• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶନିବାର । ଚନ୍ଦ୍ର –କନ୍ୟା ନିଶାନ୍ତ ୦୫.୨୧ ଗତେ ତୁଳା । ତିଥି- ଅମାବାସ୍ୟା ରାତ୍ରି ୧୧.୨୫ ଗତେ ପ୍ରତିପଦ । ଘାତଚନ୍ଦ୍ର- ବୃଷ ରାଶିର ନିଶାନ୍ତ ୦୫.୨୧ ପର୍ଯ୍ୟନ୍ତ । ଘାତବାର- ବୃଷ, ସିଂହ ଓ କନ୍ୟା ରଶିର । ପୁଷ୍କର ଦୋଷ-୧ ପାଦ-କୃଷିହାନି–ଭୂମିଦାନ ।

ଶୁଭ ସମୟ

ପ୍ରାତଃ- ୦୭.୧୭ ରୁ ୦୮.୩୮

ଦିବା- ୧୧.୫୫ ରୁ ୧୨.୫୯

ଦିବା- ୦୨.୨୬ ରୁ ୦୩.୦୧

ଦିବା- ୦୩.୪୮ ରୁ ୦୩.୫୩

ରାତ୍ରି- ୦୨.୨୬ ରୁ ୦୩.୧୫

ଅଶୁଭ ସମୟ

ରାହୁକାଳ - ଦିବା ୦୮.୩୮ ରୁ ୧୦.୦୫

କାଳବେଳା -ପ୍ରାତଃ- ୦୫.୪୪ ରୁ ୦୭.୧୧ ଓ ଦିବା ୦୩.୫୩ ରୁ ୦୫.୨୦

ବାରବେଳା- ଦିବା ୧୨.୫୯ରୁ ୦୨.୨୬

କାଳରାତ୍ରି- ସନ୍ଧ୍ୟା ୦୫.୨୦ ରୁ ୦୬.୫୩ ଓ ରାତ୍ରି ୦୪.୧୧ ରୁ ୦୫.୪୪