• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 18 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Pramod Behera
  • 2 years ago

ପିଏମ୍‌ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ…

ଆୟୁଷ୍ମାନ ଭାରତ ପରେ ଏବେ ପିଏମ୍‌ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ… ହେବାରେ ଲାଗିଛନ୍ତି। ସ୍ୱାସ୍ଥ୍ୟ ପରେ ଶିକ୍ଷା କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ରାଜ୍ୟ କଳି ଭିତରେ ବଳି ପଡିବେନି ତ ଛାତ୍ରଛାତ୍ରୀ। More
  • Pramod Behera
  • 2 years ago

ମହାଶିବରାତ୍ରୀରେ ଚଳଚଞ୍ଚଳ ଶୈବପୀଠ; ମହାଦୀପ ଦର୍ଶନ ଅପେକ୍ଷାରେ ଭକ୍ତ

ମହାଶିବରାତ୍ରୀର ପବିତ୍ର ଦିନରେ ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ। More
  • Satyendu Shekher Mishra
  • 2 years ago

ଏଥର ବିଧାନସଭାରେ ନବ ଦାସ ହତ୍ୟାର ଏକ୍ସପୋଜ କରିବେ ଜୟନାରାୟଣ !

‘ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ମୁଁ ଖୋଲା ଡିବେଟ୍‌ ପାଇଁ ପ୍ରସ୍ତୁତ ।’ More
  • Satyendu Shekher Mishra
  • 2 years ago

ନକଲି ସରକାରୀ ୱେବ୍‌ସାଇଟ୍‌ ଖୋଲି ୧୭ ରାଜ୍ୟରେ କରୁଥିଲା ଚାକିରି ଠକେଇ

EOW କବ୍‌ଜାରେ ଜବ୍ ଠକେଇ ମାଷ୍ଟରମାଇଣ୍ଡ ଧରମପାଲ ସିଂ । More
  • Rajalaxmi Sahoo
  • 2 years ago

ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେଲା ପିଶାଚ ସ୍ୱାମୀ, ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା...

ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ। ମୁଣ୍ଡରେ ତନ୍ତ୍ର ସାଧନାର ନିଶା ଏତେ ମାତ୍ରାରେ ଥିଲା ଯେ, ସ୍ତ୍ରୀକୁ ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା କଲା। More
  • Satyendu Shekher Mishra
  • 2 years ago

ମୋ ସାଇକେଲର ଭାଗ୍ୟ ! ବିଏମସି କହୁଛି ମାଗଣା ବାଣ୍ଟିଦେବି, ସ୍ମାର୍ଟସିଟି ମନା କରୁଛି

ବସ୍ତି ପିଲାଙ୍କୁ ବାଣ୍ଟିବାକୁ ବିଏମସିର ନିଷ୍ପତ୍ତି । ସ୍ମାର୍ଟସିଟି କହୁଛି ମରାମତି ହୋଇ ରାସ୍ତାରେ ଗଡୁ ସାଇକେଲ । More
  • Rajalaxmi Sahoo
  • 2 years ago

ଭୁବନେଶ୍ୱର ଉପକଣ୍ଠରେ ହେବ ହାଇ ସିକ୍ୟୁରିଟି ଜେଲ୍‌

ଭୁବନେଶ୍ୱର ଉପକଣ୍ଠ ଜାମୁଝରୀରେ ନିର୍ମାଣ ହେବେ ହାଇ ସିକ୍ୟୁରିଟି ଜେଲ୍‌। ଝାରପଡ଼ା ଜେଲ୍‌ରେ କଏଦୀ ସଂଖ୍ୟା ବଢୁଥିବାରୁ ଜାମୁଝରୀରେ ୧୫୦ ଏକର ଜାଗାରେ ଏହି ଅତ୍ୟାଧୁନିକ ଜେଲ୍‌ ନିର୍ମାଣ କରାଯିବ। More
  • Satyendu Shekher Mishra
  • 2 years ago

ଏ କି ଅବସ୍ଥା ! ନାଁକୁ ଲାଇବ୍ରେରି ସାଇନ୍‌ସ କଲେଜ, କିନ୍ତୁ ଲାଇବ୍ରେରି ନାହିଁ

ବେଚଲର ଡିଗ୍ରୀ ପିଲା ପଢିଲେ ମାଷ୍ଟର ଡିଗ୍ରୀ ପିଲା ପଢି ପାରୁନାହାନ୍ତି । More
  • Rajalaxmi Sahoo
  • 2 years ago

Today Panchang 18th Feb 2023: ଆଜି ଏହି ସମୟରେ କୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ, ଶୁଭ ଫଳ ପ୍ରାପ୍ତି ହୋଇପାରେ...

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର, ଚନ୍ଦ୍ର – ଧନୁ ରାତ୍ରି ୦୧.୪୭ ଗତେ ମକର, ତିଥି – ୧୨ଶୀ ରାତ୍ରି ୧୧.୩୬ ଗତେ ୧୩ଶୀ, ଘାତ ଚନ୍ଦ୍ର – ତୁଳା, କୁମ୍ଭ ରାତ୍ରି ୦୧.୪୭ ଗତେ ସିଂହ, ଘାତ ବାର-ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୮.୨୭ ଗତେ ୨ ପାଦ More
  • Rajalaxmi Sahoo
  • 2 years ago

ଏମିତି ଲୋକଙ୍କୁ ସାବଧାନ ! ବେଶ ବଦଳାଇ ଲୋକଙ୍କୁ ଚୂନ ଲଗାଉ ଥିଲେ, ଠକେଇ ଟଙ୍କାରେ ଗଢ଼ିଥିଲେ ଯାତ୍ରା ପାର୍ଟି...

