• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 13 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 10 months ago

ବାଘ ଦେଇ ଗିବନ୍ ଓ ଲିଓପାର୍ଡ କ୍ୟାଟ୍ ଆଣିବ ନନ୍ଦନକାନନ ପ୍ରଣୀ ଉଦ୍ୟାନ

ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଛନ୍ତି। More
  • Chandan Shishu
  • 10 months ago

ଏମିତି ଏକ ଗାଁ, ଯେଉଁଠି ଗ୍ରାମୀଣ ପରିବେଶରେ ମୁକ୍ତ ଜୀବନ ଜୀଉଁଛନ୍ତି ବିରଳ କୃଷ୍ଣସାର

ଚାରିଆଡ଼େ ସବୁଜିମା, ବଣ ପାହାଡ଼ ଘେରା ପରିବେଶ ଭିତରେ ଛନଛନିଆ ଗଛ ଲତା। ଆଉ ତାହାରି ଭିତରେ ଫୁର୍ତ୍ତି କରୁଛନ୍ତି ମୃଗ ଆଉ ହରିଣ ବିଲୁପ୍ତପ୍ରାୟ ବିରଳ କୃଷ୍ଣସାର ମୃଗ ବି ଅଛନ୍ତି। ଖେଳୁଛନ୍ତି, ବୁଲୁଛନ୍ତି ବେଫିକର ହୋଇ। ଏଠି ନା ହିଂସ୍ରଜନ୍ତୁୁଙ୍କ ଡର ଅଛି ନା ଶିକାରୀଙ୍କ ରହିଛି ଲୋଲୁପ ଦୃଷ୍ଟି। More
  • Chandan Shishu
  • 10 months ago

ସାମ୍ବାଦିକଙ୍କୁ କ୍ୱାର୍ଟର୍ସ ମିଳିବା ପ୍ରସଙ୍ଗରେ ରାଜ୍ୟର ୭୫ ସାମ୍ବାଦିକଙ୍କୁ PCIର ନୋଟିସ୍

ଆବେଦନକାରୀଙ୍କ ପିଟିସନ୍ ଅନୁଯାୟୀ, ରାଜ୍ୟରେ ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ନେଇ କୌଣସି ସ୍ପଷ୍ଟ ନୀତି ବି ନାହିଁ। 30ରୁ 40 ବର୍ଷ ଧରି ବହୁ ସାମ୍ବାଦିକ ନାମମାତ୍ର ମାସିକ ଭଡ଼ା ଦେଇ କ୍ୱାର୍ଟର୍ସ ମାଡ଼ି ବସିଥିଲା ବେଳେ ଇଲେକଟ୍ରୋନିକ ଓ ମହିଳା ସାମ୍ବାଦିକ ଏଥିରୁ ବଞ୍ଚିତ ହେଉଛନ୍ତି। More
  • Satyendu Shekher Mishra
  • 10 months ago

୨୪ ଭୋଟ୍ ପାଇଁ BJPର କମରକଷା, କର୍ମୀଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଲେ ବଂଶଲ

ଖୋର୍ଦ୍ଧା କାର୍ଯ୍ୟକାରିଣୀରେ ବିଜେଡିକୁ ଗୋଷ୍ଠୀ କନ୍ଦଳ ଚିନ୍ତା । ଚର୍ଚ୍ଚାରେ ବିଜେଡି ନେତା ପାଟଶାଣୀଙ୍କ ଟିକଟ୍ କଟା ମନ୍ତବ୍ୟ । More
  • Satyendu Shekher Mishra
  • 10 months ago

ରାଜ୍ୟରେ ଗ୍ରିଭାନ୍ସର ନୂଆ ଷ୍ଟାଇଲ୍ ନିଷ୍ପତ୍ତିକୁ ନେଇ ତେଜିଲା ବିବାଦ

ରାଜ୍ୟରେ ସ୍ଥାଣୁ ପାଲଟିଛି କି ଅଭିଯୋଗ ଶୁଣାଣି ବ୍ୟବସ୍ଥା ? ଜିଲ୍ଲା ପ୍ରଶାସନର କ୍ଷମତା ସଂକୋଚନ ଆଶଙ୍କା କରି ବର୍ଷିଲେ ବିରୋଧୀ । More
  • Tanmay Kumar Mahalik
  • 10 months ago

ପୁଣି କଟାକ୍ଷ କଲେ ସୌମ୍ୟ; ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର ?

ଏଥର ହେବ ତ ଛାତ୍ର ସଂସଦ ନିର୍ବାଚନ ? ନା ପୂର୍ବ ବର୍ଷଗୁଡ଼ିକ ଭଳି ସରକାର ଛାତ୍ର ସଂସଦ ନିର୍ବାଚନକୁ ଟାଳି ଦେବେ ? ଏହାକୁ ନେଇ ଛାତ୍ର ରାଜନୀତି ସରଗରମ । More
  • Chandan Shishu
  • 10 months ago

ଓଟିଭି କେୟାର୍ସର ସହାୟତା: ସ୍ୱାବଲମ୍ବୀ କରାଇଲା ସିଲେଇ ଶିକ୍ଷା

ଓଟିଭିର ଏହି ପ୍ରୟାସକୁ ୟୁନିଭରସିଟି ଏବଂ ପ୍ରଶିକ୍ଷାର୍ଥୀ ଉଭୟେ ପ୍ରଶଂସା କରିଛନ୍ତି। More
  • Tanmay Kumar Mahalik
  • 10 months ago

୬ ତାରିଖରୁ ପୁଅ ନିଖୋଜ; ଖୋଜି ପାଉନାହାନ୍ତି ପରିବାର, ୩ ଲକ୍ଷ ମାଗୁଛନ୍ତି କିଡ୍‌ନାପର୍‌ !

ପୁଅ ମିଳିନଥିବାରୁ ଥାନା ଆଗରେ ଧାରଣାରେ ବସିଛନ୍ତି ମା ଓ ବାପା । ୧୬ ବର୍ଷର ପୁଅ ଯୋଗେଶ ବାଲାଜୀ ଗତ ୬ ତାରିଖରୁ ମୈତ୍ରୀବିହାର ଅଞ୍ଚଳରୁ ନିଖୋଜ ହୋଇଯାଇଛନ୍ତି । More
  • Manoranjan Behera
  • 10 months ago

ଯୁକ୍ତ ଦୁଇ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା

ବଲାଙ୍ଗିର ନିଖିଲ ନଗରରେ ଘରେ ପଶି ଛାତ୍ରୀଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ । More
  • Manoranjan Behera
  • 10 months ago

ASO ଶୁଣାଣି ଶେଷ, ରାୟ ସଂରକ୍ଷିତ

ASO ଚୟନ ପ୍ରକ୍ରିୟା ବିବାଦ ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । More
  • Tanmay Kumar Mahalik
  • 10 months ago

ଶ୍ରୀକ୍ଷେତ୍ରର ଅଳିଆ ପାହାଡ଼; ଜମି ରହିଛି ୫୦ ଫୁଟର ଆବର୍ଜନା

ଅଳିଆ ଗଦାର ସ୍ଥାନାନ୍ତର ପାଇଁ ଗ୍ରୀନ ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ ସ୍ଥାନୀୟ ଜଣେ ଆଇନଜୀବୀ । ଅନ୍ୟପକ୍ଷରେ ଖୁବଶୀଘ୍ର ଆବର୍ଜନାକୁ ପ୍ରୋସେସିଂ କରାଯାଇ ଏହାକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ପୁରୀ ମ୍ୟୁନିସିପାଲିଟିର ଅଧିକାରୀ । More
  • Manoranjan Behera
  • 10 months ago

ହୋଟେଲ୍‌ରେ ଯୁବତୀଙ୍କ ମୃଚଦେହ ଉଦ୍ଧାର; କାରଣ ଅସ୍ପଷ୍ଟ..

