• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 11 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 10 months ago

ବଦଳିବ ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ; ନୀଳ ପ୍ୟାଣ୍ଟ-ଧଳା ସାର୍ଟ ବଦଳରେ ହଣ୍ଟର ଗ୍ରୀନ ପ୍ୟାଣ୍ଟ-ଚେକ୍ ସାର୍ଟ

ଛାତ୍ରଙ୍କ ପାଇଁ ହ୍ୱାଇଟ ଗ୍ରୀନ ଚେକ୍ ସାର୍ଟ , କଳା ଜୋତା ଏବଂ ଧଳା ମୋଜା । ସେହିପରି ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା । More
  • Manoranjan Behera
  • 10 months ago

କାହିଁକି ଦୁର୍ଦ୍ଦିନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ-ଝିଅ ?

କଟକ ଆନନ୍ଦ ଭବନରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପା ପୁଅ ଦିଲୀପ ଓ ଝିଅ ରେଖାଙ୍କ ଦୟନୀୟ ସ୍ଥିତିକୁ ନେଇ ରାଜ୍ୟବ୍ୟାପି ଏବେ ଏଭଳି ଚର୍ଚ୍ଚା ହେଉଛି। More
  • Tanmay Kumar Mahalik
  • 10 months ago

ସରିନି ଫ୍ଲାଏ ଓଭର ବ୍ରିଜ୍‌ କାମ; ହେଲେ ଉଦ୍‌ଘାଟନ କରିଦେଲେ ସୁର

ଦୀପ-ଧୂପ ଜଳିଲା, ନଡିଆ ବି ବାଡା ହେଲା । ଉଦଘାଟିତ ହୋଇଗଲା ଜଟଣୀର ବହୁ ପ୍ରତୀକ୍ଷିତ ବ୍ରିଜ୍ । ସ୍ଥାନୀୟ ବିଧାୟକ ସୁର ରାଉତରାୟ ଦମ୍ଭରେ ଘୋଷଣା କରିଦେଲେ, ୭ ବର୍ଷର ଅପେକ୍ଷା ସରିଲା । ଏଣିକି ବର୍ଷା ହେଲେ ରେଲୱେର ଅଣ୍ଡରପାସ୍ ନୁହେଁ ବରଂ ଏହି ବ୍ରିଜ ଦେଇ ଲୋକେ ଯାତାୟାତ କରିବେ । More
  • Prangyan Parimita
  • 10 months ago

ବାହାନଗା ଟ୍ରାଜେଡି: ସିବିଆଇ ହାତରେ ଲାଗିଛି କି ସୁରାକ୍ ?

ସତ ଓଗାଳୁଛି ସିବିଆଇ । ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନିଆ ରିମାଣ୍ଡ । ସମନ୍ ହୋଇଥିବା ୩ ଜଣଙ୍କ ସହ ମୁହାଁମୁହିଁ ଜେରା ପ୍ଲାନ୍ । More
  • Manoranjan Behera
  • 10 months ago

କୁଆଖାଇରେ ଗାଧୋଇବା ବେଳେ ଅଘଟଣ; ୨ ମୃତ, ୨ ନିଖୋଜ

ଭୁବନେଶ୍ୱରର ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଛନ୍ତି । ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇ ଅଘଟଣ ଘଟିଛି । More
  • Manoranjan Behera
  • 10 months ago

IT ରେଡ୍‌ରୁ ବଡ଼ ଖୁଲାସା; ଡିଏନ୍‌ ଫାଙ୍କିଛି ୯୦ କୋଟି ଟଙ୍କାର ଟିକସ !

ଲୁଚାଛପାରେ କ୍ୟାସ୍ ନେଇ ପ୍ରାୟ ୯୦ କୋଟି ଟଙ୍କାର ଟିକସ ଫାଙ୍କିଥିବା କୁହାଯାଉଛି । More
  • Tanmay Kumar Mahalik
  • 10 months ago

ଟ୍ରେନ୍ ଟ୍ରାଜେଡି: ପୁଣି ୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ୪ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ । ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ । More
  • Chandan Shishu
  • 10 months ago

ଆଖି ଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ

ସ୍କୁଲ ଯାଉଥିବା କେତେ ଜଣ ଛାତ୍ରଛାତ୍ରୀ ଆଖିଧରା ରୋଗରେ ସଂକ୍ରମିତ ହୋଇଛନ୍ତି, ସେ ତଥ୍ୟ ଆସି ନାହିଁ। More
  • Rajalaxmi Sahoo
  • 10 months ago

ବିବେକ ଏକ୍ସପ୍ରେସ୍‌ରେ ଧୂଆଁ, ଭୟଭୀତ ହୋଇ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ଯାତ୍ରୀ...

