• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 07 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

ପଦାରେ ପଡ଼ିଲା ଅରୁଣ-ସୌମ୍ୟ କଳି, ଖୁଲମଖୁଲା କଲେ ଅଟାକ୍...

ସୌମ୍ୟରଂଜନ ନାନା ମନ୍ତବ୍ୟ ଦେବା ସହ ବ୍ଲାକମେଲିଂ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । More
  • Manoranjan Behera
  • 1 year ago

ମନ୍ମଥଙ୍କ ୟୁଟର୍ଣ୍ଣ ସୁରଙ୍କୁ ଅଡୁଆ; ବାପାଙ୍କ ଜିଦ୍‌ ଲଢ଼ିବୁ ଯଦି କଂଗ୍ରେସରୁ..

ମନ୍ମଥଙ୍କ ବୟାନ ପରେ ସୁରଙ୍କ ଘରେ ଆରମ୍ଭ ହୋଇଛି ରାଜନୈତିକ ହାଇଡ୍ରାମା । ଛିଡୁନି ନିର୍ବାଚନ ଲଢିବାର ଅଙ୍କ । ବାପା ପୁଅଙ୍କ ମତମତାନ୍ତରକୁ ନେଇ ବଢୁଛି ଦ୍ୱନ୍ଦ୍ୱ । More
  • Manoranjan Behera
  • 1 year ago

ପ୍ରେମିକ ଦେଲା ସିନ୍ଦୂର; ବାପାମାଆ କଲେ ପିଣ୍ତଦାନ..

ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ବେଦି ଉପରେ ଯିଏ କନ୍ୟା ବେଶରେ ବସିଛି, ତାରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିର ପର୍ବ । More
  • Satyendu Shekher Mishra
  • 1 year ago

ଫାଉଡ଼ା ଧରି ନିଜେ ମାଟି କେନାଲ ଖୋଲିଲେ ସାଂସଦ ଅପରାଜିତା !

ଆଗରୁ ଅଭିଯୋଗ ହୋଇଥିଲା ଯେ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଅବରୋଧ କରାଯାଇଛି । ମାଟି ପକାଇ କେନାଲକୁ ପୋତା ଯାଇଛି । More
  • Satyendu Shekher Mishra
  • 1 year ago

ପୁଣି ସାରଥୀଙ୍କୁ ନେଇ ଚର୍ଚ୍ଚା, ବାରିମୂଳ ଆଶ୍ରମରେ ଭକ୍ତମାନେ କଲେ ପୂଜାର୍ଚ୍ଚନା

ଏହି କାର୍ଯ୍ୟକ୍ରମରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥୀ ଅନୁଗତ ଯୋଗଦେଇଥିଲେ । ହୋମ, ଧ୍ୟାନ, ସାମୁହିକ ପ୍ରାର୍ଥନା, ଶ୍ରୀକୃଷ୍ଣଙ୍କ ପୂଜା କରାଯାଉଛି । More
  • Satyendu Shekher Mishra
  • 1 year ago

ଭୁବନେଶ୍ୱରର ବ୍ୟବସାୟୀଙ୍କ ଘରେ ଅଢ଼େଇ କେଜିର ସୁନା ବିସ୍କୁଟ !

ଗିରଫ ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରିମାଣ୍ଡରେ ଅଣାଯାଇଥିବା ସୂଚନା ମିଳିଛି । More
  • Satyendu Shekher Mishra
  • 1 year ago

ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି । More
  • Rajalaxmi Sahoo
  • 1 year ago

ଅସରାଏ ବର୍ଷାରେ ଉବୁଟୁବୁ ଟ୍ୱିନ୍‌ ସିଟି: ପ୍ରବଳ ବର୍ଷା ସମ୍ଭାବନା ନେଇ ୧୮ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପାଣି ଲହଡ଼ି ମାରୁଛି। More
  • Rajalaxmi Sahoo
  • 1 year ago

ବଞ୍ଚି ଥାଉ ଥାଉ ଝିଅକୁ ମାରିଦେଲେ: ଏପଟେ ଚାଲିଛି ବାହାଘର, ସେପଟେ ଶୁଦ୍ଧିକ୍ରିୟା...

ବାହା ବେଦୀରେ ବସି ଝିଅର ବାହାଘର ଚାଲିଥିବା ବେଳେ, ସେପଟେ ବନ୍ଧୁବାନ୍ଧବଙ୍କୁ ଡାକି ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ଯୁବତୀଙ୍କ ପରିବାର ଲୋକ। More
  • Rajalaxmi Sahoo
  • 1 year ago

ବାଣୀବିହାର କ୍ୟାମ୍ପସରେ 5T ପଲିଟିକ୍ସ: 'ୱି ଷ୍ଟାଣ୍ଡ ୱିଥ୍ ଭିକେ ପାଣ୍ଡିଆନ ସାର୍' ଷ୍ଟିକରକୁ ଜୋରଦାର ବିରୋଧ

କ୍ୟାମ୍ପସର କାନ୍ଥ ବାଡ଼ରେ 5T ପଲିଟିକ୍ସ। ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ 5T ଷ୍ଟିକରକୁ ଘୋର ବିରୋଧ କରାଯାଇଛି। More
  • Rajalaxmi Sahoo
  • 1 year ago

ଆଜି ମାଗଣାରେ ଇ-ବସ୍‌ ଓ ଇ-ରିକ୍ସାରେ ଯାତ୍ରା କରିପାରିବେ, ଜାଣନ୍ତୁ କେଉଁଠି...

ଆଜି କ୍ରୁଟ୍‌ର ସମସ୍ତ ମୋ ଇ-ବସ୍ ଓ ଇ-ରିକ୍ସାରେ ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି। More
  • Rajalaxmi Sahoo
  • 1 year ago

ଆଜି ବି ପ୍ରବଳ ବର୍ଷିବ ! ଏହିସବୁ ଜିଲ୍ଲାକୁ ସତର୍କ ସୂଚନା...

ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। More
  • Satyendu Shekher Mishra
  • 1 year ago

୧୪ ବର୍ଷ ପରେ ବି ରହସ୍ୟାବୃତ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା

ନାଇଡୁ କମିଶନ୍ ରିପୋର୍ଟ ସରକାର ଚାପିବାକୁ ନେଇ ଘେରିଲେ ବିରୋଧୀ । ମୁଖ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ଅସନ୍ତୋଷ ଝାଡ଼ିଲେ ଆଶ୍ରମ ଅନ୍ତେବାସୀ । More
  • Satyendu Shekher Mishra
  • 1 year ago

ତାଳ ଗଛ ନାହିଁ ବୋଲି ବଜ୍ରପାତ ନେଉଛି ଲୋକଙ୍କ ଜୀବନ !

ସହର ତୁଳନାରେ ଗାଁରେ ବେଶୀ ଜୀବନ ନାଶୁଛି ବଜ୍ର ବିପତ୍ତି । କେବଳ ୨୦୨୧-୨୨ରେ ବଜ୍ରପାତ ଯୋଗୁଁ ୨୮୧ ଜୀବନ ହାନୀ । More
  • Satyendu Shekher Mishra
  • 1 year ago

୨ ଦିନ ପରେ G20 ସମ୍ମିଳନୀ; ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ ଅପେକ୍ଷାରେ ଭାରତ ମଣ୍ଡପମ୍

କାଲି ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମିଲେଟ୍ ମିଶନ ଅଭିଜ୍ଞତା ବଖାଣିବେ ଦୁଇ ଓଡ଼ିଆ ମହିଳା ଚାଷୀ । More
  • Satyendu Shekher Mishra
  • 1 year ago

କଂଗ୍ରେସରୁ ଲଢ଼ିବେନି ମନ୍ମଥ, ଅକ୍ଟୋବରରେ ହଟାଇବେ ସସ୍‌ପେନ୍ସ

କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ମନ୍ମଥ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଲେ । More
  • Manoranjan Behera
  • 1 year ago

ଫେଲ୍ ମାରୁଛି କି ସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା ?

SHG ହିତାଧିକାରୀଙ୍କୁ ବାଧକ ସାଜିଛି ପିଛିଲା ଲୋନ୍ । ଗ୍ରାଉଣ୍ଡ ଜିରୋରେ ବଢୁଛି ଅସନ୍ତୋଷ । More