• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 22 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 11 months ago

ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର, ଲାଗିବ ଉତ୍କଳୀୟ କାରୁକାର୍ଯ୍ୟରେ ରୂପା ଖଚିତ କବାଟ

କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହୋଇଛି ନିର୍ମାଣ କାମ । ଶ୍ରୀମନ୍ଦିରରେ ASI, ପୂର୍ତ୍ତ ବିଭାଗ ଓ ବୈଷୟିକ କୋର କମିଟି । More
  • Satyendu Shekher Mishra
  • 11 months ago

ଓଡ଼ିଶାରେ ନଡ୍ଡା‌; ବରଗଡ଼ରେ କର୍ମକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର, ଭବାନୀପାଟଣା ସଭା ଉପରେ ସମସ୍ତଙ୍କ ନଜର

ବିଜେପିର ମିଶନ୍ ଓଡ଼ିଶା, ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । More
  • Satyendu Shekher Mishra
  • 11 months ago

ଆଗୁଆ ନିର୍ବାଚନ ସମରସଜ୍ଜାରେ ଲାଗିପଡ଼ିଲାଣି କି ଶାସକ ଦଳ ?

୨ ପର୍ଯ୍ୟାୟ ପରେ ପୁଣି ୨୪ ବିଧାୟକଙ୍କ ସହ ନବୀନଙ୍କ ବୈଠକ ଚର୍ଚ୍ଚା । ଭେଟି ନଥିବା ନେତାଙ୍କ ଟିକେଟ୍ କାଟ୍ ନେଇ କଳ୍ପନାଜଳ୍ପନା । More
  • Tanmay Kumar Mahalik
  • 11 months ago

ହ୍ୱାଇଟ୍ ହାଉସର ଅତିଥି ହେଲେ ପ୍ରଧାନମନ୍ତ୍ରୀ; ମୋଦିଙ୍କୁ ମିଳିଲା ଆକର୍ଷଣୀୟ ଉପହାର

ଉପନିଷଦରେ ନିଜ ଜୀବନ କାଳରେ ୧ ହଜାର ପୂର୍ଣ୍ଣଚନ୍ଦ୍ର ଦର୍ଶନ କରିଥିବା ବା ୮୦ ବର୍ଷ ଅତିକ୍ରାନ୍ତ କରିଥିବା ବ୍ୟକ୍ତିଙ୍କ କୁଶଳ ମନାସି ଦଶଦାନ ଦିଆଯିବାର ବିଧି ରହିଛି । ତେଣୁ ବନ୍ଧୁ ବାଇଡେନଙ୍କ ସର୍ବକୁଶଳତା ପାଇଁ ଏଇ ଅନନ୍ୟ ଦାନ ଦେଇଛନ୍ତି ମୋଦି । More
  • Prangyan Parimita
  • 11 months ago

ପ୍ରଚଣ୍ଡ ତାତିରୁ ତ୍ରାହି... ପ୍ରାୟ ୧୦ ଦିନ ବିଳମ୍ବରେ ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ମାଲକାନଗିରି, କୋରାପୁଟ ଓ ଗଜପତିରେ ମୌସୁମୀର ପ୍ରବେଶ । ପ୍ରାକ୍ ମୌସୁମୀ ବର୍ଷାରେ ଉବୁଟୁବୁ କଟକ, ଭୁବନେଶ୍ୱର । ପଦାରେ ପଡ଼ିଲା ଟୁଇନ୍ ସିଟି ପ୍ରଶାସନର ଢିଲା ପ୍ରସ୍ତୁତି More
  • Satyendu Shekher Mishra
  • 11 months ago

Monsoon: ଏହି ୪ ଜିଲ୍ଲାରେ ୫ ଦିନ ଯାଏଁ ପ୍ରବଳ ବର୍ଷିବ...

ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି । ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । More
  • Satyendu Shekher Mishra
  • 11 months ago

ଓଡ଼ିଶାରେ ନଡ୍ଡା, ୨୪ ନିର୍ବାଚନ ପାଇଁ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି । More
  • Satyendu Shekher Mishra
  • 11 months ago

ଆଗୁଆ ନିର୍ବାଚନ ସଙ୍କେତ ! ବିଜେଡିର ୨୪ ବିଧାୟକଙ୍କୁ ଭେଟିଲେ ନବୀନ

ରଥଯାତ୍ରା ଦିନ ହିଁ ମୁଖ୍ୟମନ୍ତ୍ରୀ ଏହି ବିଧାୟକମାନଙ୍କ ସହ ଆଲୋଚନା କରିଥିବା କୁହାଯାଉଛି । More
  • Rajalaxmi Sahoo
  • 11 months ago

କୋଟିପତି ଲେଡି ଅଫିସରଙ୍କ ମାଳ ମାଳ କୋଠା, ଜମି...

ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଦୁର୍ନୀତିର ଚେର ବହୁ ଗଭୀର ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ଠାବ ହୋଇଛି ମାଳ ମାଳ କୋଠା ବାଡ଼ି ଓ ଜମି ପ୍ଲଟ୍‌। More
  • Satyendu Shekher Mishra
  • 11 months ago

ତାତିରୁ ଆଶ୍ୱସ୍ତି ! ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା

ଆଗାମୀ ୨ ଦିନ ମଧ୍ୟରେ ସାରା ଓଡ଼ିଶାକୁ ଅଗ୍ରସର ହେବ । ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । More
  • Manoranjan Behera
  • 11 months ago

୩ ଘଣ୍ଟା ପାଇଁ ପ୍ରବଳ ଛେଚିବ!! ଭୁବନେଶ୍ୱରରେ ବର୍ଷା ଆରମ୍ଭ

ଆଗାମୀ ୩ ଘଣ୍ଟା ପାଇଁ ୧୧ ଜିଲ୍ଲାରେ ବର୍ଷା ନେଇ ସତର୍କତା । More
  • Rajalaxmi Sahoo
  • 11 months ago

ଆଜି ଆଡ଼ପ ମଣ୍ଡପ ବିଜେ: ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର। ରଥ ଉପରେ ଶ୍ରୀଜିଉମାନଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି।  More
  • Rajalaxmi Sahoo
  • 11 months ago

ଖୁବ୍‌ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ ! ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ -ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। More
  • Chandan Shishu
  • 11 months ago

ଷ୍ଟ୍ରାଇକରେ ବନ କର୍ମଚାରୀ, ଜନବସତି ମୁହାଁ ବଣୁଆ ହାତୀ

ଅନୁଗୁଳରେ ହାତୀ ଆକ୍ରମଣରେ ଦୁଇ ମୃତ। ସମ୍ବଲପୁରରେ ବି ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା। ଆଉ ଭୁବନେଶ୍ୱରରେ ହାତୀଙ୍କ ଉପଦ୍ରବ। ବନ କର୍ମଚାରୀଙ୍କ ନୋ ପାଟ୍ରୋଲିଂ ଡାକରା ପରେ ଲଗାତାର ୩ ଦିନ ଧରି ସାମ୍ନାକୁ ଆସିଛି ଏଭଳି ଘଟଣା। More
  • Chandan Shishu
  • 11 months ago

ଗଞ୍ଜାମ ଧରାକୋଟ, ଯାଜପୁର ଗଡ଼ ମଧୁପୁରରେ ରାଣୀଙ୍କ ରଥଯାତ୍ରା

ଯାଜପୁର ଧର୍ମଶାଳା ବ୍ଲକ ଗଡ଼ ମଧୁପୁରରେ ଛେରା ପହଁରା କରିଛନ୍ତି ରାଜଜେମା ଅପର୍ଣ୍ଣା ଧିରସିଂ। ଗତ ୧୫ ବର୍ଷ ଧରି ସେ ଛେରା ପହଁରା କରୁଛନ୍ତିା More
  • Chandan Shishu
  • 11 months ago

ବାହାନଗା ହାଇସ୍କୁଲରେ ହୋମଯଜ୍ଞ, ନୂଆ ଶ୍ରେଣୀଗୃହରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

ଆଜି ପ୍ରଥମ ଦିନରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ବେଳେ, ତୃତୀୟରୁ ଦଶମ ପିଲା ବି ଖୁବ୍ କମ୍ ସଂଖ୍ୟାରେ ଆସିଥିଲେ। ୫୬୫ ପିଲାରୁ ଉପସ୍ଥିତ ଥିଲେ ମାତ୍ର ୧୧୨ ଜଣ। ପ୍ରାର୍ଥନା ପରେ ହୋଇଥିଲା ଶୋକସଭା। More
  • Chandan Shishu
  • 11 months ago

ଘୋଷଯାତ୍ରାର ଦ୍ୱିତୀୟ ଦିନରେ ବି କମ୍ପିଲା ବଡ଼ଦାଣ୍ଡ; ଅଧାବାଟରୁ ଦର୍ପଦଳନ ଓ ନନ୍ଦିଘୋଷକୁ ଟାଣିନେଲେ ଶ୍ରଦ୍ଧାଳୁ

ଆଖି ମିଶିଲା, ମନ ପୁରିଲା। ଆଷାଢ଼ ଶୁକ୍ଲ ଦ୍ବିତୀୟା ତିଥି ନହୋଇ ବି ପୁରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ଟାଣିବାର ସୌଭାଗ୍ୟ ଜୁଟିଲା। କାଲି ଘୋଷଯାତ୍ରାରେ ଗୁଣ୍ଡିଚା ମନ୍ଦିର ଆସିବା ବେଳେ ଅଧାବାଟରେ ଅଟକି ରହିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଆଜି ପୁଣି ଭକ୍ତି ଭାବରେ ଟାଣି ନେଇଛନ୍ତି ଭକ୍ତ। More
  • Satyendu Shekher Mishra
  • 11 months ago

ସରକାରଙ୍କ ପୋଲ ଖୋଲିଦେଲା ଗ୍ରୀଡ୍‌କୋ ! ବଳକା ନୁହେଁ, ପାଉନି ବୋଲି କଟୁଛି ଲାଇନ୍

ବଳକା ନୁହେଁ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ନିଅଣ୍ଟିଆ । ଟ୍ରିପ୍ ନୁହଁ, ପିକ୍ ଆୱାରରେ ସଟେଜରୁ ହେଉଛି ବିଦ୍ୟୁତ୍ କାଟ୍ । More