ବ୍ରହ୍ମପୁର ରେଲ୍‌ୱେ ଷ୍ଟେସନ ନିକଟରେ ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଛି। ଭୟଭୀତ ହୋଇ ଶହ ଶହ ସଂଖ୍ୟାରେ ଯାତ୍ରୀ ଟ୍ରେନ୍‌ରୁ ବାହାରି ଆସିଥିଲେ। More
  • Chandan Shishu
  • 10 months ago

ପାଗରେ ପରିବର୍ତ୍ତନ: ରାଜଧାନୀରେ ମୂଷଳ ଧାରାରେ ବର୍ଷା

ଆଜିର ବର୍ଷା ରାଜଧାନୀବାସିଙ୍କୁ ପ୍ରଚଣ୍ଡ ଗୁଳୁଗୁଳି ସାମାନ୍ୟ ଆଶ୍ୱସ୍ତ ଦେଇଛି। More
  • Chandan Shishu
  • 10 months ago

ଓଡ଼ିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇ ସାରିଛି: ଅପରାଜିତା

ବିଜେଡିକୁ ପୁଣି ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସୋସିଆଲ ମିଡିଆରେ ଅପରାଜିତା କଡ଼ା ସମାଲୋଚନା କରିଛନ୍ତି।  More
  • Rajalaxmi Sahoo
  • 10 months ago

ଟ୍ରେନ୍‌ ସୁରକ୍ଷା କବଚ ସାଜିବ ବ୍ଲକ୍‌ଚେନ୍ ଟେକ୍ନୋଲୋଜି: ମଙ୍ଗୁଆଳ ସାଜିଛନ୍ତି ଓଡ଼ିଆ ପୁଅ, ନା ହେବ ହ୍ୟାକ୍ ନା ଗଡ଼ବଡ଼ି...

ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଟ୍ରେନ୍‌ ସିଗ୍ନାଲିଂ କେମିତି ତ୍ରୁଟି ଶୂନ୍ୟ ହେବ, ଏବେ ସେଇ ଚିନ୍ତା। ଆଉ ଏହାରି ଭିତରେ ଭାରତୀୟ ରେଲ୍‌ୱେ ପାଇଁ ବ୍ଲକ୍‌ଚେନ୍ ଟେକ୍ନୋଲୋଜି ଆଧାରିତ ସିଗ୍ନାଲିଂ ସିଷ୍ଟମ ବିକାଶ କରୁଛି ଆଇଆଇଟି ଖଡ଼ଗପୁର। More
  • Rajalaxmi Sahoo
  • 10 months ago

ଏଣିକି ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍‌ ୟୁନିଫର୍ମ 

ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ଭଳି ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ  ସ୍କୁଲ୍‌ ୟୁନିଫର୍ମ ମିଳିବ। ଜଣେ ଶିକ୍ଷାର୍ଥୀଙ୍କୁ ୧ ହଜାର ଟଙ୍କା ମୂଲ୍ୟର ୟୁନିଫର୍ମ ଦେବାକୁ ନିଷ୍ପତ୍ତି ନିଆଯାଇଛି। More
  • Rajalaxmi Sahoo
  • 10 months ago

‘ମୋ ଅଜାଣତରେ ଶାଶୁ ଘର ଲୋକ ୧୪ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି’

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ମୃତକଙ୍କ ସହାୟତା ରାଶିକୁ ନେଇ ଏବେ ବିବାଦ ଦେଖା ଦେଇଛି।  More
  • Chandan Shishu
  • 10 months ago

ବିକଶିତ ହେବ ଉତ୍ତରକାଶୀର ଶ୍ରୀଜଗନ୍ନାଥ ମନ୍ଦିର, ଧର୍ମେନ୍ଦ୍ରଙ୍କ ସହ ମୁଖ୍ୟମନ୍ତ୍ରୀ ଧାମିଙ୍କ ଆଲୋଚନା 

ସମୁଦ୍ର କୂଳରେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଦାରୁ ଦିଅଁ ରୂପେ ପୂଜା ପାଉଥିବା ବେଳେ ସମୁଦ୍ରପତନ ଠାରୁ ପ୍ରାୟ ୪ ହଜାର ଫୁଟ୍ ଉଚ୍ଚରେ ପୁରୀଠାରୁ ସହସ୍ର କୋଷ ଦୂରରେ ଉତ୍ତରକାଶୀରେ ମହାପ୍ରଭୁଙ୍କ ଶିଳା ବିଗ୍ରହ ପୂଜା ପାଉଛି। More
  • Sarbeswar
  • 10 months ago

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ। ପ୍ରାରମ୍ଭିକ ଭାବେ ୪ କିଲୋମିଟର ରାସ୍ତାର ମାଟି ନମୁନା ସଂଗ୍ରହ ଚାଲିଛି। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ DPR ଦେବା ପରେ ପ୍ରକଳ୍ପ ଲାଗି ପଡ଼ିବ ଭିତ୍ତିପ୍ରସ୍ତର More
  • Chandan Shishu
  • 10 months ago

ପାଣ୍ଡିଆନଙ୍କୁ ନେଇ ଅକଳରେ ବିଜେଡି, ମୁଖ୍ୟମନ୍ତ୍ରୀ ଚାପରେ ଥିବା ଚର୍ଚ୍ଚା !

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଅଭିଯୋଗ କରିବା ପରେ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ବିଜେଡି ଆଉ ବିଜେଡି ହାତରେ ନାହିଁ, 5T ସଚିବଙ୍କ ହାତରେ ରହିଛି ବୋଲି ଅଭିଯୋଗ କରିଛନ୍ତି। ଏହା ବି କହିଛନ୍ତି, ଫାଇଭ୍ ଟି ସଚିବ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହେଉଥିଲେ, ଏବେ ସାମ୍ନାକୁ ଆସିଲେଣି। More
  • Chandan Shishu
  • 10 months ago

ଆର୍ଥିକ ଅନଟନ ଓ ରୋଗ ଦୁଃଖରେ ଷଢୁଛନ୍ତି ବିଜୁବାବୁଙ୍କ ପୁତୁରା ଓ ଝିଆରୀ

କଟକ ଆନନ୍ଦ ଭବନର ଦୁଇଟି ଚିତ୍ର। ଗୋଟିଏ ପଟ ବିଜୁ ବାବୁଙ୍କ ଆନନ୍ଦ ଭବନ ଆଉ ଗୋଟିଏ ପଟ ହେଉଛି ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ। ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ଏବେ ସଂଗ୍ରହାଳୟ ହୋଇଯାଇଛି ହେଲେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢିଥିବା ଆନନ୍ଦ ଭବନ ଏବେ ପରିତ୍ୟକ୍ତ ଅବସ୍ଥାରେ। More
  • Sarbeswar
  • 10 months ago

ଆଦର୍ଶ ସ୍କୁଲରେ ଘର ନାହିଁ : ବର୍ଷେ ହେଲାଣି ଇଆଡେ ସିଆଡେ ବୁଲୁଛନ୍ତି ପିଲା

ଆଦର୍ଶ ସ୍କୁଲର ଭୟଙ୍କର ବ୍ୟବସ୍ଥା । ବର୍ଷେ ହେଲାଣି ଘର ତିଆରି ହେଉଛି ଯେ ସରିବାର ନା ଧରୁନି । ୧୨ ଦୁଆର ଶୁଣ୍ଢିପିଣ୍ଡା ପରି ଏ ସ୍କୁଲରେ ପଢୁଛନ୍ତି ସେ ସ୍କୁଲରେ ପରୀକ୍ଷା ଦେଉଛନ୍ତି ପିଲା । ଯାହାକୁ ନେଇ ତେଜୁଛି ଅସନ୍ତୋଷ। More