Advertisment

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍‌ଗୋ

ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍‌ଗୋଙ୍କ ପରଲୋକ ହୋଇଛି। ମାର୍ଚ୍ଚ ୩୦ରୁ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Trilochan Kanungo Death

Former Jagatsinghpur MP Trilochan Kanungo Passes Away

ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍‌ଗୋଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ  ୮୩ ବର୍ଷ ବୟସ ହୋଇଥିଲା। 

Advertisment

ଅଧିକ ପଢ଼ନ୍ତୁ: ସାଲିସ୍ ବିହୀନ ରାଜନୀତି କରୁଥିଲେ ତ୍ରିଲୋଚନ କାନୁନ୍‌ଗୋ

ମାର୍ଚ୍ଚ ୩୦ରୁ ତ୍ରିଲୋଚନ କାନୁନ୍‌ଗୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭ଟାରେ ତାଙ୍କର ଦେହାନ୍ତ ହୋଇଛି। ୩ ଥର ବିଧାୟକ ଓ ଥରେ ସାଂସଦ ଭାବେ ତ୍ରିଲୋଚନ କାନୁନ୍‌ଗୋ ନିର୍ବାଚିତ ହୋଇଥିଲେ।

Advertisment
Advertisment