଣ୍ଣିମା ନିଶାନ୍ତ ୦୬.୦୩ ଗତେ ପ୍ରତିପଦ ଘାତଚନ୍ଦ୍ର- ବିଛା ରାଶିର, ଦିବା ୦୯.୫୭ ଗତେ କନ୍ୟା ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ
ପ୍ରାତଃ- ୦୬.୨୨ ରୁ ୦୭.୦୫
ଦିବା- ୦୯.୦୪ ରୁ ୧୧.୨୫
ସନ୍ଧ୍ୟା- ୦୫.୧୧ ରୁ ୦୬.୫୦
ରାତ୍ରି- ୦୮.୨୯ ରୁ ୦୮.୪୨
ରାତ୍ରି- ୦୯.୩୫ ରୁ ୧୨.୧୩
ରାତ୍ରି- ୦୧.୫୯ ରୁ ୦୩.୪୪
ନିଶାନ୍ତ- ୦୪.୩୭ ରୁ ୦୬.୨୩
ଅଶୁଭ ସମୟ
ରାହୁକାଳ - ଦିବା ୦୨.୨୯ ରୁ ୦୩.୫୦
କାଳବେଳା- ଦିବା ୦୧.୦୮ ରୁ ୦୨.୨୯
ବାରବେଳା- ପ୍ରାତଃ ୦୭.୪୩ ରୁ ୦୯.୦୪
କାଳରାତ୍ରି- ସନ୍ଧ୍ୟା ୦୬.୫୦ ରୁ ୦୮.୨୯
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)