/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711799874.jpg)
Forest department
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟରଣ୍ୟ ଡୁକୁରା ରେଞ୍ଜରେ ଶିକାରୀଙ୍କୁ ଗିରଫ କରିଛିନ୍ତି ଶିମିଳିପାଳପାଳ ଟାଇଗର ରିଜର୍ଭ ଅଧିକାରୀ । ଶିକାରୀଙ୍କ ଠାରୁ ୩୦ କେଜି ସମ୍ବର ମାଂସ ଜବତ କରିବା ସହ ଶିକାରୀ ବ୍ୟବହାର କରୁଥିବା ବନ୍ଧୁକ ବି ଜବତ କରିଛି ବନ ବିଭାଗ । ଘଟଣାରେ ବନ ବିଭାଗ ୯ ଜଣଙ୍କୁ ଗିରଫ କରିଛି ।
Advertisment
ଗତକାଲି ବିଳମ୍ବିତ ରାତିରେ ଉଦଳା ଥାନା ଅଂଚଳର ୪୦ ଜଣ ଲୋକ ବନ୍ଧୁକ ଧରି ଶିମିଳିପାଳ ଅଭୟାରଣ୍ୟରେ ପଶିଥଲେ । ସମ୍ବର ଶିକାର କରି ଫେରୁଥିବା ବେଳେ ଡୁକୁରା ରେଞ୍ଜ ଅଧିକାରୀଙ୍କ ହାବୁଡ଼ରେ ପଡିଥିଲେ ଶିକାରୀ । ଅନ୍ୟ ଶିକାରୀ ମାନେ ପ୍ରାଣ ବିକଳରେ ସେଠାରୁ ଖସି ଯାଇଥିବା ବେଳେ ବନ ବିଭାଗ ଅଧିକାରୀ ୯ ଜଣ ଶିକାରୀଙ୍କୁ ଗିରଫ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)