/odishatv-khabar/media/media_files/2025/12/09/barabati-2025-12-09-19-48-02.jpg)
BARABATI Photograph: (OTV)
ଯାହାକୁଦେଖିବେସିଏଷ୍ଟାଡିୟମମୁହାଁ, ଯାହାକୁପଚାରିବେତାପାଟିରେବାରବାଟୀରକଥା।ଆଜିସକାଳୁସକାଳୁଟୁଇନସିଟିରେଦେଖିବାକୁମିଳିଥିଲାଏମିତିମାହୋଲ୍।ସମସ୍ତଙ୍କଡେଷ୍ଟିନେସନ୍ସାଜିଥିଲାବାରବାଟୀଷ୍ଟାଡିୟମ୍।ଇଣ୍ଡିଆ-ସାଉଥଆଫ୍ରିକାଟି-ଟ୍ବେଣ୍ଟିସିରିଜରପ୍ରଥମମ୍ୟାଚ୍ଦେଖିବାକୁଧାଡ଼ିଲମ୍ବିଥିଲାକଟକକୁ।ଷ୍ଟାଡିୟମବାହାରେଜମିଥିଲାମଜାମସ୍ତିରଆସର।କେମିତିଥିଲାପ୍ରି-ମ୍ୟାଚ୍ମାହୋଲ, ପଢ଼ନ୍ତୁ ଏଇରିପୋର୍ଟ।....
ଗାଲରେତ୍ରିରଙ୍ଗା, ମଥାରେତ୍ରିରଙ୍ଗା।ମୁଣ୍ଡରେଇଣ୍ଡିଆ, ମୁହଁରେବିଇଣ୍ଡିଆ।ପିଲାଠୁବୁଢା, ସମସ୍ତଙ୍କୁକ୍ରିକେଟ୍ମାନିଆ।ଖଚାଖଚବାରବାଟୀ, କମ୍ପୁଛିକଟକ।କାହାହାତରେଛକାଚୌକାରପୋଷ୍ଟର, ତଆଉକାହାହାତରେଖେଳାଳିଙ୍କସ୍କେଚ୍।କିଏନାଚୁଛିଆଉକିଏଇଣ୍ଡିଆଇଣ୍ଡିଆକହିଖୁସିରେକୁରୁଳିଉଠୁଛି।ସତେଯେମିତିଏଇସମୟକୁଚାହିଁରହିଥିଲେସମସ୍ତେ।
ଆଜିସକାଳହେବାକ୍ଷଣିବାରବାଟୀକୁଛୁଟିଥିଲାକ୍ରିକେଟପ୍ରେମୀଙ୍କସୁଅ।ଯାହାକୁଦେଖିବେସିଏଷ୍ଟାଡିୟମମୁହାଁ।ବେଳଯେତିକିଗଡ଼ୁଥିଲାଭିଡ଼ସେତିକିବଢୁଥିଲା।ଦେହରେଟିମ୍ଇଣ୍ଡିଆରଜର୍ସି, ମୁଣ୍ଡରେଟୋପି, ଆଉହାତରେଟିକେଟ୍ଧରିଷ୍ଟାଡିୟମଆଡକୁଚାଲୁଥିଲେକ୍ରିକେଟ୍ପ୍ରେମୀ।ଗ୍ୟାଲେରୀକୁଯିବାପୂର୍ବରୁବାହାରେଢେରସମୟଯାଏଁଚାଲିଥିଲାଖଟି।କ୍ରେଜରେଥିଲାମୁହଁରେତ୍ରିରଙ୍ଗାଆଙ୍କିବାଠୁଆରମ୍ଭକରିପ୍ରିୟପ୍ଲେୟାରଙ୍କସ୍କେଚ୍।ବିରାଟଓରୋହିତଟି-ଟ୍ବେଣ୍ଟିରୁଅବସରନେଇଥିଲେମଧ୍ୟତାଙ୍କଚିତ୍ରଓଜର୍ସିଥିଲାଫୁଲ୍ଡିମାଣ୍ଡରେ।ଅପରାହ୍ନରେଗେଟ୍ଖୋଲିବାପରେଧାଡ଼ିବାନ୍ଧିସମସ୍ତେଯାଇଥିଲେନିଜନିଜଗ୍ୟାଲେରୀକୁ।
