• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 11 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 1 year ago

ସି-ସୋର୍‌ ଚିଟ୍‌ଫଣ୍ତ ମାମଲା: ବର୍ଷକରେ ପ୍ରଭାତ ବିଶ୍ୱାଳଙ୍କ ବିଚାର ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି। More
  • Manoranjan Behera
  • 1 year ago

ନୟାଗଡ଼ ଦରବ, ଓଡ଼ିଶାର ଗରବ; ସବୁଠି ଜମିଲା ବିଶ୍ୱ ଛେନାପୋଡ଼ ଦିବସ

ଛେନା ପୋଡ଼, ତାକୁ କିଏ କହେ ମିଠା ତ ପୁଣି ପ୍ରସ୍ତୁତି ଦୃଷ୍ଟିରୁ କିଏ କୁହେ ପିଠା । ପୋଡ଼ ପୋଡ଼ିଆ ପୁଣି ଲୁତୁପୁତୁଆ । ସୁଆଦ ଏମିତି- ଯିଏ ଥରେ ଚାଖିଛି, ସବୁବେଳେ ଚାହିଁଛି, ଖାଇବାକୁ ମନ କରିଛି । More
  • Manoranjan Behera
  • 1 year ago

କୋଭିଡ ସହ ଲମ୍ବା ଲଢ଼େଇରେ ବିଜୟୀ ହେଲେ ପ୍ରଦୀପ୍ତ ନାୟକ

ଜୀବନ ସହ ଦୀର୍ଘ ୨ ବର୍ଷର ସଂଘର୍ଷ । ମହାମାରୀ କବଳରୁ ବର୍ତ୍ତିବାକୁ ସବୁଠୁ ଲମ୍ବା ସମୟର ଲଢେଇ । ଆଉ ତା’ପରେ ଏବେ ସତ ହେବାକୁ ଯାଉଛି ଘର ବାହୁଡ଼ା ସ୍ୱପ୍ନ । More
  • Manoranjan Behera
  • 1 year ago

କାଲିଠୁ ସବୁ ସ୍କୁଲ୍‌ ଛୁଟି

ଆସନ୍ତାକାଲିଠୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ରହିବ । More
  • Pramod Behera
  • 1 year ago

ମାତ୍ର ୬ ମାସରେ ସଫଳତା; ଅଳଙ୍କାରକୁ ମିଳିଲା ୧୨୮k ସବ୍‌ସ୍କ୍ରାଇବର୍‌

ଖୁବ କମ ଦିନରେ ‘ଅଳଙ୍କାର’ର ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ୧୨୮k ସବ୍‌ସ୍କ୍ରାଇବର ମିଳିଛି। ଏନେଇ ଟିମ୍ ଉତ୍ସାହିତ ହୋଇପଡିଥିବା ଦେଖାଯାଇଛି। ଏହି ଖୁସିରେ ଟିମ୍ ସଦସ୍ୟମାନେ ଆଜି ଏହାକୁ ନେଇ ଏକ ସେଲିବ୍ରେସନ୍ କରିଛନ୍ତି। More
  • Manoranjan Behera
  • 1 year ago

ଡହ ଡହ ଖରାରେ ସିଝୁଛି ଓଡ଼ିଶା; ତାପମାତ୍ରା ଆହୁରି ୪ ଡିଗ୍ରୀ ବଢ଼ିବ

ନିଆଁ ବର୍ଷୁଛି, ମୁଣ୍ଡ କାନ ଝାଇଁ ମାରି ଯାଉଛି । ଅପରାହ୍ନ ସାଢ଼େ ୨ଟା ବେଳକୁ ରାଜଧାନୀରେ ପାରଦ ୪୦ ଡିଗ୍ରୀ ଟପିଗଲା । ଡହ ଡହ ଖରାରେ କଲବଲ ହେଉଛନ୍ତି ଭୁବନେଶ୍ୱରବାସୀ । More
  • Prangyan Parimita
  • 1 year ago

