/odishatv-khabar/media/post_attachments/uploadimage/library/16_9/16_9_0/Panchang_1711850030.jpg)
Panchang
ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୪ତାରିଖ ଗୁରୁବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ଦଶମୀ ଦିବା ୦୪.୧୪ ଗତେ। ଏକାଦଶୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି।
Advertisment
ଶୁଭ ସମୟ
ପ୍ରାତଃ- ୦୫.୪୧ ରୁ ୦୭.୧୯
ଦିବା-୧୦.୩୬ ରୁ ୦୧.୦୩
ରାତ୍ରି-୦୨.୩୩ ରୁ ୦୩.୧୯
ଅଧିକ ପଢ଼ନ୍ତୁ: ଘରର ଏହି କୋଣରେ କରିଛନ୍ତି କି ପାଇଖାନା; ଆଣିଥାଏ ମହାବିପତ୍ତି
ଅଶୁଭ ସମୟ
ରାହୁକାଳ - ଦିବା ୦୧.୨୧ ରୁ ୦୨.୫୩
କାଳବେଳା- ଦିବା ୦୨.୫୩ ରୁ ୦୪.୨୬
ବାରବେଳା- ଦିବା ୦୪.୨୬ ରୁ ୦୫.୫୮
କାଳରାତ୍ରି- ରାତ୍ରି ୧୧.୪୯ ରୁ ୦୧.୧୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)