• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 14 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 10 months ago

ଓଡ଼ିଶା ନା ଆନ୍ଧ୍ର, କାହାକୁ 'କୋଟିଆ' ଭୋଟ୍ ? ଉଭୟପଟୁ ଜୋର ଧରିଲାଣି ପ୍ରସ୍ତୁତି...

କେଉଁ ରାଜ୍ୟର ହୋଇ ଭୋଟ୍ ଦେବେ କୋଟିଆବାସୀ ? ଲୋକସଭା ସହ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ । ଉଭୟପଟୁ ଜୋର ଧରିଲାଣି ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟକ୍ରମ  । More
  • Satyendu Shekher Mishra
  • 10 months ago

ହଟୁନି ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ସସପେନ୍ସ

ଦିଲ୍ଲୀରୁ ଫେରି ଭିନ୍ନ ଭିନ୍ନ ମନ୍ତବ୍ୟରେ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇଲେ ମନମୋହନ । More
  • Satyendu Shekher Mishra
  • 10 months ago

ଶିରି ହରାଇ ଚାଲିଛି ଖୋର୍ଦ୍ଧାର ଐତିହାସିକ ବରୁଣେଇ

୩-୪ ବର୍ଷ ତଳୁ ଆଉ ଝରୁନି ଚିରସ୍ରୋତା ଝରଣା । More
  • Sujit kumar Swain
  • 10 months ago

ମଦ ପିଇ ମାତାଲ ହେଉଥିବା ପତ୍ନୀର ପ୍ରାଣ ନେଲା ସ୍ବାମୀ; ୨ ପିଲାଙ୍କୁ ଧରି ଶବ ସହ ରହିଲା ୩ ଦିନ !

ଭୁବନେଶ୍ବର ସାଲିଆସାହି ଅଞ୍ଚଳରେ ଚାଞ୍ଚଲ୍ୟ । ମଦ ପିଇ ମାତାଲ ହେଉଥିବାରୁ ପତ୍ନୀର ପ୍ରାଣ ନେଲା ସ୍ବାମୀ ! ହତ୍ୟା ପରେ ୨ ପିଲାଙ୍କୁ ଧରି ପତ୍ନୀ ଶବ ସହ ରହିଲା ୩ ଦିନ । More
  • Sujit kumar Swain
  • 10 months ago

ଶ୍ରମିକଙ୍କ ପାଇଁ ଖୁସି ଖବର; ବୃଦ୍ଧି ହେଲା ସର୍ବନିମ୍ନ ମଜୁରୀ...

ବଢ଼ିଲା ଶ୍ରମିକଙ୍କ ମଜୁରୀ । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର । ୪ଟି ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢାଇଲେ ସରକାର ।  More
  • Santosh Kumar Sahoo
  • 10 months ago

ମେଣ୍ଟ ଚର୍ଚ୍ଚା ଭିତରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ପହଞ୍ଚୁଛନ୍ତି ବରିଷ୍ଠ ବିଜେଡି ନେତା

ଏହି ବୈଠକରେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଡକାଯାଇଥିବା ସୂଚନା ରହିଛି। More
  • Santosh Kumar Sahoo
  • 10 months ago

SSB Odisha Recruitment 2024: ଓଡ଼ିଶାରେ ପୂରଣ ହେବ ୭୮୬ ଅଧ୍ୟାପକ ପଦବୀ

ରାଜ୍ୟରେ ୭୮୬ ଅଧ୍ୟାପକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି SSB। More
  • Manoranjan Behera
  • 10 months ago

ନୂଆ ଦିଶିବ ଶ୍ରୀମନ୍ଦିର ଦୋଳବେଦୀ; ଏଣିକି ଭକ୍ତ ଦେଖିବେ ଲୁଚିଯାଇଥିବା ପ୍ରାଚୀନ କୀର୍ତ୍ତିରାଜି

ନୂଆ ରୂପ ନେଉଛି ଶ୍ରୀମନ୍ଦିରର ଦୋଳବେଦୀ। ଲୁଚି ଯାଇଥିବା ପ୍ରାଚୀନ କୀର୍ତ୍ତିରାଜି ପୁଣି ଦୃଶ୍ୟମାନ ହେବ। ଚଳିତବର୍ଷ ଦୋଳପୂର୍ଣ୍ଣିମାରେ ଭକ୍ତ ଦେଖିବେ ଦୋଳବେଦୀର ନୂଆ ରୁପ। More
  • Manoranjan Behera
  • 10 months ago

ମନମୋଦହନଙ୍କ ବଡ଼ ବୟାନ; ରାଜ୍ୟରେ ଏକା ଲଢ଼ି ସରକାର କରିବ ବିଜେପି..

