• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar

Guard Of Honour
କୁନି ପୁଅ କଲା ଅଙ୍ଗଦାନ, ସରକାର ଦେଲେ ଗାର୍ଡ ଅଫ୍‌ ଅନର

ସତ୍ୟନଗର ଶ୍ମଶାନରେ ଆଜି ଶୁଭଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Disturbance in BJD
ଫାଳ ଫାଳ ବିଜେଡି କ୍ୟାମ୍ପ, ବିଜେପି ମୁହାଁ ହେଉଛନ୍ତି ଜଣଙ୍କ ପରେ ଜଣେ ଅସନ୍ତୁଷ୍ଟ

ଫାଳ ଫାଳ ବିଜେଡି କ୍ୟାମ୍ପ। ରାଜଧାନୀରୁ ପାରାଦୀପ। ସବୁଠି ବିଧାୟକଙ୍କ ବିରୋଧରେ ଆଶାୟୀଙ୍କ ବିଦ୍ରୋହ। ବିଜେଡି ଅସନ୍ତୁଷ୍ଟ ଏବେ ବିଜେପି ମୁହାଁ।

Organ Donations
ମରିବି ଅମର ଶୁଭଜିତ୍, ୮ ଜଣଙ୍କୁ ନୂଆ ଜୀବନ ଦେବ ୮ ବର୍ଷର କୁନିପୁଅ

ଅଙ୍ଗଦାନ ପାଇଁ ରାଜ୍ୟରେ ସୃଷ୍ଟି ହେଉଛି ସଚେତନତା। ପୁଅର ଅଙ୍ଗଦାନ କରି ପୁଣି ଚର୍ଚ୍ଚାରେ ପିତାମାତାଙ୍କ ମହନୀୟତା।

Flagmarch
ନିର୍ବାଚନ ପୂର୍ବରୁ କଡ଼ା ସୁରକ୍ଷା, ଭୁବନେଶ୍ୱରରେ ଫ୍ଲାଗମାର୍ଚ୍ଚ କଲା କେନ୍ଦ୍ରୀୟ ଫୋର୍ସ

ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବେ ୩ ଲକ୍ଷ ୪୦ ହଜାର CAPF ଯବାନ।

MLA Arabinda Dhali
ପଦ୍ମ ଧରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି।

Bhubaneswar Central
ବିଜେଡିର କିଏ ସେ ରଙ୍ଗ ମିସ୍ତ୍ରୀ ? କାହାକୁ ଚରମବାଣୀ ଶୁଣାଇଲେ ଅମରେଶ

ଘନେଇଲା ବିଜେଡିର ମଧ୍ୟ ଭୁବନେଶ୍ୱର ଟେନସନ୍। ବିଧାୟକ ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର ଅମରେଶ ଜେନାଙ୍କ ଭିତରେ ବିବାଦକୁ ନେଇ ସରଗରମ ରାଜଧାନୀ ରାଜନୀତି।

Aravind Dhali
ବିଜେଡିକୁ ଆଉ ଏକ ଝଟ୍‌କା ! ଦଳ ଛାଡ଼ିଲେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି

ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ।

Odisha Politics
ମେଣ୍ଟ ହେବନି, ଦିଲ୍ଲୀରୁ ଫେରି ଚିତ୍ର ସ୍ପଷ୍ଟ କଲେ ମନମୋହନ

ଓଡ଼ିଶାରେ ମେଣ୍ଟ ହେବନି କହିଲେ ମନମୋହନ ସାମଲ । ଲୋକସଭାରେ ୨୧ ଓ ବିଧାନସଭାରେ ୧୪୭ ଆସନରେ ଲଢ଼ିବୁ ।

Bombing
ରାଜଧାନୀରେ ବୋମାମାଡ଼; ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ ମାରିଲେ

ବୋମାମାଡ଼ରେ କେହି ମୃତାହତ ହୋଇନଥିବା ବେଳେ ଗାଡିର କାଚ ଭାଙ୍ଗିଯାଇଛି।

Cyber Loot
ମାତିଛନ୍ତି ଅଦୃଶ୍ୟ ଲୁଟେରା ! ହୁସିଆର ନହେଲେ ସର୍ବସ୍ୱ ଲୁଟି ନେଉଛନ୍ତି ହ୍ୟାକର୍ 

ଦୁଇ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା । ଜଣେ ଯବାନଙ୍କ ଆକାଉଣ୍ଟରୁ ୪ ଲକ୍ଷ ୭୫ ହଜାର ଟଙ୍କା ଗାଏବ ।

Leopard
ରାଜ୍ୟରେ କମିଲେ କଲରାପତରିଆ ! ୨୦୧୮ରେ-୭୬୦, ୨୦୨୨ରେ-୫୬୮

NTCA ତଥ୍ୟକୁ ନେଇ ବଢିଲା ଚିନ୍ତା । କୁଆଡ଼େ ଗଲେ  ୧୯୨ ଲିଓପାର୍ଡ ?

BJP Politics
୨୪ ଲଢ଼େଇ ପାଇଁ କିଏ କିଏ ବିଜେପି ପ୍ରାର୍ଥୀ ? ରାତି ତମାମ୍ ମାନସ ମନ୍ଥନ

ଶହେରୁ ଦେଢ଼ଶହ ପ୍ରାର୍ଥୀ ଘୋଷଣା ହେବା ଚର୍ଚ୍ଚା । ଦକ୍ଷ ପ୍ରାର୍ଥୀ ବାଛିବାକୁ କି ଷ୍ଟ୍ରାଟେଜି କରିଛି ଦଳ ? 

BJD
ଭୋଟ୍ ପୂର୍ବରୁ BJDରେ ମାଡ଼ିଲାଣି ବିଦ୍ରୋହ ରୋଗ, ନବୀନ ନିବାସ ପହଞ୍ଚିଲା ଟିକେଟ୍ କଳି

ଶକ୍ତି ପ୍ରଦର୍ଶନ ସହ ଶୀର୍ଷ ନେତୃତ୍ବଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍ । କିଏ, କେମିତି ହେବେ ମ୍ୟାନେଜ୍, ଚାଲିଛି କସରତ୍ ।

Bride Detained By Cops
ହାତଗଣ୍ଠି ବଦଳରେ ପଡିଲା ହାତକଡ଼ି; ‌ଅଧା ବାହାଘରରୁ ବରକୁ ଉଠାଇନେଲା ପୋଲିସ..

ଭୁବନେଶ୍ୱର ରାଜଭବନ ପଛ ରାଧାକୃଷ୍ଣ ମନ୍ଦିରରେ ବାହାଘର ଚାଲିଥିବା ବେଳେ ପୋଲିସ ପହଞ୍ଚିଥିଲା। ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସ ଯୁବକଙ୍କୁ ବେଦୀରୁ ଥାନାକୁ ଉଠାଇ ନେଇଥିଲା।

Naveen Niwas
ବଢ଼ୁଛି ନବୀନ ନିବାସରେ ଭିଡ଼, ଭୁବନେଶ୍ୱର ମଧ୍ୟ ଟିକେଟ ଆଶାରେ ଅମରେଶ ଜେନା

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ କହିଲେ ବିଧାୟକ ରାଜେନ୍ଦ୍ର । ସେପଟେ ଅମରେଶ ଜେନା କହିଛନ୍ତି ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ ନିଷ୍ପତ୍ତି ନେବେ ।

Mining Scam
ଓଡ଼ିଶାରେ ED ର ବଡ଼ ଧରଣର ରେଡ୍; ଖଣି ଲିଜ୍‌ଧାରୀଙ୍କ ଘରେ ଚାଲିଛି ଯାଞ୍ଚ

କୋଲକାତାରେ ରେଡ ସହ କେନ୍ଦୁଝର ବଡ଼ବିଲ, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱରରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ ଚାଲିଛି।

Radar
ପ୍ରାକୃତିକ ଦୁର୍ବିପାକ ନେଇ ମିଳିବ ଆଗୁଆ ସୂଚନା... ଲାଗିବ ଅତ୍ୟାଧୁନିକ ରାଡାର

ବର୍ତ୍ତମାନ ବାଲେଶ୍ୱରରେ ଡଫ୍ଲର ରାଡାର କାମ ଅଧା ଶେଷ ହୋଇଛି। ସମ୍ବଲପୁରରେ ଉପକରଣ ମଧ୍ୟ ପହଞ୍ଚିସାରିଛି।

prashant jagdev
ନବୀନ ବାବୁ ଏବେ ରାଜନୀତିରୁ ନିବୃତ୍ତ ରହନ୍ତୁ: ପ୍ରଶାନ୍ତ ଜଗଦ୍ଦେବ

ପ୍ରଶାନ୍ତ ଆହୁରି କହିଛନ୍ତି, ଏବେ ରାଜନୈତିକ ବ୍ୟବସ୍ଥାରୁ ନବୀନ ବାବୁ ନିବୃତ୍ତ ରହିବା ଦରକାର । ମୋତେ ବାସ୍ନା ହେଉଛି, ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ । ଏବେ ମୁଁ ପୂରା ଆକ୍ସନ ମୁଡ୍‌ରେ ରହିଛି ।

