• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 19 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 11 months ago

ଜଗନ୍ନାଥଙ୍କ ଭଜନ ଗାଇଲେ ସବ୍ୟସାଚୀ ଓ ଅର୍ଚ୍ଚିତା

ରାଜ୍ୟର ପ୍ରତିଷ୍ଠିତ ଓଲିଉଡ ନାୟକ ଓ ନାୟିକାଙ୍କ କଣ୍ଠରେ ରେକର୍ଡିଂ ହେଲା ଓଡ଼ିଆ ଭଜନ More
  • Chandan Shishu
  • 11 months ago

ବିଶ୍ୱ ବୟସ୍କ ନିର୍ଯାତନା ସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ

ବରିଷ୍ଠ ନାଗରିକମାନେ ସୃଷ୍ଟିର ଗୋଟିଏ ଗୋଟିଏ ଫୁଲ ଓ ସେମାନେ ନିର୍ଯାତନାକୁ ଦେହକୁ ନନେଇ ପ୍ରଭୁଙ୍କ ଶରଣରେ ରହି ଶାନ୍ତିର ରାସ୍ତାରେ ଆଗେଇଯିବାକୁ ନିବେଦନ କରିଥିଲେ।  More
  • Chandan Shishu
  • 11 months ago

ସୁସ୍ଥ ହୋଇ ଫେରିଲେ ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ

ସେ ଗୁରୁତର ଅସୁସ୍ଥ ହୋଇ ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଥିଲେ। More
  • Satyendu Shekher Mishra
  • 11 months ago

CM କାହିଁକି ଅସମର୍ଥ ପଚାରିଲେ ଅପରାଜିତା, ପାଣ୍ଠିଆନ୍‌ଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ଦିଅନ୍ତୁ କହିଲେ ମୋହନ

ମୁଖ୍ୟମନ୍ତ୍ରୀ ସୁସ୍ଥ କି ନୁହେଁ, ସାଲୁଜା ମାଗିଲେ ସ୍ପଷ୍ଟୀକରଣ । 5T ସଚିବଙ୍କ ବାବଦରେ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଝଡ଼, ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ । More
  • Satyendu Shekher Mishra
  • 11 months ago

ରଥ ବେଳେ କେଉଁଠି ରଖିବେ ଗାଡ଼ି ? ସବୁ ଟୁରିଷ୍ଟ ବସ୍ ମାଳତୀପାଟପୁରରେ ରହିବେ, ଆଉ ବାକି...

ଭୁବନେଶ୍ୱର ପଟର ନିୟମିତ ବସ୍ ତାଳବଣିଆରେ ପାର୍କିଂ । ଅନ୍ୟ ୪ ଚକିଆ ଗାଡ଼ି ITI, ଇନଡୋର ଷ୍ଟାଡିୟମ ଅଞ୍ଚଳରେ ପାର୍କିଂ । More
  • Satyendu Shekher Mishra
  • 11 months ago

ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ଏଥର ଜଗିବ ହେଲିକପ୍ଟର

ଦାୟିତ୍ୱରେ ୫୦୦ ଅଧିକାରୀ, ୧୮୦ ପ୍ଲାଟୁନ୍ ଫୋର୍ସ । କୋଷ୍ଟଗାର୍ଡର ହେଲିକପ୍ଟର ଓ ଜାହାଜ ମୁତୟନ । More
  • Chandan Shishu
  • 11 months ago

ପ୍ରତୀକାତ୍ମକ ଧର୍ମଘଟରେ ବନ କର୍ମଚାରୀ: ଡ୍ୟୁଟିରେ ଥାଇ ବି ଜଙ୍ଗଲରେ ଫୁଟ୍ ପାଟ୍ରୋଲିଂକୁ ବର୍ଜନ

ବନ କର୍ମଚାରୀଙ୍କ ଆନ୍ଦୋଳନ ପରେ ଏବେ ସଙ୍କଟରେ ଜଙ୍ଗଲ। ବିପଦରେ ବନ୍ୟଜନ୍ତୁ। ଏମିତିକି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେଣି ବନ୍ୟପ୍ରାଣୀ ବିଶେଷଜ୍ଞ। More
  • Tanmay Kumar Mahalik
  • 11 months ago

