• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 17 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 11 months ago

ବିଚିତ୍ର କଳା; ଉର୍ଦ୍ଦୁ ଭଳି ଓଲଟାରେ ଲେଖୁଛନ୍ତି ଓଡ଼ିଆ

ପେଷା ତାଙ୍କ ପରିବା ବ୍ୟବସାୟ । ନିଶା କିନ୍ତୁ କିଛି ଅଲଗା, କିଛି ସ୍ୱତନ୍ତ୍ର । ସାଧାରଣ ଲୋକଙ୍କଠାରୁ ତାଙ୍କ କାମ-କାଇଦା ଟିକିଏ ଭିନ୍ନ । ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ସୁମଣ୍ଡଳ ଗାଁର ବିଜୟ କୁମାର ଗୌଡ଼ । More
  • Tanmay Kumar Mahalik
  • 11 months ago

ବାହାନଗା ଦୁର୍ଘଟଣା; ମୃତକଙ୍କୁ ଚିହ୍ନଟ ପାଇଁ ବିଜ୍ଞାପନ ଦେଲା ରେଳ ମନ୍ତ୍ରାଳୟ

ମୃତେଦହ ନେବାକୁ ଅନେକ ସମ୍ପର୍କୀୟଙ୍କ ଅପେକ୍ଷା ଭିତରେ ଆଜି ରେଳ ମନ୍ତ୍ରଣାଳୟପକ୍ଷରୁ ଏ ପ୍ରକ୍ରିୟା ଆଗକୁ ନେବାକୁ ପ୍ରକାଶ ପାଇଛି ସ୍ୱତନ୍ତ୍ର ବିଜ୍ଞାପନ । ଯେଉଁଥିରେ ମୃତବ୍ୟକ୍ତିଙ୍କ ସଂପର୍କୀୟ କିମ୍ବା ଆତ୍ମୀୟ ଅଚିହ୍ନ ମୃତଦେହ ସହ ସମ୍ପର୍କ ପ୍ରମାଣ କରିବାକୁ ନିଜ ଡିଏନଏ ନମୁନା ପ୍ରଦାନ ପାଇଁ ନିବେଦନ କରିଛି ରେଳ ମନ୍ତ୍ରଣାଳୟ । More
  • Tanmay Kumar Mahalik
  • 11 months ago

ଶାସନକଳର ଶିରାପ୍ରସିରାରେ ଚରିଗଲାଣି କି ଦୁର୍ନୀତି ? ୭ ଦିନରେ ୬ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡ୍

ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ରାମଚନ୍ଦ୍ରଙ୍କ ତିନି ମହଲା ଘର । ହେଲେ ଇଏ କୁଆଡ଼େ ବାବୁ ରାମଚନ୍ଦ୍ରଙ୍କ ସଂପତିର ଛୋଟିଆ ଝଲକ୍। ୟା ବାଦ ବି ଆହୁରି ଅନେକ ସ୍ଥାନରେ ଅସତ୍ ଧନ ଥିବା ସନ୍ଦେହରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା । More
  • Manoranjan Behera
  • 11 months ago

ଆଷାଢ଼ରେ ଖସୁଛି ନିଆଁ; ବର୍ଷା ବଦଳରେ ସାରା ରାଜ୍ୟରେ ପ୍ରବଳ ଗରମ

କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ମୁଣ୍ଡ ଉପରକୁ ସୂର୍ଯ୍ୟ ନଯାଉଣୁ, ଖାଁ ଖାଁ ରାସ୍ତା, ସହର ବଜାରରେ ଅଘୋଷିତ କର୍ଫ୍ୟୁ । More
  • Prangyan Parimita
  • 11 months ago

ହନୁମାନ ଭରସାରେ ଅମଳା ସଂଘର ଆନ୍ଦୋଳନ

ଗତକାଲି ମାଲକାନଗିରିରେ ପକୁଡ଼ି ବିକୁଥିଲେ, ଆଜି ବ୍ରହ୍ମପୁରରେ ହନୁମାନ ଚାଳିଶା ପାଠ କରିଛନ୍ତି। More
  • Prangyan Parimita
  • 11 months ago

ରକ୍ତମୁଖା ଶିକାରୀ, ଗଡ଼ୁଛି ମୁଣ୍ଡ.. ଟାର୍ଗେଟରେ ବନ କର୍ମଚାରୀ

ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଲେଣି ଶିକାରୀ। More
  • Prangyan Parimita
  • 11 months ago

ନାଁ ନନେଇ ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଟାର୍ଗେଟ୍, ଜବାବରେ ସାଂସଦଙ୍କୁ ବିଜେଡିର ବ୍ୟକ୍ତିଗତ ଆକ୍ଷେପ

ରାଜ୍ୟ ଶାସନ ବ୍ୟବସ୍ଥାକୁ ଜଣେ ସଚିବ ସ୍ତରର ଅଧିକାରୀ ହାଇଜାକ୍ କରିଥିବା ଅଭିଯୋଗ ଆଣି ପରୋକ୍ଷରେ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦଅପରାଜିତା ଷଡ଼ଙ୍ଗୀ। More
  • Manoranjan Behera
  • 11 months ago

କେବେ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ?

ରତ୍ନଭଣ୍ଡାର ଅସୁରକ୍ଷିତ ଥିବା କଥା ଆଜିର ନୁହେଁ । ରହସ୍ୟମୟ ରତ୍ନଭଣ୍ଡାରରେ ଫାଟ ଏବଂ ପାଣି ଗଳିବା ଘଟଣା ଗତ ୫ ବର୍ଷ ତଳୁ ଜଣାପଡ଼ିଲାଣି । More
  • Pramod Behera
  • 11 months ago

ଟେଷ୍ଟ୍‌ କ୍ରିକେଟ୍‌ରେ ସରିଆସିଲାଣି କି ବିରାଟ-ରୋହିତ-ଚେତେଶ୍ୱରଙ୍କ ସମୟ

ଚର୍ଚ୍ଚା ହେଉଛି ଯେ ଟେଷ୍ଟ କ୍ରିକେଟ୍‌ରେ ଭାରତର ତିନି ପ୍ରମୁଖ ବ୍ୟାଟର୍ - ବିରାଟ କୋହଲି, ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ସମୟ ସରିଆସିଲାଣି । ସେମାନଙ୍କ ବିକଳ୍ପ ଖୋଜିବା ଜରୁରୀ ହୋଇଯାଇଛି । ଆଗାମୀ ଦୁଇ ବର୍ଷ ଅର୍ଥାତ୍ ପରବର୍ତ୍ତୀ ଡବ୍ଲ୍ୟୁଟିସି ଫାଇନାଲ୍‌କୁ ଆଖି ଆଗରେ ରଖି ଏବେଠାରୁ ଟିମ୍‌କୁ ପ୍ରସ୍ତୁତ କରିବାକୁ ହେବ। More
  • Rajalaxmi Sahoo
  • 11 months ago

ଓଡ଼ିଶାରେ ସରକାରୀ ଚାକିରି: ଖାଲି ଅଛି ଏତିକି ପଦବୀ....ଜୁନ୍‌ ୨୬ରୁ ଆବେଦନ

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(OSSC) ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଜୁନ୍‌ ୨୬ରେ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ ୨୬ ଆବେଦନର ଶେଷ ତାରିଖ। More
  • Satyendu Shekher Mishra
  • 11 months ago

ଗରମ ମୁଡ୍‌ରେ ଅପରାଜିତା ! ସଚିବଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ, ‘ରାଜନୀତି କରିବ ତ ମଇଦାନକୁ ଆସ’

ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରି ଛାଡ଼ କହିଲେ ଅପରାଜିତା । ସରକାରୀ ଚାକିରି କରିବ ପୁଣି ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ ।  More
  • Satyendu Shekher Mishra
  • 11 months ago

ଆହୁରି ତାତିବ ! ସକାଳ ୮.୩୦ରେ ୩୫.୬ଂ ହେଲାଣି, ଦିନ ସାରା ବାକିଅଛି...

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆହୁରି ୨ ଦିନ ଯାଏଁ ଏବଂ ପଶ୍ଚିମ ଓଡ଼ିଶାରେ ୪ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ।  More
  • Rajalaxmi Sahoo
  • 11 months ago

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡ଼ି, ସାଇକେଲରେ ବୁହା ହେଲା ମୃତଦେହ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମୃତକଙ୍କୁ ମିଳୁନି ମହାପ୍ରୟାଣ ଗାଡ଼ି। ଫଳରେ ସାଇକେଲରେ ବୁହା ହେଲା ମୃତଦେହ। More
  • Satyendu Shekher Mishra
  • 11 months ago

Ratha Jatra: ବଡ଼ ତ୍ରୁଟି, ଶୁଭଦ୍ରାଙ୍କ ରଥ ଅଖରେ ଫାଟ

ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । More
  • Rajalaxmi Sahoo
  • 11 months ago

ରଜ ଦୋଳିରେ ଝୁଲୁଛି ଯୁବକଙ୍କ ମୃତଦେହ

ରଜ ଦୋଳିରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ଯୁବକ ଜଣକ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ। More
  • Rajalaxmi Sahoo
  • 11 months ago

ଶିକାରୀ ଗୁଳିରେ ଗଲା ଫରେଷ୍ଟରଙ୍କ ଜୀବନ

ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀ ଏବଂ ବନ କର୍ମଚାରୀ ମୁହାଁମୁହି ହୋଇଥିଲେ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଫରେଷ୍ଟରଙ୍କ ମୃତ୍ୟୁ ହୋଇଥିବା ସୂଚନା। More
  • Manoranjan Behera
  • 11 months ago

କାନ୍ଧରେ କୁରାଢ଼ି, ହାତରେ ବକ୍କଳ : କେନ୍ଦୁଝର ରଥ ପାଇଁ ବଣରେ ବୁଲି ବୁଲି ଶିଆଳି ଲତା ସଂଗ୍ରହ କରୁଛନ୍ତି ଭୂୟାଁ ସେବକ

ଘଞ୍ଚ ଜଙ୍ଗଲରେ ସନ୍ଧାନ..କାନ୍ଧରେ କୁରାଢ଼ି, ହାତରେ ବକ୍କଳ । ଇଏ ଖୋଜ୍ ଏମିତି ସେମିତି ନୁହେଁ । ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଖୋଜା ଚାଲିଛି ଶିଆଳି ଲତା । More
  • Manoranjan Behera
  • 11 months ago

କାହିଁକି ନିଶାଖୋର ହେଉଛନ୍ତି ଯୁବପିଢ଼ି ?

ରାଜ୍ୟରେ ବଢ଼ୁଛି ନିଶାଡ଼ିଙ୍କ ସଂଖ୍ୟା । ବିଭିନ୍ନ ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ର ହାଉସଫୁଲ୍ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରାୟ ଶହେ କେନ୍ଦ୍ର ଫୁଲ୍ ପଡ଼ିଛି । ନିଶା ସେବନ ବଦଭ୍ୟାସ ନୁହେଁ ବରଂ ରୋଗ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ । More
  • Satyendu Shekher Mishra
  • 11 months ago

ବାହାନଗା ଟ୍ରେନ ଟ୍ରାଜେଡିକୁ ପୁରିଲା ୨ ସପ୍ତାହ, ଏବେବି ପରିଚୟ ଖୋଜୁଛି ୮୧ ଶବ

ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର । More
  • Satyendu Shekher Mishra
  • 11 months ago

ଅଧା ଆଷାଢ଼ରେ ଜଳୁଛି ରାଜ୍ୟ ! ୧୪ ବର୍ଷର ରେକର୍ଡ ଭାଙ୍ଗିଲା, ଭୁବନେଶ୍ୱର ୪୪.୬ଂ

୪୫.୬ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର । ଆହୁରି ୪ ଦିନ ନିସ୍ତାର ନାହିଁ: ପାଣିପାଗ ବିଭାଗ । More
  • Manoranjan Behera
  • 11 months ago

ଜଗା ପ୍ରେମରେ କାରିଗର; କିଏ ଗଢ଼ୁଛି ସୋଲଫୁଲ, କିଏ ବୁଣୁଛି ଗୀତଗୋବିନ୍ଦ ଖଣ୍ଡୁଆ ପାଟ..

ଶ୍ରୀକ୍ଷେତ୍ରଠୁ ଯୋଜନ ଦୂରେ ଥାଇ କାଳିଆ ସେବାରେ ସମର୍ପିତ । କିଏ ଗଢ଼ୁଛି ସୋଲଫୁଲ, କିଏ ବୁଣୁଛି ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ପିଢ଼ି ପରେ ପିଢ଼ି ମହାପ୍ରଭୁଙ୍କ ସେବାରେ ସମର୍ପିତ ଦୁଇ ପରିବାର । More