• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 04 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 4 weeks ago

ତୀବ୍ର ହେଲାଣି ବିଦ୍ରୋହ, ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଅଣାୟତ୍ତ ସ୍ଥିତି । ୨୪ ଘଣ୍ଟା ଭିତରେ ଦଳ ଛାଡ଼ିଲେଣି ୫ ବରିଷ୍ଠ ନେତା More
  • Satyendu Shekher Mishra
  • 4 weeks ago

ଚିନ୍ତା ବଢ଼ାଇଲାଣି ରାଜଧାନୀ, ବୁନୁଙ୍କୁ ଜୋରଦାର ବିରୋଧ !

ଝୁଲି ରହିଛି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଭାଗ୍ୟ । ସ୍ୱାଧୀନ ଭାବେ ଲଢ଼ିବାକୁ ବିରଞ୍ଚିଙ୍କ ଘୋଷଣା ପରେ ଅକଳରେ ଦଳ । More
  • Satyendu Shekher Mishra
  • 4 weeks ago

ପାରାଦୀପ ବିଜେଡିରେ ତୀବ୍ର ହେଲା ବିଦ୍ରୋହ, ତେଜିଲା ସମ୍ବିତ ହଟାଓ ନାରା

ବିଧାୟକ ବିରୋଧୀ ପ୍ରଚାର ପାଇଁ ଚେତାବନୀ । କୁଜଙ୍ଗରେ ମେଳି ବାନ୍ଧିଲେ ବିଜେଡି କର୍ମୀ । More
  • Satyendu Shekher Mishra
  • 4 weeks ago

ବିଜେଡିରୁ ଇସ୍ତଫା ତାଲିକାରେ ନୂଆ ନାଁ, ଆଠମଲ୍ଲିକ ବିଧାୟକ ଛାଡ଼ିଲେ ଦଳ

ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ। ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ। More
  • Manoranjan Behera
  • 4 weeks ago

ଗ୍ରାହକଙ୍କ ମୁଣ୍ତ ଗୋଲ୍‌; ୭୫ ହଜାର ଡେଇଁବ ୨୪ କ୍ୟାରେଟ ସୁନା ଦର !

ବୋଲ ମାନୁନି ସୁନା ଦର। ପ୍ରତିଦିନ ଉପରମୁହାଁ ହେଉଛି। ନୂଆ ରେକର୍ଡ ସ୍ତରରେ ପହଞ୍ଚୁଛି। କେବଳ ଚଳିତ ମାସର ପ୍ରଥମ ୪ ଦିନରେ ୨ ହଜାର ଟଙ୍କା ମହଙ୍ଗା ହେଲାଣି। More
  • Manoranjan Behera
  • 4 weeks ago

ପଲିଟିକାଲ୍ ମୈଦାନରେ ଫ୍ୟାମିଲି ଫାଇଟ୍; ଭାଇ-ଭାଇ ଏବଂ ଖୁଡ଼ି-ପୁତୁରା ଲଢ଼େଇ

କେଉଁଠି ସାନ ଭାଇ ବନାମ୍ ବଡ଼ଭାଇ ମଧ୍ୟରେ ବଳ କଷାକଷି ତ ଆଉ କେଉଁଠି ଖୁଡ଼ୀ-ପୁତୁରାଙ୍କ ମଧ୍ୟରେ ହେବ କାଣ୍ଟେ କା ଟକ୍କର୍। More
  • Manoranjan Behera
  • 4 weeks ago

କ’ଣ କରିବ କଂଗ୍ରେସ? ୨୪ ମହାଲଢ଼େଇ ପୂର୍ବରୁ ଦଳରୁ ଖାଲି ହୋଇଗଲେଣି ଡଜନରୁ ଅଧିକ ନେତା

୨୪ ମହାଲଢ଼େଇ ବେଳେ ରାଜ୍ୟ କଂଗ୍ରେସରେ ମହାସଂଗ୍ରାମ ନାରା ୯ରୁ ୯୦। ହେଲେ ନିଇତି ଦଳ ଛା଼ଡ଼ିଚାଲିଛନ୍ତି ଜଣଙ୍କ ପରେ ଜଣେ ହେଭିୱେଟ୍ ନେତା। More
  • Manoranjan Behera
  • 4 weeks ago

ଏଣିକି ସ୍କୁଲ୍‌ରେ ଡ୍ରିଙ୍କ୍ସ ବ୍ରେକ୍‌; ଘଣ୍ଟି ବାଜିଲେ ପିଲା ପିଇବେ ପାଣି

ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ। ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି। More
  • Manoranjan Behera
  • 4 weeks ago

ମୁଣ୍ଡ ନେଇଛି ମୁକୁଳା ଡ୍ରେନ୍; ଓଟିଭିରେ ଖବର ପ୍ରସାରଣ ପରେ CMCର ତତ୍ପରତା

କଟକ ନୂଆବଜାର ଅଞ୍ଚଳର ମହିମା ନଗରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଯାଜପୁର ଜିଲ୍ଲାର କିନ୍ତୁ ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। More
  • Sujit kumar Swain
  • 4 weeks ago

5T ଅଧ୍ୟକ୍ଷଙ୍କୁ ତୁରନ୍ତୁ ପଦରୁ ବହିଷ୍କାର ପାଇଁ ଦାବି କଲା ବିଜେପି...

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଅଫିସର ଲିଷ୍ଟରେ ବିଜେଡ଼ି ନେତା ପାଣ୍ଡିଆନ ରହିପାରିବେ କି ?  ଭି.କେ. ପାଣ୍ଡିଆନ ନେତା ନା ଅଫିସର ବୋଲି ଏଭଳି ପ୍ରଶ୍ନ କଲା ବିଜେପି ।  More
  • Satyendu Shekher Mishra
  • 4 weeks ago

କୋରେଇରୁ ନିର୍ବାଚନ ଲଢିବାକୁ ମନ ବଳାଇଲେ ଝିଲିକ୍

ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି । ରୋଚକ ହେଉଛି କୋରେଇ ଲଢେଇ । More
  • Manoranjan Behera
  • 4 weeks ago

କଂଗ୍ରେସକୁ ବଡ଼ ଝଟକା; ଇସ୍ତଫା ଦେଲେ ବାପି ସର୍ଖେଲ

କିଛିଦିନ ତଳେ ବିଧିବଦ୍ଧ ଭାବେ ଶଙ୍ଖ ଧରିଥିଲେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ଆଜି ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ବାପି ସର୍ଖେଲ। More
  • Sujit kumar Swain
  • 4 weeks ago

ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନେଲେ ଓଡ଼ିଶାର ୩ ସାଂସଦ; ଓଡିଆରେ ନେଲେ ଶପଥ...

ବିଜେପିର ଅଶ୍ବିନୀ ବୈଷ୍ଣବ, ଓ ବିଜେଡିର ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ଆଜି ରାଜ୍ୟସଭାରେ ବିଧିବଦ୍ଧ ଭାବେ ସଭ୍ୟ ରୂପେ ଶପଥ ନେଇଛନ୍ତି । More
  • Satyendu Shekher Mishra
  • 4 weeks ago

ଆହୁରି ତାତିବ ! ୧୧ ଜିଲ୍ଲାରେ ହେବ ଭୀଷଣ ଗ୍ରୀଷ୍ଣ ପ୍ରବାହ

ସମ୍ଭାବ୍ୟ ସ୍ଥିତିକୁ ଦେଖି ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ହିଟୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। More
  • Satyendu Shekher Mishra
  • 4 weeks ago

ବିଜେଡି ଖେଲିଲା ବାପା-ପୁଅ ଟ୍ରିକ୍‌, ପ୍ରତାପଙ୍କ ବଳଦରେ ମାହାଙ୍ଗାରୁ ଲଢ଼ିବେ ଅଙ୍କିତ

ଦୁଇ ଜଣ ହେଉଛନ୍ତି ଭଦ୍ରକ ବିଜେଡି ନେତା ଅସିତ ପଟ୍ଟନାୟକ ଏବଂ ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ। More
  • Satyendu Shekher Mishra
  • 4 weeks ago

ପ୍ରାର୍ଥୀ ତାଲିକା ବାହାରୁ ବାହାରୁ ବିଜେଡି ଛାଡ଼ିଲେ ନେତା ଅସନ୍ତୁଷ୍ଟ ନେତା !

ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ୨୦୧୪ ଓ ୨୦୧୯ରେ ଟିକେଟ ଆଶାୟୀ ଥିଲେ । ହେଲେ ଗତଥର ଭଦ୍ରକରୁ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। More
  • Sonali Ojha
  • 4 weeks ago

Panchang Today 4th April 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୪ତାରିଖ ଗୁରୁବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ଦଶମୀ ଦିବା ୦୪.୧୪ ଗତେ। ଏକାଦଶୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି। More
  • Santosh Kumar Sahoo
  • 4 weeks ago

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର

ଦଳରେ ଆଉ ଗୁରୁତ୍ୱ ନ ଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି ଦେବେନ୍ଦ୍ର କହଁର । ୨୦୦୯ରୁ ୨୦୧୪ ଯାଏଁ ଫୁଲବାଣୀ ଆସନରୁ ବିଜେଡି ବିଧାୟକ ଥିଲେ ଦେବେନ୍ଦ୍ର । More
  • Santosh Kumar Sahoo
  • 4 weeks ago

ବିଜେଡି ଛାଡ଼ିଲେ ପର୍ଶୁରାମ ଧଡ଼ା, ଟିକେଟ ନ ଦେବାରୁ ଦେଲେ ଇସ୍ତଫା

ତେବେ ବିଜେଡିରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା। ସେ ଆଗାମୀ ନିର୍ବାଚନ ନିଶ୍ଚିତ ଲଢ଼ିବି ବୋଲି କହିଛନ୍ତି। More
  • Satyendu Shekher Mishra
  • 4 weeks ago

ରାଜଧାନୀରେ ଛିଡ଼ୁନି ବିଜେଡିର ଟିକଟ ଅଙ୍କ, ଅନନ୍ତଙ୍କୁ ଅମରେଶଙ୍କ ଜୋରଦାର ବିରୋଧ

ଅନନ୍ତ କିନ୍ତୁ ଟିକେଟ ଲବି ନେଇ ପୁରା ଚୁପ୍। ଧନ୍ୟବାଦ୍ ଜଣାଇବାକୁ ଆସିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି। More
  • Santosh Kumar Sahoo
  • 4 weeks ago

ନିର୍ବାଚନୀ ମୈଦାନରେ ଖେଳିବେ ନ୍ୟୁ ଜେନେରେସନ, ପୁଅଙ୍କ ପାଇଁ ବାଟ ଛାଡ଼ିଲେ ଏକାଧିକ ନେତା

ବର୍ଷ ବର୍ଷ ଧରି ବାପା ଲଢୁଥିଲେ ନିର୍ବାଚନୀ ମୈଦାନରେ। ଏଣିକି ବାପାଙ୍କ ବଦଳରେ ଲଢ଼ିବେ ପୁଅ । ଏଥର ନିର୍ବାଚନୀ ରଣଭୂମିରେ ପଶ୍ଚିମ ଓଡ଼ିଶାର ଏକାଧିକ ଭେଟେରାନଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳିବ ନାହିଁ । More
  • Satyendu Shekher Mishra
  • 4 weeks ago

ବିଜେଡିର ୨ୟ ପର୍ଯ୍ୟାୟ ତାଲିକା ଘୋଷଣା, ଜାଣନ୍ତୁ କିଏ କେଉଁଠୁ ହେଲେ ପ୍ରାର୍ଥୀ...

୨ୟ ପର୍ଯ୍ୟାୟରେ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । More