ସଂକ୍ଷେପରେ ଆଜିର ତାଜା ଖବର - Tuesday, 19 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗଜାନନଙ୍କ ଭିନ୍ନ ଭିନ୍ନ ରୂପ; କେଉଁଠି ବାହାନଗା ଟ୍ରାଜେଡି, କେଉଁଠି ଚନ୍ଦ୍ରୟାନ..

ଗଣେଶ ପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ସବୁଠି ଆନନ୍ଦ ଉଲ୍ଲାସରେ ଚାଲିଛି ଅଗ୍ରପୂଜ୍ୟଙ୍କ ଅବାହନ । ତେବେ ସବୁ ବର୍ଷ ଭଳି ଏ ବର୍ଷ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ଓ ପୂଜା ପେଣ୍ଡାଲରେ ଆକର୍ଷିଣୀୟ ଥିମ୍ ସହ ଏକ୍ସପେରିମେଣ୍ଟ କରିଛନ୍ତି ବିଭିନ୍ନ ପୂଜା କମିଟି । More

ସଂଘରେ ଫାଟ ସତ୍ତ୍ୱେ ଥମିନି ଶିକ୍ଷକ ଆନ୍ଦୋଳନ !

୩ଦଫା ଦାବି ପୂରଣ ନହେବା ଯାଏଁ ସ୍କୁଲ ନଫେରିବାକୁ ଚେତାବନୀ । More

ଭୟଙ୍କର ଅବସ୍ଥା ! ଗୋଟିଏ ଶ୍ରେଣୀରେ ପଢୁଛନ୍ତି ୪ କ୍ଲାସ୍‌ର ପିଲା

ନୟାଗଡ ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଗମେଣ୍ଟ ହାଇସ୍କୁଲ । ଯେଉଁଠାରେ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମଠାରୁ ଚତୁର୍ଥ ଶ୍ରେଣୀର ପ୍ରାୟ ୭୫ ଜଣ ପିଲା ପାଠ ପଢୁଛନ୍ତି । ଖାଲି ଏତିକି ନୁହେଁ ବରଂ ଗୋଟିଏ କ୍ଲାସ୍‌ରେ ୪-୪ ଜଣ ଶିକ୍ଷୟିତ୍ରୀ ଦୁଇଟି ବ୍ଲାକବୋର୍ଡରେ ପାଠ ପଢାଉଛନ୍ତି । ଯେଉଁଥି ଲାଗି କୌଣସି ଗୋଟିଏ ଶ୍ରେଣୀର ପିଲା ଠିକ୍‌ରେ ପାଠ ପଢିପାରୁନଥିବା ଅଭିଯୋଗ ହୋଇଛି More

କ୍ୟାନସରରେ ସ୍ୱାମୀ ପଡିଛି...ନଳି ଲଗାଇ ସ୍ତ୍ରୀ ସେବା କରୁଛି

ଏମିତି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ । କ୍ୟାନସର ରୋଗରେ ଘାଣ୍ଟି ହେଉଛନ୍ତି ସ୍ୱାମୀ । ନାକରେ ନଳି ଲଗାଇ ଖାଇବାକୁ ଦେବା ସହିତ ଦିନରାତି ସେବା କରୁଛି ସ୍ତ୍ରୀ । ଚିକିତ୍ସା ପାଇଁ କାନ୍ଦି କାନ୍ଦି ମାଗୁଛି ସାହାଯ୍ୟ More

ନୂଆ ସଂସଦର ପ୍ରଥମ କାର୍ଯ୍ୟ ଦିବସରେ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍

ନାରୀଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା । More

ଖବର ବାଜିଲା, ବୃଦ୍ଧାଙ୍କୁ ପେନସନ୍‌ ମିଳିଲା : ଓଟିଭିକୁ ଜଣାଇଲେ ଧନ୍ୟବାଦ

ଆମେ କହୁଛୁ ବାଲେଶ୍ୱରର ସେଇ ବୟସ୍କା ବୃଦ୍ଧାଙ୍କ କଥା । ଯାହାଙ୍କ ପେନସନ ଟଙ୍କା ଆସୁଥିବା ଆକାଉଣ୍ଟକୁ ୟୁକୋ ବ୍ୟାଙ୍କ ଅଚଳ କରିଦେଇଥିଲା । ସ୍ୱାମୀ ବଂଚିଥିବା ବେଳେ ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଲୁଥିଲା More

ଧୁମ୍‌ଧାମ୍‌ରେ ଚାଲିଥିଲା ବିସର୍ଜନ ଉତ୍ସବ.. ହଠାତ୍‌ ୧୧ କେଭି ତାରରେ ବିଜେଲା ବାନା...