ତାତିରେ ଲାଗିବ ବ୍ରେକ୍; କାଲିଠୁ ବଦଳିବ ପାଗର ମିଜାଜ୍

ଆଉ ୨ରୁ ୩ ଦିନ ଭିତରେ ଓଡିଶାକୁ ମୌସୁମୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିବା ପରେ, ଆଶ୍ୱସ୍ତ ହୋଇଛନ୍ତି ଖରା ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ସାଧାରଣ ଜନଜୀବନ । ଖାସ୍ କରି ଚାଷୀଙ୍କ ମଧ୍ୟରେ ଖୁସିର ଲହରି । More
  • Tanmay Kumar Mahalik
  • 11 months ago

ଅଣସର ପରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ; ଭାବର ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ

ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା । ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା ୦୫ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । More
  • Satyendu Shekher Mishra
  • 11 months ago

ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ଭୋଟ ଦେଇଛନ୍ତି, ହେଲେ ଶାସନ କିଏ କରୁଛି ?

ବିଜେଡି ନେତାଙ୍କ ମନ୍ତବ୍ୟ ସନ୍ଦେହ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟୀକରଣ ଦେବା ଦରକାର କହିଲେ ସାଲୁଜା । More
  • Manoranjan Behera
  • 11 months ago

କାଲିଠୁ ବଦଳିବ ପାଗ; ୨ରୁ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଆସନ୍ତାକାଲି ଠାରୁ ବଦଳିବାକୁ ଯାଉଛି ରାଜ୍ୟ ପାଣିପାଗ । More
  • Rajalaxmi Sahoo
  • 11 months ago

ଟ୍ରେନ୍‌ରେ ରାତିରେ ଆସି ଚୋରି କରୁଥିଲେ, ସକାଳେ ପଳାଉଥିଲେ...

ଚୋରି କରିବା ପାଇଁ ଟ୍ରେନ୍‌ରେ ରାତିରେ ଆସୁଥିଲା, ତା’ପରଦିନ ସକାଳେ ପୁଣି ଟ୍ରେନ୍‌ରେ ଘରକୁ ଚାଲି ଯାଉଥିଲା। ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୮ରୁ ୧୦ ବର୍ଷ ଧରି ନିୟମିତ ଭାବେ ଏପରି କରୁଥିଲା ଗଣେଶ। More
  • Rajalaxmi Sahoo
  • 11 months ago

ଭୁବନେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ବାର୍‌ରେ ୪ ଜଣ ଫସି ରହିଥିବା ଆଶଙ୍କା

ଭୁବନେଶ୍ୱରରେ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।  ଭବାନୀ ମଲ୍ ନିକଟରେ ଥିବା ଏହି ବାର୍‌ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। More
  • Rajalaxmi Sahoo
  • 11 months ago

ଓଡ଼ିଶାର ଏହି ରେଳପଥରେ ରହିଛି ବାହାନଗା ଟ୍ରାଜେଡି ଭୟ ! କେତେବେଳେ ବି କିଛି ଘଟିପାରେ...

୧୬୪ କି.ମି. ଲମ୍ବ କୋରାପୁଟ-ରାୟଗଡ଼ା ରେଳପଥ। ପ୍ରକୃତି କୋଳରେ ରେଳଯାତ୍ରା ଯେତିକି ରୋମାଞ୍ଚକର ଅନୁଭୂତି ଦେଇଥାଏ, ସେତିକି ପାଦେ ପାଦେ ବିପଦ ମଧ୍ୟ ରହିଛି। More
  • Manoranjan Behera
  • 11 months ago

ନୃଶଂସ ସ୍ୱାମୀ; ସ୍ତ୍ରୀକୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଶବକୁ ପୋଡ଼ି ଦେଲା

ସଇତାନ ସ୍ୱାମୀ। ନିଜ ହାତରେ ନିଜେ ସ୍ତ୍ରୀକୁ ହତ୍ୟା କଲା। More
  • Rajalaxmi Sahoo
  • 11 months ago

ସହରରେ ବୁଲୁଛି ମଣିଷମରା ହାତୀ, ଭୟଭୀତ ଲୋକେ...

ସହରରେ ପଶିଲା ମଣିଷମରା ହାତୀ। ଆତଙ୍କରେ ଥରହର ସହରବାସୀ। ଧର୍ମଗଡ଼ ସହରରେ ଅଚାନକ ହାତୀ ବୁଲୁଥିବା ଦେଖାଯିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। More
  • Rajalaxmi Sahoo
  • 11 months ago

ଘରକୁ ଫେରୁଥିଲେ ଠିକାଦାର, ବାଇକ୍‌ରେ ଆସି ଫାୟାରିଂ କଲେ ଦୁର୍ବୃତ୍ତ...

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳିପଡ଼ିଲେ ଠିକାଦାର। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ୩ ରାଉଣ୍ଡ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। More
  • Rajalaxmi Sahoo
  • 11 months ago

ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ସକାଳ ୮ଟାରୁ ୧ ଘଣ୍ଟା ଧରି ପରିମାଣିକ ଟିକେଟ୍ ଦର୍ଶନ ଚାଲିଛି। ସେହିପରି ୯ଟାରୁ ଦୁଇ ଘଣ୍ଟା ଧରି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ। More
  • Tanmay Kumar Mahalik
  • 11 months ago

ଭାରତ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ଚାମ୍ପିୟନ; ବିଜୟୀ ଟିମକୁ ୧ କୋଟିର ପୁରସ୍କାର

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ କ୍ୟାପଟେନ ସୁନୀଲ ଛେତ୍ରୀ ୪୬ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ଲାଲି ଅଞ୍ଜୁଆଲା ୬୬ତମ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇଥିଲେ । More
  • Chandan Shishu
  • 11 months ago

ସନ୍ତାନ ପାଇଁ ଜୀବନବ୍ୟାପୀ ସାଧନା: ପରିଣତ ବୟସରେ ପୁଅର ଆଶାବାଡ଼ି ପାଲଟିଛନ୍ତି ବୃଦ୍ଧ ବାପା

ବାପା ଯେତେ ଗରିବ ହେଉ କି ନିଶ୍ୱ। ନିଜ ସନ୍ତାନର ସୁନାର ଭବିଷ୍ୟତ ପାଇଁ ଜୀବନକୁ ତିଳ ତିଳ କରୁ ଜାଳୁଥିବା ସେମିତି ଜଣେ ବାପା। More
  • Tanmay Kumar Mahalik
  • 11 months ago

ଅଜବ ଖିଆଲି ମଣିଷ; ଓଲଟାରେ ନିର୍ଭୁଲ ଓଡ଼ିଆ ଲେଖି ଚର୍ଚ୍ଚାରେ ବିଜୟ

ଲେଖା ଓଲଟା ହେଲେ ବି ଅକ୍ଷର, ବନାନ କିମ୍ବା ଭାବ କି ଭାଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ନିର୍ଭୁଲ ଥାଏ । ତାଙ୍କ ଲେଖା ପଢ଼ିବାକୁ ହେଲେ ଟିକେ ଅକଲ ଖର୍ଚ୍ଚ କରିବାକୁ ପଡ଼େ । More
  • Prangyan Parimita
  • 11 months ago

ଗଜପତି ମହାରାଜାଙ୍କ ଚାରି ଯଜ୍ଞ ପରିକଳ୍ପନା,ଶ୍ରୀମନ୍ଦିର ଚାରିପଟେ ଆଧ୍ୟାତ୍ମିକ ପରିବେଶ ଉପରେ ଗୁରୁତ୍ୱ

ଜଗନ୍ନାଥ ହେରିଟେଜ୍ ମ୍ୟୁଜିୟମ୍ ନିର୍ମାଣ ପ୍ରସ୍ତାବ , ସାଧୁ ସନ୍ଥଙ୍କ ଠାରୁ ନିତ୍ୟ ପ୍ରବଚନ କାର୍ଯ୍ୟକ୍ରମ More
  • Chandan Shishu
  • 11 months ago

୨୦ରୁ ଖସିବ ତାତି, ୨୧ରୁ ବର୍ଷିବ !

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦେଖି ଅଂଶୁଘାତ ଡର। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଚଳିତ ସିଜନରେ ଏଯାଏଁ ୨୦ଟି ଅଂଶଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି। More