• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 14 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 1 year ago

ଆଜି ପବିତ୍ର ମହାଳୟା; ଶ୍ରୀମନ୍ଦିରରେ ତିନି ପୁରୁଷଙ୍କୁ ପିଣ୍ଡଦାନ କଲେ ଶ୍ରଦ୍ଧାଳୁ

ପିତୃପକ୍ଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ । ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ମହାଳୟା ଅମାବାସ୍ୟାରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ପିତୃପୁରୁଷଙ୍କୁ ସପତ୍ନୀକ ଶ୍ରାଦ୍ଧ ଦେଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । କାରଣ ବିଶ୍ୱାସ ରହିଛି ଅଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠୁ ଆରମ୍ଭ ହୋଇଥିବା ପିତୃପକ୍ଷର ଶେଷ ଦିନ ଅର୍ଥାତ୍ ଅମାବାସ୍ୟାରେ, ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀରେ ତିଳତର୍ପଣ ସହ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ଶାନ୍ତିମିଳେ । More
  • Tanmay Kumar Mahalik
  • 1 year ago

ଖୋଲୁଛି ପାରାଦୀପ ପୋର୍ଟ ଡାକ୍ତରଙ୍କ ଦୁର୍ନୀତିର ଗୁମର; କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ, ଆହୁରି ଖୋଜୁଛି ସିବିଆଇ

ପୁଳା ପୁଳା ଡଲାର, ଗଦା ଗଦା ନୋଟ୍ ଆଉ ବହୁ ଦାମୀ କମ୍ପାନୀର ବିଦେଶୀ ମଦ ଓ ସିଗାରେଟ୍ ବିପୁଳ ସମ୍ଭାର । ତାଙ୍କ ଷ୍ଟୋର ରୁମରେ ଆଖି ବୁଲାଇ ଆଣିଲେ, ଆହୁରି କେତେ କିସମର ଦେଶୀ ବିଦେଶୀ ଗିଫ୍ଟ । ତେବେ ଡାକ୍ତର ରାଜେନ୍ଦ୍ର ନରାୟଣ କାହାଠୁ ଏବଂ ଉପାୟରେ କମାଉଥିଲେ ପୁଳା ପୁଳା ଟଙ୍କା । More
  • Manoranjan Behera
  • 1 year ago

ସାଂଘାତିକ ଅଭିଯୋଗ; ଗୁଣ୍ଡା ପଠାଇ ଧମକ ଚମକ ଦେଉଛନ୍ତି ବିଜେଡି ବିଧାୟକ ସମୀର ଦାଶ !

ବିଜେଡି ବିଧାୟକ ସମୀର ଦାଶଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ବିଜେଡିର ଜଣେ ମହିଳା କର୍ମୀ । More
  • Rajalaxmi Sahoo
  • 1 year ago

ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି ବୃଦ୍ଧ ଦମ୍ପତି, ତା’ବି ପୁଣି ଗାଈଗୋରୁଙ୍କ ସହ...

ଏ ଘର ନୁହେଁ ତ ଗୁହାଳ । ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି ବୃଦ୍ଧ ଦମ୍ପତି । ତା’ବି ପୁଣି ଗାଈଗୋରୁଙ୍କ ସହ । More
  • Rajalaxmi Sahoo
  • 1 year ago

ଲାଓସରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ସୁରକ୍ଷିତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ...

ଲାଓସରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାମ କରିବାକୁ ଯାଇ ଲାଓସର ଆଟପୁରେ ଫସି ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ୩୫ ଜଣ ଓଡ଼ିଆ ଶ୍ରମିକ । More
  • Rajalaxmi Sahoo
  • 1 year ago

ବିଜେବି କଲେଜକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ୍‌

ରାଜ୍ୟର ବଡ଼ କଲେଜ କୁହାଯାଉଥିବା ଭୁବନେଶ୍ୱରର ବିଜେବି ମହାବିଦ୍ୟାଳୟକୁ ନୋଟିସ୍‌ କରାଯାଇଛି । ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଂପାଦନ କରାଯାଇନଥିବାରୁ ଏହି ସ୍ପଷ୍ଟୀକରଣ ମଗାଯାଇଛି । More
  • Rajalaxmi Sahoo
  • 1 year ago

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି । More
  • Prangyan Parimita
  • 1 year ago

Today Panchang 14th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶନିବାର । More
  • Rajalaxmi Sahoo
  • 1 year ago

କମେଣ୍ଟମରାକୁ ନେଇ ମହାଭାରତ: ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ...

୩ ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଯୁବତୀଙ୍କୁ କମେଣ୍ଟମରା ଘଟଣାକୁ ନେଇ ସଂଘବଦ୍ଧ ଆକ୍ରମଣ ।  More
  • Manoranjan Behera
  • 1 year ago

କାଲି ସ୍କୁଲ ଛୁଟି; ଏଥର ଦଶହରା ଛୁଟି ୮ଦିନ

ମହାଳୟା ପାଇଁ ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି ରହିବ । More
  • Manoranjan Behera
  • 1 year ago

ରୋଗ ପାଇଁ ପରିବାର କରିଥିଲା ପର; ଏବେ ସାତଜନ୍ମର ସାଥୀ

ଅତୀତକୁ ଭୁଲି ନୂଆ ଜୀବନ ଆରମ୍ଭ କରିବା ପାଇଁ ବନିଛନ୍ତି ନୂଆ ବାଟର ବାଟୋଇ । ସିଏ ହେଉଛନ୍ତି ୬୩ ବର୍ଷିୟ ବର ଦାସ ମାରାଣ୍ଡି ଏବଂ ଏ ହେଲେ ୬୫ ବର୍ଷିୟା କନିଆ ପଦ୍ମାବତୀ ଦାସ । More
  • Manoranjan Behera
  • 1 year ago

ସମ୍ବଲପୁରରୁ ଲଢ଼ିବେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ?

୨୪ ନିର୍ବାଚନ ପୂର୍ବରୁ ଟିକଟ କସରତ । ଫୋକସରେ ପଶ୍ଚିମ ଓଡ଼ିଶାର ପଲଟିକାଲ୍ ସ୍ପଟ୍ ସମ୍ୱଲପୁର । More
  • Manoranjan Behera
  • 1 year ago

‘ହିଞ୍ଜିଳିରେ କ’ଣ ଅସୁବିଧା ହେଲା ଯେ ପୁରୀ ମୁହାଁ ହେବାକୁ ପଡ଼ିଲା’

୨୪ ଭୋଟ୍ ରାଜନୀତିର ଏପିସେଣ୍ଟର ହେବ କି ଜଗନ୍ନାଥ ଧାମ ? ଧାର୍ମିକ କାର୍ଡ ଖେଳିବାକୁ ବିଧାନସଭା କ୍ଷେତ୍ରରୁ ସିଏମ୍ ଓ ଲୋକସଭା କ୍ଷେତ୍ରରୁ ଲଢ଼ିବେ କି ପିଏମ୍ ? More
  • Manoranjan Behera
  • 1 year ago

ଶ୍ରୀମନ୍ଦିର ଯାଉଛନ୍ତି କି ? ଅଶାଳୀନ ଡ୍ରେସ୍‌ ପିନ୍ଧିଲେ ବାଟ ହୁଡ଼ିବ ଟେମ୍ପଲ୍‌ ପୋଲିସ

ଜେଟିପିଙ୍କ କାନ୍ଧରେ ଡ୍ରେସକୋଡ୍ ଭାର । ଶ୍ରୀମନ୍ଦିର ଚାରିଦ୍ୱାର ଓ ଭିତର ବେଢ଼ାରେ ରଖିବେ ଅହରହ ନଜର । ଭକ୍ତଙ୍କୁ କରିବେ ଜାଗତିଆର । More