ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇଥିଲା ଉତ୍ତମଙ୍କୁ। ସେଠାରେ ଗତ ୨୦ ଦିନ ହେଲା ତାଙ୍କର ଚିକିତ୍ସା ଜାରି ରହିଥିଲା।
KIIT ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ସୁରକ୍ଷା ମୁଖ୍ୟ ପି କେ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା ସ୍ମରିକା ପତି, ସିନିୟର୍ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ରଙ୍କ ସମେତ ୬ ଜଣ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି। ଏହି ୬ ଜଣଙ୍କୁ ହାଜର ହେବାକୁ ଗତ ୨୫ ତାରିଖରେ ନୋଟିସ୍ ଜାରି କରାଯାଇଥିଲା ।
ସୈନିକ ସ୍କୁଲର ପୂର୍ବତନ ଶିକ୍ଷକ କହିଛନ୍ତି, ଏଠି ଦିନେ ଜଙ୍ଗଲ ଥିଲା । ଜଙ୍ଗଲ ଭିତରେ ସୈନିକ ସ୍କୁଲ ଆରମ୍ଭ ହୋଇଥିଲା । ଏ ଭିତରେ ଭୁବନେଶ୍ୱର ସୈନିକ ସ୍କୁଲ ଭାରତୀୟ ସେନାକୁ ପ୍ରାୟ ୭୦୦ ସେନା ଅଧିକାରୀ ଦେଇଛି, ୧୦ରୁ ଅଧିକ ଲେଫ୍ଟନାଣ୍ଟ ଜେନେରାଲ ପାହ୍ୟାର ଅଧିକାରୀ ସୃଷ୍ଟି କରିଛି । ଆଜି ଏହା ସହରୀକରଣ ଦ୍ୱାରା ସେଣ୍ଟ୍ରାଲ ପ୍ଲେସ ହୋଇଗଲା ବୋଲି ତାକୁ ୩୦ କିଲୋମିଟର ଦୂରକୁ ଫିଙ୍ଗି ଦେବାକୁ ଚାହୁଁଛନ୍ତି।
ପ୍ରବଳ ଭିଡ଼ ଯୋଗୁଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଠେଲାପେଲା । ଏଥିରେ୨ ଜଣ ମହିଳା ଭକ୍ତ ଆହତ । ଆଶାଠାରୁ ଅଧିକ ଭକ୍ତ ଯୋଗୁଁ ଭିଡ଼ ନିୟନ୍ତ୍ରଣ ହୋଇପାରିନଥିବା କହିଲେ ଡିସିପି ।
ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ଶିବାଳୟ । ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ।
ରାସନ କାର୍ଡ ଫେରାଇବାକୁ ଆପଣଙ୍କୁ ଆସିଛି କି ନୋଟିସ୍ ? ଜିରୋ ଇନକମ୍ ଟାକ୍ସ ରିଟର୍ଣ୍ଣ ଫାଇଲ୍ କରି ରାସନ କାର୍ଡ କଟିବା ଆଶଙ୍କାରେ ଅଛନ୍ତି କି ?
କିଟ୍ ବିଶ୍ୱବିଦ୍ୟାଳୟ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ଏବେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । କିଟ୍ରେ ପ୍ଲେସମେଣ୍ଟ ନାଁରେ କରାଯାଉଛି ଯୌନଶୋଷଣ । ଏହି ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ଛାତ୍ରୀ ।
ନେପାଳ ଛାତ୍ରଛାତ୍ରୀଙ୍କୁ କିଟର କର୍ମଚାରୀ ଓ ବାଉନ୍ସର ଅର୍ଥାତ ଭଡାଟିଆ ଗୁଣ୍ଡାମାନେ ଯେତେବେଳେ ପିଟୁଥିଲେ ସେତେବେଳେ ପୋଲିସ୍ ଚୁପ୍ ରହିଥିଲା । ଯେଉଁ ବାଉନ୍ସରମାନେ ପିଟୁଥିଲେ, ସେମାନଙ୍କୁ ପୋଲିସ୍ ଗିରଫ କରିନାହିଁ ବୋଲି କହିଛନ୍ତି ଜନାର୍ଦ୍ଦନ । ଏହି ବାଉନ୍ସରଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ଅପରାଧିକ ପୃଷ୍ଠଭୂମି ଯାଞ୍ଚ କରାଯିବାକୁ ସେ ଦାବି କରିଛନ୍ତି ।
ଶୀଘ୍ର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଭାରତୀୟ ମାନବଧିକାର କମିଶନକୁ ଚିଠି ଲେଖିଲେ ନେପାଳ ମାନବାଧିକାର କମିଶନ। ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମାଡମରା ଓ ଦୁର୍ବ୍ୟବହାର ନେଇ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ନେପାଳ ମାନବାଧିକାର କମିଶନ।
ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ନେଇ ପାଣିପାଗ କେନ୍ଦ୍ର ସତର୍କ କରାଇଛି । ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷାକୁ ନେଇ ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଆସନ୍ତା ୨୫ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଜି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।
ଆଜି ୪ଟି ଜିଲ୍ଲାରେ ଛେଚିବ ବର୍ଷା । ବର୍ଷା ପବନ ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଜିଠୁ ଭୁବନେଶ୍ବରରେ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହେବ । ମାର୍ଚ୍ଚ ୨ ଯାଏଁ ଏହା ଚାଲିବାକୁ ଥିବାବେଳେ, ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଅଂଶଗ୍ରହଣ କରି ନିଜ ନିଜର ସାମଗ୍ରୀର ପ୍ରଦର୍ଶନ ସହ ବିକ୍ରିବଟା କରିବେ ।
ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଛନ୍ତି KIIT ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।
ନେପାଳ ଛାତ୍ରୀଙ୍କୁ ଗାଳି ଗୁଳଜ ଓ ଧମକ ଦେଇଥିବା ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ମଧ୍ୟ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି ।
ନ୍ୟାୟିକ ତଦନ୍ତ କରି ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ । କାହିଁକି ଏ ପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ତାରା ପ୍ରଶ୍ନ କରିଛନ୍ତି ।
ବିଶ୍ଵ ବିଦ୍ୟାଳୟରେ ସେମାନଙ୍କୁ ପ୍ରଫେସର କଲା କିଏ ? ସେମାନେ କେମିତି କହିଲେ ଯେ କିଟ୍ ବଜେଟ୍ ନେପାଳଠାରୁ ଅଧିକ ? ବୈଦେଶିକ ବ୍ୟାପାର କ’ଣ ସେମାନେ ଜାଣନ୍ତି ?
ଆଗାମୀ ଦିନରେ ବଦଳିପାରେ ମିଶନ ଶକ୍ତି ନାଁ । ମିଶନ ଶକ୍ତି ବିଭାଗ ହୋଇପାରେ ସୁଭଦ୍ରା ଶକ୍ତି । ଆଜି ଉପମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ମିଳିଛି ଏଭଳି ସଙ୍କେତ ।
ଯେତେବେଳେ ସେ ଦୁର୍ନୀତିର ପାହାଡ଼ ଉପରେ ଥିଲେ, ଆଦିବାସୀ ଜମି ମାଡ଼ି ବସିଲେ । ଜଙ୍ଗଲ ଜମିରେ ସେ ବଡ଼ ବଡ଼ ଅଟ୍ଟାଳିକା କଲେ । ଦୁର୍ନୀତି ପାଇଁ କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା, ସାଂସଦ କଲା ବୋଲି ବାବୁ ସିଂ ପ୍ରଶ୍ନ କରିଛନ୍ତି ।
ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି ।
୭୦ ମାମଲାର ଅଭିଯୁକ୍ତ ସ୍ପାଇଡର ସତୀଶ ୩୦ କୋଟିପତିଙ୍କ ଘରେ କଳାକନା ବୁଲାଇଛି। ଲୁଟ୍ ଟଙ୍କାରେ ମଉଜ କରିବା ସହ ରୋମାଣ୍ଟିକ ଲାଇଫ ଷ୍ଟାଇଲ୍ ବିତାଉଥିଲା। ଚୋରି ଟଙ୍କାରେ କରୁଥିଲା ବିଦେଶ ଭ୍ରମଣ।
ତେବେ ଏଠି ପ୍ରଶ୍ନ ଉଠୁଛି, ତାରାଙ୍କ କଥାରେ କେତେ ସତ୍ୟତା ଅଛି? କିଟ୍ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, IAS ବିଶାଳ ଦେବଙ୍କ ପତ୍ନୀ ଡାକ୍ତର ଶ୍ରୁତି ବିଶାଳ ଦେବ କିଡସରେ କାମ କରୁଛନ୍ତି ଡେଣ୍ଟିଷ୍ଟ ଭାବେ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କଲେ, କିଟ୍ ଘଟଣାରେ ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉନାହିଁ ? ଆଇନ ମନ୍ତ୍ରୀ କହିଲେ, ତଦନ୍ତ ଚାଲିଛି । ଦୋଷୀ ଯେତେ ବଡ ଲୋକ ହେଲେ ବି ଆକ୍ସନ ହେବ । ବିଜେଡି ବିଧାୟକ କିଟ୍ ପାଇଁ ବାହାରି କହିଲେ, ବଦନାମ୍ କରାନଯାଉ ।
ଗତ ରବିବାର ସନ୍ଧ୍ୟାରେ କିଟ୍ ବିଶ୍ୱବିଦ୍ୟାଳୟରେ ପାଳିତ ହେଉଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ସେହି କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ କର୍ମଚାରୀ ଓ ଛାତ୍ରଛାତ୍ରୀ। କୋଳାହଳ ଭିତରେ ବି-ଟେକ୍ ଇଞ୍ଜିନିୟରିଂ ପଢ଼ୁଥିବା ନେପାଳ ଛାତ୍ରୀ ନିଜ ରୁମ୍ରେ ଝୁଲି ପଡ଼ିଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିନାହାନ୍ତି? ସରକାରଙ୍କ ବହୁ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ପତ୍ନୀମାନେ ସେଠାରେ କାମ କରୁଛନ୍ତି। ତେଣୁ ସରକାରଙ୍କ ଉପରେ ଚାପ ଅଛି କି?