ଭୁବନେଶ୍ୱରରେ ବିଶ୍ୱକର୍ମା ଭସାଣ ବେଳେ କୁଆଖାଇ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି ସହଦନଗର ଶାନ୍ତିପଲ୍ଲୀ ବସ୍ତିର ଜଣେ ଯୁବକ । More

Cricket World Cup 2023: ଗାଭାସ୍କରଙ୍କ ଉଲ୍ଲେଖନୀୟ କ୍ୟାରିଅର୍‌ର ଅଲୋଡ଼ା କୀର୍ତ୍ତି

୧୭୪ ବଲ୍‌ରେ ଅପରାଜିତ ୩୬ ରନ୍‌, ତାହା ପୁଣି ଦିିନିକିଆ କ୍ରିକେଟ୍ ବିଶ୍ୱକପ୍‌ରେ। ଆଜିର ଆକ୍ରମଣାତ୍ମକ କ୍ରିକେଟ୍‌ରେ ନୂଆ ପିଢ଼ି ପାଇଁ ଏହା ବିଶ୍ୱାସଯୋଗ୍ୟ ନ ହେଲେ ବି କଥାଟି ସତ। ବିଶ୍ୱକପ୍ ଇତିହାସର ଏହା ସବୁଠାରୁ ଧୀମା ଇନିଂସ୍। କିମ୍ବଦନ୍ତୀ ବ୍ୟାଟର୍ ସୁନୀଲ ଗାଭାସ୍କରଙ୍କ ଉଲ୍ଲେଖନୀୟ କ୍ୟାରିଅର୍ ସହ ଯୋଡ଼ି ହୋଇରହିଛି ଏହି ଅଲୋଡ଼ା କୀର୍ତ୍ତି। More

EOWରେ ବୈଜୟନ୍ତୀ; କହିଲେ, ସବୁ ପ୍ରମାଣ ଦେବାକୁ ଆମେ ପ୍ରସ୍ତୁତ ଅଛୁ

ସଂସ୍ଥା ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ବୈଜୟନ୍ତୀ । ସମସ୍ତ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ଏହି ଋଣ ଜାଲିଆତି ଅଭିଯୋଗ ମାମଲାରେ ସମ୍ପାଦକ ସୌମ୍ୟ ପଟ୍ଟନାୟକ ଓ ବୈଜୟନ୍ତୀଙ୍କ ନାଁରେ ମାମଲା ହୋଇଛି । More

ସୌମ୍ୟଙ୍କୁ ନେଇ ବିଜେପି ରଖିଲା ମତ; ଏମିତି କହିଲେ ସମୀର ଓ ପୃଥ୍ୱୀରାଜ

ଚତୁର୍ଥ ସ୍ତମ୍ଭ ଉପରେ ରାଜନୈତିକ ଅଭିସନ୍ଧି ରଖି ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସମୀର । More

ମାଡ଼ି ଚାଲିଛି ସ୍କ୍ରବ୍ ଟାଇଫସ୍,ସୁନ୍ଦରଗଡ଼ରେ ଆଉ ୧୦ ରୋଗୀ ଚିହ୍ନଟ

ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୧୯୩କୁ ବୃଦ୍ଧି..ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଯାଇଛି ସ୍ୱତନ୍ତ୍ର ଟିମ୍ More

Today Panchang 19th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ, ମଙ୍ଗଳବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More

ଆଜି ରିଲିଜ୍ ହେବ ଓଡ଼ିଶାର ବହୁ ପ୍ରତିକ୍ଷିତ ସିନେମା ‘ପୁଷ୍କରା’

ରାଜ୍ୟରେ ୨୫ରୁ ଅଧିକ ସହରରେ ହେବ ରିଲିଜ୍.. More

ଆଜି ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା: ମନ ମୋହୁଛି ବଡ ବଡ ମେଢ ସାଙ୍ଗକୁ ଆଖି ଝଲସା ତୋରଣ

ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପରେ ପୂଜା ପାଉଛନ୍ତି..ପୂଜାମଣ୍ଡପ ଗୁଡିକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜାଯାଇଛି   More

ରାଜ୍ୟରେ ହୁ ହୁ ମାଡୁଛି ସ୍କ୍ରବ୍ ଟାଇଫସ୍, ବରଗଡ଼ରେ ୬ ଜଣଙ୍କ ମୃତ୍ୟୁ !

କେନ୍ଦୁଝରରେ ସର୍ବାଧିକ ୬୨୭ ରୋଗୀ ଚିହ୍ନଟ । ଦୁଇ ଜିଲ୍ଲାକୁ ଗଲା ଜନସ୍ବାସ୍ଥ୍ୟ ବିଭାଗ ସ୍ପେଶାଲ ଟିମ୍ । More

ପଞ୍ଚଭୂତରେ ବିଲୀନ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା, ଦିଲ୍ଲୀ ଲୋଧିରୋଡ଼ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ଭାଇ ନବୀନ ଓ ପ୍ରେମ ପଟ୍ଟନାୟକଙ୍କ ସହ ସମ୍ପର୍କୀୟ ସାମିଲ । ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବିଭିନ୍ନ ଦଳର ନେତା ଓ ବ୍ୟକ୍ତି । More

ଆସୁଛନ୍ତି ଗଜାନନ... ଝଲସୁଛି ବାରିପଦା, ଆକର୍ଷଣ ସାଜିଛି ରୁଦ୍ରାକ୍ଷ ଗଣେଶ

ଶିଳ୍ପୀଙ୍କ ଦୀର୍ଘ ୧୫ ଦିନର ଅକ୍ଳାନ୍ତ ପରିଶ୍ରମରେ ତିଆରି ହୋଇଛି ଏହି ସୁନ୍ଦର ରୁଦ୍ରାକ୍ଷ ଗଣେଷ ମୂର୍ତ୍ତି । ମୂର୍ତ୍ତି ତିଆରି ପାଇଁ ପଶ୍ଚିମବଙ୍ଗରୁ ଆସିଥିଲେ କୁଶଳୀ କାରିଗର । କଲିକତାରୁ ଏସବୁ ରୁଦ୍ରାକ୍ଷକୁ ସଂଗ୍ରହ କରାଯାଇଥିବାବେଳେ କିଛି ପ୍ଲାଷ୍ଟିକର ରୁଦ୍ରାକ୍ଷ ମଧ୍ୟ ଏଥିରେ ବ୍ୟବହାର କରାଯାଇଛି । More

ଥମୁନି ଶିକ୍ଷକ ଆନ୍ଦୋଳନ; ବଳ ଯୋଗାଇଲା ଅଭିଭାବକଙ୍କ ସମର୍ଥନ

ଶିକ୍ଷକ ଆନ୍ଦୋଳନ ସହ ତେଜୁଛି ରାଜନୀତି । ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ବିରୋଧୀ ଦଳମାନେ ଶିକ୍ଷକଙ୍କ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିବାକୁ ସଜବାଜ ହେଲେଣି । More

ସୌମ୍ୟଙ୍କୁ ମହଙ୍ଗା ପଡ଼ିଲା କି 5T ସଚିବଙ୍କୁ ନିଶାନ ? ‘ସମ୍ବାଦ’ ଅଫିସରେ କ୍ରାଇମବ୍ରାଞ୍ଚର ରେଡ୍

‘ସମ୍ବାଦ’ ଅଫିସ୍‌ରେ କ୍ରାଇମବ୍ରାଞ୍ଚ EOW ଟିମ୍‌ର ରେଡ୍ । HR ହେଡ୍ ବୈଜୟନ୍ତୀ କରଙ୍କୁ ଜେରା । ଆକାଉଣ୍ଟସ୍ ସେକ୍ସନରେ ବି ଖୋଳତାଡ଼ । ନିଜ କର୍ମଚାରୀଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଲୋନ୍ ଠକେଇ ଅଭିଯୋଗ ମାମଲାରେ ସମ୍ବାଦ ଅଫିସ୍‌ରେ ଆଜି ଚଢାଉ କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ । More