• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 23 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 1 year ago

VRS ନେଲେ ପାଣ୍ଡିଆନ୍‌... କଂଗ୍ରେସ କହିଲା, ସରିଲା କଳଙ୍କିତ ଅଧ୍ୟାୟ; ବିଜେପିର ପ୍ରତିକ୍ରିୟା ୨୪ ପାଇଁ ରାସ୍ତା ବନ୍ଦ

ପାଣ୍ଡିଆନଙ୍କ VRS ସହ ଏକ କଳଙ୍କିତ ଅଧ୍ୟାୟର ପରିସମାପ୍ତି ଘଟିଲା । ତାହା ସହ ବହୁ ବରିଷ୍ଠ IAS ଅଧିକାରୀଙ୍କର କଣ୍ଠରୋଧର ଅବସାନ ଘଟିଲା ବୋଲି କହିଛନ୍ତି ବିଜୟ । More
  • Tanmay Kumar Mahalik
  • 1 year ago

ରାସ୍ତା ନିର୍ମାଣ ପାଇଁ ଅବସରପ୍ରାପ୍ତ ଶିକ୍ଷକଙ୍କ ଅନଶନ; ହେଲେ ପ୍ରଶାସନ ରଖିଲାନି ପ୍ରତିକ୍ରିୟା

ଲାଲସିଂ ପଞ୍ଚାୟତରେ ଆଦର୍ଶ ମାର୍ଗ ରାସ୍ତା, ଅଙ୍ଗନବାଡି କେନ୍ଦ୍ର ଓ ରାମ ମନ୍ଦିର ଯିବା ରାସ୍ତା ଅତି ଶୋଚନୀୟ ସ୍ଥିତିରେ ରହିଛି । ଅଳିଆ ଆବର୍ଜନା ରାସ୍ତା କଡରେ ପଡୁଛି ଡ୍ରେନ ସବୁ ମୁକୁଳା ରହିଛି । ଫଳରେ ବର୍ଷା ହେଲେ ଡ୍ରେନ ପାଣି ରାସ୍ତାରେ ଜମିବା ସହ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । More
  • Satyendu Shekher Mishra
  • 1 year ago

କେଉଁଠି ଅବିକଳ ଅଯୋଧ୍ୟାର ରାମମନ୍ଦିର ତ ଆଉ କେଉଁଠି କୋଏମ୍ବଟୁରର ଆଦିଯୋଗୀଙ୍କ ସୁଉଚ୍ଚ ପ୍ରତିମା !

ପେଣ୍ଡାଲ ବାହାରେ ଲାଗିଛି କୁନି ଝିଅଙ୍କ ମୁକୁଟ ପିନ୍ଧା ହସ ହସ ଫଟୋ । ଆଉ ପଶୁ ପଶୁ ଲେଖାଯାଇଛି ଚାଇ ନା ହୋତେ ଉମା । More
  • Tanmay Kumar Mahalik
  • 1 year ago

ଯୁବକଙ୍କ 420 ଦିମାଗ୍‌; ହାପ୍‌ ପ୍ୟାଣ୍ଟ ପିନ୍ଧି ଆସିଲେ, ଲୁଟିଲେ ନୂଆ ଜିନ୍ସ ଏବଂ ଟି-ସାର୍ଟ

ଯୁବକ ଜଣକ ଧରାପଡ଼ିଯିବା ପରେ ନିଜର ଭୁଲ ହୋଇଯାଇଛି ବୋଲି କହୁଛନ୍ତି । ନିଜର ଦୋଷ ମଧ୍ୟ ସ୍ୱୀକାର କରୁଛନ୍ତି । ହେଲେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ସବକ୍‌ ଶିଖାଇଛନ୍ତି । More
  • Satyendu Shekher Mishra
  • 1 year ago

ପୂଜା ପେଣ୍ଡାଲରେ ମାତିଛନ୍ତି କୁନି ଲୁଟେରା ! ୨୦ରୁ ଅଧିକ ମଣ୍ଡପରେ ପକେଟ୍‌ମାର...

ବିହାରୀ ଓ ଝାଡଖଣ୍ଡି ଗ୍ୟାଙ୍ଗର ୨୬ ଅଟକ । ଛୋଟ ପିଲାଙ୍କ ସହ ଗ୍ୟାଙ୍ଗରେ ଶହେରୁ ଅଧିକ ସଦସ୍ୟ । More
  • Tanmay Kumar Mahalik
  • 1 year ago

ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ୍‌

5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ VRS ମିଳିଛି । ପାଣ୍ଡିଆନ୍‌ଙ୍କ VRSକୁ ମଂଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ । More
  • Satyendu Shekher Mishra
  • 1 year ago

ଧରାପୃଷ୍ଠରେ ପୂଜା ପାଉଛନ୍ତି ଶକ୍ତି ସ୍ୱରୂପିଣୀ, ପୂଜା ମଣ୍ଡପରେ ଦହି ପଖାଳ-ମାଛ ଭୋଗ

କନ୍ୟାରତ୍ନଙ୍କୁ ପୂଜି ପୁଣ୍ୟ ଅର୍ଜିଲେ ବ୍ରତଧାରୀ । ସନ୍ଧ୍ୟାରେ ପୂଜା ପେଣ୍ଡାଲରେ ଅସମ୍ଭବ ଭିଡ଼ । More
  • Tanmay Kumar Mahalik
  • 1 year ago

କ୍ୱାକ୍ ନେଇଗଲେ କାର୍ ଡ୍ରାଇଭରଙ୍କ ଜୀବନ !

କାର ଡ୍ରାଇଭର ମୁକୁନ୍ଦ ନନ୍ଦ ଅଚେତ ହୋଇଯାଇଥିଲେ । ତାଙ୍କୁ ବିଳମ୍ବିତ ରାତିରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ କ୍ୱାକ୍ ଅନିଲ ମହାକୁଡ଼ । More
  • Tanmay Kumar Mahalik
  • 1 year ago

ଓଡ଼ିଶାକୁ ନାହିଁ ବାତ୍ୟା ଭୟ; ୨୫ରେ ବାଂଲାଦେଶ ଉପକୂଳ ଛୁଇଁବ 'ହାମୁନ'

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆଜି ସକାଳୁ ଓ କିଛି ସ୍ଥାନରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରଭାବ ଆସନ୍ତା ୨୬ ତାରିଖ ଯାଏଁ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । More
  • Tanmay Kumar Mahalik
  • 1 year ago

ଆଜି ମା’ଙ୍କ ମହାନବମୀ; କଟକର ବିଭିନ୍ନ ପୂଜା ମଣ୍ଡପରେ ଲାଗି ହେବ ମାଛ ଭୋଗ

କେବଳ ଦହିପଖାଳ ନୁହେଁ ନବମୀ ଅବସରରେ ମାଛ ଭୋଗର ରହିଛି ଅନନ୍ୟ ପରମ୍ପରା । କଟକ ଅଲିଶାବଜାର ପୂଜା ମଣ୍ଡପ ରେ ଆଜକୁ ୨୦୦ ଶହ ବର୍ଷ ଧରି ନବମୀ ଦିନ ମା’ଙ୍କ ପାଖରେ ମାଛ ଭୋଗ ଲାଗି କରାଯାଇଥାଏ । More
  • Manoranjan Behera
  • 1 year ago

ବାତ୍ୟା ଯିବ ବାଂଲା, ଓଡ଼ିଶାକୁ ଭୟ ନାହିଁ

ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବ । ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । More
  • Manoranjan Behera
  • 1 year ago

ଓଡ଼ିଶାକୁ ବାତ୍ୟା ଭୟ ନାହିଁ; ଉତ୍ତର ଉପକୂଳରେ ହାଲୁକା ବର୍ଷା

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ହମୁନର କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥଳଭାଗରେ ପବନ ହେବନି। More
  • Manoranjan Behera
  • 1 year ago

ଏଇ ଓଡ଼ିଆ ହୋଟେଲରେ ଖାଇ ଗୋରାଙ୍କୁ ପାନେ ଦେବା ପାଇଁ ପ୍ଲାନ କରିଥିଲେ ନେତାଜୀ; ସେଇଠି ପହଞ୍ଚିଲା ଓଟିଭି

ଏଇଠି ହିଁ ଜଳୁଥିଲା ଖୁଦିରାମ ବୋଷଙ୍କ ବିପ୍ଳବର ବହ୍ନି। ଆଉ ଏସବୁ ପଛରେ ରହିଛି ଓଡ଼ିଆ ଲିଙ୍କ। ୩ ପିଢ଼ି ହେଲା ଚାଲିଛି ଓଡ଼ିଆ ଓ ବଙ୍ଗାଳୀ ଖାଦ୍ୟର ସ୍ୱାଦିଷ୍ଠ ପସରା । More
  • Manoranjan Behera
  • 1 year ago

ଦୁଇ ବର୍ଷର ପୁଅକୁ ବାପାର ପରିଚୟ ଦେବା ପାଇଁ ହୀନ ଘର ଆଗରେ ରୀନା

ପୁଅକୁ କାଖରେ ଧରି ପ୍ରେମିକ ଘର ଆଗରେ ମୁଣ୍ତ ଗୁଞ୍ଜିବା ପାଇଁ ନିଜ ହକ୍‌ ମାଗୁଛନ୍ତି ରୀନା। କିନ୍ତୁ ପ୍ରେମିକରୁ ସ୍ୱାମୀ ବନିଥିବା ହୀନ ସେଠୀ ରୀନାକୁ ଛାଡି ଫେରାର। More
  • Manoranjan Behera
  • 1 year ago

Panchang Today 23rd October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ସୋମବାର। ଚନ୍ଦ୍ର- ମକର ରାତ୍ରି ୦୪.୨୨ ଗତେ କୁମ୍ଭ, ତିଥି – ୯ମୀ ସନ୍ଧ୍ୟା ୦୫.୪୫ ଗତେ ୧୦ମୀ, ଘାତ ଚନ୍ଦ୍ର-  ସିଂହ ରାଶିର, ରାତ୍ରି ୦୪.୨୨ ଗତେ ମିଥୁନ ଓ ମୀନ ରାଶିର, ଘାତ ବାର –  ମିଥୁନ ରାଶିର, ପୁଷ୍କର ଦୋଷ – ନାସ୍ତି More
  • Prangyan Parimita
  • 1 year ago

ଆସୁଛି ବାତ୍ୟା,ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ

ସକ୍ରିୟ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ରହିଛି....ପାରାଦୀପଠୁ ୪୩୦ କିମି ଦୂରରେ କେନ୍ଦ୍ରୀଭୂତ...ଆଗାମୀ ୧୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବା ସମ୍ଭାବନା... More
  • Prangyan Parimita
  • 1 year ago

କାଳ ହେଲା ଗଣ୍ଡରେ ଗାଧୁଆ : ହୁଳୁହୁଳା ଗଣ୍ଡରେ ବୁଡ଼ି ଯୁବ ଡାକ୍ତର ମୃତ

ଗଞ୍ଜାମ ସୋରଡ଼ାରେ ଅଭାବନୀୟ ଘଟଣା…୩ସାଙ୍ଗଙ୍କ ସହ ଭୋଜି କରିବାକୁ ଯାଇଥିଲେ…ଗାଧୋଇଲା ବେଳେ ଗୋଡ଼ ଖସି ଅଘଟଣ More
  • Tanmay Kumar Mahalik
  • 1 year ago

ଚର୍ଚ୍ଚାରେ ହଜାରେ ବର୍ଷର ସହର କଟକ; ମନ ମୋହୁଛି ସୁନା-ଚାନ୍ଦି ମେଢ଼

ଯୁଆଡ଼େ ଚାହିଁବେ ଆଖି ଝଲସା ତୋରଣ... ଯେଉଁ ଅଞ୍ଚଳକୁ ବି ଯିବେ, ସେଇଠି ପାଇବେ ଅଳଙ୍କାର ବିଭୁଷିତା ମା’ଙ୍କ ମେଢ଼... କାରଣ ୟେ ହଜାରେ ବର୍ଷର ସହର କଟକର ଶାରଦୀୟ ଦୁର୍ଗା ପୂଜାର ଆସର... । More
  • Santosh Kumar Sahoo
  • 1 year ago

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା 'ହାମୁନ୍', ଦଶହରା ଓ ଭସାଣ ଉତ୍ସାହକୁ ଫିକା କରିବା ଆଶଙ୍କା

ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼। କାଲି ବାତ୍ୟା ବନିବା ପରେ ଏହାର ନାଁ ରହିବ 'ହାମୁନ୍'। ଇରାନ ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ। More
  • Santosh Kumar Sahoo
  • 1 year ago

ପାର୍ବଣରେ କେତେ ସୁରକ୍ଷିତ ରାଜଧାନୀ ? କମିଶନରେଟ୍ ପୋଲିସକୁ ଲେଡି ଲୁଟେରାଙ୍କ ଖୋଲା ଚାଲେଞ୍ଜ

ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂଜା ଆରମ୍ଭରୁ ଝୁଣ୍ଟିଲାଣି କି କମିଶନରେଟ ପୋଲିସ୍  ? ଡାଳେ ଡାଳେ ଯାଉଥିବା ପୋଲିସକୁ ପତ୍ରେ ପତ୍ରେ ଯାଇ ଚାଲେଞ୍ଜ ଦେଉଛନ୍ତି କି ଲୁଟେରା ? କାରଣ ରାତି ତ ରାତି, ପାର୍ବଣର ଭିଡ଼ ଭିତରେ ଦିନରେ ବି ଦୁର୍ବୃତ୍ତ ଲୁଟିଲେଣି ଗହଣା ଗାଣ୍ଠି । More
  • Santosh Kumar Sahoo
  • 1 year ago

ଭୋଟ୍ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନସନ୍ ! ଟିକେଟ୍ କଟିଲେ କାହାକୁ କେମିତି ମ୍ୟାନେଜ୍ କରିବେ ନବୀନ ?

ନିର୍ବାଚନ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନ୍‌ସନ୍। କେମିତି ବିଦ୍ରୋହୀଙ୍କୁ ମ୍ୟାନେଜ କରିବେ ନବୀନ? କାହାକୁ କେଉଁ ଲଲିପପ୍ ଦେବେ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା । More
  • Tanmay Kumar Mahalik
  • 1 year ago

ଓଡ଼ିଶା ମୁହାଁ ଆନ୍ଧ୍ର ବାଘ; ରାତି ହେଲେ ଗାଁରେ ପଶି କରୁଛି ଶିକାର

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏହି ମହାବଳ ବାଘ ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ମହେନ୍ଦ୍ରଗିରିକୁ ଆସିଛି । ଦୁଇ ଚାରି ମାସ ପୂର୍ବରୁ ବି ବାଘଟି ଗଜପତି ଜିଲ୍ଲା ଜଙ୍ଗଲକୁ ଆସିଥିଲା। More