• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 11 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 6 months ago

ସଞ୍ଜ ନଇଁଲେ ଦୀପ ଜଳିବ; ଫୁଟିଯିବ ଲକ୍ଷ ଲକ୍ଷ ଟଙ୍କା

କିଏ ବାଣ କିଣି ଘରେ ଗଦା କଲାଣି, ତ ଆଉ କିଏ ଘରକୁ ସଜାଇଲାଣି ସୁନ୍ଦର ଆଲୋକମାଳାରେ । More
  • Manoranjan Behera
  • 6 months ago

ଭିତ୍ତିଭୂମି ଦୁର୍ବଳ, ସରକାର ଟଙ୍କା ଦେଉଛି ପ୍ରବଳ; ଏ ଚାଲ୍‌ ରହିଲେ ହେଲା !

କଲେଜରେ କ୍ରୀଡା ଭିତ୍ତିଭୂମି ନାହିଁ । ହେଲେ ସରକାର ଆୟୋଜନ କରିବେ କ୍ରୀଡା ଉତ୍ସବ । ଭାଗନେବେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଛାତ୍ରଛାତ୍ରୀ । More
  • Manoranjan Behera
  • 6 months ago

ଉଜୁଡ଼ିଗଲା ଦୀପାବଳିର ଖୁସି; ନିଜେ ଜଳି ୩୦ ଜଣଙ୍କୁ ବଞ୍ଚାଇଦେଲେ ପୁଷ୍ପାଞ୍ଜଳି

କିଏ ବା ଜାଣିଥିଲା ଦଇବର ବିଚିତ୍ର ଲୀଳାକୁ । କିଏ ବା ଭାବିଥିଲା ଆଲୋକର ପର୍ବ ଦୀପାବଳି ପାଇଁ ଖୁସିରେ ଘରକୁ ଫେରୁଥିବା ମଣିଷଙ୍କ ସହ ଘଟିଯିବ ଏଭଳି ଅଘଟଣ । More
  • Manoranjan Behera
  • 6 months ago

ମୁହଁ ଖୋଲିନାହାନ୍ତି ପ୍ରଦୀପ; ଝାଳନାଳ ହେଲେଣି ବିଜେଡି ନେତା

ବିଜେପି ଘୋଷଣା କରିନି । ପ୍ରଦୀପ ପାଣିଗ୍ରାହୀ ବି ମୁହଁ ଖୋଲି କହି ନାହାଁନ୍ତି । ଏପଟେ ବିଜେଡି ଶିବିରରେ କିନ୍ତୁ କଂପନ । More
  • Manoranjan Behera
  • 6 months ago

ବବିଙ୍କ ମୁହଁରେ ପାଣ୍ଡିଆନ୍ ଜପ; କହିଲେ..ପୁଅ ଯାହା କରି ନପାରେ, ତାହା କରିପାରେ ପଟ୍ଟଶିଷ୍ୟ

ଯାଜପୁରରେ ଆମ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଣବଙ୍କର ଏଭଳି ଅଭିଭାଷଣକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । More
  • Satyendu Shekher Mishra
  • 6 months ago

ନୂଆ ଷ୍ଟାଇଲ୍‌ରେ ଭିନ୍ନ ଅନ୍ଦାଜରେ SPଙ୍କୁ ବିଦାୟ ସମ୍ବର୍ଦ୍ଧନା, ଦେଖନ୍ତୁ ଭିଡିଓ

ଯାହାକୁ ନେଇ SP ଏସ. ସୁଶ୍ରୀ ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳିଥିଲା l ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି l More
  • Satyendu Shekher Mishra
  • 6 months ago

ଜାଲ ସାର୍ଟିଫିକେଟ୍ ଦେଇ ଶିକ୍ଷକ ହୋଇଥିଲେ, ଏବେ ଗିରଫ ହେଲେ

ଯେଉଁ ୟୁନିଭରସିଟି ନାଁରେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା । More
  • Rajalaxmi Sahoo
  • 6 months ago

ବଢ଼ୁଛି ଫ୍ୟାନ୍ସି ଦୀପର ଡିମାଣ୍ଡ୍‌, କମୁଛି ମାଟି ଦୀପ ବ୍ୟବସାୟ...

ଏବେ ବଜାରରେ ଫ୍ୟାନ୍ସି ଦୀପର ଚାହିଦା ବଢ଼ିବା ପରେ ମାଟି ଦୀପ ବ୍ୟବସାୟ ଠପ୍ ହୋଇଯାଇଛି । ଫଳରେ ଜୀବନ ଜୀବିକା ନେଇ ଚିନ୍ତାରେ ପଡିଛନ୍ତି କୁମ୍ଭକାର ।  More
  • Rajalaxmi Sahoo
  • 6 months ago

ଜଳୁଥିବା ବସ୍‌ରୁ ସ୍ୱାମୀ ଓ ପୁଅକୁ ଉଦ୍ଧାର କଲେ...ଶେଷରେ ନିଜେ ଜୀଅନ୍ତା ଜଳିଗଲେ

 ସ୍ୱାମୀ, ପୁଅକୁ ଜଳୁଥିବା ବସ୍‌ରୁ ବାହାରକୁ ପଠାଇଥିଲେ । ଆଉ ଶେଷରେ ନିଜ ନବାହାରି ପାରି ଜଳିଗଲେ ପୁଷ୍ପାଞ୍ଜଳି । More
  • Rajalaxmi Sahoo
  • 6 months ago

ବିଜେଡ଼ି ସରକାର ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଦ୍ୱାରସ୍ଥ ହେଲା ବିଜେପି

ଜନସାଧାରଣଙ୍କ ଟଙ୍କାକୁ ଦଳୀୟ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିଜେଡି ସରକାର ବିନିଯୋଗ କରୁଥିବା ବିଜେପି ଅଭିଯୋଗ କରିଛି । More
  • Rajalaxmi Sahoo
  • 6 months ago

ଆସୁଛି ଆଉ ଏକ ଲଘୁଚାପ ! ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

୧୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ୧୬ ତାରିଖ ବେଳକୁ ବର୍ଷା ସମ୍ଭାବନା ରହିଛି । More
  • Rajalaxmi Sahoo
  • 6 months ago

କୋଲକାତାରୁ ପାରାଦୀପ ଆସୁଥିବା ବସ୍‌ରେ ନିଆଁ: ଜଣେ ମୃତ, ବସ୍‌ରେ ଥିଲେ ୩୮ ଯାତ୍ରୀ...

ନିଆଁ ଲାଗି ଯାଇଥିବା ବସ୍‌ଟି ଗତକାଲି ରାତିରେ କୋଲକତାର ବାବୁଘାଟ ବସଷ୍ଟାଣ୍ଡାରୁ ପାରାଦୀପ ଆସୁଥିଲା । ତେବେ ଅଧା ବାଟରେ ବସ୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିଲା । More
  • Manoranjan Behera
  • 6 months ago

ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ

ବସଟି କୋଲକାତାର ବାବୁଘାଟ ବସଷ୍ଟାଣ୍ଡରୁ ଆସୁଥିଲା । ତେବେ ଖଡ଼ଗପୁର ଅଞ୍ଚଳରେ ବସରେ ହଠାତ୍ ନିଆଁ ଲାଗିଯାଇଥିବା କୁହାଯାଉଛି । More
  • Sangram Keshori Behera
  • 6 months ago

ଶ୍ରୀମନ୍ଦିର ଦର୍ଶନ ଅବ୍ୟବସ୍ଥା; କାର୍ତ୍ତିକରେ ହନ୍ତସନ୍ତ ହେଉଛନ୍ତି ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି । ପଞ୍ଚୁକ ପୂର୍ବରୁ ପଦାରେ ପଡ଼ିଲା ଦର୍ଶନ ବ୍ୟବସ୍ଥାରେ ଅବ୍ୟବସ୍ଥା । ସାତପାହାଚ ନିକଟରେ ଠେଲାପେଲା, ୧୦ରୁ ଅଧିକ ଆହତ । More
  • Manoranjan Behera
  • 6 months ago

ମାଣ୍ତିଆର ବଢୁଛି ଡିମାଣ୍ତ; ଧନୀଙ୍କ ପ୍ରଥମ ପସନ୍ଦ, ଚାଷୀ କୋଟିପଟି

ଦିନେ ଗରିବ ଲୋକଙ୍କ ଖାଦ୍ୟ କହି ହସୁଥିବା ସୁଆ, କାଙ୍ଗୁ ଓ ମାଣ୍ଡିଆ ଖାଉଛନ୍ତି ଧନୀକ ବର୍ଗ । ଆଉ ଏହା ଚାଷୀଙ୍କ ପାଇଁ ହୋଇଛି ବରଦାନ । ଏସବୁ ଚାଷ କରି ଭଲ ଦି’ ପଇସା ପାଉଛି । More
  • Sangram Keshori Behera
  • 6 months ago

ଫିଲ୍ମ ଷ୍ଟାଇଲରେ ATM ଭ୍ୟାନ୍ ଅଟକାଇଲେ, ଟଙ୍କା ଭର୍ତ୍ତି ଟ୍ରଙ୍କ୍ ଉଠାଇନେଲେ

ମୁଖାପିନ୍ଧି ଆସିଲେ, ଟଙ୍କା ଟ୍ରଙ୍କ ଧରି ଚମ୍ପଟ ମାରିଲେ । ATM ଭ୍ୟାନ୍ କୁ ରାସ୍ତାରେ ଅଟକାଇ ନଗଦ ୧ କୋଟି ୭୩ ଲକ୍ଷ ଟଙ୍କା ଥିବା ଟ୍ରଙ୍କକୁ ଧରି ଦୁର୍ବୃତ୍ତ ସୀମାପାର୍ ଅଭିଯୋଗ । More
  • Manoranjan Behera
  • 6 months ago

ନବୀନଙ୍କୁ ଭେଟିଲେ ରଘୁବର; କଂଗ୍ରେସ କହିଲା, ପ୍ରୋଟୋକଲ୍‌ ଭାଙ୍ଗିଛନ୍ତି ରାଜ୍ୟପାଳ

ଚର୍ଚ୍ଚାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବୈଠକ । ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଉଠାଇଛି ସାଂଘାତିକ ଅଭିଯୋଗ । ଦଳ କହିଛି ରାଜ୍ୟପାଳ ନିଜେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରୋଟୋକଲର ଉଲ୍ଲଂଘନ । More