• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 17 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 1 year ago

ରାଜଧାନୀରେ ଲଜ୍ଜା ! ଦୁଇ ନାବାଳିକାଙ୍କୁ ଦଉଡ଼ିରେ ବାନ୍ଧି ଗଣଦୁଷ୍କର୍ମ

ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା କେମିତି ଘଟିଲା, ତାହା ଏବେ ପ୍ରଶ୍ନ More
  • Chandan Shishu
  • 1 year ago

ଓଡ଼ିଶା ଆସୁଛି ବିଜୁଙ୍କ ପ୍ରିୟ ଡାକୋଟା ବିମାନ

ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଏହି ବହୁ ଚର୍ଚ୍ଚିତ ବିମାନ। More
  • Chandan Shishu
  • 1 year ago

କଂଗ୍ରେସ ଛାଡିଲେ ବରିଷ୍ଠ ନେତା ସତ୍ୟ ନାୟକ

କଂଗ୍ରେସ ଉପରେ ଅସନ୍ତୋଷ ଝାଡ଼ିଲେ ସତ୍ୟ। More
  • Prangyan Parimita
  • 1 year ago

ପୁଅ ନୁହେଁ ସେ ସୁନା ମୁଣ୍ଡା ! କଅଁଳ ବୟସରେ ବୋହୁଛି ପରିବାର ବୋଝ

ଏମିତି ପୁଅ ଭାଗ୍ୟରେ ଥିଲେ ମିଳେ । ଛୋଟା ବାପା ଓ ଦୃଷ୍ଟିବାଧିତ ମା’ ପାଇଁ ସାହାରା ସାଜିଛି ୧୪ ବର୍ଷିୟ ରାକେଶ More
  • Prangyan Parimita
  • 1 year ago

ଅବସରପ୍ରାପ୍ତ ରେଲୱେ ଅଧିକାରୀଙ୍କ ଘରେ ସିବିଆଇ ରେଡ୍ ! ମିଳିଲା ୧୭ କେଜି ସୁନା, ଦେଢ଼ କୋଟି ଟଙ୍କା

କୁବେର ଅଧିକାରୀଙ୍କ ସମ୍ପତ୍ତି ଦେଖି ସିବିଆଇ ଅଧିକାରୀ ଜଳକା । More
  • Prangyan Parimita
  • 1 year ago

ଯୌତୁକ ଟଙ୍କା ପାଇଁ ସ୍ୱାମୀ ସାଜିଲା ସଇତାନ୍‌ ! ଛୁରୀରେ ସ୍ତ୍ରୀର ତଣ୍ଟି କାଟିବା ପରେ . .

ଗୁରୁତର ଅବସ୍ଥାରେ ସ୍ତ୍ରୀକୁ SCB ସ୍ଥାନାନ୍ତର, ଅଭିଯୁକ୍ତ ଅଟକ More
  • Satyendu Shekher Mishra
  • 1 year ago

ଆଜିଠୁ ବର୍ଷା ! ଶୀତ କମିଛି ଏବେ ବର୍ଷା ପାଳି..

ସେହିଭଳି ଘନ କୁହୁଡ଼ି ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । More
  • Satyendu Shekher Mishra
  • 1 year ago

ଓଡ଼ିଶା ଆସୁଛି ଡାକୋଟା, ଯେଉଁଥିରେ ଦିନେ ସୁକର୍ଣ୍ଣୋଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ ବିଜୁ ବାବୁ

ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ । More
  • Satyendu Shekher Mishra
  • 1 year ago

ଅଚଳ ସ୍ୱଚ୍ଛ ସବାରୀ; ସହରରୁ ଉଠୁନି ଅଳିଆ, ଦୁର୍ଗନ୍ଧମୟ ପରିବେଶ

ବିନା ପ୍ରଦୂଷଣରେ ଅଳିଆ ଉଠାଇ ପାଇଁ ହୋଇଥିଲା ବ୍ୟବସ୍ଥା । More
  • Satyendu Shekher Mishra
  • 1 year ago

ଜଳବାୟୁରେ ପରିବର୍ତ୍ତନ ! ଅଶାନ୍ତ ହେଉଛି ସମୁଦ୍ର, ଅସୁରକ୍ଷିତ ଉପକୂଳ

ନିଶ୍ଚିହ୍ନ ହେବାରେ ଲାଗିଛି ଝାଉଁବଣ, ବିପଦରେ ଜୀବନ ଜୀବିକା, ପଯର୍ୟଟନ  । More
  • Satyendu Shekher Mishra
  • 1 year ago

ଘରେ ଫାଟିଲା ପେଟ୍ରୋଲ୍‌ ଦୀପ, ପରିବାରର ୪ ଗୁରୁତର

ଚିକିତ୍ସା ପରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । More
  • Satyendu Shekher Mishra
  • 1 year ago

ରାଜ୍ୟରେ କଲବଲ କରୁଛି ଘନ କୁହୁ଼ଡି, ଉତ୍ତର ଓଡ଼ିଶାର ୧୦ ଜିଲ୍ଲାକୁ ବର୍ଷା ଓ୍ୱାର୍ଣ୍ଣିଂ

ହାଡଭଙ୍ଗା ଜାଡ଼ରେ ଥରୁଛି ଉତ୍ତର ଭାରତ । ଅଗାମୀ ୩ ଦିନ ପାଇଁ ସତର୍କ କଲା IMD । More
  • Satyendu Shekher Mishra
  • 1 year ago

ଶିଶୁ-ଯୁବ ଗୋଷ୍ଠିଙ୍କୁ ବାୟା କରୁଛି ମୋବାଇଲ ଗେମ୍, ୟୁଜର୍ସ ସଂଖ୍ୟା ବୃଦ୍ଧିରେ ଦେଶରେ ୧ ନମ୍ବର ଓଡ଼ିଶା

ବର୍ଷକରେ ଭୁବନେଶ୍ୱରରେ ବଢିଛନ୍ତି ୧୬୦୦% । MPL ଗେମିଂ ରିପୋର୍ଟକୁ ନେଇ ଚିନ୍ତାରେ ଅଭିଭାବକ । More
  • Satyendu Shekher Mishra
  • 1 year ago

PM ଆବାସ ଲିଷ୍ଟ, ଆରମ୍ଭରୁ ଗଡ଼ବଡ଼ ! ସରକାରୀ ଚାକିରିଆଙ୍କ ପତ୍ନୀ ନାଁରେ ଆସିଛି ଘର

ପଞ୍ଚାୟତରେ ଝୁଲିଲା ପିଏମ୍ ଆବାସ ଲିଷ୍ଟ । ଯୋଗ୍ୟଙ୍କୁ ନଦେଲେ ନବୀନ ନିବାସ ଘେରିବାକୁ ବିଜେପିର ଚେତାବନୀ । More
  • Satyendu Shekher Mishra
  • 1 year ago

ସିଲ୍‌ଭର ସିଟିରେ ସୈତାନୀ କାଣ୍ଡ ! ୨ ବର୍ଷୀୟ ପୁଅର ତଣ୍ଟି କାଟି ସାବତ ମାର ଆତ୍ମହତ୍ୟା

ଦାମ୍ପତ୍ତ୍ୟ କଳିରୁ ଚରମ ନିଷ୍ପତ୍ତି ସନ୍ଦେହ । ସ୍ୱାମୀକୁ ଡାକି ଖୋଳତାଡ଼ କରିପାରେ ପୋଲିିସ । More
  • Satyendu Shekher Mishra
  • 1 year ago

ଶୀତରେ ବର୍ଷା ! କାଲିଠୁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା...

୫୦ରୁ ୨୦୦ ମିଟର ରହିପାରେ ଭିଜିବିଲିଟି । More