• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Malkangiri

Today Rainfall Likely In Some Districts Of Odisha
ପାଣିପାଗ ବିଭାଗର ପୂର୍ବାନୁମାନ- ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା

ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ଥିର ରହିବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

Today Rainfall Likely In 7 Districts Of Odisha
ଆଜି ଓଡ଼ିଶାର ୭ ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜି ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

Cyclone Mandous Update
ଡିସେମ୍ବର ୯ ମଧ୍ୟ ରାତ୍ରରେ ଉପକୂଳ ଅତିକ୍ରମ କରିବ ବାତ୍ୟା, ଘଣ୍ଟାପ୍ରତି ୭୦ କି.ମି. ବେଗରେ ପବନ ବହିପାରେ...

ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ‘ମେଣ୍ଡସ୍’। ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଏକ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି।

Odisha May Receive Rainfall Around Dec 10-11
ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ! ଓଡ଼ିଶାର ଏହିସବୁ ଜିଲ୍ଲାରେ ବର୍ଷା ହୋଇପାରେ

ଯଦିଓ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ, ତେବେ ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

Cock Fight
ମାଲିକ ଭୁଲ୍‌ କଲା; ନିରୀହ ଜନ୍ତୁ ଥାନାରେ ବନ୍ଧା ହେଲା

ପରମ୍ପରାର ଆଳ ଦେଖାଇ ମଦ ଆଉ ଜୁଆର ଆସର ଜମାଇଥିଲା ମାଲିକ । ହେଲେ ତାହାରି ଭିତରେ ଲହୁଲୁହାଣ ହେଉଥିଲେ ନୀରହ ଗଞ୍ଜା ମାନେ । 

School + Medical Camp
ସରକାର ଏମିତି ଦିଅନ୍ତି ଶିକ୍ଷା-ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ, ଦେଖନ୍ତୁ ଭିଡିଓ..

ଦୁଇଟି ଯାକ ବିଭାଗର ଭିତ୍ତିଭୂମି ନଥିବାରୁ ବାରଣ୍ଡାରେ ଚାଲିଛି ସେବା ।

Heavy Rainfall Alert For 6 Districts Of Odisha
ଲଘୁଚାପ ପ୍ରଭାବରେ ପୁଣି ପ୍ରବଳ ବର୍ଷିବ ! ୬ ଜିଲ୍ଲାକୁ ଆଲର୍ଟ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୩ ଦିନ ଯାଏ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ।

Yojana Ra Na Hariloot
ମୁକ୍ତା ଯୋଜନା ନାଁରେ ଟଙ୍କା ହରିଲୁଟ୍ ! ହଜିଯାଇଛି ପ୍ରକଳ୍ପ କିନ୍ତୁ ପଡିରହିଛି ଫଳକ

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏହି ମୁକ୍ତା ପ୍ରକଳ୍ପ ପାଇଁ କାର୍ଯ୍ୟାରଦେଶ ଦିଆଯାଇଥିଲା । କିଛି ମହିଳା ମଧ୍ୟ କାମ କରିଥିଲେ । ହେଲେ କେତେ ଟଙ୍କାର କାର୍ଯ୍ୟ, କେତେ ବିଲ୍ ହେଉଛି ସେନେଇ ପଚାରିଲେ SHG ମହିଳାଙ୍କୁ ସଠିକ୍ ଉତ୍ତର ଦେଉନାହାନ୍ତି

Superstition
ଡାକ୍ତର ଭଲ କରିପାରିଲେନି ବୋଲି ଲୋକେ ଗୁଣିଆ ପାଖକୁ ଗଲେ, ଦେଖନ୍ତୁ କେମିତି ଚାଲିଛି ଚିକିତ୍ସା..

ଯେଉଁଠି ଡାକ୍ତର ଫେରାଇ ଦେଉଛି ରୋଗୀଙ୍କୁ, ସେଇଠି ଗୁଣିଆ କେମିତି କହୁଛି ଭଲ କରିଦେବ । ଆଉ ଆଜିକା ଦିନରେ ବି ଲୋକେ ଗୁଣିଆ କଥା କେମିତି ବିଶ୍ୱାସ କରୁଛନ୍ତି । କାରଣ ଆମକୁ ବି ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲା ।

Co-Operative Election
ସମବାୟ ନିର୍ବାଚନ ନେଇ ସରଗରମ ରାଜ୍ୟ ରାଜନୀତି, ସବୁଠି ବିଜେଡି-ବିଜେଡି ଲଢ଼େଇ..!