ପୋଲିସ ହାତରେ ଠକ-୪୨୦। କେତେବେଳେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ତ ଆଉ କେତେବେଳେ ଡାକ୍ତର ପୁଣି କେତେବେଳେ ଥାନା ଅଧିକାରୀର ପରିଚୟ ଦେଇ ଲୋକଙ୍କଠୁ ଲୁଟ୍‌ କରିଥିଲେ। More
  • Rajalaxmi Sahoo
  • 2 years ago

ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା: ରାତି ୧୦ଟାରେ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ଉଠିବ ମହାଦୀପ

ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା।  ଏଥିପାଇଁ ଭୋରରୁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ଶୃଙ୍ଖଳିତ ଦର୍ଶନ ପାଇଁ ସବୁଠି ବ୍ୟାପକ ବ୍ୟବସ୍ଥା ହୋଇଛି।  More
  • Satyendu Shekher Mishra
  • 2 years ago

ହାରୁଛି ଗରିବି, ଜିତୁଛି ଦମ୍ଭ ! ସାଙ୍ଗ ସାଥୀଙ୍କ ଚୁଟି କାଟି ଚର୍ଚ୍ଚାରେ ଛାତ୍ର ରୂପକ

କାହା ପାଖେ ହାତ ନପତାଇ ପଢ଼ା ଖର୍ଚ୍ଚ ଉଠାଇବାକୁ ଉଦ୍ୟମ । ବାଲେଶ୍ୱର ଫକୀର ମୋହନ ଜୁନିଅର କଲେଜର ଛାତ୍ର ରୂପକ । More
  • Satyendu Shekher Mishra
  • 2 years ago

ଦିଲ୍ଲୀ କ୍ୱାଟର୍ସ ପରିସରରେ ବାଲି-ନିମପତ୍ର-ଗୋମୁତ୍ରରେ ଗଢ଼ା ହେଉଛି ନନାଙ୍କ ନୂଆ ମାଟି ଘର

ପ୍ରତାପ ନନା କହିଲେ ଏମିତିକା ଘର ମୋର ଭାରି ପସନ୍ଦ । ଘର କାନ୍ଥରେ ବୃକ୍ଷଲତା ଓ ଯୋଗମୁଦ୍ରାର ପ୍ରତିଛବି ସ୍ପଷ୍ଟ ଦର୍ଶାଉଛି ଜଣେ ସରଳ ମଣିଷର ନିଛକ ପ୍ରକୃତି ପ୍ରେମକୁ । More
  • Satyendu Shekher Mishra
  • 2 years ago

ଟ୍ରେନ୍ ଉପରେ ସେଲ୍ଫି ବେଳେ ଜଳିଗଲେ ଛାତ୍ର, ରିଲ୍‌ସ କରୁଥିଲେ ଆଜବେଷ୍ଟ ଭାଙ୍ଗି ତଳେ ପଡ଼ିଲେ..

ନବରଙ୍ଗପୁର ସ୍କୁଲରେ ଛାତକୁ ଛାତ ଡେଇଁ ଛାତ୍ରଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ । ଶିକ୍ଷକ, ଅଭିଭାବକଙ୍କ ସଚେତନତା ଉପରେ ବିଶେଷଜ୍ଞଙ୍କ ଗୁରୁତ୍ୱ । More
  • Satyendu Shekher Mishra
  • 2 years ago

ଜୟଙ୍କ ଚ୍ୟାଲେଞ୍ଜ, ‘ଅରୁପ କୁହନ୍ତୁ ମୁଁ କେଉଁଠିକି ଯିବି, ମୋତେ ଦେଖିନେବେ’

ବିରୋଧୀଦଳ ନେତାଙ୍କ ପ୍ରତି ଅରୁପଙ୍କ ବୟାନକୁ ନେଇ ବିଜେପିର ହଲ୍ଲାବୋଲ । ଥାନାରେ ଏତଲା ଦେଇ ମାଗିଲେ ସୁରକ୍ଷା । More
  • Satyendu Shekher Mishra
  • 2 years ago

ଏଯାଏଁ ଜଣାପଡ଼ିନି ମୋଟିଭ୍, ଚୁପ୍ କାହିଁକି କ୍ରାଇମବ୍ରାଞ୍ଚ ? ନାର୍କୋଟେଷ୍ଟରେ ମିଛ ବି କୁହାଯାଇପାରେ..

ନାର୍କୋଟେଷ୍ଟରେ ଗୋପାଳର ସତ ମିଛକୁ ନେଇ ବି ସସପେନ୍ସ । କୋର୍ଟରେ କେତେ ଗ୍ରହଣୀୟ ହେବ ରିପୋର୍ଟ, ଉଠିଲା ପ୍ରଶ୍ନ । More