• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 21 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 1 year ago

ମିଳିଲା ହଜିଯାଇଥିବା ଶ୍ରୀମନ୍ଦିର ୨ ଫାଇଲ୍‌

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ-JTA ସେକ୍ସନର ଦୁଇଟି ଫାଇଲ ଆଇନ ବିଭାଗ ପାଉନଥିବା ଚର୍ଚ୍ଚା ହୋଇଥିଲା। More
  • Chandan Shishu
  • 1 year ago

ଅନଲାଇନରେ ପିଲାଙ୍କ ଡାଉଟ୍‌ କ୍ଲିୟରିଂ କ୍ଲାସ୍, ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ଚିନ୍ତା

ଖରାଛୁଟିରେ ଅନ୍ ଲାଇନ୍ ଜରିଆରେ ଡାଉଟ କ୍ଲିୟରିଂ କ୍ଲାସ୍ କରାଯାଉଥିବାରୁ ମୋବାଇଲ୍ ଓ ଇଣ୍ଟରନେଟର ଦୁରୁପଯୋଗ ପିଲାଏ କରିପାରନ୍ତି। More
  • Chandan Shishu
  • 1 year ago

ଅଧାରେ ରହିଗଲା ଝିଅକୁ ଦେଖିବା, ଦେଶପାଇଁ ପାଇଁ ପ୍ରାଣବଳି ଦେଲେ ଓଡ଼ିଆ ପୁଅ

ପୁରୀ ସରକାରୀ ITIରେ ଇନଷ୍ଟ୍ରକଟର ଚାକିରି କରୁଥିବା ପତ୍ନୀ ସୁଶ୍ରୀ ସଂଗୀତା ଡ୍ୟୁଟିରେ ଥିବାରୁ ପରେ କଥା ହେବେ କହି ଫୋନ୍ ରଖିଥିଲେ। ହେଲେ ସେହି କଲ ଯେ, ସ୍ବାମୀଙ୍କ ଶେଷ କଲ ପାଲଟିଯିବ, ସେ କଥାକୁ ବିଶ୍ବାସ କରି ପାରୁ ନାହାନ୍ତି ସେ। More
  • Chandan Shishu
  • 1 year ago

ଘଡ଼ଘଡ଼ି ସହ ବର୍ଷା ହେବ, ୫୦ କିମି ବେଗରେ ପବନ ବହିବ

୧୦ ଦିନର ଗ୍ରୀଷ୍ମ ପ୍ରବାହ ପରେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ପାଣିପାଗ ବିଭାଗ କହିଛି। ୨୬ ତାରିଖ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି। More
  • Chandan Shishu
  • 1 year ago

ଓଡ଼ିଶାରେ ଆତ୍ମଗୋପନ କରିଛି କି ଗୁଡ୍ଡୁ ମୁସଲିମ୍ ?

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିବା ରାଜା ଖାନ୍ ପାଖକୁ ଆସିଥିଲା STF। More
  • Chandan Shishu
  • 1 year ago

କଳା ଓ ଭାସ୍କର୍ଯ୍ୟ କିଣିବାର ଅଛି ତ ଓଡିଶାରୁ କିଣିବ: ଶିଳ୍ପା ସେଠି

ଭୁବନେଶ୍ୱରରେ ପଟିଆ ଅଞ୍ଚଳରେ କଲ୍ୟାଣ ଜୁଏଲର୍ସ ଏକ ଷ୍ଟୋର ଉଦଘାଟନ କରିବାକୁ ଆସି ଏହି କଥା କହିଛନ୍ତି ଶିଳ୍ପା। More
  • Pramod Behera
  • 1 year ago

ନାଇପର ପାଇଁ ନଥିଲା ଜାଗା, ହେଲେ ବେଦାନ୍ତ ବେଳକୁ…

କେନ୍ଦ୍ରରେ କଂଗ୍ରେସ ଶାସନାଧୀନ ମନମୋହନ ସିଂହଙ୍କ ସରକାର ଥିବାବେଳେ ୬ଟି କେନ୍ଦ୍ରୀୟ ପ୍ରତିଷ୍ଠାନ ଓଡ଼ିଶାରେ ପ୍ରତିଷ୍ଠା ପାଇଁ ଜୋରଦାର ଦାବି, ଆନ୍ଦୋଳନ ଓ ପ୍ରତିବାଦ ଦେଖାଦେଇଥିଲା। ସବୁ ସ୍ତରରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ବିରୋଧ କରାଯାଇଥିଲା। ହେଲେ ବେଦାନ୍ତ ବେଳକୁ… More
  • Chandan Shishu
  • 1 year ago

ନିଆଳି ଛେନା ଗୀତରେ ନାଚି ଆଇଟମ୍ ଗର୍ଲ ଦେଲେ ଏମିତି ଇସାରା, ଚପଲ ଉଠାଇଲେ ମଉସା

ବରିଷ୍ଠ ନାଗରିକଙ୍କ ଉପରେ ଏଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି। More
  • Rajalaxmi Sahoo
  • 1 year ago

