• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 23 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 10 months ago

ରଙ୍ଗହୀନ ହେଲାଣି ହକି ବିଶ୍ୱକପ୍ ବେଳର ସବୁଜିମା

ଆଉ କେତେ ବା ଧୈର୍ଯ୍ୟ ଧରିବେ ରାଉରକେଲାବାସୀ...ଆଉ କେତେ ବା ଦାୟିତ୍ୱହୀନ ସରକାରୀ ବ୍ୟବସ୍ଥାକୁ ବରଦାସ୍ତ କରିବେ... ଶେଷରେ ମୁହଁ ଖୋଲିଛନ୍ତି ସହରବାସୀ। More
  • Chandan Shishu
  • 10 months ago

ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଦେଶର ଭବିଷ୍ୟତମାନେ

ରାତି ପାହିଲେ ଏହି ପୋଲ ଉପର ଦେଇ ଏମିତି କୁନି କୁନି ପାଦ ସବୁ ଦଉଡ଼େ ସ୍କୁଲ ଅଭିମୁଖେ। ସ୍କୁଲ ଛୁଟି ହେବା ପରେ ପୁଣି ଭରସାର ଭଙ୍ଗାଦଦରା ପୋଲ ଦେଇ ବିପଦପୂର୍ଣ୍ଣ ଭାବେ ଫେରିବାକୁ ପଡ଼େ ଘରକୁ।  More
  • Chandan Shishu
  • 10 months ago

ଶୋଇଥିବା ବେଳେ କାମୁଡ଼ିଲା ସାପ: ସର୍ପ ଦଂଶନରେ ଚାଲିଗଲା ୩ ଛାତ୍ରଛାତ୍ରୀଙ୍କ ଜୀବନ

ଚିନ୍ତା ବଢ଼ାଇଲାଣି ସାପ କାମୁଡ଼ା ମୃତ୍ୟୁ। କେନ୍ଦୁଝର ବାରିଆ ଥାନା ନିଶ୍ଚିନ୍ତପୁରର ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରେ ଶୋଇଥିବା ବେଳେ ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। More
  • Prangyan Parimita
  • 10 months ago

ଆସନ୍ତାକାଲି ଠାରୁ ଖୋଲିବ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର

ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ବାରରେ ପ୍ରବେଶ କରିବେ ପୁରୀବାସୀ More
  • Prangyan Parimita
  • 10 months ago

ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ, କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨୫ରୁ ୨୬ ପଜିଟିଭ୍ ଚିହ୍ନଟ

ରାଜଧାନୀରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ । ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ଏକ ୭ ବର୍ଷର ଶିଶୁକନ୍ୟା ଗତକାଲି ଡେଙ୍ଗୁରେ ପ୍ରାଣ ହରାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ସେପଟେ ଡେଙ୍ଗୁର ଏବେ ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୧୩୦ରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଉଥିବା ବେଳେ ୨୫ ରୁ ୨୬ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେଉଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସପିଟାଲର ଅତିରିକ୍ତ ନିର୍ଦ୍ଦେଶକ। ଯାହାକୁ ନେଇ ବଢିଛି ଚିନ୍ତା।.. More
  • Prangyan Parimita
  • 10 months ago

ବିଜେଡିକୁ ଅଡୁଆ ସରକାର ବିରୋଧୀ ହାୱା! କାଉଣ୍ଟର କରିବାକୁ ମହିଳା କାର୍ଡ ହିଁ ଶେଷ ଅସ୍ତ୍ର !

ମହିଳା କାର୍ଡ ଖେଳୁଛି ବିଜେଡି, ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ପାଇଁ ଲଢେଇ କରିବ ଶଙ୍ଖ ଦଳ More
  • Prangyan Parimita
  • 10 months ago

JE ସିଭିଲ ମେନ୍‌ ପରୀକ୍ଷା ରଦ୍ଦ କଲା OSSC

ଟ୍ୱିଟ୍‌ କରି ସୂଚନା ଦେଲେ OSSC ଚେୟାରମ୍ୟାନ ଅଭୟ More
  • Prangyan Parimita
  • 10 months ago

କେହି ସାହାଯ୍ୟ କଲେନି, ଓଲଟି ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ବୋହିନେଲେ କୁକୁଡ଼ା

କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । କୋମନା ବ୍ଲକ ଭେଲାଠାରେ ଓଲଟି ପଡ଼ିଲା ଗାଡ଼ି । More
  • Prangyan Parimita
  • 10 months ago

ବାଡ଼ ଖାଇଗଲା ଫସଲ, ଜାଲ ଦସ୍ତଖତ କରି ଟଙ୍କା ନେଇଗଲେ ସଭାନେତ୍ରୀ ଓ ସଂପାଦିକା

ମିଶନଶକ୍ତି ଏମବିକେଙ୍କ ନାଁରେ ଠକେଇ ଅଭିଯୋଗ । ସଭାନେତ୍ରୀ ଓ ସଂପାଦିକାଙ୍କ ଜାଲ୍ ଦସ୍ତଖତ କରି ୯ ଲକ୍ଷ ଟଙ୍କା ହଡପ୍ ଅଭିଯୋଗ । More
  • Rajalaxmi Sahoo
  • 10 months ago

ମିଳିଲା ଡାକ୍ତରଙ୍କ ମୃତଦେହ, ବନ୍ଦ ଘରୁ ଦୁର୍ଗନ୍ଧ ଆସିବାରୁ ପୋଲିସ୍‌କୁ ଜଣାଇଲେ ପଡ଼ୋଶୀ

ବନ୍ଦ ଘରୁ ମିଳିଲା ଡାକ୍ତରଙ୍କ ଗଳିତ ମୃତଦେହ। ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। More
  • Manoranjan Behera
  • 10 months ago

'ଯଦି ଗୋଟିଏ ଦ୍ୱାର ନ ଖୋଲେ, କାଲିଠୁ ପଶ୍ଚିମ ଦ୍ୱାର ସାମ୍ନାରେ ବସିବି'

ପୁରୀ ବାସିନ୍ଦାଙ୍କ ଭାବାବେଗକୁ ଗୁରୁତ୍ୱର ସହ ନେଇ ଭକ୍ତଙ୍କ ପାଇଁ ଅତି କମରେ ଗୋଟିଏ ଦ୍ୱାର ଖୋଲିବାକୁ ସୁଦର୍ଶନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି । More
  • Rajalaxmi Sahoo
  • 10 months ago

ପ୍ରତି ମୂହୁର୍ତ୍ତରେ ଡରାଉଛି ଏହି ରାସ୍ତା...ରାସ୍ତାକୁ ପାଦ କାଢ଼ିଲେ ଯାଉଛି ଜୀବନ

ଅସୁରକ୍ଷିତ ହୋଇପଡ଼ୁଛି NH ୧୬। ଜାତୀୟ ରାଜପଥରେ ଯା’ଆସ କରିବାକୁ ଡରୁଛନ୍ତି ଲୋକେ। କାରଣ ରାସ୍ତାକୁ ପାଦ କାଢ଼ିଲେ ଯାଉଛି ଜୀବନ। More
  • Manoranjan Behera
  • 10 months ago

ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଦେଲା ସାପ; ୩ ଛାତ୍ରଛାତ୍ରୀ ମୃତ

ସାପ କାମୁଡ଼ି ଦେବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରଜାଲିରେ ଏକ କୋଚିଂ ସେଣ୍ଟରରେ ଏହି ଘଟଣା ଘଟିଛି। More
  • Rajalaxmi Sahoo
  • 10 months ago

ନା ବେଦୀ, ନା ବ୍ରାହ୍ମଣଙ୍କର ମନ୍ତ୍ରପାଠ...ସ୍ୱାମୀଙ୍କ ସାମ୍ନାରେ ଦିଅର ନାଁରେ ମଥାରେ ସିନ୍ଦୂର ପିନ୍ଧିଲା ସ୍ତ୍ରୀ

ସ୍ୱାମୀଙ୍କ ସାମ୍ନାରେ ବାହା ହେଲେ ଦିଅର-ଭାଉଜ। ନା କୌଣସି ବେଦୀ ନା ବ୍ରାହ୍ମଣଙ୍କର ମନ୍ତ୍ରପାଠ, ଥାନାରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ଥିଲେ ପ୍ରେମୀ ଯୁଗଳ।  More
  • Rajalaxmi Sahoo
  • 10 months ago

ହୋଟେଲ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌, ଅଧ ରାତିରେ ପହଞ୍ଚିଗଲା ପୋଲିସ୍‌...

