• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 03 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 2 years ago

ଭୁବନେଶ୍ୱର ଭିଏସଏସ ନଗରରେ ବାଣ ବିସ୍ଫୋରଣ; ଜଣେ ମୃତ

ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ଶିବାନନ୍ଦ ତାଡୋ । ତାଙ୍କ ମୁଣ୍ଡ, ଗୋଡ ହାତ ଓ ଆଖିରେ ଆଘାତ ଲାଗିଛି । More
  • Satyendu Shekher Mishra
  • 2 years ago

ରାଜଧାନୀରେ ବିଷ ଦେଇ ୬ ବୁଲା କୁକୁରକୁ ହତ୍ୟା, ବ୍ରହ୍ମପୁରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ

ରାଜଧାନୀରେ ଆନିମଲ କ୍ରୁଏଲଟିରେ ମାମଲା ରୁଜୁ । ବ୍ରହ୍ମପୁରରେ କୁକୁର ଗୋଡାଇବାରୁ ଗାଡ଼ିରୁ ଖସି ୩ ଆହତ । More
  • Satyendu Shekher Mishra
  • 2 years ago

ସରକାରୀ ଆଦେଶକୁ ମାନୁନି କି ଗଣଶିକ୍ଷା ବିଭାଗ ? ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ପୂରଣ ହେଉନି ଦାବି

ରାଜଧାନୀର ରାଜରାସ୍ତାରେ ପୁଣି ଗୁରୁଙ୍କ ଗର୍ଜନ । ଆଗାମୀ ନିର୍ବାଚନରେ ପାନେ ଦେବାକୁ ଶିକ୍ଷକଙ୍କ ପଣ । More
  • Satyendu Shekher Mishra
  • 2 years ago

କୋଟିଆର ନାହିଁ ନାହିଁର ଗାଁ କାଟ୍ରାଗଡ଼ା ବଦଳୁନି ଜୀବନ, ମୌଳିକ ସୁବିଧା ସାତସପନ !

କୋଟିଆରୁ ୪ କିମି ଦୂରକୁ ପହଁଚିପାରୁନି ସୁବିଧା । ବର୍ଷକ ଭିତରେ ସବୁ ସମାଧାନ ହୋଇଯିବ: ପଟାଙ୍ଗୀ ବିଧାୟକ । More
  • Manoranjan Behera
  • 2 years ago

ଅଶ୍ଲୀଳ ନାଚରୁ ମହାଭାରତ; ଦଣ୍ଡଯାତ୍ରା ମଂଚରେ ପିଟାପିଟି

ରେକଡ ଡାନ୍ସରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାମୁହିଁ । More
  • Manoranjan Behera
  • 2 years ago

୨୪ ରେ କିଏ ମାରିବ ବାଜି ? ବିଜେପିର ସାଇବର ଆର୍ମି vs ବିଜେଡିର ସୋସିଆଲ ମିଡିଆ ଆର୍ମି

ସାଧାରଣ ନିର୍ବାଚନ ପାଇଁ ଶାସକ ଦଳର ଜୋରଦାର ପ୍ରସ୍ତୁତି ଭିତରେ ଯୁବପିଢ଼ିଙ୍କୁ ଆକର୍ଷିତ କରୁଥିବା ସୋସିଆଲ୍ ମିଡିଆକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ବିଜେଡି ଆରମ୍ଭ କରିଛି ଟ୍ରେନିଂ । More
  • Manoranjan Behera
  • 2 years ago

ମଧ୍ୟାହ୍ନ ଭୋଜନରେ କେବଳ ଭାତ ! ତରକାରୀ ପାଇଁ ବିଡିଓଙ୍କ ଅଫିସ ଆଗରେ ଧାରଣା

ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍‌ ଅଫିସ୍‌ରେ ପହଞ୍ଚି ଧାରଣାରେ ବସିଲେ। More
  • Manoranjan Behera
  • 2 years ago

ଗୋଡ଼ାଇଲା ବୁଲା କୁକୁର..ଛୋଟ ଛୁଆ ସହ ଗାଡ଼ିରୁ ଓଲଟି ପଡ଼ିଲେ ଦୁଇ ମହିଳା

ଆପଣମାନେ ଅନେକ ସମୟରେ ଦେଖିଥିବେ ଗାଡ଼ି ଚଳାଇ ଯାଉଥିବା ବେଳେ ବୁଲା କୁକୁର ଗୋଡ଼ାଇ ଆସନ୍ତି । ଏନେଇ ଗାଡ଼ି ଚାଳକଟି ବିଚଳିତ ହୋଇ ଗାଡ଼ି ଜୋର୍‌ରେ ଚଲାଇବାକୁ ଲାଗେ । ଆଉ ଦୁର୍ଘଟଣାର ଶିକାର ହୁଏ । ବେଳେବେଳେ ତ ଲୋକମାନେ ଏନେଇ ନିଜର ଜୀବନ ମଧ୍ୟ ହରାଇଥାନ୍ତି । More
  • Prangyan Parimita
  • 2 years ago

ଜଘନ୍ୟ..ବର୍ବର..!! ବିଷାକ୍ତ ଖାଦ୍ୟ ଦେଇ ୬ କୁକୁରକୁ ହତ୍ୟା

ନୀରିହ ଜୀବଙ୍କୁ ଖାଦ୍ୟ ଲୋଭ ଦେଖାଇ ମାରିଦେଲେ . . More
  • Rajalaxmi Sahoo
  • 2 years ago

ବୁଲିବା ବାହାନାରେ ଡାକିଲା, ସମୁଦ୍ରକୂଳରେ ସାଙ୍ଗର ପ୍ରାଇଭେଟ୍‌ ପାର୍ଟ କାଟିଦେଲା ସାଙ୍ଗ

ବନ୍ଧୁ ସାଜିଲା ବଇରୀ। ସାଙ୍ଗର ପ୍ରାଇଭେଟ୍‌ ପାର୍ଟ କାଟିଦେଲା ସାଙ୍ଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମି ଏଭଳି କିଛି ଅଭାବନୀୟ ଘଟଣା ଘଟିଛି। More
  • Rajalaxmi Sahoo
  • 2 years ago

୪ ଘଣ୍ଟାର ଅପରେସନ୍‌ ପରେ ମଳଦ୍ୱାରରୁ ବାହାରିଲା ଶାବଳ

ଅପରେସନ୍‌ କରାଯାଇ ମଳଦ୍ୱାରରୁ ବାହାର କରାଗଲା ଶାବଳ। ଜଣେ ନାବାଳକର ମଳଦ୍ୱାର ଦେଇ ପଶି ଯାଇଥିବା ଶାବଳକୁ ଅପରେସନ କରି ସର୍ଜରୀ ବିଭାଗର ଡାକ୍ତରୀ ଟିମ୍ ଏହାକୁ ବାହାର କରିଛନ୍ତି।  More
  • Rajalaxmi Sahoo
  • 2 years ago

ଆଜିଠୁ ମାଟ୍ରିକ ଖାତାଦେଖା, ୧୩ ହଜାର ଶିକ୍ଷକ ଖାତା ଦେଖିବେ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତା ଦେଖିବେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ। ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି। More
  • Tanmay Kumar Mahalik
  • 2 years ago

ଆସନ୍ତାକାଲିଠାରୁ ମାଟ୍ରିକ୍‌ ଖାତାଦେଖା ଆରମ୍ଭ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତାଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ । More
  • Sarbeswar
  • 2 years ago

ଆଖିକୁ ଦିଶୁନି...ସେ ହାର ମାନିନି...ଆଇଏଏସ୍‌ ହେବାର ଦେଖୁଛି ସ୍ୱପ୍ନ

ଷ୍ଟେଜ୍‌ ଉପରେ ପୂରା ତାଳ ଓ ଲୟରେ ଗୀତ ଏମିତି ଗାଉଛନ୍ତି ଯେ ବରିଷ୍ଠ ପୋଲିସ ଅଧିକାରୀମାନେ ବି ତାଳି ମାଡ଼ କରୁଛନ୍ତି । ୧୮ ବର୍ଷିୟା ଆଶା ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ସୁଦ୍ଧା ସଙ୍ଗୀତ ପ୍ରତି ପିଲା ଦିନରୁ ରହିଛି ଅହେତୁକ ଦୁର୍ବଳତା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନକୁ ଛୁଇଁ ପାରିଛନ୍ତି । ତେବେ ଆଶାଙ୍କ ବାପା ଦିନ ମଜୁରିଆ କାମ କରୁଥିବା ବେଳେ ମାଆ ପର ଘରେ କାମ କରନ୍ତି । ଏତେ ସବୁ କଷ୍ଟ ପରେ ବି ଆଶା ହାର ମାନିନାହାନ୍ତି ବରଂ ଗୋଟିଏ ଭଲ ସିଙ୍ଗର କିମ୍ବା ଆଇଏଏସ୍‌ ହେବା ଲାଗି ସ୍ୱପ୍ନ ଦେଖୁଛନ୍ତି ଆଶା। More
  • Sarbeswar
  • 2 years ago

ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲକୁ ଉଡ଼େଇ ନେଲା

ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲର ଛାତକୁ କୁଆଡ଼େ ଉଡ଼େଇ ନେଲା । ଆଜବେଷ୍ଟ ପୂରା ଗୁଣ୍ଡ, ଫ୍ୟାନ ପୂରା ବଙ୍କା । କାମ କେମିତି ହୋଇଛି ଜଳଜଳ ଦିଶୁଛି More
  • Prangyan Parimita
  • 2 years ago

ଶାସକ ଦଳର ଅନୁକମ୍ପା ବନାମ ବିରୋଧୀଙ୍କ ଆଇନଶୃଙ୍ଖଳା : ସରଗରମ୍‌ ଝାରସୁଗୁଡ଼ା ରାଜନୀତି

ମେ' ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ । ତାରିଖ ଘୋଷଣା ହେଉ ହେଉ ଶାସକ ଦଳଠାରୁ ଆରମ୍ଭ କରି ବିରୋଧୀ ଏବେ ପୁରା ସକ୍ରିୟ। More
  • Tanmay Kumar Mahalik
  • 2 years ago

ସେମାନେ ଯେତିକି ସ୍ୱତନ୍ତ୍ର, ସେତିକି ସମର୍ଥ…

ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍, ସାର୍ ଆଇଜାକ୍ ନ୍ୟୁଟନ୍, ପ୍ରଖ୍ୟାତ ଚିତ୍ରକର ପାବଲୋ ପିକାସୋ । ଶୈଶବରେ ଏମାନେ ଥିଲେ ଅଟିଜିମର ଶିକାର । ଖାଲି ଏମାନେ କାହିଁକି, ଚର୍ଚ୍ଚା ହୁଏ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲଗେଟ୍ସଙ୍କ ଠାରେ ବି ଦେଖାଯାଏ ଅଟିଜିମର କିଛି କିଛି ଲକ୍ଷଣ । More