ବୃହସ୍ପତି ଚଳନ: ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ଶୁକ୍ରବାର ରାତିର ଶେଷ ସମୟରେ ୫ଟା ୧୩ ମିନିଟ୍‌ ସମୟରେ ମୀନ ରାଶିର ଅଶ୍ୱନୀ ନକ୍ଷତ୍ର ମେଷ ରାଶିକୁ ସଂଚାର କରିବେ। ବୃହସ୍ପତି ମହାଗ୍ରହ ହେଉଛନ୍ତି ଶୁଭ ଗ୍ରହ। ତାଙ୍କର ଦୃଷ୍ଟି ଜାତକ ଯେଉଁ ଭାବ ଉପରେ ରୁହେ ସେ ଭାବ ବୃଦ୍ଧି ପାଏ More
  • Rajalaxmi Sahoo
  • 1 year ago

ଗୁଡ୍ଡୁ ମୁସଲିମ୍‌ ଲିଙ୍କ୍‌: ୟୁପି STF ଟିମ୍‌ ବରଗଡ଼ ଆସିଥିବା ନେଇ ସ୍ପଷ୍ଟ

ଦୁର୍ଦ୍ଦାନ୍ତ ଅପରାଧୀ ତଥା ମାଫିଆ ଡନ୍ ଅତିକ୍ ଅହମ୍ମଦର ଡାହାଣ ହାତ ଗୁଡ୍ଡୁ ମୁସଲିମ୍ ଲିଙ୍କ୍‌ରେ ଓଡ଼ିଶାରେ ୟୁପି ଏସ୍‌ଟିଏଫ୍‌ ଟିମ୍‌ ତନାଘନା କରିଥିଲେ। ୟୁପି STF ଟିମ୍ ବରଗଡ଼ ଆସିଥିବା ନେଇ ବରଗଡ଼ ଏସ୍‌ପି ପ୍ରହ୍ଲାଦ ସାହାଇ ମୀନା ସ୍ପଷ୍ଟ କରିଛନ୍ତି। More
  • Rajalaxmi Sahoo
  • 1 year ago

ତାତିରେ ସଡନ୍ ବ୍ରେକ୍: ୨୨ ଓ ୨୩ରେ କାଳବୈଶାଖୀ ସମ୍ଭାବନା, ଏହିସବୁ ଜିଲ୍ଲାକୁ ସତର୍କ ସୂଚନା...

ତାତିରେ ସଡନ୍ ବ୍ରେକ୍। ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। More
  • Tapan Kumar Swain
  • 1 year ago

ସାଲିସ୍ ବିହୀନ ରାଜନୀତି କରୁଥିଲେ ତ୍ରିଲୋଚନ କାନୁନ୍‌ଗୋ

କଂଗ୍ରେସ ଦଳ ସହ ଜଡିତ ଥାଇ ବି ୧୯୬୪ ମସିହାରେ ସେ କଂଗ୍ରେସ ସରକାର ବିରୋଧରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୯୬୫ ମସିହାରେ ସେ ରେଭେନସା କଲେଜ ଛାତ୍ର ସଂସଦର ସଭାପତି ହୋଇଥିଲେ । More
  • Tanmay Kumar Mahalik
  • 1 year ago

ପେନସନ୍‌ ପାଇଁ ବୃଦ୍ଧାଙ୍କ ସଂଘର୍ଷ; SBIକୁ ପ୍ରଶ୍ନକଲେ ସୀତାରମଣ

ନିକଟରେ ପେନସନ ଆଣିବା ପାଇଁ ଚୌକିକୁ ଆଶା ବାଡ଼ି ପରି ସାହାରାକରି କୋଷେ ବାଟ ପାଦରେ ଚାଲି ଚାଲି ଯାଇଥିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ସୂର୍ଯ୍ୟ ହରିଜନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଖାଲିପାଦରେ ଧୀରେ ଧୀରେ ଆଗକୁ ବଢୁଥିଲେ ୭୦ ବର୍ଷୀୟ ବୃଦ୍ଧା । More
  • Rajalaxmi Sahoo
  • 1 year ago

ପ୍ରଥମେ ପୁରୀରେ ଲାଷ୍ଟ୍‌ ଲୋକେସନ୍‌, ଏବେ ଗୁଡ୍ଡୁ ମୁସଲିମ୍‌ର ବରଗଡ଼ ଲିଙ୍କ୍‌କୁ ନେଇ ଚର୍ଚ୍ଚା !

ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିବା ବେଳେ ଏବେ ବରଗଡ଼ ଲିଙ୍କ୍‌ ନେଇ ଚର୍ଚ୍ଚା ହେଉଛି। More
  • Satyendu Shekher Mishra
  • 1 year ago

Today Panchang 21st April 2023: ଜାଣନ୍ତୁ ଆଜିର ଶୁଭ ବେଳା...

ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ  ଶୁକ୍ରବାର । More
  • Rajalaxmi Sahoo
  • 1 year ago

ସମ୍ବଲପୁରରେ ବଢ଼ିଲା କର୍ଫ୍ୟୁ କୋହଳ ସମୟ, ଏକତ୍ରିତ ହେବାକୁ କଟକଣା ଜାରି...

ସମ୍ବଲପୁର ଜିଲ୍ଲା ପ୍ରଶାସନ କର୍ଫ୍ୟୁ କୋହଳ ସମୟକୁ ବଢ଼ାଇଛି। ଆଜିଠୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯିବ। More
  • Rajalaxmi Sahoo
  • 1 year ago

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍‌ଗୋ

ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍‌ଗୋଙ୍କ ପରଲୋକ ହୋଇଛି। ମାର୍ଚ୍ଚ ୩୦ରୁ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। More
  • Rajalaxmi Sahoo
  • 1 year ago

ଦିନକ ପରେ ବିବାହ ବାର୍ଷିକୀ ପାଳନ କରିଥାନ୍ତେ, ହେଲେ ତା’ପୂର୍ବରୁ ଦେଶ ପାଇଁ ସହିଦ ହୋଇଗଲେ ଓଡ଼ିଆ ଯବାନ

ଗତକାଲି ଆତଙ୍କବାଦୀମାନେ ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ କରିଥିଲେ। ସହିଦ ୫ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳ ଅଛନ୍ତି। ଦେବାଶିଷଙ୍କ ବିୟୋଗ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।  More
  • Satyendu Shekher Mishra
  • 1 year ago

ତାତିରୁ ସାମାନ୍ୟ ଆଶ୍ୱସ୍ତି, ବଦଳିଛି ପାଗ ! ବିଭିନ୍ନ ସ୍ଥାନରେ ବର୍ଷା

୩ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ସମ୍ଭାବନା । More
  • Tanmay Kumar Mahalik
  • 1 year ago

ଆସନ୍ତାକାଲିଠୁ ସମ୍ବଲପୁରରେ ଆହୁରି କୋହଳ ହେବ କର୍ଫ୍ୟୁ

ଧାର୍ମିକ ସ୍ଥଳରେ ମଧ୍ୟ ଏକତ୍ରିତ ହେବାକୁ କଟକଣା ଜାରି ହୋଇଛି । ଯଦି ଲୋକେ କୌଣସି ସ୍ଥାନରେ ଏକାଠି ହୁଅନ୍ତି, ତେବେ ପୂର୍ବରୁ ଅନୁମତି ନେବାକୁ ପଡ଼ିବ । More
  • Chandan Shishu
  • 1 year ago

ସମ୍ବଲପୁରରେ ଆଉ ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା: ଅନଲାଇନ୍ ଆସିପାରୁନଥିବାରୁ ଦୁର୍ବିସହ ଜିଲ୍ଲାବାସୀଙ୍କ ଜୀବନ

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ପରେ ଆଜିକୁ ୮ ଦିନ ହେବ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ସଂପୂର୍ଣ୍ଣ ବନ୍ଦ୍। ଗୋଟେପଟେ କର୍ଫ୍ୟୁ ଅନ୍ୟ ପଟେ ଇଣ୍ଟରେନେଟ୍ ସେବାରେ କଟକଣାରୁ ଦୁର୍ବିସହ ହୋଇପଡ଼ିଛି ଜିଲ୍ଲାବାସୀଙ୍କ ଜୀବନ। More
  • Chandan Shishu
  • 1 year ago

ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍ ?

ଓଡ଼ିଶାରେ ବି ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍। ସମ୍ବଲପୁର ହିଂସାକୁ ନେଇ VHPର ବନ୍ଦକୁ ବିଜେପିର ସମର୍ଥନ ଓ ତାର ପ୍ରତିବାଦରେ ବିଜେଡି ଶାନ୍ତି ଶୋଭାଯାତ୍ରା ବାହାର କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ତେଣେ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। More
  • Tanmay Kumar Mahalik
  • 1 year ago

ରାଜ୍ୟରେ ବଢୁଛି ସିଜରିଆନ୍ ଡେଲିଭରି ଟ୍ରେଣ୍ଡ୍

ଅସ୍ତ୍ରୋପଚାର ପ୍ରସବରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା ! ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ- ୧୫ ପ୍ରତିଶତରେ ସୀମିତ ରଖ । ହେଲେ ରାଜ୍ୟର ଘରୋଇ ହସ୍ପିଟାଲରେ ଏଇ ହାର ୭୦ ପ୍ରତିଶତରୁ ଅଧିକ । More
  • Tanmay Kumar Mahalik
  • 1 year ago

ଜମ୍ମୁ ଆତଙ୍କବାଦ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କୁ କାଉଣ୍ଟର ଟେରରିଷ୍ଟ ଅପରେସନ୍‌ ପାଇଁ ସେଠାରେ ମୁତୟନ କରାଯାଇଥିଲା । More