ନିଆଁରେ ଚାଲିଲେ ସମ୍ବିତ ପାତ୍ର

ଝାମୁଯାତ୍ରାରେ ସାମିଲ ହେଲେ ସମ୍ବିତ ପାତ୍ର More
  • Pramod Behera
  • 1 year ago

ପୁରୁଷ ପ୍ରଧାନ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛି ମହିଳା ହିପ୍ ହପ୍ ଗ୍ରୁପ୍

ପୁରୁଷ ପ୍ରଧାନ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିପାରିଛି ଭାରତର ପ୍ରଥମ ସ୍ୱୟଂସମ୍ପୂର୍ଣ୍ଣ ମହିଳା ହିପ୍ ହପ୍ ଗ୍ରୁପ୍ 'ୱାଇଲ୍ଡ୍ ୱାଇଲ୍ଡ୍ ୱିମେନ୍'। ଏଥିରେ ଅଛନ୍ତି ୬ ଜଣ କଳାକାର। କେମିତି ଆରମ୍ଭ ହେଲା ଏହି ଗ୍ରୁପ୍ ଆସନ୍ତୁ ଜାଣିବା। More
  • Tanmay Kumar Mahalik
  • 1 year ago

ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ; ବର୍ଷାଙ୍କ ମନ୍ତବ୍ୟ ଉପରେ ଟ୍ୱିଟ୍ କଲେ ଅନୁଭବ

ଗତକାଲି ବର୍ଷାଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରଚାର ହେବା ପରେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ମଧ୍ୟ ତାଙ୍କ ଫେସବୁକ୍ ହାଣ୍ଡେଲରେ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ । ସେ ବର୍ଷାଙ୍କ ନା ନନେଇ ଜଣେ ମହିଳା କିଭଳି ତାଙ୍କ ଆଚରଣ ଉଚ୍ଚାରଣରେ ଭିନ୍ନ ବୋଲି ଉଲ୍ଲେଖ କରିଥିଲେ । More
  • Tanmay Kumar Mahalik
  • 1 year ago

ଆଗକୁ ଆସୁଛି ଡହଡହ ତାତି; ୪୦ ଡିଗ୍ରୀ ଟପିଲା ରାଜଧାନୀ ତାପମାତ୍ରା

ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି । More
  • Rajalaxmi Sahoo
  • 1 year ago

ବଦଳିଗଲା ମୃତଦେହ: ଅଜାଣତରେ ନିଜ ସମ୍ପର୍କୀୟର ଭାବି ଦାହ ସଂସ୍କାର କଲେ ଅନ୍ୟ ଏକ ମୃତଦେହ

ମୃତଦେହ ଅଦଳବଦଳ। ଅଜାଣତରେ ନିଜର ଭାବି ଦାହ ସଂସ୍କାର କରିଦେଲେ ଅନ୍ୟ ଏକ ମୃତଦେହ।  More
  • Rajalaxmi Sahoo
  • 1 year ago

ଭୁବନେଶ୍ୱରରେ ଆତଙ୍କରାଜ: ଚା’ ପିଉଥିବା ବେଳେ ବିଚ୍‌ ରାସ୍ତାରେ ଗୋଡ଼ାଇ ହାଣିଲେ, ଭୟଭୀତରେ ସବୁ ଚୁପ୍‌...

ଜଣେ ବ୍ୟକ୍ତିଙ୍କୁ ୫ ଜଣ ଲୋକ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ଲୋକମାନେ ଏହା ଦେଖୁଥିଲେ ମଧ୍ୟ ଭୟରେ ଚୁପ୍‌ ରହିଥିଲେ। More
  • Rajalaxmi Sahoo
  • 1 year ago

ଆହୁରି ୫ ଦିନ ଅଗ୍ନିବର୍ଷା ! ୧୬ ତାରିଖ ଯାଏ ସତର୍କ ରୁହନ୍ତୁ...

ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ  ଜାରି ରହିଛି। ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। More
  • Rajalaxmi Sahoo
  • 1 year ago

ମର୍ଣ୍ଣିଂ ୱାକ୍‌ କରି ଫେରୁଥିବା ବେଳେ ବିଜେପି ନେତାଙ୍କୁ ଭୁଜାଲି ମାଡ଼

ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ଲୋକନାଥ ରାଉତଙ୍କୁ ଭୁଜାଲି ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ମର୍ଣ୍ଣିଂ ୱାକ୍‌ କରି ଫେରୁଥିବା ବେଳେ ୨ ଅଜଣା ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।  More
  • Chandan Shishu
  • 1 year ago

ନକଲି ସାର୍ଟିଫିକେଟ: ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଲେ ମହାଡାକପାଳ

୯୫ ପ୍ରତିଶତରୁ ଅଧିକ ମାର୍କ ରଖି ବିଭିନ୍ନ ସ୍ଥାନରେ କିଏ ପୋଷ୍ଟମାଷ୍ଟର ତ କିଏ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବନିଛନ୍ତି। More
  • Satyendu Shekher Mishra
  • 1 year ago

‘ଓଡ଼ିଶା ପରିବାର’ ନିର୍ଦ୍ଦେଶାଳୟ ଗଠନ ପୂର୍ବରୁ କେଁ, ସରକାରୀକରଣ କରିବା ନେଇ ବର୍ଷିଲେ ବିରୋଧୀ

ଓଡ଼ିଆ ଅସ୍ମିତାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ଜୁଏଲ ଓରାମ ଓ ଅଶ୍ବିନୀ ପାତ୍ରଙ୍କ ମଧ୍ୟରେ କଥା କଟାକାଟି । More
  • Satyendu Shekher Mishra
  • 1 year ago

ଡାକ ଓ ଶିକ୍ଷା ବିଭାଗରେ ଜାଲ୍ ସାର୍ଟିଫିକେଟ୍ କାଣ୍ଡ, ସରକାରୀ କର୍ମଚାରୀଙ୍କ ଛାତି ଧଡ଼ଧଡ଼ 

୨୦୧୮ରୁ ନିଯୁକ୍ତ ଡାକ କର୍ମଚାରୀଙ୍କ ହେବ ପ୍ରମାଣପତ୍ର ଯାଞ୍ଚ, ତେଣେ ବଲାଙ୍ଗିର । କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ସ୍କାନରରେ ଆଉ ୭ ଦଲାଲ ଓ ସରକାରୀ ଚାକିରିଆ । More
  • Satyendu Shekher Mishra
  • 1 year ago

ପ୍ରଚଣ୍ଡ ତାତି ! କଲବଲ ହେଲାଣି ଓଡ଼ିଶା, ଝାରସୁଗୁଡ଼ା-ବାରିପଦାରେ ୪୦ ଡିଗ୍ରୀ

ଭୁବନେଶ୍ୱର ଓ ସମ୍ବଲପୁରରେ ବି ଅସମ୍ଭାଳ ସ୍ଥିତି । ୧୬ ଯାଏଁ ଅଗ୍ନିବର୍ଷାରୁ ନିସ୍ତାର ନାହିଁ କହିଲା ପାଣିପାଗ ବିଭାଗ । More
  • Tanmay Kumar Mahalik
  • 1 year ago

ଆଗକୁ ଆସିବ କି କରୋନାର ଆଉ ଏକ ଲହର ?

ଯଦି ପୁଣି ଥରେ କରୋନାର ଲହର ଆସେ, ତେବେ କେମିତି କରାଯିବ ମୁକାବିଲା ? ରାଜ୍ୟରେ କେତେ ପ୍ରସ୍ତୁତ ରହିଛି କୋଭିଡ୍ ଭିତ୍ତିଭୂମି ? ଦେଶରେ ଗଲା କିଛି ଦିନ ଧରି କୋଭିଡ୍ ସଂକ୍ରମଣର ଉପରମୁହାଁ ସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ପ୍ରସ୍ତୁତି ସମୀକ୍ଷା । More