ପଣ୍ଡ ହେଲା ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଖଞ୍ଜାଯାଇଥିଲା ଲ୍ୟାଣ୍ଡମାଇନ୍ ।
ମୂତ୍ରାଶୟରୁ ବାହାରିଲା ୧୨ ଶହ ଗ୍ରାମର ଏକ ପଥର। ବିଭିନ୍ନ ପ୍ରକାର ଔଷଧ ସେବନ ପରେ ମଧ୍ୟ ସେ ସୁସ୍ଥ ହୋଇନଥିଲେ। ଶେଷରେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ।
ପୋଲିସ କାର୍ଯ୍ୟନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ଆତ୍ମାହୂତି ଉଦ୍ୟମ କଲେ ମହିଳା।
ପ୍ରଜାକୋର୍ଟରେ ଜଣକୁ ପିଟିପିଟି ହତ୍ୟା କରାଯାଇଛି । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି
ଧାଡ଼ି ଧାଡ଼ି କରି ରଖିଛନ୍ତି ଗରା, ବାଲଟି । ଅପେକ୍ଷା କରିଛନ୍ତି ପାଣି ଟ୍ୟାଙ୍କରକୁ । ପାଣି ନେଲେ ଘରେ ରୋଷେଇ ହେବ, ନିତ୍ୟ ବ୍ୟବହାର୍ଯ୍ୟ କାମରେ ଆସିବ ।
ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମାଲକାନଗିରି ଡିଆର୍ଡିଏ କନ୍ଫରେନ୍ସ ହଲରେ ସେ ବିଭିନ୍ନ ଯୋଜନାର ସମୀକ୍ଷା କରିବେ ।
ବର ବେଶରେ ପୁଅକୁ ସଜାଇ ରୋଷଣୀ, ବାଜା ବଜାଇ ପୁଅର ବାହାଘର କରିଥାନ୍ତେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ପୁଅର ବାହାଘର ଦିନ ହିଁ ଚାଲିଗଲା ବାପାର ଜୀବନ।ବାହାଘରକୁ ନେଇ ଖୁସିରେ ଘର ଉଠୁଥିଲା, ପଡ଼ୁଥିଲା। ହେଲେ ହଠାତ୍ କାନ୍ଦ ବୋବାଳିରେ ଫାଟି ପଡ଼ିଲା।
ପାଣି ନାଁରେ ବି ବିଷ । ଖରା ତାତିରୁ ରକ୍ଷା ପାଇବା ପାଇଁ ରଖାଯାଉଥିବା ଜଳଛତ୍ରରେ ବିଷ ମିଶାଯାଇଥିବା ଅଭିଯୋଗ ହୋଇଛି ।
ଏୟାରପୋର୍ଟ ପାଇଁ ୯୫ ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ। ସବୁଠାରୁ ବଡ଼ କଥା, ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ି ନାହିଁ। ହେଲେ ଏହି ଘଟଣାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଗାଁ ଲୋକେ କଙ୍ଗାରୁ କୋର୍ଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା କରିଥିବା ଜଣାପଡ଼ିଛି।
ଭିଜିଲାନ୍ସ ଜାଲରେ ପଡିଥିବା ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ବାହାରୁଛି ପୁଳାପୁଳା ଟଙ୍କା । ଭିଜିଲାନ୍ସ ପକ୍ଷରୁ ଚଢଉ ବେଳେ ତାଙ୍କ ଘରୁ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି ।
ଏହି ଘଟଣାକୁ ନେଇ ଏବେ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ହତ୍ୟା କରିବା ପରେ ନକ୍ସଲମାନେ ଏକ ପୋଷ୍ଟର ମଧ୍ୟ ଛାଡ଼ି ଯାଇଛନ୍ତି । ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି ଯେ, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ହତ୍ୟା କରାଯାଇଛି
ଗଞ୍ଜେଇ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ବନ୍ଧା ହେଲେ ASI। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏବଂ ଏଥିରେ ପୋଲିସ ASI ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ଫାର୍ମାସିଷ୍ଟଙ୍କୁ ଚଲାଇ ଚଲାଇ ଥାନାକୁ ନେଇ ପୋଲିସ୍ ଜିମା ଦେଲେ ଲୋକେ। ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ଏଭଳି କରିଛନ୍ତି।
୨ ଶିଶୁଙ୍କ ସଲିଳ ସମାଧି । ପୋଖରୀରେ ଗାଧୋଉଥିବାବେଳେ ବୁଡିଗଲେ ୨ ଶିଶୁକନ୍ୟା । ମାଲକାନଗିରି ଚାଲାଣଗୁଡ଼ା ପଞ୍ଚାୟତର ମୁଣ୍ଡାଗୁଡ଼ା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।
ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେଉଥିବାରୁ ଭୋଟର୍ ବହୁତ ଖୁସି ଅଛନ୍ତି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓ ପୋଷ୍ଟର । ନିର୍ବାଚନକୁ ବିରୋଧ କରି ମାଓବାଦୀମାନେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଏଥିରେ ଚେତାବନୀ ଦିଆଯାଇଛି ।
ଦିନେ ମାଓ ଭୟରେ ନିର୍ବାଚନ ଆସିଲେ ଲୁଚୁଥିଲେ, ଏବେ ଭୟକୁ ଖାତିର୍ ନକରି ଆଗକୁ ଆସିଛନ୍ତି ଲୋକେ। ମାଓ ଭୟ ଛା଼ଡ଼ି ଆଗକୁ ଆସିଛନ୍ତି ପ୍ରାର୍ଥୀ ଏବଂ ଭୋଟର।
ସ୍ୱାଭିମାନ ଅଞ୍ଚଳର ଅନେକା ଗାଁ ବାଲିମେଳା ଜଳଭଣ୍ଡାର କୂଳରେ ଅବସ୍ଥିତ । ତେଣୁ ଏହି ଜଳପଥ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀ ମେଡିକାଲରେ ପହଞ୍ଚିବା ଆହୁରି ସୁଗମ ହୋଇପାରିବ ବୋଲି ଆଶା କରିଛନ୍ତି ଲୋକେ ।
ଜାତୀୟ ସ୍ତରରେ ଆଦିବାସୀ ପ୍ରତିଭା। ମାଲକାନଗିରି ଉପାନ୍ତ ଜିଲ୍ଲାର ୧୩ ଜଣ ଅନାଥ ପିଲା ରିୟଲିଟି ଶୋ’ ‘India's Got Talent’ ରେ ସେମାନଙ୍କର ଜଲ୍ଓ୍ୱା ଦେଖାଇଛନ୍ତି।
ଚଉଦ ବରଷ ଝିଅ ସନ୍ଧ୍ୟା ଖେଳ ମଜାରେ ଦିନ ବିତେଇବା ବୟସରେ ଆଜି ସାଝିଛି ଦିନ ମଜୁରିଆ।ଆଜିକି ତିନି ବର୍ଷ ତଳେ ବାପା ତାର ପ୍ରାଣ ହରାଇଛନ୍ତି। ବାପାଙ୍କ ଦେହାନ୍ତ ପରେ ପରେ ମାଆ ମାନସିକ ରୋଗରେ ଶିକାର ହୋଇ କୁଆଡେ ଚାଲିଯିବା ପରେ ଅନାଥ ହୋଇ ପଡିଲେ ସନ୍ଧ୍ୟା ଓ ତାର କୁନିକୁନି ଦୁଇ ଭାଇ ଭିକି ଓ ଅଭି
ଜୀବନ ବଞ୍ଚାଇବା ପାଇଁ ଗଛ ଉପରକୁ ଚଢିଯାଇଛି ଭାଲୁ, ଶିକାରୀ ଆକ୍ରମଣ କରିଥିବା ସନ୍ଦେହ କରିଛି ବନବିଭାଗ
ଜଣେ HIV ପଜିଟିଭ୍ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ନକରାଇ ମେଡିକାଲ୍ରୁ ଫେରାଇ ଦେବା ଘଟଣାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ମେଡିକାଲ୍ କର୍ତ୍ତୃପକ୍ଷ ଚେତିଛନ୍ତି।
ଖୋଦ୍ ପ୍ରଶାସନିକ ସ୍କୁଲ ବସ୍ ଆଇନକୁ ଉଲ୍ଲଂଘନ କରି ରାସ୍ତାରେ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଗାଡ଼ିର ଫିଟନେସ୍ ନଥିବା ବେଳେ ଇନ୍ସ୍ୟୁରାନ୍ସ ଅବଧି ମଧ୍ୟ ସରିଗଲାଣି। ଏପରିକି ଗା଼ଡିର ଟ୍ୟାକ୍ସ ମଧ୍ୟ ପୈଠ ହୋଇନି। ଏହା ସତ୍ତ୍ୱେ ବର୍ଷ ବର୍ଷ ଧରି ବିପଦ ସଙ୍କୁଳ ବସ୍ରେ ପ୍ରତ୍ୟେକ ଦିନ କୁନି କୁନି ଛାତ୍ରଛାତ୍ରୀ ଯାତ୍ରା କରୁଛନ୍ତି।
ଆଜି ସକାଳୁ ସବୁ କିଛି ଠିକ୍ ଥିବା ବେଳେ ହଠାତ୍ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ନିଜେ ଯବାନ ଗୁଳି କରି ଦେଇଥିଲେ।