ବାରବାଟୀଭିଡ଼ଭିତରେଅନ୍ୟତମଆକର୍ଷଣସାଜିଥିଲେଅପରେସନ୍ସିନ୍ଦୂରଓପରିବେଶସଚେତନତାବାର୍ତ୍ତାନେଇଆସିଥିବାଦୁଇବ୍ୟକ୍ତି।ଅନ୍ୟପଟେପଡ଼ିଆରେଟକ୍କରଆଗରୁବାରବାଟୀବାହାରେମଜାମଜାରେମୁହାଁମୁହିଁହୋଇଯାଇଥିଲେଇଣ୍ଡିଆଓସାଉଥଆଫ୍ରିକାଫ୍ୟାନ୍।ଏପଟେଭୁବନେଶ୍ବରମେଫେୟାରରୁଖେଳାଳିଯିବାସମୟରେଅଲ୍ଦିବେଷ୍ଟଜଣାଇବାକୁବିଲାଗିଥିଲାଫ୍ୟାନଙ୍କଭିଡ଼।
ମହାପ୍ରଭୁଙ୍କଆଶୀର୍ବାଦନେଲେଖେଳାଳି
ସେପଟେମହାମୁକାବିଲାପୂର୍ବରୁମହାପ୍ରଭୁଙ୍କୁଦର୍ଶନକରିଆଶିଷନେଇଛନ୍ତିଟିମ୍ଇଣ୍ଡିଆଖେଳାଳି।ସକାଳୁସକାଳୁପୁରୀଯାଇଥିଲେକ୍ୟାପଟେନ୍ସୂର୍ଯ୍ୟକୁମାରଯାଦବଓତାଙ୍କପତ୍ନୀଙ୍କସହିତତିଳକବର୍ମାଏବଂଜିତେଶଶର୍ମା।କୋଚ୍ଗୌତମଗମ୍ଭୀରଓକିଛିସପୋର୍ଟଷ୍ଟାଫମଧ୍ୟଶ୍ରୀମନ୍ଦିରକୁଯାଇମହାପ୍ରଭୁଙ୍କୁଦର୍ଶନକରିଥିଲେ।ଭାରତରବିଜୟକାମନାକରିଅରୁଣସ୍ତମ୍ଭନିକଟରେଦୀପଦାନବିକରାଯାଇଥିଲା।
ପ୍ରଥମଥରପାଇଁବାରବାଟୀରନାଲିମାଟିପିଚ୍ରୁହାଇସ୍କୋରଅପେକ୍ଷାରେକ୍ରିକେଟ୍ପ୍ରେମୀ।ବାରବାଟୀରେଟି-ଟ୍ବେଣ୍ଟିପରାଜୟରଧାରାଭାଙ୍ଗିବାସହିତବୁମରାଙ୍କରେକର୍ଡକୁଚାହିଁବସିଛନ୍ତିସମସ୍ତେ।...
Big Budget for CM and Ministers’ Housing: ମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରୀଙ୍କ ବାସଭବନ ପାଇଁ କୋଟି କୋଟି ଖର୍ଚ୍ଚ, ଆସିଲା ତଥ୍ୟ

Odisha’s Development Vision: କାହାକୁ ସମୃଦ୍ଧ କଲେ ଗଠନ ହେବ ସମୃଦ୍ଧ ଓଡିଶା, ସରକାରଙ୍କର କଣ ରହିଛି ଭିଜନ ?

No Luck at Barabati: ବାରବାଟୀରେ ଟିମ୍ ଇଣ୍ଡିଆର ରେକର୍ଡ ଖରାପ, ଏଇୟା କହୁଛି ଇତିହାସ

Pay Upgrade for MLAs: ଏପଟେ ସରକାରୀ କର୍ମଚାରୀଙ୍କ ହରତାଳ, ସେପଟେ ବଢ଼ିବ ବିଧାୟକଙ୍କ ଦରମା

Goa Club Fire Case Twist: ନାଇଟ୍ କ୍ଲବ ଫାୟାର ଟ୍ରାଜେଡି ଅଭିଯୁକ୍ତ ବିଦେଶ ପାର୍, ଦିଲ୍ଲୀ ବାଟେ ଥାଇଲାଣ୍ଡ ପଳାଇଥିବା କହିଲା ଗୋଆ ପୋଲିସ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)