ଓଡ଼ିଶାରେ ବିଜେପି ସରକାର ହେବ କହିଲେ ମନମୋହନ ସାମଲ। More
  • Manoranjan Behera
  • 10 months ago

ମେଣ୍ଟ ନେଇ ମନମୋହନଙ୍କ ବଡ଼ ବୟାନ; କହିଲେ, ସବୁ ଆସନ ନେଇ ବିଚାର ବିମର୍ଶ ଚାଲିଛି..

ଗତକାଲି ଅମିତ୍ ଶାହଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ମନମୋହନ ସାମଲ। ଫେରିବା ପରେ କହିଛନ୍ତି ସବୁ ଆସନ ନେଇ ବିଚାର ବିମର୍ଶ ଚାଲିଛି। More
  • Manoranjan Behera
  • 10 months ago

କମାଲ କଲେ ସୁପ୍ରିମକୋର୍ଟର ରାନ୍ଧୁଣିଆଙ୍କ ଝିଅ; ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ପାଇବେ ସ୍କଲାରସିପ୍

ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। More
  • Sonali Ojha
  • 10 months ago

ଚିଟଫଣ୍ଡ କେଳେଙ୍କାରୀ ନେଇ ତନାଘନା; ବିନୀତ ଲଲାନି ଓ ସାଗର ରାୟଙ୍କୁ ମୁହାଁମୁହିଁ ଜେରା

ଇଡିରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଗର ରାଏ । ସେ କହିଛନ୍ତି ଯେ, କୌଣସି ପ୍ରକାରର ଘୋଟାଲା ହୋଇନାହିଁ । More
  • Manoranjan Behera
  • 10 months ago

ଆଜି ନବୀନ ନିବାସରେ ମିଟିଂ ! ଫିଟିପାରେ ବିଜେପି-ବିଜେଡି ମେଣ୍ଟ ଗଣ୍ଠି

ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି। More
  • Manoranjan Behera
  • 10 months ago

ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ

କଟକ ଖାନନଗର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଜଣେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି। More
  • Satyendu Shekher Mishra
  • 10 months ago

ଭୋଟ୍ ପୂର୍ବରୁ ଫ୍ରି ସ୍କିମ୍ ପରେ ଦରମା ବଢ଼ା ପର୍ବ

୫୦ ହଜାରକୁ ବଢ଼ିଲା ମେୟରଙ୍କ ଦରମା । କନିଷ୍ଠ ଶିକ୍ଷକଙ୍କ ଦରମା ୨୦ ହଜାରକୁ ବୃଦ୍ଧି । More
  • Satyendu Shekher Mishra
  • 10 months ago

ଖୁବଶୀଘ୍ର ଫିଟିବ ବିଜେପି-ବିଜେଡି ମେଣ୍ଟ ଗଣ୍ଠି ! ଶାହଙ୍କ ଘରେ ଜରୁରୀ ବୈଠକ

ଶାହଙ୍କୁ ଭେଟିଲେ ରାଜ୍ୟ ବିଜେପି ନେତୃତ୍ୱ । କାଲି ନବୀନ ନିବାସରେ ବିଜେଡିର ବଡ଼ ବୈଠକ । More
  • Santosh Kumar Sahoo
  • 10 months ago

ଅଫିମ ଚାଷର ହବ୍‌ ପାଲଟିଛି ଶିମିଳିପାଳ, ୨ ମାସରେ ନଷ୍ଟ କରାଗଲାଣି ୨୦ କୋଟିର ଅଫିମ ଗଛ

ଏକର ଏକର ଜମିରେ ଫଳିଛି ଅଫିମ। କେଉଁଠି ଫୁଲ ଧରିଛି ତ କେଉଁଠି ଫଳ ପାଚିଲାଣି। ଫସଲ ଏମିତି ମାଡ଼ିଛି ଯେ, କ୍ଷେତକୁ ଆଖି ପାଉନି। ନିଶାଦ୍ରବ୍ୟ ଅଫିମର ଏହି ହବ୍ ହେଉଛି ଶିମିଳିପାଳ। More
  • Santosh Kumar Sahoo
  • 10 months ago

ଭୋଟରଙ୍କୁ ଥୋପ ପରେ ଥୋପ, ଆଉ ୨୨ ନୂଆ NAC ଘୋଷଣା କଲେ ସରକାର

ଗତମାସରେ ୩୫, ଆଜି ଆଉ ୨୨ ଏନଏସି ଘୋଷଣା। ଗଲା ମାସରେ ୫ ଏନଏସିକୁ ମୁନିସିପାଲିଟି ଘୋଷଣା କରିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନଏସି ପାଇଛି ମୁନିସିପାଲିଟିର ମାନ୍ୟତା। More
  • Santosh Kumar Sahoo
  • 10 months ago

ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ ? ୬୪ଟି କୋଠାର ନାହିଁ ଫାୟାର ସେଫଟି

ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ ? କିଛି ଅଘଟଣ ହେଲେ କିଏ ହେବ ଉତ୍ତରଦାୟୀ ? More