ହୋଟେଲ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌। ରାତି ଅଧରେ ଚଢ଼ାଉ କରି ଗ୍ରାହକଙ୍କୁ ଗିରଫ ସହ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ୍‌।  More
  • Rajalaxmi Sahoo
  • 10 months ago

ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍

ଆଜି ହୀରାକୁଦ ଡ୍ୟାମ୍‌ ଗେଟ୍ ଖୋଲିବା ସହ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଛି।  More
  • Rajalaxmi Sahoo
  • 10 months ago

୨୫ରୁ ପ୍ରବଳ ବର୍ଷିବ ! ଆଜି ୧୪ ଜିଲ୍ଲାକୁ ସତର୍କ ସୂଚନା

୨୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବିଶେଷ କରି ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। More
  • Tanmay Kumar Mahalik
  • 10 months ago

Today Panchang 23 July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଜାଣନ୍ତୁ ଆଜିର ଦିନରେ ଆପଣଙ୍କ ପାଇଁ କେଉଁ ସମୟ ଶୁଭ ରହିଛି । More
  • Chandan Shishu
  • 10 months ago

ଅସାଧୁ କର୍ମଚାରୀଙ୍କୁ ସୁହାଉଛି କି ଶ୍ରୀମନ୍ଦିର ଚାରିଦ୍ୱାର କଟକଣା ?

ଏଭଳି ଘଟଣା କେତେଦିନ ଧରି ଓ ଆଉ କେଉଁ ଦୁଆରରେ ଚାଲିଛି ? ରାକେଟ୍ ପଛରେ ଆଉ କିଏ ? More
  • Chandan Shishu
  • 10 months ago

ଏଣିକି CBSE ସ୍କୁଲରେ ଓଡ଼ିଆରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ

ଏମିତିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି ଥିବା ପ୍ରତିବନ୍ଧକ ଦୂର ପାଇଁ ୨୨ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ NCERTକୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ଭାଷାରେ ପୁସ୍ତକ ବି ଉପଲବ୍ଧ ହେବ। More
  • Chandan Shishu
  • 10 months ago

ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଆଉ ଏକ ରେକର୍ଡ: ଜ୍ୟୋତି ବସୁଙ୍କୁ କାଟି ପାଲଟିଲେ ଦ୍ୱିତୀୟ ସର୍ବାଧିକ ଅବଧିର ସିଏମ୍

ଆଗରେ ଥିବା ପୱନ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଦରକାର ମାତ୍ର ୧୩ ମାସର ସମୟ। ହେଲେ ଆଗକୁ 24 ନିର୍ବାଚନ। କିନ୍ତୁ ବିଜେଡିର ଆଶା, ଷଷ୍ଠ ଥର ପାଇଁ ବି ନବୀନଙ୍କ ନେତୃତ୍ୱରେ ବିଜେଡି କ୍ଷମତାକୁ ଆସିବ। ଆଉ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗି ସର୍ବକାଳୀନ ନବୀନ ରେକର୍ଡ କରିବେ ନବୀନ। More
  • Prangyan Parimita
  • 10 months ago

ଇତିହାସର ଆଇନାରୁ ହଜିଯିବ କି ବାରଙ୍ଗର ଚୂଡ଼ଙ୍ଗ ଗଡ଼ ?

ASI ସଂରକ୍ଷିତ ଜମି ଉପରେ ରାଜ୍ୟ ସରକାରଙ୍କ ଲୋଲୁପ ନଜର । ରାଜ୍ୟ ସରକାରଙ୍କ ଏଭଳି ଅବିଚାରକୁ ନେଇ ବଢ଼ିଲା ଉଦବେଗ । ବେଆଇନ୍ ନିର୍ମାଣ ବିରୋଧରେ ଥାନାରେ ଏତଲା ଦେଲା ASI । More
  • Prangyan Parimita
  • 10 months ago

ପୁଣି ଏକ ହେବ ନା ଦି ଫାଳ ହୋଇଯିବ ରାଜ୍ୟ କଂଗ୍ରେସ ?

ମୋକିମ-ଚିରଞ୍ଜୀବ ନିଲମ୍ବନ ପ୍ରସଙ୍ଗକୁ ଥମୁନି ଝଡ଼ । କାର୍ଯ୍ୟକାରିଣୀରେ ସପକ୍ଷ-ବିପକ୍ଷ ମନ୍ତବ୍ୟକୁ ନେଇ ଝଡ଼ । କଟକରେ ମୋକିମ୍-ଚିରଞ୍ଜୀବ ନିଲମ୍ବନକୁ ବିରୋଧ । More