• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 19 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Prangyan Parimita
  • 1 year ago

ପରସ୍ପର ବିରୋଧରେ ଗୋହି ଖୋଳିଲେ ହ୍ୟୁମାନ-ଶ୍ରୀୟା

ପତ୍ନୀ ନିର୍ଯାତନା ମାମଲାରେ ବଢୁଛି ହ୍ୟୁମାନଙ୍କ ଅଡୁଆ More
  • Satyendu Shekher Mishra
  • 1 year ago

କଟ୍‌ନୀ ଛଟ୍‌ନୀ ବିରୋଧରେ ଚରମ ଅସନ୍ତୋଷ, ପାଟିରେ ପାଳ ଧରି ହାତ ବାନ୍ଧି ଚାଷୀଙ୍କ ପ୍ରତିବାଦ

ବିରୋଧୀ କହିଲେ ଚାଷୀ ମାରଣରେ ମାତିଛନ୍ତି ରାଜ୍ୟ ସରକାର । ଏ ସରକାର ଅମଳରେ ମଣ୍ଡିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି କହିଲା ବିଜେଡି । More
  • Prangyan Parimita
  • 1 year ago

ଆବାସ ହିତାଧିକାରୀ ଚୟନ ତ୍ରୁଟି : ଗାଁ ଗାଁରେ ଗଣ୍ଡଗୋଳିଆ ସ୍ଥିତି

ସମ୍ଭାବ୍ୟ ତାଲିକାରେ ଗୁରୁତର ଗଡ଼ବଡ଼ ଅଭିଯୋଗ । ଆନ୍ଦୋଳନ ପାଇଁ ସଜବାଜ ହେଉଛି ରାଜ୍ୟ ବିଜେପି । More
  • Satyendu Shekher Mishra
  • 1 year ago

ଇ-ଆଡମିଶନ ବଦଳରେ ଅଫଲାଇନ୍‌ ନାମଲେଖା, ୪ କଲେଜ ଓ ୨ ୟୁନିଭରସିଟିରେ ଚଞ୍ଚକତା

କାଲି ସୁଦ୍ଧା ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ । ଇଣ୍ଟରନେଟ୍ ସମସ୍ୟାକୁ ଦୋଷ ଲଦି ଖସିିବାକୁ ଉଦ୍ୟମ । More
  • Prangyan Parimita
  • 1 year ago

ସଶକ୍ତ ହେଉଛନ୍ତି ମହିଳା : ରୋଜଗାର ଯୋଗାଉଛି ମିଶନ ଶକ୍ତି କାଫେ 

ବଡବଡ ସହର ଭଳି ଏବେ ଆପଣ ମଧ୍ୟ ବୌଦ୍ଧ ସହରକୁ ଆସିଲେ କାଫେରେ ବସି ସୁଆଦିଆ ଭୋଜନର ମଜା ନେଇ ପାରିବେ । More
  • Prangyan Parimita
  • 1 year ago

ରାଜ୍ୟରେ ଚାଲିଛି ହକି ବିଶ୍ୱକପ୍ : ହେଲେ ଏବେ ବି ଧୂଳି ପଡ଼ିଆରେ ଖେଳାଳିଙ୍କ ଭବିଷ୍ୟତ..

ଦେବଗଡ ଜିଲ୍ଲାରେ ଅଛନ୍ତି ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ହକି ଖେଳାଳି । ମାତ୍ର ଭିତ୍ତିଭୂମିର ଅଭାବ ଯୋଗୁଁ ହକି ପ୍ରତିଭାଙ୍କୁ ଦେଶ ପାଇଁ ଖେଳିବାର ସ୍ୱପ୍ନ ସ୍ୱପ୍ନରେ ରହିଯିବାର ଆଶଙ୍କା ଘାରିଛି । More
  • Prangyan Parimita
  • 1 year ago

କାମକୁ ମିଳିଲା ସମ୍ମାନ; ବନରକ୍ଷୀଙ୍କ ନାଁରେ ହେଲା ଜଙ୍ଗଲର ନାଁ

ଚର୍ଚ୍ଚାରେ କେନ୍ଦୁଝର ବନ ବିଭାଗ । ତଳିଆ କର୍ମଚାରୀଙ୍କୁ ଦେଲା ଶ୍ରେଷ୍ଠ ସମ୍ମାନ। More
  • Prangyan Parimita
  • 1 year ago

ନିଆରା ଏ ହାଟ; ଏଠାରେ ମିଳେ ବାହାଘର ଜିନିଷ

ଝିଅ ବାହାଘର ଠିକ ହୋଇଗଲେ ବାପାମାଆଙ୍କ ଚିନ୍ତା ବଢିଯାଏ। ଶାଶୁଘର ପାଇଁ ଘରକରଣା ଜିନିଷ କେଉଁଠୁ କିଣିବେ। ଏ ଚିନ୍ତାକୁ କମାଇବା ପାଇଁ ବୌଦ୍ଧ ଜିଲ୍ଲା ପଲସାଗୋରା ଗାଁରେ ବସୁଛି ବାହାଘର ହାଟ। ବାସନ-କୁସନଠାରୁ ଆରମ୍ଭ କରି ଶିଳଚକି ସବୁ କିଛି ମିଳୁଛି More
  • Chandan Shishu
  • 1 year ago

ବୋହୂ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ହ୍ୟୁମାନଙ୍କ ମାଆ

ଧର୍ମାନ୍ତରୀକରଣ ଅଭିଯୋଗ ସଂପୂର୍ଣ୍ଣ ମିଛ... More
  • Prangyan Parimita
  • 1 year ago

ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଛ କହିଲେ ଗାୟକ More
  • Chandan Shishu
  • 1 year ago

'ଝିଅର ତଣ୍ଟିଚିପି ମାରିଦେବାକୁ ଚେଷ୍ଟା କରିଥିଲେ ହ୍ୟୁମାନ ସାଗର'

ଡର ଲାଗୁଛି, କାଳେ ଭବିଷ୍ୟତରେ ପୁଣି କିଛି ନକରିଦେବ। More
  • Rajalaxmi Sahoo
  • 1 year ago

ଥାନାରେ ଗାୟକ ହ୍ୟୁମାନ୍‌ ସାଗର

ପୋଲିସ୍‌ ସମନ ପାଇ ଗାୟକ ହ୍ୟୁମାନ୍‌ ସାଗର ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି। More
  • Rajalaxmi Sahoo
  • 1 year ago

OTV ରିପୋର୍ଟରଙ୍କୁ ପୋଲିସ୍‌ବାବୁଙ୍କ ଧମକ- ‘ଚିହ୍ନିଛୁ ମୁଁ କିଏ ? ମାରି ଆଣି ଶୁଆଇ ଦେବି’

ସାମ୍ବାଦିକଙ୍କୁ ମାଡ଼ ମାରିବାକୁ ଧମକ ଦେବା ସହ ମାରି ଆଣି ଶୁଆଇ ଦେବି ବୋଲି ଧମକ ଦେଇଛନ୍ତି। OTV ପ୍ରତିନିଧିଙ୍କୁ ଯାଜପୁର ଥାନାଧିକାରୀଙ୍କୁ ଏହି ଧମକ ଦେଇଛନ୍ତି।  More
  • Chandan Shishu
  • 1 year ago

କ୍ଷେତରେ ଫଳାଇଲେ ସୁନା ! ଦେଖିବାକୁ ଆସିଲେ କୃଷି ବିଜ୍ଞାନୀ

ତାଙ୍କ ସଫଳତା ଦେଖି ଅନ୍ୟ ଚାଷୀମାନେ ଚାଷ କରିବାକୁ ମନ ବଳାଇଛନ୍ତି।  More
  • Chandan Shishu
  • 1 year ago

ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ଟିକାକରଣ

ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି।  More
  • Prangyan Parimita
  • 1 year ago

କଡ଼ା ସୁରକ୍ଷା ସତ୍ତ୍ୱେ ରାଜଧାନୀରେ ଲଜ୍ଜା : ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗର ଦୁଇଦିନ ପରେ ଜଣେ ଗିରଫ

ଆଇନ୍ ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ... ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଘେରି ଛାତ୍ର କଂଗ୍ରେସର ଅଣ୍ଡାମାଡ଼... More
  • Prangyan Parimita
  • 1 year ago

ଦାଣ୍ଡରେ ଗଡୁଛି ଓଲିଉଡ୍ କଳାକାରଙ୍କ ଦାମ୍ପତ୍ୟ କଳି : ଅନୁଭବ ଓ ବାବୁସାନଙ୍କ ପରେ ହ୍ୟୁମାନ ସାଗରଙ୍କ ଅଡୁ‌ଆ ବଢ଼ିଲା

କଟକ ମହିଳା ଥାନାରେ ପତ୍ନୀଙ୍କ ଅଭିଯୋଗ More
  • Pramod Behera
  • 1 year ago

ମିଳୁନି ହକି ଟିକେଟ୍; ନିରାଶ ପ୍ରକୃତ ହକିପ୍ରେମୀ

କୁଆଡ଼େ ଯାଉଛି ବିଶ୍ୱକପ୍ ହକି ଟିକେଟ୍ ? ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଟିକେଟ୍ ସୋଲ୍ଡ ଆଉଟ୍। ମ୍ୟାଚ୍ ବେଳେ ଫାଙ୍କା ପଡୁଛି ଗ୍ୟାଲେରି। ସୋସିଆଲ୍ ମିଡିଆରେ ୧୦ ଗୁଣା ଚଢ଼ା ଦରରେ ଟିକେଟ୍ ବିକ୍ରି ଅଭିଯୋଗ ପରେ ୫ କଳାବଜାରୀ ଗିରଫ। More
  • Pramod Behera
  • 1 year ago

କାମରେ ଆସୁନି ଇ-ଡେସ୍‌ପାଚ୍ ବ୍ୟବସ୍ଥା; ଆଇଟି ସଚିବଙ୍କୁ କିନ୍ତୁ ପଦୋନ୍ନତି

୪ ବର୍ଷ ହେଲା ଇ-ଡେସପାଚ୍ ଅଚଳ। ଅନ୍‌ଲାଇନ୍‌ରେ ପଠାଯାଉନି ବିଭାଗୀୟ ଚିଠି। ଏବେବି ଚାଲିଛି ହାତରେ ଫାଇଲ ଦେବା ନେବା କାମ। ଏଥିରୁ ମୁକ୍ତି ପାଇନି ଆଇଟି ବିଭାଗ। More
  • Prangyan Parimita
  • 1 year ago

ଓଡିଶା ଦଖଲ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ : ଫୋକସରେ ୧୮ରୁ ୨୫ ବର୍ଷୀୟ ଯୁବ ଭୋଟର୍

ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର More