• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 24 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଧାନ ଉଠିଲାନି ବୋଲି ଜୀବନ ହାରିଦେଲେ ଚାଷୀ, ତା’ପରେ ଉଠିଲା ଧାନ..!

ମଣ୍ଡିରେ ଚାଷୀର ଜୀବନ ନେଲା ହତାଶାର ନିଆଁ । ୨୩ ଦିନ ଧରି ଧାନ ଉଠିବାରୁ ଚାଷୀ ମୃତ୍ୟୁ ଅଭିଯୋଗ । More
  • Satyendu Shekher Mishra
  • 2 years ago

ନବ ହତ୍ୟା ମାମଲା, ମୋଟିଭ୍ ସଂପର୍କରେ ଜାଣି ଜାଣି ଅଜଣା ହେଉଛି କି କ୍ରାଇମବ୍ରାଞ୍ଚ ?

କ୍ରାଇମବ୍ରାଞ୍ଚ ତଦନ୍ତର ଗତିବିଧିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ । ୨୬ ଦିନ ପରେ ବି ଫିଟୁନି ନବ ଦାସ ହତ୍ୟା ପଛର ରହସ୍ୟ । More
  • Satyendu Shekher Mishra
  • 2 years ago

ପୁଣି ଚାନ୍ଦିପୁର ITRରେ ହନିଟ୍ରାପ୍, ପାକିସ୍ତାନ ସୁନ୍ଦରୀଙ୍କ ମାୟାରେ ପଡ଼ିଲେ କର୍ମଚାରୀ

ହନି ସହ ମନି ଟ୍ରାପରେ ପଡ଼ି ଦେଇଦେଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବରିଷ୍ଠ ଟେକ୍ନିକାଲ୍ ଅଫିସର ଗିରଫ । More
  • Satyendu Shekher Mishra
  • 2 years ago

ଏଥର ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍, ନିର୍ବଚନ ଥିବାରୁ ସରକାର ଦେଖାଇଛନ୍ତି ଗୋଲାପୀ ଚିତ୍ର

ପୂର୍ବ ବର୍ଷ ଅପେକ୍ଷା ୧୫% ଅଧିକ ବ୍ୟୟବରାଦ । ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଛି । More
  • Satyendu Shekher Mishra
  • 2 years ago

ବର୍ଷେ ହେଲା ଚାଲିଛି ରୁଷ-ୟୁକ୍ରେନ୍ ଯୁଦ୍ଧ, ତୃତୀୟ ବିଶ୍ୱଯୁଦ୍ଧ ନେଇ ବଢ଼ୁଛି ଆଶଙ୍କା

ପଛଘୁଞ୍ଚା ଦେଉନି କିଭ୍ କି ଯୁଦ୍ଧରେ ପଡୁନି ଯବନୀକା । ଅନିଶ୍ଚିତତା ଭିତରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । More
  • Tanmay Kumar Mahalik
  • 2 years ago

ରାଜ୍ୟ ବଜେଟ୍‌; କେଉଁଠୁ ଆସିବ କେତେ... ହେବ କେମିତି ଖର୍ଚ୍ଚ ?

କର୍ମଚାରୀଙ୍କ ଦରମା, ପେନ୍‌ସନ୍ ଓ ଅନ୍ୟ ରାଜସ୍ୱ ବ୍ୟୟ ପାଇଁ ଖର୍ଚ୍ଚ ହେବ ୧ ଲକ୍ଷ ୩୯ ହଜାର ୫୨୦ କୋଟି । ସେହିପରି ଋଣ ପରିଶୋଧ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮ ହଜାର ୭୮୬ କୋଟି ଟଙ୍କା । More
  • Tanmay Kumar Mahalik
  • 2 years ago

କଥା ଦେଇଥିଲେ ସ୍ୱାମୀ; ସ୍ତ୍ରୀଙ୍କ ପାଇଁ ତୋଳିଦେଲେ ମା’ ସନ୍ତୋଷୀଙ୍କ ଦେଉଳ

ଯାଜପୁର ଜିଲ୍ଲା ବିଝାଂରପୁର ଚିକଣା ଗାଁର ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେଲାଣି । ପୁରା ଦକ୍ଷିଣ ଭାରତ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରର ମୁଖଶାଳା ୮୬ ଫୁଟ୍ ଉଚ୍ଚ ହୋଇଥିବା ବେଳେ ମୁଖ୍ୟ ମନ୍ଦିରର ଉଚ୍ଚତା ହେଉଛି ୬୫ ଫୁଟ । More
  • Satyendu Shekher Mishra
  • 2 years ago

