• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 30 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 8 months ago

ତାତି ସହ ଦାଉ ସାଧୁଛି ଜଳାଭାବ, ଗୋଳିଆ ଓ ଦୂଷିତ ପାଣିରେ ବିତୁଛି ଜୀବନ

ବୈଶାଖ ଆସିବା ଆଗରୁ ମୁଣ୍ଡଫଟା ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହର ତାଉ । ଆଭ୍ୟନ୍ତରୀଣ ଓଡ଼ିଶାରେ ତ ଅଘୋଷିତ କର୍ଫ୍ୟୁ । More
  • Santosh Kumar Sahoo
  • 8 months ago

ନିର୍ବାଚନ ପୂର୍ବରୁ ଜନତାଙ୍କ ଚେତାବନୀ, ‘ଏଥର ନେତାଙ୍କୁ କରିବୁ ବୟକଟ୍’

ନିର୍ବାଚନ ଆସୁଛି ବୋଲି ରାଜନେତା ଓ ରାଜନୈତିକ ଦଳ ସିନା ଭୋଟ୍ ଗୋଟେଇବାକୁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ରାଗ ତମ ତମ ହୋଇ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଭୋଟର୍ । More
  • Sujit kumar Swain
  • 8 months ago

ଝାଳନାଳ ବିଜେଡି, ରାଜଧାନୀରେ କାହାକୁ ଦେବେ ଟିକେଟ୍ ଚିନ୍ତାରେ ଦଳ ସୁପ୍ରିମୋ... 

ଏକାମ୍ରରୁ ମଧ୍ୟ, ଭୁବନେଶ୍ବରର ୩ ଆସନରେ ବିଦ୍ରୋହୀଙ୍କ ଶାଣିତ ସ୍ବର । ବିଜେଡି ଝାଳନାଳ, କାହାକୁ ଦେବେ ଟିକେଟ୍ ଚିନ୍ତାରେ ଦଳ ସୁପ୍ରିମୋ ।ଏଥର ରାଜଧାନୀରେ ବଡ଼ ଲଢ଼େଇ ହେବା ନେଇ ବଢ଼ିଲା ଚର୍ଚ୍ଚା... More
  • Sujit kumar Swain
  • 8 months ago

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; କଟକରୁ ଲଢିବେ ଭର୍ତ୍ତୃହରି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଓଡ଼ିଶାର ବଳକା ଥିବା ୩ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । More
  • Santosh Kumar Sahoo
  • 8 months ago

ସିନେଷ୍ଟାର ଶୂନ୍ୟ ହୋଇଯିବ କି ବିଜେଡି ? ଚାରି ଦିନରେ ଦଳ ଛାଡ଼ିଲେଣି ୪ ଅଭିନେତା

ବିଜେଡିରୁ ଖାଲି ହୋଇଯିବେ କି କ୍ରାଉଡପୁଲର ? ଗତ ୪ ଦିନରେ ଶଙ୍ଖ ଦଳଠୁ ସଂପର୍କ ଛିନ୍ନ କଲେଣି ଚାରି ଚାରି ଜଣ ଓଲିଉଡ ଷ୍ଟାର। ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ପରେ ଆଜି ବିଜେଡିକୁ ଅଲବିଦା କହିଛନ୍ତି ଅନୁଭବ ଓ ଆକାଶ। More
  • Sujit kumar Swain
  • 8 months ago

କାମ କରୁନି ନବୀନ ଟ୍ରଷ୍ଟ; ଜଣଙ୍କ ପରେ ଜଣେ ପଦ୍ମ ପୋଖରୀକୁ ଡିଆଁ ମାରୁଛନ୍ତି ବିଜେଡି ନେତା...

ଆଉ ମ୍ୟାନେଜ୍ ମୁଡ୍‌ରେ ନାହାନ୍ତି ବିଦ୍ରୋହୀ ବିଜେଡି ନେତା । ଟିକେଟ୍ ନମିଳିବା ଜାଣି ସିଧା ପଦ୍ମ ପୋଖରୀକୁ ମାରୁଛନ୍ତି ଡିଆଁ  । ଆଜି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର ଓ ସନ୍ତୋଷ ଜେନା ।  More
  • Santosh Kumar Sahoo
  • 8 months ago

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ଚାଲିବ ପାଠପଢ଼ା

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବଢୁଥିବା ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। More
  • Sujit kumar Swain
  • 8 months ago

ଡୁକୁରା ରେଞ୍ଜରେ ସମ୍ବର ମାଂସ ଜବତ,୯ ଶିକାରୀ ଗିରଫ...

