• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 07 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 4 months ago

ବିରାଜିଲେ ବିଘ୍ନବିନାଶକ, ଅଗ୍ରପୂଜ୍ୟଙ୍କ ଆବାହନ ପାଇଁ ସବୁଠି ଉତ୍ସାହ

ଅଗ୍ରପୂଜ୍ୟଙ୍କ ଆବାହନ ସହ ଆରମ୍ଭ ହୋଇଛି ପାର୍ବଣ। ଗଜାନନଙ୍କ ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର। ଜଟଣୀ ଓ ତାଳଚେରରେ ମହାଆଡମ୍ବରରେ ଗଣେଶ ପୂଜା ହେଉଛି। More
  • Santosh Kumar Sahoo
  • 4 months ago

ପୋଲିସ ବାବୁଙ୍କ ଘରେ ଲୁଟେରା ପଶିଲେ, କଳାକନା ବୁଲାଇ ଚାଲିଗଲେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ସାମ୍ନା କଲୋନୀରେ ଲୁଟେରାଙ୍କ ହଲ୍ଲାବୋଲ । ସବୁଠୁ ହାଇ ସିକ୍ୟୁରିଟି ଅଞ୍ଚଳରୁ ଲୁଟି ନେଲେ । ପୋଲିସ ଘରେ କଳାକନା ବୁଲାଇଲେ । More
  • Santosh Kumar Sahoo
  • 4 months ago

ବାଦ ପଡୁଛନ୍ତି ମେଧାବୀ, ବିକ୍ରି ହେଉଛି ସରକାରୀ ଚାକିରି !

ବିକ୍ରି ହେଉଛି ସରକାରୀ ଚାକିରି ! ରାଜ୍ୟରେ ଗ୍ରୁପ୍-ସି ପଦବି ପାଇଁ ପ୍ରାର୍ଥୀ ବାଛୁଥିବା ଓଡ଼ିଶା ଅଧସ୍ଥନ କର୍ମଚାରୀ ଆୟୋଗ ବା ଓ-ଟ୍ରିପିଲ୍ ଏସ୍ ସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। More
  • Santosh Kumar Sahoo
  • 4 months ago

ମମତା ଓ ସୁଜିତଙ୍କ ପରେ ଆଗକୁ କିଏ ? ମମତା କହିଲେ, ଲାଇନରେ ଅଛନ୍ତି ଆହୁରି ଅନେକ

ଛିଡୁଛି ବିଜେଡି, ବଢୁଛି ବିଜେପି। ସୁଜିତ କୁମାର ଶଙ୍ଖ ଛାଡ଼ି ପଦ୍ମ ଧରିବା ପରେ ଏହି ଚର୍ଚ୍ଚା ବଢିଛି। ବିଜେଡିର ଆଉ କିଛି ସାଂସଦ ଏବେ ସେଇ ଲାଇନରେ ଥିବା ଆଲୋଚନା ହେଉଥିବା ବେଳେ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି। More
  • Sangram Keshori Behera
  • 4 months ago

କଳାହାଣ୍ଡି ରାଜନୀତିରେ ହଲଚଲ, ରାଜ୍ୟସଭା ସାଂସଦଙ୍କୁ କିଏ ଗୋଲାମଗିରି ପାଇଁ ବାଧ୍ୟ କରୁଥିଲେ ?

ସୁଜିତଙ୍କ ବିସ୍ଫୋରକ ବୟାନ ପରେ କଳାହାଣ୍ଡି ରାଜନୀତିରେ ହଲଚଲ । ସୁଜିତ ଆଣିଥିବା ଅଭିଯୋଗର ତଦନ୍ତ ଦାବି କଲା ବିଜେପି । ବିଜେଡିର ଜବାବ, ପ୍ରମାଣ ଦିଅନ୍ତୁ ସୁଜିତ୍ । More
  • Sangram Keshori Behera
  • 4 months ago

ଆଗକୁ ବିଜେଡି ଛାଡ଼ିବେ ବହୁ ନେତା, ଏକଛତ୍ରବାଦ ଶାସନରେ ଅଛନ୍ତି ଅସନ୍ତୁଷ୍ଟ: ମମତା ମହାନ୍ତ

ବିଜେଡିର ବହୁ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ବିଜେଡିର ଅଧିକାଂଶ ନେତା ଓ କର୍ମୀ ଦଳର ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ । ବିଜେଡି ନେତାମାନେ ଦଳ ଛାଡିବା ପ୍ରସଙ୍ଗରେ ଏଭଳି କହିଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ । More
  • Kausik Mohapatra
  • 4 months ago

Ganesh Chaturthi 2024: ସାକ୍ଷୀଗୋପାଳ ମନ୍ଦିରରେ କାହିଁକି ପୂଜା ପାଆନ୍ତି ‘ଗୁଡିଆ ଗଣେଶ’

ଆଜି ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ। ଆମେ ଭଗବାନ ଗଣେଶଙ୍କ ସମ୍ପର୍କିତ କିଛି ସ୍ୱତନ୍ତ୍ର ତଥ୍ୟ ଆପଣଙ୍କୁ ଦେବାକୁ ଯାଉଛୁ। ସାକ୍ଷୀଗୋପାଳ ମନ୍ଦିରରେ କେଉଁ କେଉଁ ନାମରେ ଓ କେତେ ଗୋଟି ଗଣେଶ ବିଗ୍ରହଣଙ୍କୁ ପୂଜାର୍ଚ୍ଚନା କରାଯାଏ? More
  • Pallipuspa Samal
  • 4 months ago

ଜୀବନ ରେଖା ପାଲଟିଛି ଅସ୍ଥାୟୀ ପୋଲ, ନଈ ମଝିରେ ଜଗିଛି ମୃତ୍ୟୁ

ପାଦ ଚିପି ଚିପି ନଦୀ ପାର୍ ହୋଇଥାନ୍ତି ଏଠିକାର ଗରିବ ଲୋକେ । ଅସ୍ଥାୟୀ ପୋଲ ପାଲଟିଛି ଏମାନଙ୍କ ପାଇଁ ଜୀବନ ରେଖା । ଜୀବନ ଜିଇବାକୁ ହେଲେ ଏମିତି ସଂଘର୍ଷ ଏମାନଙ୍କ ପାଇଁ ନିତିଦିନିଆ କଥା ପାଲଟିଛି । More
  • Sangram Keshori Behera
  • 4 months ago

ସାଂସଦମାନେ ଦଳ ଛାଡିଲେ ପଡ଼ିବ ବଡ ପ୍ରଭାବ: ଅମର ଶତପଥୀ

ଯେଉଁମାନେ ଦଳର ଆଗଧାଡ଼ିରେ ଥିଲେ, କାହିଁକି ସେମାନେ ଦଳ ଛାଡୁଛନ୍ତି । ତାର ଆତ୍ମନିରୀକ୍ଷଣ ହେବା ଦରକାର । ଅନ୍ୟ ଉପରେ ଦାୟିତ୍ୱ ଦେଇ ଖସିଗଲେ ହେବନି । ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ରଖିଛନ୍ତି ଏଭଳି ବଡ ବୟାନ । More
  • Pallipuspa Samal
  • 4 months ago

ବିନା ସର୍ଜରୀରେ ୟୁଟେରସ ଟ୍ୟୁମର ଚିକିତ୍ସା

ଏଣିକି ବିନା ସର୍ଜରୀରେ ହୋଇପାରୁଛି ୟୁଟେରସ ଟ୍ୟୁମର ଚିକିତ୍ସା। ମାଇକ୍ରୋୱେଭ ଆବଲେସନ୍ ନାମକ ନୂଆ ଚିକିତ୍ସା ପଦ୍ଧତି ଜରିଆରେ ଟ୍ୟୁମରକୁ ମେଲ୍ଟ କରାଯାଇ ଭଲ କରାଯାଇ ପାରୁଛି। ଅନ୍ତର୍ଜାତୀୟ ସ୍ତରରେ ବହୁଳ ଭାବେ ବ୍ୟବହାର ହେଉଥିବା ଏହି ନୂଆ ପଦ୍ଧତିରେ ଓଡ଼ିଶାରେ ପ୍ରଥମ ଥର ଲାଗି ୟୁଟେରସ ଟ୍ୟୁମର ଚିକିତ୍ସା କରାଯାଇଛି। More
  • Sangram Keshori Behera
  • 4 months ago

ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଭୁବନେଶ୍ୱର ଗାନ୍ଧି ମାର୍ଗରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବ୍ୟାପୀ ଗାଁରୁ ସହର ସବୁଠି ବୁଲିବ ସୁଭଦ୍ରା ସଚେତନତା ରଥ । ଭୁବନେଶ୍ୱର ଗାନ୍ଧି ମାର୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। More
  • Pallipuspa Samal
  • 4 months ago

ଯୋଶଦାଙ୍କୁ ମିଳିଲା ନ୍ୟାୟ, କୋଳକୁ ଫେରିଲା କାହ୍ନା

ମାଆ ମନ ପରା, ଜନ୍ମ ନଦେଲେ କ’ଣ ହେବ ୬ବର୍ଷ ହେଲା ଲାଳନ ପାଳନ କରିଥିଲା ଯଶୋଦା । କିନ୍ତୁ କାହ୍ନାକୁ ମାଆ କୋଳରୁ ଛଡାଇ ନେଇଥିଲା ପ୍ରଶାସନ। ହେଲେ ମା’ର ଭଲପାଇବା ଆଗରେ ଭାଙ୍ଗିଗଲା ସବୁ ପ୍ରତିବନ୍ଧକ । More
  • Pallipuspa Samal
  • 4 months ago

ଇଟାଭାଟିରେ ପୋଡି ହୋଇଯାଉଥିଲା ଭବିଷ୍ୟତ ଶିକ୍ଷାର ଆଲୋକ ଦେଖାଇଲେ ଗାନ୍ଧିବାଦୀ

ଦିନେ ଧୂଳି ଧୂସର ହୋଇ, କଳା ଧୂଆଁ ଆକାଶ ତଳେସୁନେଲି ଭବିଷ୍ୟତକୁ ଜଳାଞ୍ଜଳି ଦେଉଥିଲେ ଏହି ପିଲାମାନେ। ସିଲଟ ଖଡ଼ିର ଅର୍ଥ ମଧ୍ୟ ଜାଣି ନଥିଲେ। ଇଟା ଭାଟିରେ ସତେ ଯେମିତି ପୋଡି ହୋଇଯାଉଥିଲା ସେମାନଙ୍କ ଭବିଷ୍ୟତ। ହେଲେ ଦେବଦୂତ ସାଜିଲେ ଗାନ୍ଧିବାଦୀ। More
  • Pallipuspa Samal
  • 4 months ago

ଗହଣା ଦୋକାନରେ ଲୁଟେରା, ୪ ବନ୍ଧୁକଧାରୀ ଲୁଟେରାଙ୍କୁ ଗିରଫ କରିଛି ପୋଲିସ

ଗହଣା ଦୋକାନରେ ବନ୍ଧୁକଧାରୀ ଲୁଟେରା । ଉଦିତନଗର ଥାନା ଅଧିନ ଏକ ଗହଣା ଦୋକାନରେ ପଶି ଚୋରି ଉଦ୍ୟମ କରିଥିବା ୪ ବନ୍ଧୁକଧାରୀ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିଛି ପୋଲିସ । More
  • Satyendu Shekher Mishra
  • 4 months ago

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବାସଭବନରୁ ବହାରିଲା ସାପ !

ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସାପଟି ବଗିଚା ଭିତରେ ବୁଲୁଥିଲା। More
  • Satyendu Shekher Mishra
  • 4 months ago

ଅଗ୍ନି-୪ର ରାତ୍ରିକାଳୀନ ପରୀକ୍ଷଣ ସଫଳ  

ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୪(୦.୯)ର ରାତ୍ରିକାଳୀନ ପରୀକ୍ଷଣ । More
  • Satyendu Shekher Mishra
  • 4 months ago

ରାଜନୀତି ମଇଦାନରେ ଭିନେଶ, କଂଗ୍ରେସ ପାଇଁ ଜୁଲାନାରୁ ଲଢ଼ିବେ ବିଧାନସଭା ନିର୍ବାଚନ

ଗଡ଼ି ସାଂପଲା କିଲୋଇରୁ ଭୂପିନ୍ଦର ସିଂ ହୁଡ୍ଡା ପ୍ରାର୍ଥୀ ହେବେ । ପ୍ରଦେଶ କଂଗ୍ରେସ ସଭାପତି ଉଦୟ ଭାନ ହେବେ ହୋଡାଲରୁ ପ୍ରାର୍ଥୀ । More
  • Satyendu Shekher Mishra
  • 4 months ago

ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ‘କୋଣାର୍କ ସୂର୍ୟାଜ୍' କ୍ୟାପ୍‌ଟେନ୍‌ ଇର୍‌ଫାନ୍‌ ପଠାନ୍‌

ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା । 'କୋଣାର୍କ ସୂର୍ୟାଜ୍'ର ଅଧିନାୟକ ବନିବେ ଇରଫାନ୍ ପଠାନ୍  । More
  • Satyendu Shekher Mishra
  • 4 months ago

ଖୋର୍ଦ୍ଧାରେ ୪୦୦-ପୁରୀରେ ୩୫୦-ସୁନ୍ଦରଗଡରେ ୪୧୭-ବାଲେଶ୍ୱରରେ ୧୩୧ ଭିକ୍ଷୁକ

ରାଜ୍ୟସରକାରଙ୍କ ସହାୟ ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି, ଦକ୍ଷତା ପ୍ରଶିକ୍ଷଣ ଆଦି ପାଇଁ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ଲିଖିତ ବିବୃତ୍ତି ଦେଇଛନ୍ତି ମନ୍ତ୍ରୀ। More
  • Satyendu Shekher Mishra
  • 4 months ago

ବଟ ଗଣେଶଙ୍କ ପାଖରେ ୨୨ ନଡ଼ିଆ ଭାଙ୍ଗିବ ଶ୍ରୀମନ୍ଦିର ପ୍ରଶାସନ

ସନ୍ଧ୍ୟା ଧୂପ ସରିବା ପରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହେବ । ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ଯାତ୍ରା ପଡିଆ ନୀତି ମଧ୍ୟ ପାଳନ ହେବ । More
  • Satyendu Shekher Mishra
  • 4 months ago

୧୦ ଯାଏଁ ପ୍ରବଳ ବର୍ଷା !

ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କଟକରେ ବର୍ଷା ଆଲର୍ଟ । କୋରାପୁଟ, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଘଡଘଡି ସହ ବର୍ଷାର ପୂର୍ବାନୁମାନ । More
  • Sonali Ojha
  • 4 months ago

Panchang Today 7th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶନିବାର। ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୪ର୍ଥୀ ସନ୍ଧ୍ୟା ୦୫.୩୭ ଗତେ ୫ମୀ । ଘାତଚନ୍ଦ୍ର- ନାସ୍ତି। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ । More
  • Santosh Kumar Sahoo
  • 4 months ago

ବିଜେଡି ସରକାର ଗଲା ପରେ ଖୋଲୁଛି 5T ସ୍କୁଲ ଗୁମର

ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ୍ ଟି ସ୍କୁଲ ରୁପାନ୍ତୀକରଣ ପୋଲ୍। କେଉଁଠି ୫୦ ଲକ୍ଷ ଟଙ୍କାରେ ରଙ୍ଗ ମାରି ଚକ ଚକିଆ କରି ଦେଇଛନ୍ତି ହେଲେ ସ୍କୁଲରୁ ପାଣି ଗଳୁଛି ତ, କେଉଁଠି ପୁରା ଟଙ୍କା ନେଇ ଫେରାର ଠିକାଦାର। More
  • Santosh Kumar Sahoo
  • 4 months ago

ବିଜେପିରେ ମିଶିଲେ, ବିଜେଡି ଉପରେ ଭୟଙ୍କର ଭାବେ ବର୍ଷିଲେ

ବିଜେପିରେ ମିଶୁ ମିଶୁ ବିଜେଡି ବିରୋଧରେ ସୁଜିତ୍ କୁମାରଙ୍କ ବିଷୋଦଗାର୍ । କହିଛନ୍ତି ବିଜେଡି ସରକାରରେ ଜମି, ଛତୁଆ, ପଥର ଖଣି ଓ ଟେଣ୍ଡର ଫିକ୍ସିଂରେ ହଜାର ହଜାର କୋଟିର ଦୁର୍ନୀତି ଚାଲିଥିଲା । More
  • Santosh Kumar Sahoo
  • 4 months ago

ଛିଡୁଛି ଭରସା, ତୁଟୁଛି ଆଶା; ଅତିଷ୍ଠ ହୋଇ ଦଳ ଛାଡୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ

ଛିଡୁଛି ଭରସା, ତୁଟୁଛି ଆଶା। ଅତିଷ୍ଠ ହୋଇ ଦଳ ଛାଡୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ। ସାଂସଦ ମମତା ମହାନ୍ତ ଦଳ ଛାଡି ବିଜେପିରୁ ରାଜ୍ୟସଭା ଯିବାପରେ ଏବେ ବିଜେଡିକୁ ଲାଗିଛି ସୁଜିତ ଝଟକା। More
  • Sujit kumar Swain
  • 4 months ago

ରେଭେନ୍ସା ତାତି, କ୍ୟାମ୍ପସ୍‌ ଗଣ୍ଡଗୋଳ: ପ୍ରସଙ୍ଗକୁ ହାୱା ଦେଉଛି କି ବିଜେଡି ?

ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ଓ ଗଣ୍ଡଗୋଳ ଘଟଣାରେ ମାଲଗୋଦାମ ପୋଲିସ ବିଧାୟକ ବ୍ୟୋମକେଶଙ୍କ ସମେତ ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଛି। More
  • Sujit kumar Swain
  • 4 months ago

ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ; ହଜି ଗଲାଣି ଅନୁପ୍ରବେଶକାରୀଙ୍କ ଆଖିରୁ ନିଦ

ସରକାରଙ୍କ ସ୍କାନରକୁ ଆସିବା ପରେ, ଛାନିଆ ବାଂଲାଦେଶୀ ଅନୁପ୍ରବେଶକାରୀ। ବେଆଇନ ଭାବେ ଓଡ଼ିଶା ମାଟିରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ପାଇଁ ମୋହନ ମାଝୀ ସରକାର ନିର୍ଦ୍ଦେଶ ଦେବା ପରେ ଗ୍ରାଉଣ୍ଡରେ ଦେଖାଦେଇଛି ତତ୍ପରତା। More