୨୦୨୩-୨୪ ପାଇଁ ଗୃହରେ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି । ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ବ୍ୟୟବରାଦ କରାଯାଇଛି । More
  • Rajalaxmi Sahoo
  • 2 years ago

ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ଜୟନାରାୟଣ ମିଶ୍ରଙ୍କ ବିବୃତ୍ତି: ଦୁଇ ଗଣମାଧ୍ୟମ ନାଁରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ

ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବୃତ୍ତି ଉପରେ ଖବର ପ୍ରସାରଣକୁ ନେଇ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌’ ଏବଂ ‘ଓଟିଭି’ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆସିଛି। More
  • Tanmay Kumar Mahalik
  • 2 years ago

ଆନନ୍ଦ ମୃତ୍ୟୁ; ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍

ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଥିଲା । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ବୀରେନ୍ଦ୍ର ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଥିଲେ । More
  • Rajalaxmi Sahoo
  • 2 years ago

ଅଚାନକ ହସ୍ପିଟାଲ୍‌ ଭିତରେ ପଶି ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଘେରିଲେ

ଢେଙ୍କାନାଳ ହସ୍ପିଟାଲ୍‌ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ଘେରାଉ କରିଛନ୍ତି।  More
  • Rajalaxmi Sahoo
  • 2 years ago

ପୋଲିସ ଇନ୍‌ଫର୍ମର ସନ୍ଦେହରେ ମୁଣ୍ଡ ନେଲେ ମାଓବାଦୀ, ଘରୁ ଡାକି ନେଇ ୨ ଶହ ମିଟର ଦୂରରେ ଯୁବକଙ୍କୁ ଗୁଳି...

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ଘରୁ ଡାକି ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  More
  • Tanmay Kumar Mahalik
  • 2 years ago

ପତ୍ନୀଙ୍କ ମନସ୍କାମନା ପୂରଣ କଲେ ସ୍ୱାମୀ; ଉପହାର ଦେଲେ ୭କୋଟି ଟଙ୍କାର ମନ୍ଦିର

ମନ୍ଦିରରେ ସନ୍ତୋଷୀ ମା’ଙ୍କ ସହ ପ୍ରଭୁ ଶିବ, ଗଣେଷ, ହନୁମାନ ଓ ନବଗ୍ରହ ସ୍ଥାନ ପାଇଛନ୍ତି । ୨୦୦୮ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱାମୀ ଇଚ୍ଛା ପୂରଣ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ପତ୍ନୀ । More
  • Rajalaxmi Sahoo
  • 2 years ago

ବିକ୍ରି ହୋଇପାରିନି ମଣ୍ଡିରେ ପଡ଼ିଥିବା ଧାନ, ଚିନ୍ତାରେ ଚାଲିଗଲା ଚାଷୀଙ୍କ ଜୀବନ

ଧାନ ବିକ୍ରି ଚିନ୍ତା ଭିତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସରକାରୀ ମଣ୍ଡି ବ୍ୟବସ୍ଥାର ଅସଲ ମୁଖା ଖୋଲି ଦେଇଛି। More
  • Rajalaxmi Sahoo
  • 2 years ago

ନବଙ୍କୁ ମାରିବା ପାଇଁ ନବୀନ ନିବାସରୁ ହୋଇଥିଲା ଷଡ଼ଯନ୍ତ୍ର ! ଏହି ୩ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ସନ୍ଦେହ କଲେ ବିରୋଧୀ ଦଳ ନେତା

ଗତକାଲି ବିଧାନସଭା ମୋସନ ଆଲୋଚନାରେ ଜୟନାରାୟଣ ବଡ଼ ମନ୍ତବ୍ୟ ଦେଇ କହିଥିଲେ, ନବ ଦାସଙ୍କୁ ହତ୍ୟା ପାଇଁ ନବୀନ ନିବାସରୁ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ କରୁଛି। ନବଙ୍କ ମୃତ୍ୟୁର ୪ ଦିନ ପୂର୍ବର କଲ୍ ରେକର୍ଡ ଯାଞ୍ଚ ହେଉ ବୋଲି ଜୟନାରାୟଣ ଦାବି କରିଛନ୍ତି। More
  • Rajalaxmi Sahoo
  • 2 years ago

ଆଜି ରାଜ୍ୟ ବଜେଟ୍‌, ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ ପାଇଁ ଆସିପାରେ ଲୋଭନୀୟ ସ୍କିମ୍‌

ଆଜି ଅପରାହ୍ନରେ ଆଗତ ହେବ ରାଜ୍ୟ ବଜେଟ୍ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ପଞ୍ଚମ ପାଳିର ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ। More
  • Sarbeswar
  • 2 years ago

୨୦ ଦିନ ପରେ ଆପଣଙ୍କ ଗାଡି ରାସ୍ତାରେ ଆଉ ଚାଲିବନି?

ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି । ଫିଟନେସ ନଥିବା ଗାଡ଼ିକୁ ସ୍କ୍ରାପ ପାଇଁ ରାଜ୍ୟ ସରକାର ୨୦୨୨ରେ ସ୍କ୍ରାପ ପଲିସି ପ୍ରଣୟନ କରିଛନ୍ତି । ତେବେ ଏହି ନିୟମ ଅନୁସାରେ, ରାସ୍ତାରୁ ପୁରୁଣା ଗାଡି ହଟିବ More
  • Tanmay Kumar Mahalik
  • 2 years ago

ଉତ୍କଳମଣିଙ୍କୁ ଆଡ଼ମ୍ବରରେ ଶ୍ରଦ୍ଧାଞ୍ଜଳି, କିନ୍ତୁ ଦାୟଦଙ୍କୁ ଅଣଦେଖା

ଗୋପବନ୍ଧୁଙ୍କ ଭଳି ଯୁଗପୁରୁଷଙ୍କ ସ୍ମୃତି ରକ୍ଷା ଲାଗି ତାଙ୍କ ଜନ୍ମମାଟିରେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରୁଥିବା ବେଳେ ଏପଟେ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଅସମ୍ମାନ ଭଳି ଅଭାବନୀୟ ପ୍ରସଙ୍ଗ ବି ସାମ୍ନାକୁ ଆସିଛି । ଆଜି ଭଳି ଦିନରେ ଗୋପବନ୍ଧୁଙ୍କ ଜନ୍ମମାଟିକୁ ଧାଇଁ ଆସିଥିଲେ ଗୋପବନ୍ଧୁଙ୍କ ନାତି ସତ୍ୟବାଦୀ ମିଶ୍ରଙ୍କ ପତ୍ନୀ ତଥା ଉତ୍କଳମଣୀଙ୍କ ନାତୁଣୀ ବୋହୁ ଲୀଳାବତୀ ମିଶ୍ର ଓ ତାଙ୍କ ପରିବାର ଲୋକ । More
  • Tanmay Kumar Mahalik
  • 2 years ago

କେଉଁ ଆଡ଼େ ଯାଉଛି ନବ ହତ୍ୟା ତଦନ୍ତ ?

ନବ ଦାସ ହତ୍ୟା ମାମଲାରେ ଯଦି ବି FBIର ସହାୟତା ମିଳେ, ତାହେଲେ ଆମେରିକାର ଏହି ତଦନ୍ତକାରୀ ସଂସ୍ଥାର ବିହେଭିୟୋରାଲ୍ ସପୋର୍ଟ ୟୁନିଟ୍ କେବଳ ଗୋପାଳର ବ୍ୟାବହାରିକ ମୂଲ୍ୟାୟନ କରିବ । କିନ୍ତୁ ଅପରାଧ ଦିଗରେ ତଦନ୍ତ କରିବ ନାହିଁ । ଗୋପାଳ ଜଣେ ମାନସିକ ରୋଗୀ କି ନୁହେଁ ? More
  • Tanmay Kumar Mahalik
  • 2 years ago

କୋଟିଆରେ ଅନୁପ୍ରବେଶ କରୁଛି ଆନ୍ଧ୍ର, ହେଲେ ସରକାରଙ୍କ ପାଖରେ ନାହିଁ ଖବର

ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆରେ ରାସ୍ତା ନିର୍ମାଣ ଭଳି କିଛି ଘଟଣା ଦୃଷ୍ଟି ଗୋଚର ହୋଇନି । ଏଭଳି କିଛି ଘଟିଲେ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ । More
  • Tanmay Kumar Mahalik
  • 2 years ago

ବାମରା ଷ୍ଟେସନରେ ପୋଲିସ-ଜନତା ମୁହାଁମୁହିଁ; ୭ଜଣ ଆହତ

ଷ୍ଟେସନକୁ ଆସି ଷ୍ଟେସନ ମାଷ୍ଟରଙ୍କୁ ରୁମରୁ ବାହାର କରି ତାଲା ପକାଇ ଦେଇଥିଲେ । ଫଳରେ ସିଗନାଲ ନପାଇ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ୍ ଅଟକି ରହିଥିଲା । ପରେ ଖବର ପାଇ ଚକ୍ରଧରପୁର ଡିଆରଏମ୍ ଘଟଣାସ୍ଥଳକୁ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ। ବାମରାରେ ୧୧ଟି ଟ୍ରେନ୍ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । More