• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

‘ମୁକ୍ତ ଓ ନିରପେକ୍ଷ ଖବର ଆମର ଦାୟିତ୍ୱ’
OTV Foresight 2025: ‘ଆମେ କୌଣସି ସରକାରଙ୍କ ସମର୍ଥନରେ କିମ୍ବା ବିପକ୍ଷରେ ନାହୁଁ’

ଓଡ଼ିଶା ଟେଲିଭିଜନ ନେଟୱାର୍କର ସହ-ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଓଡ଼ିଶାବାସୀଙ୍କୁ ଓଟିଭି ପ୍ରତି ଥିବା ବିପୁଳ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ, ଲୋକଙ୍କ ଭଲ ପାଇବା ପାଇଁ ଓଟିଭି ଆଜି ଓଡ଼ିଶାରେ ଏକ ନମ୍ବରରେ ରହିଛି ।

ଫୋରସାଇଟ୍‌ ଏକ ବିଶାଳ ପ୍ଲାଟଫର୍ମ
OTV Foresight 2025: ଓଟିଭି ଫୋରସାଇଟ୍‌-୨୦୨୫: ଚାଲିଛି ବିଭିନ୍ନ ପ୍ରସଙ୍ଗ ଉପରେ ମାନସମନ୍ଥନ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ। ଏହାସହ ବିଭିନ୍ନ ପ୍ରସଙ୍ଗରେ ପ୍ୟାନେଲ ଡିସକସନ୍‌ରେ ସାମିଲ ହେବେ ଜାତୀୟ ଓ ରାଜ୍ୟ ରାଜନୀତିର ବହୁ ପ୍ରମୁଖ ଚେହେରା ।

ପୁଣି ଏକ ସାଂଘାତିକ ଭିଡିଓ ଭାଇରାଲ
KIIT University Viral Video: ସାମ୍ନାକୁ ଆସିଲା କିଟ୍‌ର ଆଉ ଏକ ଭାଇରାଲ ଭିଡିଓ, ଦେଖନ୍ତୁ...

ଏବେ ଆଉ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ହଷ୍ଟେଲ ରୁମ୍‌ କବାଟ ଭାଙ୍ଗୁଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ। କୁହାଯାଉଛି ଇଏ ହେଉଛି ନେପାଳୀ ଛାତ୍ରୀ ମୃତ୍ୟୁବରଣ କରୁଥିବା ହଷ୍ଟେଲ୍ ରୁମ୍‌ର ଭିଡିଓ ।

ଓଟିଭି ଫୋରସାଇଟ୍‌
OTV Foresight 2025: ଓଟିଭି ଫୋରସାଇଟ୍‌ ୨୦୨୫: ବଡ଼ ମଞ୍ଚରେ ଚାଲିବ ବିଚାରର ମହାମନ୍ଥନ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ। ଏହାସହ ବିଭିନ୍ନ ପ୍ରସଙ୍ଗରେ ପ୍ୟାନେଲ ଡିସକସନ୍‌ରେ ସାମିଲ ହେବେ ଜାତୀୟ ଓ ରାଜ୍ୟ ରାଜନୀତିର ବହୁ ପ୍ରମୁଖ ଚେହେରା ।

OTV Foresight
OTV Foresight 2025: ଓଟିଭି ଫୋରସାଇଟ୍: ବଡ଼ ମଞ୍ଚରେ ଚାଲିଛି ବିଚାରର ମହାମନ୍ଥନ

ଆଜି ଓଟିଭିର ଚିନ୍ତନ ସମାବେଶ ‘ଫୋରସାଇଟ୍’। ଓଡ଼ିଶାର ସବୁଠୁ ବଡ଼

‘ହଷ୍ଟେଲ ଫେରିବାକୁ ଡର ଲାଗୁଛି’
KIIT Student Death Case: ‘ସେଦିନ ଯାହା ଘଟିଛି, ତାହା ଭୁଲି ହେଉନି...ହଷ୍ଟେଲ ଫେରିବାକୁ ବହୁତ ଭୟ ଲାଗୁଛି’

୯୦ ପ୍ରତିଶତ ନେପାଳୀ ପିଲା ଘରକୁ ପଳାଇ ଯାଇଛନ୍ତି । ଏବେ ଫେରିବା ପାଇଁ ମୋବାଇଲ ଯୋଗେ ଅଣ୍ଡରଟେକିଂ ମାଗୁଛନ୍ତି । ଯେ ପର୍ଯ୍ୟନ୍ତ ସୁରକ୍ଷିତ ଅନୁଭବ କରିନୁ, ସେପର୍ଯ୍ୟନ୍ତ ହଷ୍ଟେଲ ଫେରିବୁ ନାହିଁ ବୋଲି ଗଣମାଧ୍ୟମ ସାମ୍ନାରେ ଛାତ୍ରଛାତ୍ରୀ କହିଥିଲେ ।

Kiss
KISS Bhubaneswar: କିସ୍‌ରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଡାହା ମିଛ ତଥ୍ୟ ଦେଇଛନ୍ତି ଅଚ୍ୟୁତ!

୨୦୧୭ ମସିହାରେ ବିଧାନସଭା ତଥ୍ୟ ଅନୁଯାୟୀ କିସ୍‌ ଆଦିବାସୀ ସ୍କୁଲ ଲାଗି ରାଜ୍ୟ ସରକାର ପ୍ରତି ମାସରେ ୭୫ ଟନ୍‌ ଚାଉଳ ଯୋଗାଉଛନ୍ତି। ଅର୍ଥାତ ପ୍ରତିବର୍ଷ କିସ୍‌କୁ ଚାଉଳ ଦେବା ବାବଦରେ ସରକାର ଖର୍ଚ୍ଚ କରୁଛନ୍ତି ପ୍ରାୟ ୨୨ କୋଟି ୫୦ ଲକ୍ଷ ଟଙ୍କା।

KIIT Student Death Case
KIIT Student Death Case: କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ

କିଟ୍‌ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫ ହେଲେ। ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ ହୋଇଛନ୍ତି । 

KIIT
KIIT University: ବାପାଙ୍କ ଆଗରେ କିଟ୍‌ ଛାତ୍ରୀଙ୍କର ହେଲା ଶବ ବ୍ୟବଚ୍ଛେଦ

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ପିଲାମାନଙ୍କୁ ଫେରାଇ ଆଣିବା ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି।

KIIT Student Death Case
KIIT Student Death Case: କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: କଠୋର ହେଲେ ରାଜ୍ୟ ସରକାର, ତଦନ୍ତ ପାଇଁ ଗଠନ କଲେ ଉଚ୍ଚସ୍ତରୀୟ କମିଟି

କିଟ୍‌ ଘଟଣାକୁ ନେଇ କଠୋର ହେଲେ ରାଜ୍ୟ ସରକାର । ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ହେଲା । କମିଟିରେ ସ୍ଥାନ ପାଇଲେ ୩ଟି ବିଭାଗର ସଚିବ । 

Weather
Weather Report: ଅଥୟ ହେବ ଜୀବନ ଯାତ୍ରା, ୨ରୁ ୩ ଡିଗ୍ରୀ ବଢ଼ିବ ତାତି !

୨୨ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଉପକୂଳ ଓଡ଼ିଶାରେ କେତେକ ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବଜ୍ରପାତ ଓ ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

KIIT University
KIIT Students Death Row: ଆଗରୁ ଘଟିଛି ଅନେକ ଘଟଣା, ସୁଧୁରିନାହାନ୍ତି କିଟ୍ କର୍ତ୍ତୃପକ୍ଷ !

୨୦୨୧ ମାର୍ଚ୍ଚ ୧୫ ତାରିଖରେ ଜଣେ ୧୯ ବର୍ଷୀୟ ବି.ଟେକ୍ ଛାତ୍ରଙ୍କ ମୃତଦେହ ହଷ୍ଟେଲ ରୁମରୁ ମିଳିଥିଲା । ମଧ୍ୟପ୍ରଦେଶର ସୁରଜ ଚୌରାସିଆ ନାମକ ଏହି ଛାତ୍ରଜଣକ ମଧ୍ୟ ମାନସିକ ଅବସାଦରେ ଥିଲେ ବୋଲି ତଦନ୍ତ ବେଳେ ଜଣାପଡିଥିଲା । ସେ ଡାକ୍ତରଙ୍କ ଚିକିତ୍ସାରେ ମଧ୍ୟ ଥିଲେ । କିନ୍ତୁ ତାଙ୍କର ସୁରକ୍ଷା ପ୍ରତି କିଟ୍ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ।

 KIIT Student Death
KIIT Nepali Student Death: ଥମୁନି କିଟ୍ ଅଶାନ୍ତି; ପ୍ରଚଣ୍ଡ ଖରାରେ ବସିଛନ୍ତି ଛାତ୍ରଛାତ୍ରୀ, ନେପାଳୀ ଛାତ୍ରଙ୍କଠୁ ନେଉଛନ୍ତି ଅଣ୍ଡରଟେକିଂ 

ଆଜି ବିଶ୍ବବିଦ୍ୟାଳୟ ବାହାରେ ପ୍ରଚଣ୍ଡ ଖରାରେ ବସି ଛାତ୍ରଛାତ୍ରୀମାନେ ନୀରବ ପ୍ରତିବାଦ କରିଛନ୍ତି। ଏହି ଅବସରରେ ହଷ୍ଟେଲ ଛାଡ଼ିବା ପାଇଁ ସେମାନଙ୍କୁ କିପରି ବାଧ୍ୟ କରାଯାଇଥିଲା, ଗଣମାଧ୍ୟମ ଆଗରେ କହିଛନ୍ତି ଛାତ୍ରଛାତ୍ରୀ। 

ପ୍ରେମ ପାଇଁ କିଟ୍ ବଦନାମ୍
KIIT Campus Controversy: ସଞ୍ଜ ହେଲେ ଅସଞ୍ଜତ କିଟ୍ ଛକ ! କହି ହେଉନି କି ସହି ହେଉନି

ପ୍ରେମ ବ୍ୟାପାରକୁ ନେଇ ଜୀବନ ହାରିଛନ୍ତି ନେପାଳର ଜଣେ ଛାତ୍ରୀ । ଧୋକାବାଜ୍‌ ପ୍ରେମିକ, ଛାତ୍ରୀଙ୍କ ସହ କିଛି ଅନ୍ତରଙ୍ଗ ସମୟ ବିତାଇବା ପରେ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ତେବେ ସାଧାରଣ ଲୋକଙ୍କ ପ୍ରଶ୍ନ, କାହିଁକି ସଞ୍ଜ ହେଲେ ଅସଞ୍ଜତ ହେଉଛି କିଟ୍ ଛକ ?

KIITର କଳା ଇତିହାସ !
KIIT University Dark Secrets: କିଟ୍‌ ଭିତରେ ଚାଲିଛି କ’ଣ, ସରକାର ନେବେ କି କାର୍ଯ୍ୟାନୁଷ୍ଠାନ ?

KIIT ୟୁନିଭର୍ସିଟି ନାଁରେ ଚାଲିଛି କ’ଣ ? ଅପରାଧ ଘଟାଉଛନ୍ତି ଛାତ୍ରଛାତ୍ରୀ । କ୍ୟାମ୍ପସ ପରିସରରେ ଚାଲିଛି ନିଶା କାରବାର । ଛାତ୍ରୀଙ୍କ ସହ କରାଯାଉଛି ଦୁର୍ବ୍ୟବହାର ।

KIIT Suicide Row
KIIT Suicide Row: ବିଧାନସଭାରେ କିଟ୍ ତାତି, ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ବିଜେପି ବିଧାୟକ

କିଟରେ ପଢ଼ୁଥିବା ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ । ଘଟଣାରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ବିଜେପି ବିଧାୟକ ବାବୁ ସିଂ ।

କିଟ୍‌ କେଳେଙ୍କାରୀ !
KIIT Controversy: KIIT ବିରୋଧରେ ଅଭିଯୋଗର ଫର୍ଦ୍ଦା ବହୁ ଲମ୍ବା, KISS ମାଧ୍ୟମରେ ନିଜ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି ଅଚ୍ୟୁତ !

ରାଜଧାନୀର ଛାତି ଉପରେ କିଟ୍ ନାଁରେ ଶହ ଶହ ଏକର ଜମି ହଡ଼ପ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ରହିଛି ଲମ୍ବା ଅଭିଯୋଗ ଫର୍ଦ୍ଦ ।

ସାମନ୍ତ କହିଲେ...ମୁଁ ଦେଖାଉଛି କ’ଣ କରିପାରେ
KIIT Founder Achyuta Samanta Viral Audio: ‘ଫାଉଣ୍ଡର ସାମନ୍ତ କହିଥିଲେ, ମୁଁ ତୁମକୁ ଦେଖାଉଛି...ମୁଁ କ’ଣ କରିପାରେ’

ସାମନ୍ତ କହିଥିଲେ, ଏ ତ ସାଧାରଣ କଥା । ଏହି ସମୟରେ ଠେଲାପେଲା ମଧ୍ୟରେ ଫାଉଣ୍ଡର ତଳେ ପଡ଼ି ଯାଇଥିଲେ । ପରେ ଫାଉଣ୍ଡର କହିଥିଲେ, ମୁଁ ତୁମକୁ ଦେଖାଉଛି । ମୁଁ କଣ କରିପାରେ।

ବିଷ୍ଣୁପଦଙ୍କ ଘରେ CBI
Bishnupada Sethi: IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍

ବିଷ୍ଣୁପଦଙ୍କ ଭୁବନେଶ୍ବର ଫରେଷ୍ଟ ପାର୍କ ସ୍ଥିତ ସରକାରୀ ବାସଭବନରେ CBI ପକ୍ଷରୁ ରେଡ୍ ଜାରି ରହିଛି । ଆଜି ସକାଳୁ CBI ର ୮ ଜଣିଆ ଟିମ୍ ଖୋଳତାଡ କରୁଛି ।

KIIT Student Death
KIIT Student Death: ଆଜି ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ, ଭୁବନେଶ୍ୱରରେ ପହଞ୍ଚିଲେ ପରିବାର ଲୋକେ

କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ଭୁବନେଶ୍ବରର ଏମ୍ସରେ ବ୍ୟବଚ୍ଛେଦ କରାଯିବ ।

Plus Two Exam
Plus Two Exam 2025: ଆଜିଠୁ ଯୁକ୍ତ ୨ ପରୀକ୍ଷା, କପି ରୋକିବାକୁ ୫ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା । କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା । ପ୍ରଶ୍ନ ପତ୍ର ଲିକ୍‌ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ।

Plus Two
Plus Two Exam: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି + ୨ ପରୀକ୍ଷା

କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି। ପରୀକ୍ଷା ସରିବା ୪୫ ଦିନ ଭିତରେ ରେଜଲ୍ଟ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଶ୍ନ ପତ୍ର ଲିକ୍‌ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

BBSR
Jagadish Mohanty : ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କୁ ‘ଜଗଦୀଶ କଥା ସମ୍ମାନ’

ଯୁବଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦିଆଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ଏଥର ଗାଳ୍ପିକା ସୁନନ୍ଦା ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା।

EV
Green Odisha EV Policy In Odisha: ‘ଗ୍ରୀନ୍‌ ଓଡ଼ିଶା ବୈଦ୍ୟୁତିକ ଯାନ’ ପାଇଁ ୧୬୦ କୋଟି ବ୍ୟୟବରାଦ

ନୂତନ ସେତୁ ପ୍ରକଳ୍ପ ପାଇଁ ୨ ହଜାର କୋଟି, ବନ୍ଦରଗୁଡ଼ିକର ବିକାଶ ପାଇଁ ବଜେଟ୍‌ରେ ୧୦୭ କୋଟି, ଜେଟି ବିକାଶ ପାଇଁ ୨୧୦ କୋଟି ଓ ବିମାନ ଚଳାଚଳକୁ ବ୍ୟାପକ କରିବା ପାଇଁ ୩୮୨ କୋଟି ବ୍ୟୟବରାଦ ଲକ୍ଷ୍ୟ ରହିଛି।

BJP
Odisha Budget2025: ଉପସ୍ଥାପନ ହେଲା ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍‌

ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୧୨ କୋଟି।