• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 06 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

୧୪ ବର୍ଷ ପରେ ବି ରହସ୍ୟାବୃତ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା

ନାଇଡୁ କମିଶନ୍ ରିପୋର୍ଟ ସରକାର ଚାପିବାକୁ ନେଇ ଘେରିଲେ ବିରୋଧୀ । ମୁଖ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ଅସନ୍ତୋଷ ଝାଡ଼ିଲେ ଆଶ୍ରମ ଅନ୍ତେବାସୀ । More
  • Satyendu Shekher Mishra
  • 1 year ago

ତାଳ ଗଛ ନାହିଁ ବୋଲି ବଜ୍ରପାତ ନେଉଛି ଲୋକଙ୍କ ଜୀବନ !

ସହର ତୁଳନାରେ ଗାଁରେ ବେଶୀ ଜୀବନ ନାଶୁଛି ବଜ୍ର ବିପତ୍ତି । କେବଳ ୨୦୨୧-୨୨ରେ ବଜ୍ରପାତ ଯୋଗୁଁ ୨୮୧ ଜୀବନ ହାନୀ । More
  • Satyendu Shekher Mishra
  • 1 year ago

୨ ଦିନ ପରେ G20 ସମ୍ମିଳନୀ; ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ ଅପେକ୍ଷାରେ ଭାରତ ମଣ୍ଡପମ୍

କାଲି ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମିଲେଟ୍ ମିଶନ ଅଭିଜ୍ଞତା ବଖାଣିବେ ଦୁଇ ଓଡ଼ିଆ ମହିଳା ଚାଷୀ । More
  • Satyendu Shekher Mishra
  • 1 year ago

କଂଗ୍ରେସରୁ ଲଢ଼ିବେନି ମନ୍ମଥ, ଅକ୍ଟୋବରରେ ହଟାଇବେ ସସ୍‌ପେନ୍ସ

କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ମନ୍ମଥ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଲେ । More
  • Manoranjan Behera
  • 1 year ago

ଫେଲ୍ ମାରୁଛି କି ସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା ?

SHG ହିତାଧିକାରୀଙ୍କୁ ବାଧକ ସାଜିଛି ପିଛିଲା ଲୋନ୍ । ଗ୍ରାଉଣ୍ଡ ଜିରୋରେ ବଢୁଛି ଅସନ୍ତୋଷ । More
  • Manoranjan Behera
  • 1 year ago

ଲଘୁଚାପ ବର୍ଷା ବି ଚାଷକୁ ଅଣ୍ଟୁନି; ଭାଦ୍ରବରେ ବି ଅନାବୃଷ୍ଟି

ଭାଦ୍ରବରେ ବର୍ଷାକୁ ଅନେଇଛି ଭଦ୍ରକ । ଜମି ଫାଟି ଆଁ କଲାଣି, ରୁଆ ଧାନ ଜଳି ଯାଉଛି । ପ୍ରଥମେ ବୈତରଣୀ ବଢିରେ ଚାଷ ଧୋଇଗଲା, ଆଉ ଏବେ ଅନାବୃଷ୍ଟି ଦାଉ ସାଧିଛି । More
  • Manoranjan Behera
  • 1 year ago

ଖେଳକୁଦ ମଜାମସ୍ତି କରିବା ବୟସରେ ବଢ଼ିଲା ଝିଅର ଗୋଡ଼ରେ ପଡିଛି ବେଡ଼ି

ଚେନ୍‌ରେ ବନ୍ଧା ବଢ଼ିଲା ଝିଅ । କାରଣ ବେଡି ନପଡ଼ିଲେ ସେ କୁଆଡ଼େ ଚାଲିଯିବ । ସେଥିପାଇଁ ବଢିଲା ଝିଅର ଗୋଡ଼ରେ ବେଡି ପକାଇ ରଖୁଛନ୍ତି ପରିବାର ଲୋକେ । ଯେଉଁ ବୟସରେ ଖେଳକୁଦ କରିବାକଥା, ସେହି ସମୟରେ ଘରର ଚାରି କାନ୍ଥ ଭିତରେ ଜୀବନ ବିତାଉଛି କୁନିଝିଅ । More
  • Manoranjan Behera
  • 1 year ago

ସାବଧାନ !! ଆହୁରି ୨ ଦିନ ପ୍ରବଳ ବର୍ଷିବ !

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଜାରି ରହିଛି ବର୍ଷା। କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇଛି। More
  • Prangyan Parimita
  • 1 year ago

କାମ୍ବୋଡିଆରେ ବନ୍ଦୀ ଗଞ୍ଜାମ ପୁଅ, ଠକେଇ କରିବାକୁ ମନା କରିବାରୁ ବନ୍ଧା ରଖିଛି କମ୍ପାନୀ

ବିଦେଶରେ ଦାଦନ ଖଟିବାକୁ ଯାଇ ବନ୍ଦୀ .. ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ୱନାଥପୁରର ଦୀନବନ୍ଧୁ ସାହୁ, ମୁକୁଳିବାକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ More
  • Prangyan Parimita
  • 1 year ago

କଟକରେ ସ୍ପଷ୍ଟ ଦିବାଲୋକରେ ଲୁଟ୍, ଫାଙ୍କା ଗୁଳି ଫୁଟାଇ ନେଇଗଲେ ଟଙ୍କାସୁନା

ମତ୍ତଗଜପୁର ଲେବୁଲ୍‌ କ୍ରସିଂ ନିକଟରେ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ହୋଇଛି । More
  • Prangyan Parimita
  • 1 year ago

ଏମିତି ନକଲି କାରବାର ! ସାଂସଦଙ୍କୁ ବି ଛାଡ଼ିଲେନି,ମିଛ ସୁପାରିଶରେ ଅସଲି କାମ..

ନକଲି ହୋଇଛି ସାଂସଦଙ୍କ ଲେଟରପ୍ୟାଡ..ନକଲି ଚିଠିରେ ହୋଇଛି ଅସଲି ଆଡମିସନ More
  • Prangyan Parimita
  • 1 year ago

ଅରକ୍ଷିତକୁ ଦଇବ ସାହା! ନୂଆ ପରିଚୟ ପାଇଲା କୁନି ପୁଅ

ଅସହାୟ କୁନି ପୁଅକୁ କୋଳେଇ ନେବାକୁ କର୍ଣ୍ଣାଟକରୁ ଆସି ଓଡ଼ିଶାରେ ପହଞ୍ଚିଲେ ଦମ୍ପତି । More
  • Prangyan Parimita
  • 1 year ago

ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, କେଉଁ କେଉଁ ଜିଲ୍ଲାରେ ଅତି ପ୍ରବଳ ବର୍ଷିବ,ଜାଣନ୍ତୁ

ରାଜ୍ୟରେ ବର୍ଷା ଲାଗି ରହିଛି ...କେବଳ ଉପକୂଳ ଓଡିଶାକୁ ଛାଡ଼ିଦେଲେ ରାଜ୍ୟର ଆଉ ସମସ୍ତ ଜିଲ୍ଲାକୁ ୱାର୍ଣ୍ଣି ଜାରି କରାଯାଇଛି More
  • Prangyan Parimita
  • 1 year ago

ଆଜି ପବିତ୍ର ଜନ୍ମାଷ୍ଟମୀ, ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ

ଭକ୍ତି ଓ ଉଲ୍ଲାସର ସହ ପାଳନ ହେବ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ଶେଷ କରି ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶ ରହିଛି। ପୁରୀରେ ବାଲୁକାକଳା... More
  • Rajalaxmi Sahoo
  • 1 year ago

Today Panchang 6th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ, ବୁଧବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More
  • Rajalaxmi Sahoo
  • 1 year ago

G-20 ସମ୍ମିଳନୀ: ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ

ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ। ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ଆଦିବାସୀ ଯୋଗଦେବେ। More
  • Satyendu Shekher Mishra
  • 1 year ago

ଦେଶର ଭବିଷ୍ୟତ ଗଢୁଥିବା ଶିକ୍ଷକଙ୍କ ଭବିଷ୍ୟତ ବି ଅନ୍ଧାର !

ଦାବି ପୂରଣ ନେଇ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ହେବ ଆଲୋଚନା । ଅଧ୍ୟାପକ ଓ ଶିକ୍ଷକଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେନି ମନ୍ତ୍ରୀ । More
  • Satyendu Shekher Mishra
  • 1 year ago

ଗୁରୁ ଦିବସରେ ଚର୍ଚ୍ଚାରେ ଦୁଇ ନିଆରା ଶିକ୍ଷକ; କାହା ପାଇଁ ପାଉଣା ତୁଚ୍ଛ, ତ କାହା ଆଗରେ ହାରିଛି ବୟସ

ନିଃସ୍ୱାର୍ଥପର ଶିକ୍ଷାଦାନରେ ବ୍ରତୀ ହୋଇଛନ୍ତି । ପରିଣତ ବୟସରେ ଶିକ୍ଷାଦାନ କରୁଛନ୍ତି । More
  • Satyendu Shekher Mishra
  • 1 year ago

ସବୁ ଦୋକାନୀ ବିକି ପାରିବେନି ସିମ୍‌ ! ସାଇବର ଠକଙ୍କୁ ରୋକିବାକୁ କେନ୍ଦ୍ରର ବଡ଼ ଷ୍ଟ୍ରାଟେଜୀ

କେବଳ ପଞ୍ଜୀକୃତ ଭେଣ୍ଡର ହିଁ ବିକିବେ ସିମ୍ କାର୍ଡ । ଖିଲାପ କଲେ ଟେଲିକମ୍ କମ୍ପାନୀ ଦେବେ ୧୦ ଲକ୍ଷ ଟଙ୍କା ଜରିମାନା । More
  • Satyendu Shekher Mishra
  • 1 year ago

ସିଜିମାଳି ପାହାଡରୁ ବେଦାନ୍ତର ବକ୍ସାଇଟ୍ ଖନନକୁ ବିରୋଧ, ଆଦିବାସୀଙ୍କୁ ମାଓବାଦୀ କହି ଧରୁଛି ପୋଲିସ

ମାଓବାଦୀ ଦର୍ଶାଇ ରାତିଅଧିଆ ଗିରଫଦାରୀ ଯୋଗୁଁ ବହୁ ଗାଁ ପୁରୁଷଶୂନ୍ୟ । ଆଦିବାସୀଙ୍କ ଉପରେ ଦମନଲୀଳାକୁ ନେଇ ଘେରିଲେ ବିରୋଧୀ । More
  • Satyendu Shekher Mishra
  • 1 year ago

5T ମଡେଲ ନେଇ ଲଢ଼ିବାକୁ BJDର ବ୍ଲୁ-ପ୍ରିଣ୍ଟ, କର୍ମୀଙ୍କୁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ

5T ସଚିବଙ୍କ ପଲିଟିକାଲ ପ୍ରମୋସନକୁ ନେଇ ଚର୍ଚ୍ଚା । ଅଣଓଡ଼ିଆ ଏଣ୍ଟ୍ରି ମାରିଲେ ବିରୋଧ କରାଯିବ କହିଲେ ଜୟନାରାୟଣ । More