ସଂକ୍ଷେପରେ ଆଜିର ତାଜା ଖବର - Monday, 25 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ଣାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଲାଗି ନିଷିଦ୍ଧାଞ୍ଚଳରେ ନିର୍ଣାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI । ଏନେଇ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ତଥ୍ୟ । More

ବିଦ୍ୟୁତ୍ ବଳକା ରାଜ୍ୟ କୁହାଯାଉଥିବା ଓଡ଼ିଶା କାହିଁକି ୨୪ ଘଣ୍ଟିଆ ବିଜୁଳି ଯୋଗାଣରେ ବିଫଳ?

ଘନ ଘନ ବିଜୁଳି କାଟ୍ ଅଘୋଷିତ ଭାବେ ମନଇଛା ହେଉଥିବା ପାୱାର କଟ୍‌କୁ ନେଇ ବଢୁଛି ଅସନ୍ତୋଷ । ପ୍ରବଳ ଖରା ଓ ଗରମ ସମୟରେ ବିଜୁଳିର ଲୁଚକାଳି ଖେଳ ଲୋକଙ୍କୁ ଆକ୍ତାମାକ୍ତା କରିପକାଯାଉଛି । More

ମଦ୍ୟପ ମାମୁଁ ! ଭାଣିଜୀ ଦେହରେ ଲଗାଇଲା ନିଆଁ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାମୁକୁ ଅଟକ ରଖି ପଚରାଉଚରା କରୁଛି । More

ସୂର୍ଯ୍ୟଙ୍କ ପ୍ରଚଣ୍ତ କୋପରେ ତ୍ରାହି ତ୍ରାହି ଓଡ଼ିଶା; ଖରା ତାତିଠୁ ବଳି ଯାଉଛି ଭୋକର ଜ୍ୱାଳା

ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ମୁସ୍‌କିଲ । ଅତି ଅବଶ୍ୟକ ନଥିଲେ ଲୋକେ ଘରୁ ଗୋଡ କାଢୁ ନାହାନ୍ତି । ସପ୍ତାହେ ହେଲା ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରଭାବକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। More

ପୁଣି SCB ମେଡିକାଲରେ ଉତ୍ତେଜନା, ଡାକ୍ତରଙ୍କ ମାଡ଼ରେ ରୋଗୀ ସମ୍ପର୍କୀୟ ଆହତ

ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି । More

ଓମଫେଡ୍‌ରେ ୨୦୭ କୋଟିର ହେରଫେର୍‌ ! କ୍ରାଇମ୍‌ବ୍ରାଞ୍ଚ କରିବ ତଦନ୍ତ

କେଉଁଠି ମିଛ ବିନିଯୋଗ ପ୍ରମାଣପତ୍ର ଦେଇ, ତ କେଉଁଠି ବିନା ଅନୁମୋଦନରେ ଗୋଟିଏ କାମ ପାଇଁ ଆସୁଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରି ଶହ ଶହ କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହେରଫେର ହୋଇଛି ଏବଂ ଯାହାର ହିସାବ ଓମ୍ଫେଡ୍ ପାଖରେ ନଥିବା ଶୁଣିବାକୁ ମିଳିଛି । More

ଖେଲୋ ଇଣ୍ଡିଆ ଗେମ୍‌ସରେ ଓଡ଼ିଶାକୁ ପୁଣି ଦୁଇଟି ସଫଳତା

ଓଡ଼ିଶାକୁ ଆଜି ମିଳିଲା ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ । ସନ୍ତରଣରେ ପ୍ରତ୍ୟାଶା ରାୟ ରୌପ୍ୟ ପଦକ ହାସଲ କରିଥିବା ବେଳେ ୬୧ କିଲୋ ଓଜନ ବର୍ଗର ଭାରୋତ୍ତଳନ ପ୍ରତିଯୋଗୀତାରେ ରାଜେନ୍ଦ୍ର ମୁଦୁଲି କାଂସ୍ୟ ପଦକ ଜିତିଛନ୍ତି । More

ଭାବି ସ୍ୱାମୀଙ୍କୁ ହତ୍ୟା ଦୁଃଖ ସହିପାରିଲେନି ଭାବିପତ୍ନୀ, ଶେଷରେ ବିଷ ପିଇଦେଲେ

ଗଞ୍ଜାମ ହଂସପୁରରେ ତୁମୁଳକାଣ୍ଡ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ହିଂସାତ୍ମକ ମୋ଼ଡ ନେଲା ଆନ୍ଦୋଳନ । More

୨୭ରେ ଅପରାଜିତାଙ୍କ ଶକ୍ତି ପ୍ରଦର୍ଶନ ! ଶ୍ରୀମନ୍ଦିର ବଞ୍ଚାଅ ଅନ୍ଦୋଳନ ଭଣ୍ଡୁର କରିବାକୁ ଚାଲିଛି ବଡ଼ ପ୍ଲାନ୍‌