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟରଣ୍ୟ ଡୁକୁରା ରେଞ୍ଜରେ ଶିକାରୀଙ୍କୁ ଗିରଫ କରିଛିନ୍ତି ଶିମିଳିପାଳପାଳ ଟାଇଗର ରିଜର୍ଭ ଅଧିକାରୀ । ଶିକାରୀଙ୍କ ଠାରୁ ଜବତ ହୋଇଛି ୩୦ କେଜି ସମ୍ବର ମାଂସ ।  More
  • Manoranjan Behera
  • 8 months ago

ପ୍ରଚଣ୍ଡ ତାତି: ୫ ଦିନ ଯାଏ ନିସ୍ତାର ନାହିଁ

ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ତାତି ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ୬୦ ପ୍ରତିଶତ ଉପରେ ରହୁଛି ଆଦ୍ରତା। More
  • Swadesi Megha Mallhar Prusty
  • 8 months ago

ସକାଳ ୯ଟାରେ ଛାଡ଼ିଲେ ଶଙ୍ଖ, ମଧ୍ୟାହ୍ନ ୧୨ଟାରେ ଧରିଲେ ପଦ୍ମ

ବିଜେଡି ଛାଡ଼ି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର । ଶଙ୍ଖ ଛାଡ଼ି ବର୍ତ୍ତମାନ ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶିଲେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଲେ । More
  • Satyendu Shekher Mishra
  • 8 months ago

ଆକାଶ ଛାଡ଼ିଲେ ବିଜେଡି, କଂଗ୍ରେସ ଛାଡ଼ିଲେ ଚିରଞ୍ଜୀବ

ଉଭୟ ନେତାଙ୍କର ଖୁବ୍‌ ଲୋକପ୍ରିୟତା ରହିଛି । ସେମାନଙ୍କର ନିଜସ୍ୱ ସଂଗଠନ ରହିଛି । More
  • Swadesi Megha Mallhar Prusty
  • 8 months ago

୪୦ ଡିଗ୍ରୀ ଛୁଇଁଲା ପାରଦ, ମୁଣ୍ତଫଟା ଖରାରେ ଜଳୁଛି ଓଡ଼ିଶା

କଲବଲ କରିଲାଣି ତାତି । ଚଳିତ ବର୍ଷର ପାରଦ ୪୦ ଡିଗ୍ରୀ ଛୁଇଁଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାତି ବଢିବ ବୋଲି ପାଣିପାଗ ବିଭାଗର ସୂଚନା । ଏଥିସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ । More
  • Satyendu Shekher Mishra
  • 8 months ago

ଭଲ ନାହିଁ ମହାନଦୀ ସ୍ଥିତି ! ପାଣି ନମୁନା ପରୀକ୍ଷା କରି 'ସି' ଶ୍ରେଣୀଭୁକ୍ତ କଲା ପ୍ରଦୂଷଣ ବୋର୍ଡ

ପ୍ରଦୂଷଣ ଜ୍ୱାଳାରେ ଜର୍ଜରିତ ପ୍ରାଣଦାୟିନୀ ମହାନଦୀ । ପିଇବା ଦୂରର କଥା, ଗାଧୁଆ ଯୋଗ୍ୟ ବି ନୁହେଁ ମହାନଦୀ ପାଣି। More
  • Satyendu Shekher Mishra
  • 8 months ago

କଣ୍ଟାମାଳରେ କଂଗ୍ରେସ ପ୍ରାର୍ଥୀ କିଏ ? ଦୌଡ଼ରେ ଆଗୁଆ ପ୍ରଶାନ୍ତ-ସରୋଜ

ବିଜେଡିରୁ ଯୋଦ୍ଧା ହେଲେ ମହିଧର ରଣା । ବିଜେପିରୁ କହ୍ନେଇ ଚରଣ ନା ଓମ୍ ପ୍ରକାଶ ? More
  • Satyendu Shekher Mishra
  • 8 months ago

୨୦୨୪ରେ କିଏ ନେବେ ନୂଆପଡ଼ାର ନେତୃତ୍ୱ ? BJDରୁ ଢୋଲକିଆ.. BJPରୁ କିଏ !

ବିଜେପିରୁ ଏକାଧିକ ଆଶାୟୀଙ୍କ ଭିତରୁ ସୁଯୋଗ କାହାକୁ ? କଂଗ୍ରେସରୁ ଶରତ ପଟ୍ଟନାୟକ ଚନ ? More
  • Satyendu Shekher Mishra
  • 8 months ago

ଅଣଓଡ଼ିଆ ଯାତ୍ରୀଙ୍କ ଗଳାବାଟ ପାଲଟିଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର !

ପୁରୀ ଲୋକଙ୍କୁ ଖରାରେ ଛିଡ଼ା କରି ବାହାର ଭକ୍ତଙ୍କୁ ଛାଡୁଛି ପୋଲିସ୍ । More
  • Satyendu Shekher Mishra
  • 8 months ago

କେମିତି ସ୍ୱଚ୍ଛ ହେବ ନିର୍ବାଚନ ? ବିଜେଡି ନଛାଡ଼ିବାକୁ ଅଫିସର ଦେଉଛନ୍ତି ଧମକ !

ପୋଲିସ ପ୍ରଶାସନ ଉପରେ ପ୍ରଦୀପ ପାଣିଗ୍ରାହୀଙ୍କ ସାଂଘାତିକ ଅଭିଯୋଗ । ବିଜେଡିରେ ରହିବାକୁ ଧମକାଉଛନ୍ତି ତତ୍କାଳୀନ ଆଇଜି: ପ୍ରଦୀପ ପାଣିଗ୍ରାହୀ । More