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନର ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। More
  • Manoranjan Behera
  • 10 months ago

ଆସନ୍ତା ୨୬ ତାରିଖରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତୀ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ । More
  • Prangyan Parimita
  • 10 months ago

ଗୁଳିମାଡ଼ରେ ବାପା ମୃତ, ଝିଅ ଗୁରୁତର

ମୃତକ ଖଲିକୋଟ କୁମଣ୍ଡ ଗାଁର ବିଜୟ ବେହେରା, ବିଜୟ ଝିଅର ଶାଶୁ ଘରକୁ ଆସିଥିବା ବେଳେ ଗୁଳିକାଣ୍ଡ More
  • Prangyan Parimita
  • 10 months ago

ବାହାନଗା ଟ୍ରେନ୍ ଟ୍ରାଜେଡି : ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ NHRC

ଟ୍ରେନ୍ ଟ୍ରାଜେଡିରେ NHRCଙ୍କ ରିପୋର୍ଟ ତଲବ । ଘଟଣାକୁ ନେଇ କି କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ମାଗିଲେ ରିପୋର୍ଟ । More
  • Satyendu Shekher Mishra
  • 10 months ago

ଆଉ ଚଳିବନି ମନମାନି, ଟାଟା ପାୱାରକୁ କଡ଼ା ତାଗିଦ୍ କଲେ OERC 

ଏବର୍ଷର ପାୱାରକଟ୍ ସମସ୍ୟା ଆସନ୍ତାବର୍ଷ ନହେଉ କହିଲେ OERC । ନିର୍ଦ୍ଦିଷ୍ଟ ସମୟ ଭିତରେ ଭିତ୍ତିଭୂମି ସୁଧାରିବାକୁ ନିର୍ଦ୍ଦେଶ । More
  • Satyendu Shekher Mishra
  • 10 months ago

ଲଗାତର ବିରୋଧ ପରେ, ବଦଳିଲା କି ପାଣ୍ଡିଆନ୍‌ଙ୍କ ଜିଲ୍ଲା ଗସ୍ତ ଷ୍ଟାଇଲ୍ !

ପାଣ୍ଡିଆନଙ୍କ ପଲିଟିକାଲ ଷ୍ଟାଇଲ୍ ଗସ୍ତକୁ ନେଇ ଥମୁନି ବିରୋଧ । ତୀବ୍ର ବିରୋଧ ପରେ ରାଜ୍ୟ ସରକାରଙ୍କ ନୂଆ ଚାଲ୍ । More
  • Satyendu Shekher Mishra
  • 10 months ago

Bahanaga Train Tragedy: ଗିରଫ ୩ କର୍ମଚାରୀ ଓ ଷ୍ଟେସନ୍ ମାଷ୍ଟରଙ୍କ ସହ ୭ ସସପେଣ୍ଡ

ସିବିଆଇ ତଦନ୍ତ ରିପୋର୍ଟ ଆସିଲେ ଆହୁରି ହେବ କାର୍ଯ୍ୟାନୁଷ୍ଠାନ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ୩ ଅଭିଯୁକ୍ତଙ୍କୁ ଘାଣ୍ଟୁଛି CBI । More
  • Prangyan Parimita
  • 10 months ago

ଶ୍ରାବଣରେ ଜମି ଫାଟି ଆଁ,ରାଜ୍ୟର ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଶ୍ରାବଣ ଅଧାରେ ପ୍ରାୟ ୪୦ % ଜମିରେ ଆରମ୍ଭ ହୋଇନି ଧାନଚାଷ । ସ୍ୱଳ୍ପ ମିଆଦୀ ଧାନ ଚାଷ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ । ରାଜ୍ୟ ସରକାର କହିଲେ, ଏଯାଏଁ ଆସିନି ମରୁଡ଼ି ସ୍ଥିତି । ସ୍ଥିତି ଉପରେ ନଜର ରଖିଛୁ, ଆବଶ୍ୟକ ହେଲେ ପଦକ୍ଷେପ ନିଆଯିବ । More
  • Chandan Shishu
  • 10 months ago

ବୁର୍ଲା ଭିସୁଟ୍ କ୍ୟାମ୍ପସରେ ଚାଲିବନି ଗାଡ଼ି

ନିୟମ ଉଲ୍ଳଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। More