ଅବିଭକ୍ତ କୋରାପୁଟ ଜିଲ୍ଲାରେ ପଦାରେ ପଡିଲା ବିଜେଡି କନ୍ଦଳ ।

tragic story
‘ଦାମିକିଆ ମୋବାଇଲ୍‌ ମାଗିଥିଲେ ’ . . ହେଲେ ଫାଇନାନ୍ସରେ କିଣିବାରୁ ବିଷ ପିଇଦେଲା ସ୍ତ୍ରୀ

ଫୋନ୍‌ ପାଇଁ ପାଟିତୁଣ୍ଡ । ସ୍ତ୍ରୀର ମନ ରଖି ଦାମିକିଆ ମୋବାଇଲ୍‌ ଆଣି ଦେଇଥିଲେ ଯୁବକ । ହେଲେ ଟଙ୍କା ନଥିବାରୁ ଫାଇନାନ୍ସ କରି ମୋ‍ବାଇଲ କଣିଥିଲେ । ଅନ୍ୟପଟେ ଫାଇନାନ୍ସ ସମ୍ପର୍କରେ ସ୍ତ୍ରୀକୁ ଲୁଚାଇଥିଲେ । ଆଉ ଏତିକିରେ . . .

Admin performs Bhoomi Pujan for airstrip in Malkangiri
୩୩ କୋଟି ଟଙ୍କା ବ୍ୟୟରେ ମାଲକାନଗିରିରେ ହେବ ଏୟାରଷ୍ଟ୍ରିପ୍, ଉଡ଼ିବ ବିମାନ

୩୩ କୋଟି ଟଙ୍କା ବ୍ୟୟରେ ୯୫ ହେକ୍ଟର ଜମିରେ ମାଲକାନଗିରିରେ ଏୟାରଷ୍ଟ୍ରିପ୍ ନିର୍ମାଣ ହେବ। ୨୦୨୩ ମସିହା ଡିସେମ୍ବରରେ କାର୍ଯ୍ୟ ସରିବାର ଅବଧି ରହିଛି।

Snake House
ଡର ଲାଗୁନି ନା ଜୀବନକୁ ଭୟ ନାହିଁ..! ସାପ ଯୋଉଠି ରହୁଛି ମଣିଷ ବି ସେଇଠି..

ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାର ନିଲିମାରି ଗ୍ରାମରେ ଏମିତି ଏକ ପରିବାର ଯେଉଁମାନେ ନିଜ ବାସ ଗୃହର ଅଧାରୁ ଅଧିକ ସ୍ଥାନ ସାପଙ୍କ ପାଇଁ ଛାଡି ଦେଇଛନ୍ତି ।

Heavy Rainfall
ଲଘୁଚାପ ପ୍ରଭାବରେ ଆଜିଠୁ ବଢ଼ିବ ବର୍ଷା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପ କ୍ଷେତ୍ରଟି ଆଗାମୀ କିଛି ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବା ସମ୍ଭାବନା ରହିିଛି ।

Unknown Disease
ଗୋଟିଏ ପରେ ଗୋଟିଏ ମୁଣ୍ତ ନେଉଛି ଅଜଣା ରୋଗ: ୧୨ ଦିନରେ ନେଲାଣି ୮ ଜୀବନ

ମାଲକାନଗିରିରେ ଅଜଣା ରୋଗର ଭୟ । ଅଜଣା ରୋଗରେ ୭ବର୍ଷର ଶିଶୁର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।

Unknown Disease
ଗାଁରେ ଅଜଣା ରୋଗ ଆତଙ୍କ, ଗଲାଣି ୬ ଜଣ ଜୀବନ ! ତଥାପି ଡାକ୍ତରଖାନା ଯିବାକୁ ଅମଙ୍ଗ

ମାଥିଲି ବ୍ଲକ୍ ହଳଦୀକୁଣ୍ଡ ଗାଁରେ କୋକୁଆ ଭୟ । ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି ମେଡିକାଲ୍ ଟିମ୍ ।

Idol Making
ରାସ୍ତାକଡ଼ରେ ମୂର୍ତ୍ତି ବିକ୍ରି କରି ପାଠ ପଢ଼ିବାକୁ ଟଙ୍କା ସଞ୍ଚୁଛନ୍ତି ଊଷା

ଊଷା ଜାତୀୟ ରାଜପଥରେ କଡରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଗଢୁଛନ୍ତି ଗଣେଶ ମୂର୍ତ୍ତି ।

Husband Sold Wife Kidney
ବିଶ୍ୱାସରେ ବିଷ ମିଶାଇଲେ ସ୍ୱାମୀ, ନଣନ୍ଦ; ରକ୍ତ ପରୀକ୍ଷା ନାଁରେ ବିକି ଦେଲେ କିଡନୀ

ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲେ, ଯାହା ହାତ ଧରି ବାଟ ଚାଲିବାକୁ ଆଶା ରଖିଥିଲେ ସିଏ ହିଁ ବାଟ ମଝିରେ ଧୋକା ଦେଲେ। ବିବାହର ୧୨ ବର୍ଷ ପରେ ପତ୍ନୀର ବିଶ୍ୱାସରେ ବିଷ ମିଶାଇଲା ସ୍ୱାମୀ ।

Heavy Rain
ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା ! ରାସ୍ତା ଘାଟ ବନ୍ଦ, ଉଛୁଳୁଛି ନଈ ନାଳ

ମାଲକାନଗିରି-ନବରଙ୍ଗପୁର-ଗଜପତିର ବହୁ ଗାଁ ଜଳବନ୍ଦୀ, ଯୋଗାଯୋଗ ଠପ୍ । ଅବପାତରେ ପରିଣତ ହେଲା ଲଘୁଚାପ ।

Godavari
ଲଗାଣ ବର୍ଷାରେ ଜଳମଗ୍ନ ମୋଟୁ, ସାବେରୀ ନଦୀରେ ଗୋଦାବରୀର ପଛୁଆ ପାଣି

ମୋଟୁ ରାସ୍ତାରେ ପାଣି, ତେଲେଙ୍ଗାନା ଓ ଆନ୍ଧ୍ରକୁ ଯାତାୟତ ବନ୍ଦ ।

Heavy rains continue to lash Malkangiri, communication disrupted
ମାଲକାନଗିରିରେ ୩ ଦିନ ହେଲା ଲଗାଣ ବର୍ଷା : ରାସ୍ତା ଉପରେ ଚାଲୁଛି ୫ ଫୁଟର ପାଣି

ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାକୁ ୩ ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ରହିଛି

Water Electricity
ଡ୍ୟାମ୍‌ରେ ପାଣି ନାହିଁ, ବିଦ୍ୟୁତ ଉତ୍ପାଦନ ଠପ୍‌ ! ମୌସୁମୀ ବର୍ଷା ସାହା ଭରସା

ରାଜ୍ୟରେ ଥିବା ୭ଟି ମେଗା ଜଳବିଦ୍ୟୁତ କେନ୍ଦ୍ରର ମୋଟ ଉତ୍ପାଦନ କ୍ଷମତା ୨୦୯୯. ୫ ମେଗାୱାଟ୍ । କିନ୍ତୁ ଜୁନ୍ ୨୧ରେ ଏସବୁରୁ ଉତ୍ପାଦନ ହୋଇଛି ମାତ୍ର ୯୪.୫୪ ମେଗାୱାଟ୍, ଯାହାକି ମୋଟ୍ କ୍ଷମତାର ୫ ପ୍ରତିଶତରୁ ବି କମ୍ ।

Tribal lock horns with Bengali community in Malkangiri over govt land encroachment
ସରକାରୀ ଜମିକୁ ନେଇ ଆଦିବାସୀ-ବଙ୍ଗାଳି ସମ୍ପ୍ରଦାୟ ମୁଁହାମୁହିଁ

ସରକାରୀ ଜମିକୁ ନେଇ ଆଦିବାସୀ ସମ୍ପ୍ରଦାୟ ଓ ବଙ୍ଗାଳି ସମ୍ପ୍ରଦାୟ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କୁନାରଗୁଡା ଏବଂ ଏମ୍‌ପିଭି-୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଆଜି ସକାଳେ ଶତାଧିକ ଆଦିବାସୀ କାଟି ଦେଇଥିଲେ। 

Kangaroo Court
ଗାଁ ଭିତରେ କଙ୍ଗାରୁ କୋର୍ଟ !  ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପ୍ରେମୀଯୁଗଳଙ୍କୁ ବାନ୍ଧି ବୁଲାଇଲେ ଗ୍ରାମବାସୀ

ଛତିଶଗଡ ଉରଣ୍ଡାବେଡା ଥାନା ଅଞ୍ଚଳରେ ଘଟଣା । ହାତବାନ୍ଧି ଗାଁ ଦାଣ୍ଡରେ ବୁଲାଇବା ସହ ଦେଲେ ଶାରିରୀକ ନିର୍ଯାତନା ।

5 killed as bus overturns at Bodugudam near Malkangiri-Andra Pradesh border
ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌; ୫ ମୃତ

ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଯାତ୍ରୀବାହୀ ବସ୍‌ ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।