ଶୋଭାଯାତ୍ରାକୁ ବିରୋଧ ସହ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରି କରି ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବହୁ ବୁଦ୍ଧିଜୀବୀ, ଧାର୍ମିକ ଓ ସାମାଜିକ ଅନୁଷ୍ଠାନ । More

ମହାନଦୀରେ ପ୍ରତିଷ୍ଠା ହୋଇଛି ରାଜ୍ୟର ପ୍ରଥମ ନଦୀଭିତିକ ଜେଟ୍ଟି

ଅନ୍ତର୍ଦେଶୀୟ ଜଳମାର୍ଗ ପରିଯୋଜନା ଅନ୍ତର୍ଗତ ଏହି ଜେଟ୍ଟି ନିର୍ମାଣରେ ପ୍ରାଥମିକ ପର୍ଯ୍ୟାୟରେ ଇଫକୋ ସାର କାରଖାନା ୧୦ କୋଟି ଟଙ୍କା ବ୍ୟୟ କରିଛି । More

କୋଇଲା ଅଭାବରୁ ନାଲକୋରେ ଅଚଳବସ୍ଥା, ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନାଲକୋର ଅଚଳବସ୍ଥା କିପରି ଦୂର କରାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ କୋର୍ଟଙ୍କୁ ପରବର୍ତ୍ତୀ ଶୁଣାଣିରେ ଜଣାଇବାକୁ ନିର୍ଦ୍ଦେଶ ରହିଛି ।  More

ପୋଲିସକୁ ପିଟିଲେ; ସାମ୍ବାଦିକଙ୍କୁ ଦୁର୍ବ୍ୟହାର କଲେ, ମୋବାଇଲ ଛଡ଼ାଇନେଲେ

ତିନି ଦିନ ପୂର୍ବେ ଜଣେ ବ୍ୟବସାୟୀଙ୍କୁ ସେଠାରେ ହତ୍ୟା କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହି ଉତ୍ତେଜନା ଟିକେ ନଥମୁଣୁ ତାଙ୍କ ଭାବି ପତ୍ନୀ ସେହି ଦୁଃଖରେ ଆତ୍ମହତ୍ୟା କରିଛନ୍ତି । More

ବୁଲଡୋଜର ଲଗାଇ ତାଡ଼ିନେଲେ ଏଟିଏମ୍

କ୍ୟାପସନ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ - ପୁଣିଥରେ ବୁଲଡୋଜର। More

BREAKING: କାଲିଠାରୁ ୫ ଦିନ ସ୍କୁଲ ଛୁଟି

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି । ଆସନ୍ତା କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ । More

କି ସାହାସ.. ମାନିବାକୁ ପଡ଼ିବ ! ସରକାରୀ ଘରେ ମେଡିକାଲ ପରିସରରେ ଡାକ୍ତର ଖୋଲିଥିଲେ କ୍ଲିନିକ୍‌

ସରକାରୀ ଡାକ୍ତରଖାନାରେ ସେବା ପ୍ରଥମ । ତା’ ପରେ ଘରୋଇ ଚିକିତ୍ସା କରିପାରିବେ ଡାକ୍ତର । ହେଲେ ଡା. ଦୀକ୍ଷିତଙ୍କର ଓପିଡି ଲିଷ୍ଟରେ କେବେ ବି ନାଁ ନାହିଁ। More

ଏଠି GRS ବି କୋଟିପତି ! ୫୯ଟି ପ୍ଲଟ୍‌ ସହ ସମ୍ପତ୍ତି ଦେଖିଲେ ଆଖି ଟେରା ହୋଇଯିବ

ରଘୁନାଥପୁର ପୈତୃକ ଘର ଓ କଳାରାହାଙ୍ଗ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ । More

ଏଣିକି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଏଥିପାଇଁ CHSE ହେଡ୍‌କ୍ୱାଟରରେ ବ୍ୟବସ୍ଥା କରାଯାଇଛି । More

ଗଜପତି ମହାରାଜାଙ୍କ ବଡ଼ ବୟାନ୍, ‘ଶ୍ରୀମନ୍ଦିର ସୁରକ୍ଷିତ ଅଛି’

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସମସ୍ତେ ଆଗେଇ ନେବା ଉଚିତ । More

‘ଅଭିନେତ୍ରୀଙ୍କ ଜୀବନ ସହ ଖେଳୁଥିଲେ ମିଲନ’

ଅଭିନେତ୍ରୀଙ୍କ ଜୀବନ ସହ ଖେଳୁଥିଲେ ମିଲନ। ବିବାହ ପ୍ରଲୋଭନ ଦେଖା ଟଙ୍କା, ବୁଲେଟ, କାର, ସୁନା ଭଳି ସାମଗ୍ରୀ ଦେଇଥିବା ସମ୍ପୃକ୍ତ ଯୁବତୀ ଅଭିଯୋଗ କହିଛନ୍ତି। More

ବ୍ୟବସାୟୀଙ୍କୁ ହତ୍ୟା ପରେ ଜୀବନ ହାରିଲେ ଭାବି ପତ୍ନୀ

ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା ପରେ ଆତ୍ମହତ୍ୟା କଲେ ଯୁବତୀ। ବ୍ୟବସାୟୀଙ୍କ ସହ ବିବାହ ସ୍ଥିର ହୋଇଥିବା ଯୁବତୀ ଆତ୍ମହତ୍ୟା କରିଛନ୍ତି। More

ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର

ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି। More

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥକାଠ

ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ କାଠ । ରଥନିର୍ମାଣ ପାଇଁ ବିଳମ୍ବିତ ରାତିରେ ୪୦ ଫୁଟିଆ ଫାସୀ କାଠ ପହଞ୍ଚିଛି । More

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ପଇତା ଲାଗି ନୀତି

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତା ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଲାଗି ହେବା ପରେ ଶ୍ରୀଜୀଉମାନଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । More

ରାଜ୍ୟରେ ବିଦ୍ୟୁତ କାଟ୍ ସମସ୍ୟା ଗୁରୁତର : ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ

ବିଦ୍ୟୁତ କାଟ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । More

ଓଡ଼ିଆଣୀ ହେଲେ ବିଦେଶିନୀ : ଜର୍ମାନୀର ଝିଅ ଏବେ ସୌରଭଙ୍କ ଅର୍ଦ୍ଧାଙ୍ଗିନୀ, ବଲାଙ୍ଗୀର ବୋହୂ

ବର ଓଡ଼ିଆ, କନ୍ୟା ସ୍ଲୋଭେନିଆ । ଭୁବନେଶ୍ୱରରେ ଓଡିଆ ରୀତିନୀତିରେ ବାହାଘର ପରେ ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକକୁ ଯାଇଛନ୍ତି ନବ ଦମ୍ପତ୍ତି । More

ବସ୍‌ରେ ନିଆଁ ଲଗାଇ ଦେଲେ ମାଓବାଦୀ, ଓଡ଼ିଶାରୁ ହାଇଦ୍ରାବାଦ ଯାଉଥିଲେ ୫୦ ଯାତ୍ରୀ...

ମାଓବାଦୀଙ୍କ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ। ୪୦ରୁ ୫୦ ଜଣ ଯାତ୍ରୀଙ୍କୁ ନେଇ ମାଲକାନଗିରିରୁ ହାଇଦ୍ରାବାଦ ଯାଉଥିବା ବସ୍‌ରେ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି। More

ଅସୁରକ୍ଷିତ ରାଜଧାନୀ, ଭୟଭୀତ ଲୋକେ: ବନ୍ଧୁକ ମୁନ୍‌ରେ ଲୁଟ୍‌, ଲୁଟେରାଙ୍କୁ ଧରିବାରେ ପୋଲିସ୍‌ ଫେଲ୍‌ !

ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ଲୁଟ୍‌ ଲାଗି ସୁନା ଦୋକାନୀଙ୍କୁ ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। More

ତତଲା କଢେଇରେ ସିଝୁଛିି ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏପ୍ରିଲ ୨୫ ଠାରୁ ୨୮ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ। More

ଅଫଲାଇନ୍‌ରେ ହେବ ଏକଜାମ୍‌: ପ୍ରବଳ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ କରୋନା ସଂକ୍ରମଣ ହେବ ଚାଲେଞ୍ଜ୍‌

ଚଳିତ ବର୍ଷ ମାଟ୍ରିକ୍‌ରେ ୫ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। More

ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି। More

ଘନଘନ ବିଦ୍ୟୁତ୍ କାଟକୁ ନେଇ ତେଜୁଛି ଅସନ୍ତୋଷ: ଜଳସ୍ତର ଠିକ୍ ଥାଇ ବି କ୍ଷମତାର ୪ ଭାଗରୁ ମାତ୍ର ଭାଗେ ହେଉଛି ବିଦ୍ୟୁତ୍ ଉତ୍ପାଦନ

ହାଇଡ୍ରୋ ପାଓ୍ୱାର ଉତ୍ପାଦନରେ ବିଫଳତା ହିଁ ଏକ ବଡ଼ କାରଣ ବୋଲି କୁହାଯାଉଛି । More

'ମୋ ସହ ୨ ବର୍ଷ ସମ୍ପର୍କ ରଖି ଛାଡିଦେଲେ, ସବୁ ପ୍ରମାଣ ରଖିଛି'

 ସେ ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ More

ଭୁବନେଶ୍ୱରରେ ପ୍ରାଣ ଛାଡ଼ିଯିବା ପରି ସ୍ଥିତି କାହିଁକି ?

କାହିଁକି ରାଜଧାନୀରେ ଏଭଳି ନିଆଁବର୍ଷା କହିଲେ ପାଣିପାଗ ବିଜ୍ଞାନୀ More