• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 30 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

କାହା କଥାରେ ଓ କାହିଁକି ନବଙ୍କୁ ହତ୍ୟା କଲେ ଗୋପାଳ, ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛି କ୍ରାଇମ୍‌ବ୍ରାଞ୍ଚ

ଗିରଫ ପରେ ଏବେ କ୍ରାଇମବ୍ରାଞ୍ଚ ହେପାଜତରେ ଅଛନ୍ତି ଗୋପାଳ । More
  • Satyendu Shekher Mishra
  • 1 year ago

ନବଙ୍କ ହତ୍ୟାକୁ ନେଇ ଉଠିଲା ମାଳ ମାଳ ପ୍ରଶ୍ନ, କାକା କହିଲେ ରହିଛି ବିରାଟ ଷଡଯନ୍ତ୍ର

ନବଙ୍କ କାକା ଓ ସମର୍ଥକମାନେ ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି । More
  • Satyendu Shekher Mishra
  • 1 year ago

ନବ ଦାଦା ଅମର ରହେ ଧ୍ୱନିରେ କମ୍ପିଲା ପରିବେଶ, ଭୋ-ଭୋ ହୋଇ କାନ୍ଦିଲେ ଦିପାଳୀ ଦାସ

ଅନ୍ତିମ ଦର୍ଶନ ସାଙ୍ଗକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅସମ୍ଭବ ଭିଡ଼ ଲଗାଇଥିଲେ ସମର୍ଥକ ଓ ଶୁଭେଚ୍ଛୁ । More
  • Satyendu Shekher Mishra
  • 1 year ago

ମନ୍ତ୍ରୀଙ୍କ ଗସ୍ତ ବେଳେ କ’ଣ ରହିଛି ନିୟମ ? SOP ପାଳନ କରିଥିଲା କି ପୋଲସି ? PSO କରୁଥିଲେ କ’ଣ ?

ନବଙ୍କ ରବିବାର ଦିନ ଗସ୍ତ ବେଳେ SOP ପାଳନ କରାଯାଇଥିଲା କି ନାହିଁ, ତ୍ରୁଟି କେଉଁଠି ରହିଲା, ତାହା ସାମ୍ନାକୁ ଆସିବା ଜରୁରୀ । More
  • Pramod Behera
  • 1 year ago

ଆମ ଭିତରେ ଭୁଲ୍ ବୁଝାମଣା ଥିଲା; ଏବେ ସମାଧାନ ହୋଇଯାଇଛି; ଆମେ ଏକାଠି ରହିବୁ: ଶ୍ରୀୟା

ତୁଟିଲା ଷ୍ଟାର୍‌ ଦମ୍ପତିଙ୍କ କଳି। ଏବେ ଏକାଠି ରହିବେ। ଗୋଟିଏ ମାସ ଭିତରେ ଉଭୟ ପରିବାର କଥା ହେବେ ଆଉ ଶ୍ରୀୟା ତାଙ୍କ ଶାଶୁ ଘରକୁ ଆସିବେ। ଏହାକୁ ନେଇ କ’ଣ କୁହନ୍ତି ଶ୍ରୀୟା, ହ୍ୟୁମାନ୍, ଏଆଇସି ଓ ମହିଳା ଆଇଆଇସି ଆସନ୍ତୁ ଜାଣିବା। More
  • Rajalaxmi Sahoo
  • 1 year ago

‘ଯାହାବି ଭୁଲ୍‌ ବୁଝାମଣା ଥିଲା, ସବୁ ସମାଧାନ ହୋଇଛି...ଆମେ ଏବେ ଏକାଠି ରହିବୁ’

ଶେଷରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଥିବା ମନମାଳିନ୍ୟର ଅନ୍ତ ଘଟାଇ ପୁଣି ଏକାଠି ରହିବା ପାଇଁ ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ନିଷ୍ପତ୍ତି ନେଇଛନ୍ତି।  More
  • Satyendu Shekher Mishra
  • 1 year ago

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସ ଗିରଫ

ଶେଷରେ ଅରୂଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ନଥିଲେ । More
  • Rajalaxmi Sahoo
  • 1 year ago

ପଞ୍ଚଭୂତରେ ଲୀନ ହେଲେ ମନ୍ତ୍ରୀ ନବ ଦାସ, ଶେଷକୃତ୍ୟ ପୂର୍ବରୁ ଗାର୍ଡ ଅଫ୍ ଅନର ପ୍ରଦାନ

ଝାରସୁଗୁଡ଼ା ଜିଲ୍ଲା ଖେରୁଆଲ ଶ୍ମଶାନରେ ଆଜି ମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନବ ଦାସଙ୍କ ପୁଅ ବିଶାଲ ଦାସ ମୁଖାଗ୍ନି ଦେଇଥିଲେ। More
  • Rajalaxmi Sahoo
  • 1 year ago

ତୁଟିଲା ଷ୍ଟାର ଦମ୍ପତିଙ୍କ କଳି: ଏକାଠି ରହିବେ ଗାୟକ ହ୍ୟୁମାନ ସାଗର-ଶ୍ରୀୟା

ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି। ବିବାଦର ସମାଧାନ ଓ ଆପୋଷ ବୁଝାମଣା ହୋଇଥିବା ହ୍ୟୁମାନ କହିଛନ୍ତି।  More
  • Rajalaxmi Sahoo
  • 1 year ago

ବଡ଼ ଖବର: ନବ ଦାସଙ୍କ ଦେହାନ୍ତ ପରେ ନିରଞ୍ଜନ ପୂଜାରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ମିଳିଛି। More
  • Prangyan Parimita
  • 1 year ago

ଝାରସୁଗୁଡ଼ାରେ ନବଙ୍କ ପାର୍ଥିବ ଶରୀର : ଶେଷଦର୍ଶନ ପାଇଁ ବାସଭବନ ଲୋକାରଣ୍ୟ

ଅନ୍ତିମ ଦର୍ଶନ ପାଇଁ ବିଭିନ୍ନ ଦଳର ରାଜନେତା ତଥା ସାଧାରଣ ଜନତା ସରବାହାଲ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି More
  • Rajalaxmi Sahoo
  • 1 year ago

ଜଳିଗଲା ରୋଗୀଙ୍କୁ ନେଇ ଯାଉଥିବା ବସ୍‌, ଡିଭାଇଡରରେ ପିଟି ହୋଇ ଗାଡ଼ିରେ ଲାଗିଲା ନିଆଁ...

ଡିଭାଇଡରରେ ପିଟି ହୋଇ ଜଳିଗଲା ବସ୍‌। ରୋଗୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଜଳି ଯାଇଛି। More
  • Prangyan Parimita
  • 1 year ago

ରୂପ ଯେମିତି ରଙ୍ଗ ସେମିତି ! ପାଟିକୁ ସୁଆଦ ହଳଦିଆ ଫୁଲକୋବି

ଏ ପ୍ରକାର ଫୁଲକୋବି ଦେଖିଲେ ଖୁସି ହୋଇଯିବେ ନିଶ୍ଚୟ More
  • Prangyan Parimita
  • 1 year ago

ମନେ ପଡ଼ନ୍ତି ନବ... କଂଗ୍ରେସରୁ ବିଜେଡି ଯାଏଁ ଲମ୍ବା ଯାତ୍ରା

ରାଜ୍ୟ ରାଜନୀତିରେ ପ୍ରଭାବଶାଳୀ ନେତା । ଝାରସୁଗୁଡ଼ା ଜିଲ୍ଲାରେ ନବଙ୍କ ଥିଲା ଦବଦବା । More
  • Satyendu Shekher Mishra
  • 1 year ago

ଓଡ଼ିଶା ଇତିହାସରେ କଳଙ୍କ, ସାରା ରାଜ୍ୟରେ ଚାଞ୍ଚଲ୍ୟ ! ବର୍ଦ୍ଦିରେ ଥାଇ ମନ୍ତ୍ରୀଙ୍କୁ ଗୁଳି କଲେ ପୋଲିସ୍ ASI 

ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ କର୍ମଚାରୀଙ୍କ ଗୁଳି । ଘଟଣାର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । More
  • Satyendu Shekher Mishra
  • 1 year ago

ମନ୍ତ୍ରୀଙ୍କୁ ଗୁଳିମାଡ଼ ନେଇ ରାଜ୍ୟ ସାରା ହଇଚଇ, ବିନ୍ଦୁ ବିସର୍ଗ ବି ଜାଣିପାରିଲାନି ଗୋଇନ୍ଦା ବିଭାଗ ?

ନବଙ୍କ ସହ ପୂର୍ବ ଶତ୍ରୁତା ନା ରହିଛି ଅନ୍ୟ କିଛି ରହସ୍ୟ ? କାହିଁକି ଏତେ ବଡ଼ ଦୁଃସାହସ କଲେ ASI ଗୋପାଳ ? More
  • Satyendu Shekher Mishra
  • 1 year ago

ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗୁଳି ମାଡ଼ରେ ଉଡ଼ିଗଲା ପ୍ରାଣବାୟୁ

ପୂର୍ବରୁ ପୋଲିସ କେବେ ବି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ନଜିର ନାହିଁ । More
  • Satyendu Shekher Mishra
  • 1 year ago

ମାନସିକ ରୋଗରେ ଆକ୍ରାନ୍ତ ଥିଲେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସ

ପ୍ରାୟ ବର୍ଷେ ତଳେ ଗୋପାଳ ଚେକ୍ଅପ ପାଇଁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ଡାକ୍ତର । More
  • Satyendu Shekher Mishra
  • 1 year ago

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ପୋଲିସ ASI ଗୋପାଳ କିଏ ? ଆସନ୍ତୁ ଜାଣିବା...

ଆଜି ଡ୍ୟୁଟିରେ ଥିବା ବେଳେ ଏଭଳି କାଣ୍ଡ ଭିଆଇଛନ୍ତି ଗୋପାଳ । More