PM Modi
ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୂର୍ବରୁ ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି କୁହାଯାଉଥିଲା । ଫେବୃଆରୀ ୨୮ ତାରିଖ ପାଖାପାଖି ମୋଦି ଓଡ଼ିଶା ଆସିବେ ବୋଲି କହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

BJD Politics
ତେଜିଲା BJDର ‘ସତ୍ୟବାଦୀ’ କଳି; ସଞ୍ଜୟ ବନାମ ଉମା… କିଏ ହେବେ ଦଳୀୟ ପ୍ରାର୍ଥୀ ?

ପଞ୍ଚାୟତ ନିର୍ବାଚନରେ କଣାସ ବ୍ଲକକୁ ଛଡାଇ ନେଇଛି BJP । ଆଉ ପୂର୍ବରୁ କଣାସ, ବ୍ରହ୍ମଗିରିରେ ରହିଥିବା ବେଳେ ସେଠାରେ ସଞ୍ଜୟଙ୍କ ପୁରୁଣା ସଙ୍ଗଠନ ରହିଛି । ତେଣୁ ଯଦି ଦଳ ସଞ୍ଜୟଙ୍କୁ ସତ୍ୟବାଦୀରେ ଟିକେଟ ଦିଏ ତାହେଲେ କଣାସ କ୍ରାଇସିସ ମ୍ୟାନେଜ କରିବାରେ ସକ୍ଷମ ହୋଇପାରନ୍ତି ସଞ୍ଜୟ ।

Cancer
କ୍ୟାନସର ଚିକିତ୍ସାରେ ନୂଆ ସମ୍ଭାବନା; କର୍କଟ ରୋଗକୁ ମାତ୍‌ ଦେବ ୧୦୦ ଟଙ୍କିଆ ଟାବଲେଟ୍

କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ ।

Ranendra Pratap Swain
ପଲିଟିକାଲ ଡ୍ରାମା ! ପ୍ରଥମେ ଉମା କାନ୍ଦିଲେ, ଏବେ ରାଜା ସ୍ୱାଇଁ କାନ୍ଦିଲେ...

ପ୍ରଥମେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମା ସାମନ୍ତରାୟ ଏକ ରାଜନୈତିକ ସଭା ମଞ୍ଚରେ ଭାଷଣ ଦେଉଥିବା ବେଳେ କାନ୍ଦି ପକାଇଥିଲେ । ଏବେ ରାଜା ସ୍ୱାଇଁ କାନ୍ଦିଲେ ।

Bill Gates
ଭୁବନେଶ୍ୱରରେ ବିଲ୍‌ ଗେଟ୍ସ, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ

ବିଲ ଗେଟ୍ସ ଫାଉଣ୍ଡେସନ ସହଯୋଗରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରିବେ।

President Visit
ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି; ଭୁବନେଶ୍ୱରରୁ ମୟୂରଭଞ୍ଜ ଯାଏଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଅପରାହ୍ଣରେ ସୁକ୍ରୁଲି ପାଣ୍ଡୁରସିଳୀ ଫୁଟବଲ ଗ୍ରାଉଣ୍ଡର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ମାଆ କିଚକେଶ୍ୱରୀ ମନ୍ଦିର ପରିଦର୍ଶନ କରି ଆଶିଷ ଭିକ୍ଷା କରିବେ ।

Tiger
ରାଜ୍ୟରେ କଳାବାଘ ସଂଖ୍ୟା ବଢ଼ୁଛି, ଚିନ୍ତାରେ ବନ ବିଭାଗ

ଦୁଇବର୍ଷରେ ମହାବଳ ସଂଖ୍ୟା ୫୦ % ବୃଦ୍ଧି ପରେ ବନ ବିଭାଗର ନିଷ୍ପତ୍ତି । ଇନବ୍ରିଡିଂ ପାଇଁ ଶିମିଳିପାଳରେ କଳାବାଘ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ।