• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟା ଜମି ?
Srimandir, Land Scam: କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟାର ୬୪ ଏକର ଜମି ?

ନୋଟାରୀ ଏଗ୍ରିମେଣ୍ଟ କରି ବେଆଇନ୍ ବିକ୍ରି ହୋଇଛି, ଆକ୍ସନ ହେବ କହିଲେ ଜିଲ୍ଲାପାଳ । ଜବରଦଖଲ ଜମିର ସେଟେଲମେଣ୍ଟ କରି ବିକ୍ରି ପାଇଁ ଆଇନ ବିଭାଗର ଯୋଜନା ।

ତଥାକଥିତ କଲକୀ ଅବତାରୀ ନାବାଳକଙ୍କୁ ନେଇ ଥମୁନି ବିବାଦ
Fake Baba: ନାବାଳକକୁ କିଏ ସଜାଇଲା ଭଗବାନ, ଉଠିଲା ନାନା ପ୍ରଶ୍ନ

ଲୋକେ ତାଲା ଭାଙ୍ଗି ପଶିବା ପରେ ଆଶ୍ରମରେ ଉତ୍ତେଜନା । ତଥାକଥିତ କଲକୀ ଅବତାରୀ ନାବାଳକଙ୍କୁ ନେଇ ଥମୁନି ବିବାଦ ।

ଭକ୍ତି ନା ଭାଣ୍ଡାମୀ ?
Controversy At Vaikunthdham Ashram: ଭକ୍ତି ନା ଭାଣ୍ଡାମୀ ? ନାବାଳକର ବେକରେ ଫୁଲ ମାଳ, ପାଦ ତଳେ ତୁଳସୀ

ସୋସିଆଲ୍ ମିଡିଆରେ ବେଶ୍ କିଛି ଦିନ ଜଣେ ନାବାଳକର ପାଦ ତଳେ ତୁଳସୀ ଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ତେଜିଛି ବିବାଦ ।

ଝାରସୁଗୁଡାରୁ ମୁମ୍ବାଇ ସିଧାସଳଖ ବିମାନ ସେବା
Direct Flight: ଭୁବନେଶ୍ୱରରୁ ଇନ୍ଦୋର-ଡେରାଡୁନ୍-କୋଚିକୁ ଡାଇରେକ୍ଟ ଫ୍ଲାଇଟ୍‌, ଆଉ ଝାରସୁଗୁଡ଼ାରୁ...

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ।

ପରକୀୟା ପ୍ରୀତିର ନୃଶଂସ ପରିଣତି । ୨ ଛୁଆଙ୍କୁ ତତଲା ଚେଙ୍କ ଦେଇଥିବା ଅଭିଯୋଗ ।
Extra Marital Affair: ବୟଫ୍ରେଣ୍ଡ ସହ ମିଶି ନିଜ ଛୁଆଙ୍କୁ ଚେଙ୍କ ଦେଲା ମାଆ !

ମୈତ୍ରୀବିହାର ଅଞ୍ଚଳର ଘଟଣାକୁ ନେଇ ରାଜଧାନୀରେ ହଇଚଇ । ଡିସିପି କହିଲେ ‘ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ’ ।

Mother's Extramarital Affairs
Mother's Extramarital Affairs: ରାଜଧାନୀରେ ମାଆ ଆଗରେ ପିଲାଙ୍କୁ ଚେଙ୍କ! ଅନୈତିକ ସମ୍ପର୍କକୁ ବିରୋଧ ପାଇଁ ସଜା

ନୃଶଂସ ସାଜିଲା ମାଆ । ଅମଣିଷ ସାଜିଲା ଜନ୍ମ କଲା ମାଆ । ସାମ୍ନାକୁ ଆସିଲା ମାଆର ନାରକୀୟ କାଣ୍ଡ ।

ମଧ୍ୟାହ୍ନ ଭୋଜନ ଦର ଟଙ୍କାଟେ ବଢ଼ିଲା
Mid Day Meal: ୧ ଟଙ୍କା ବଢ଼ିଲା ମଧ୍ୟାହ୍ନ ଭୋଜନ ଦର

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୪୩ ଲକ୍ଷ ବିଦ୍ୟାର୍ଥୀ ମଧ୍ୟାହ୍ନ ଭୋଜନ ପାଉଛନ୍ତି ।

 ସମବାୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ
Odisha Politics: ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଚାଷୀଙ୍କ ସହ ଖେଳିଲେ ସିଧା ଝାରପଡ଼ା ଜେଲ୍ !

ବର୍ଷ ବର୍ଷ ଧରି ଦୁର୍ନୀତିର ଗନ୍ତାଘର ପାଲଟିଥିଲା ସମବାୟ ସଂସ୍ଥା ! ଅଡିଟ୍ ହେଉନଥିବାରୁ କେଳେଙ୍କାରୀ ବଢ଼ିଥିବା ଅଭିଯୋଗ ।

Gold Chain Snatch
Chain Snatching in Bhubaneswar: କାଳ ସାଜୁଛି ମହିଳାଙ୍କ ବେକର ଚେନ୍ ! ଛିନତାଇ ବେଳେ ଗଲା ଜୀବନ

ଘାତକ ସାଜିପାରେ ଆପଣଙ୍କ ବେକର ସୁନା ଚେନ୍ । କାରଣ, ସୁନା ଚେନ୍ ଝାମ୍ପିନେବାକୁ ଲୁଟେରାଙ୍କ ଉଦ୍ୟମ ବେଳେ କେବଳ ଯେ, ଲହୁଲୁହାଣ ହୋଇପାରନ୍ତି ତା ନୁହେଁ, ଆପଣଙ୍କ ଜୀବନ ବି ଚାଲିଯାଇପାରେ ।

୧୫ ତାରିଖରୁ ଚାଷୀଙ୍କୁ ଟୋକନ୍ ଦିଆଯିବ ଏବଂ ନଭେମ୍ବର ୨୦ରୁ ଡିସେମ୍ବର ୭ ଯାଏଁ ଧାନ ସଂଗ୍ରହ ଚାଲିବ ।
Paddy Procurement: ୨୦ରୁ ଧାନ ସଂଗ୍ରହ, ୧୫ରୁ ଟୋକନ ବଣ୍ଟନ

ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ। 

Manoj Mishra
Manoj Mishra: ମନୋଜଙ୍କ କାଉଣ୍ଟର ପରେ ତାଙ୍କୁ ପୁଣି ଧୋଇଲେ ନିର୍ମାତା-ନିର୍ଦ୍ଦେଶକ

ସୀମା ଭିତରେ ରହିବାକୁ ସବ୍ୟସାଚୀଙ୍କ ଜବାବ । କଥା ନୁହେଁ କାମରେ କରି ଦେଖାଇବାକୁ ସରଘରିଆଙ୍କ ଆହ୍ବାନ ।

ମ୍ୟାରେଜ ସିଜିନରେ ସାଇବର ଲୁଟେରାଙ୍କ ନୂଆ ଖେଳ
E-Wedding Card Scam: ବାହାଘର କାର୍ଡରେ କ୍ଲିକ୍‌ କଲେ ହୋଇଯାଉଛି ଆକାଉଣ୍ଟ ଗୋଲ୍ !

ଲିଙ୍କ୍ ଛୁଇଁଦେଲେ ନିମିଷକେ ଚାଲିଯାଉଛି ବ୍ୟକ୍ତିଗତ ତଥ୍ୟ । ଟ୍ରାନ୍ସଫର ସହ ଗୋଲ୍ ହୋଇଯାଇ ପାରେ ଆକାଉଣ୍ଟ ।

ପ୍ରେସମିଟ୍‌ କରି ବର୍ଷିଲେ ମନୋଜ ମିଶ୍ର
Ollywood Actor Manoj Mishra: ବର୍ଷିଲେ ମନୋଜ; କହିଲେ, ‘ସିନେମା ମୋ ବୋପାର ନୁହେଁ, ଏହା ଆମ ଓଡ଼ିଶାର’

ମୁଁ ମୋ ପାଇଁ କହୁନି, ଆଗାମୀ ପିଢ଼ି ପାଇଁ ମୁଁ କହୁଛି । ଆଗାମୀ ପିଢ଼ି ଆମକୁ ଗାଳି ନ ଦେଉ । ସେଥିପାଇଁ ମୁଁ କହିବି । ଅନ୍ୟପକ୍ଷରେ ନାଁ ନେଇ କିଛି ନିର୍ମାତା, ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି ଓଡ଼ିଆ ଅଭିନେତା ମନୋଜ ମିଶ୍ର ।

ମନୋଜଙ୍କ ବିରୋଧରେ ଏତଲା ଦେଲା ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ
Ollywood Actor Manoj Mishra: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା

ସଂପର୍କରେ ମନୋଜ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। 

ବିଜେଡି ICUରେ ଅଛି
Jaynarayan Mishra: ‘BJD ଏବେ ICUରେ, ଥିଲେ ତ Congress ସହ ମିଶିବ’

ବିଜେଡିରେ ନେତୃତ୍ୱ ନାହିଁ । କେବେ ପ୍ୟାରୀ ମୋହନ ମହାପାତ୍ର ତ କେବେ ଭିକେ ପାଣ୍ଡିଆନ ଏଭଳି ଭାବେ ବିଜେଡିକୁ ଲିଜ୍‌ରେ ନେଇଥିଲେ ବୋଲି କହି କଡ଼ା ଟାଗେର୍ଟ କରିଛନ୍ତି ଜୟନାରାୟଣ ।

ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍।
Nursing Dress Code: ନର୍ସଙ୍କ ଡ୍ରେସ୍‌ରେ ରହିବ ସମ୍ବଲପୁରୀ ଛିଟ

ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ ସିନିୟର୍ ନର୍ସିଂ ଅଫିସର ।

Love Jihad Case
Love Jihad Case: କ'ଣ ଥିଲା ଅଭିଯୁକ୍ତ ସମୀର ମନସୁରର ରେକର୍ଡ, ଆତଙ୍କୀ ନୁହେଁ ତ!

ରାଜଧାନୀରେ ଲଭ୍ ଜିହାଦ ଅଭିଯୋଗ ମାମଲା । ତଦନ୍ତକୁ ଆହୁରି ଜୋରଦାର କରିଛି କମିଶନରେଟ ପୋଲିସ ।

ରାଜଧାନୀ ପୁଣି ମାତିଲେ ଲୁଟେରା
Loot in Bhubaneswar: ରାଜଧାନୀ ମାତିଲେ ଲୁଟେରା, ଝରକା ତାଡ଼ି ଘରୁ ଲୁଟିନେଲେ ସୁନା ଓ ଟଙ୍କା

ଏହି ଲୁଟ୍‌ ଖବର ପାଇ ଘଟଣାସ୍ଥଳରେ ସାଣ୍ଟିଫିକ୍ ଟିମ୍ ସହ ଇନଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

୨୪ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା
Subhadra Yojana: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ୨୪ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

ଲଣ୍ଡନରୁ ଫେରୁ ଫେରୁ ସୁଭଦ୍ରାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା । ଆସନ୍ତା ୨୪ ତାରିଖରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ।

ବରଖାସ୍ତ ପରେ ବି ଚେୟାର ଛାଡୁନାହାନ୍ତି ମହିଳା କମିଶନ ଅଧ୍ୟକ୍ଷା
Mahila Commission Controversy: ସରକାର କଲେ ବରଖାସ୍ତ, ହେଲେ ୧୮ ଦିନ ପରେ ବି ଗାଦି ଛା଼ଡୁନାହାନ୍ତି ମହିଳା କମିଶନ ଅଧ୍ୟକ୍ଷା

ପଦବୀରୁ ହଟାଯିବାର ୧୮ ଦିନ ପରେ ଚେୟାର ଛାଡୁନାହାନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା।

ଅଧା ରହିଗଲା ଶବଦାହ
Controversy Over Secret Cremation of Woman's Body: ଶ୍ମଶାନରେ ଶବ ଦାହ ଝମେଲା, ମୃତ ଶାଶୁଙ୍କୁ ଆଣି ବୋହୁ ସଂସ୍କାର କଲା ବେଳେ ଅଟକାଇଲା ପୋଲିସ୍

ଭୁବନେଶ୍ବର ସତ୍ୟନଗର ମଶାଣିରେ ଢେର ସମୟ ଧରି ଚାଲିଥିଲା ଏ ପାଲା । ବଡ଼ କଥା ହେଲା- ଅନ୍ତିମ ସଂସ୍କାର ଅଧାରୁ ଯାହାଙ୍କ ଦରପୋଡ଼ା ଶବକୁ ପୋଲିସ୍ ଜବତ କରିଛି- ସେ ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନ, ବୟସ ୭୬ ।

Half Burnt Body Recovered
Half Burnt Body Recovered: ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ; ବୋହୂ କାହାକୁ ନ ଜଣାଇ ଶାଶୁର କରୁଥିଲା ଶବ ଦାହ !

ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ। ବୋହୂ କାହାକୁ ନ ଜଣାଇ ଶାଶୁର ଶବ ଦାହ କରାଉଥିବା ଅଭିଯୋଗ । ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ।

Fire
Bhubaneswar Fire: ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ; ହୁତୁହୁତୁ ହୋଇ ଜଳିଗଲା କପଡ଼ା ଗୋଦାମ

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଅଚାନକ ଲାଗିଲା ନିଆଁ। ଜଳିଗଲା କପଡ଼ା ଗୋଦାମ। ଭୁବନେଶ୍ୱର ବଡଗଡ଼ ସ୍ଥିତ କପଡା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।

‘ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ’
Subhadra Scheme: ଖୁସି ଖବର ! ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।