• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 06 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ହାବିଲଦାର ରାଜେଶ ସାହୁ; ସେନାରେ କ୍ୟାରିୟର ଚାହୁଁଥିବା ଯୁବପିଢିଙ୍କ ଦକ୍ଷ ଗୁରୁ

ତାଙ୍କ କ୍ୟାମ୍ପର ମୋଟ ୪୨ ପିଲାଙ୍କ ଭିତରୁ ୩୦ ଜଣ ଉଭୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ରାଜେଶଙ୍କୁ ନେଇ ଜିଲ୍ଲା ବ୍ୟାପୀ ଚର୍ଚ୍ଚା। More
  • Satyendu Shekher Mishra
  • 2 years ago

ଏ କି ନୂଆ ଫନ୍ଦି ! ଜିଲ୍ଲାରେ ନିଯୁକ୍ତି ହେବେ ରିଟାର୍ଡ ବାବୁ, ଦରମା ୭୫ ହଜାର

ଚାକିରି କରିବେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ଅଜବ ନିଯୁକ୍ତି ବ୍ୟବସ୍ଥାକୁ ନେଇ ଘେରିଲେ ବିରୋଧୀ । More
  • Satyendu Shekher Mishra
  • 2 years ago

​​​​​​​ଗାଁ ଖାଲି ଖାଲି, ଦୂଆରେ ଦୂଆରେ ତାଲା ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାନା ପାଇଁ ଧାଇଛନ୍ତି ଦାଦନ..

ବେରୋଜଗାରୀକୁ ନେଇ ଯୁବପିଢ଼ିଙ୍କ ଭିତରେ ଅସନ୍ତୋଷ । ବିଜେଡି ଗଡ଼ରେ ସରକାରଙ୍କୁ ଘେରିଲେ ବିଜୟ । More
  • Satyendu Shekher Mishra
  • 2 years ago

କେବେ ଗଡ଼ିବ ମେଟ୍ରୋ ? କେଉଁଠି ହେବ ରାସ୍ତା ? ଖର୍ଚ୍ଚ ହେବ କେତେ ? ଜାଣନ୍ତୁ କ’ଣ କହୁଛି ରିପୋର୍ଟ...

କେବେ ବାସ୍ତବ ରୂପ ନେବ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ସ୍ୱପ୍ନ ? ଘୋଷଣା ପରଠୁ ଟ୍ୱିନ୍ ସିଟିରେ ଚର୍ଚ୍ଚା ଓ ଉତ୍କଣ୍ଠା । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ଗଡ଼ିବ ମେଟ୍ରୋ । More
  • Manoranjan Behera
  • 2 years ago

ଟ୍ୱିନ୍‌ସିଟିରେ ରାସ୍ତାଘାଟରେ ଚାଲୁଛି ପାଣି, ଯାତାୟତ ବାଧାପ୍ରାପ୍ତ

ପ୍ରବଳ ବର୍ଷାରେ ଭିଜିଲା ଟ୍ୱିନ୍‌ସିଟି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ରାଜଧାନୀ । More
  • Manoranjan Behera
  • 2 years ago

ଲାଞ୍ଚ ନେଉଥିଲେ; ବନ୍ଧା ହେଲେ ଖଣ୍ଡଗିରି ଥାନା SI

ଭୁବନେଶ୍ୱର ଖଣ୍ଡଗିରି ଥାନା SI ସୁଶାନ୍ତ ସ୍ୱାଇଁ ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି । More
  • Manoranjan Behera
  • 2 years ago

ନବୀନଙ୍କୁ ବିଜୟଙ୍କ ସିଧା ନିଶାନା; କାହିଁକି ଶିଳ୍ପ ଉପରେ ଗୁରୁତ୍ୱ ଦେଲେନି ?

'ବିଜେଡିକୁ ଜିତେଇବା ପାଇଁ କାମ କରୁଛନ୍ତି ଗଂଜାମ ଜିଲ୍ଲାର ପ୍ରଶାସନିକ ଅଧିକାରୀ': ବିଜୟ ପଟ୍ଟନାୟକ More
  • Rajalaxmi Sahoo
  • 2 years ago

ଗୋଟିଏ ଝଟ୍‌କାରେ ସବୁ ଧୂଳିସାତ୍‌, ରାତାରାତି କୋଟିପତି ହେବା ସ୍ୱପ୍ନ ଦେଖିଥିଲେ SBI ଡେପୁଟି ମ୍ୟାନେଜର...

ଠକେଇ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଳବାଣୀ ବ୍ରାଞ୍ଚ୍‌ର SBI ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ EOW ଗିରଫ କରିଛି। ଆଶୁତୋଷ ବେଆଇନ୍ନ‌ ଭାବେ ୫୯ଟି ଏକ୍ସପ୍ରେସ୍‌ କ୍ରେଡିଟ ଲୋନ୍‌ ଅନୁମତି ଦେଇଥିବା ଅଭିଯୋଗ ରହିଛି। More
  • Rajalaxmi Sahoo
  • 2 years ago

ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା, ବର୍ଷ ସାରା ପାଣିରେ ବୁଡ଼ି ରହିଥିଲା...

 ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବର୍ଷ ସାରା ବୁଡ଼ି ରହିଥିବା ନନ୍ଦା ଓ ଭଦ୍ରା ଚାପ ଡଙ୍ଗା ସମେତ ଅନ୍ୟ ଡଙ୍ଗାକୁ ଭୋଇ ସେବାୟତ ବାହାର କରିଛନ୍ତି।  More
  • Rajalaxmi Sahoo
  • 2 years ago

ନିଦରେ ଶୋଇଗଲେ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍‌, ଭୁଲିଗଲେ ଟ୍ରେନ୍‌କୁ ସିଗ୍ନାଲ ଦେବା; ତା’ପରେ...

ନିଦରେ ଶୋଇଗଲେ ରେଲ୍‌ୱେ ଫାଟକରେ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍‌, ଆଉ ଭୁଲିଗଲେ ଟ୍ରେନ୍‌କୁ ସିଗ୍ନାଲ ଦେବା। ଶେଷରେ ନିଜେ ଲୋକ ପାଇଲଟ୍‌ ଟ୍ରେନ୍‌ରୁ ଓହ୍ଲାଇ ସିଗ୍ନାଲ ଦେଇଥିଲେ ଓ ଅନ୍ୟ ଜଣେ ଲୋକ ପାଇଲଟ୍‌ ଟ୍ରେନ୍‌ ଚଲାଇ ଥିଲେ। More
  • Rajalaxmi Sahoo
  • 2 years ago

ଭୟଙ୍କର ଦୁର୍ଘଟଣା: ଗାଡ଼ି ସହ ଜୀଅନ୍ତା ଜଳିଗଲେ ୩ ଜଣ

୨ଟି ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ ୨ଟି ଯାକ ଟ୍ରେଲର ଜଳି ଯାଇଥିଲା। ଏହି ସମୟରେ ପଛପଟୁ ଆଉ ଏକ ୧୬ ଚକିଆ ଟ୍ରକ୍‌ ଧକ୍କା ଦେବା ସହ ଜଳି ଯାଇଥିଲା। More
  • Satyendu Shekher Mishra
  • 2 years ago

ଓଡ଼ିଶାର ତିନି ବିଶିଷ୍ଟ ବ୍ୟକ୍ତି ବିଶେଷ ଅନ୍ତର୍ଯ୍ୟାମୀ-ପଟାୟତ-କ୍ରୀଷ୍ଣାଙ୍କୁ ପଦ୍ମ ପୁରସ୍କାର

ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । More
  • Manoranjan Behera
  • 2 years ago

ମାଟ୍ରିକ୍‌ରେ ଗଣିତକୁ ଡରୁଛନ୍ତି କି ପିଲା? ଆସିନାହାନ୍ତି ୧୬ ହଜାର ୬୭୯ ଛାତ୍ରଛାତ୍ରୀ

ଆସିଲା ମାଟ୍ରିକ୍ ଡ୍ରପ୍ ଆଉଟ୍ ର ଆଉ ଏକ ସାଂଘାତିକ ତଥ୍ୟ । ପ୍ରତି ବିଷୟରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟାରେ ରହିନି ତାଳମେଳ। ଅର୍ଥାତ ଯିଏ ସାହିତ୍ୟ ପରୀକ୍ଷା ଦେଇଛି ସିଏ ଗଣିତ କି ଇଂରାଜୀ ଭଳି କଠିନ ବିଷୟରେ ପରୀକ୍ଷା ଦେଇନି । More
  • Manoranjan Behera
  • 2 years ago

ବାପ୍‌ରେ ବାପ୍‌ ଏମିତି ହେଉଛି ସରକାରୀ କାମ; ହାତ ମାରିଦେଲେ ଉଠିଯାଉଛି ପିଚୁ

ନିର୍ମାଣକୁ ସପ୍ତାହେ ପୁରିନି । କିନ୍ତୁ ହାତ ମାରିଦେଲେ ଉଠିଯାଉଛି ପରସ୍ତ ପରସ୍ତ ପିଚୁ। More
  • Prangyan Parimita
  • 2 years ago

ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି SHG ଗୋଷ୍ଠୀ ?

ସରକାରଙ୍କ ଉପରୁ ତୁଟୁଛି କି ଏସ୍ଏଚଜିଙ୍କ ଭରସା? ଏକଜୁଟ୍ କରି ରଖିବାକୁ ନେତାଙ୍କୁ ବିଜେଡିର ନିର୍ଦ୍ଦେଶ More
  • Manoranjan Behera
  • 2 years ago

ପେଟରେ ବଢ଼ୁଥିଲା ଟ୍ୟୁମର୍‌, ଡାକ୍ତର ଦେଉଥିଲେ ଆଇରନ୍‌ ବଟିକା

ଡାକ୍ତର ଯଦି ଠିକରେ ରୋଗ ଚିହ୍ନି ନପାରିବେ ଓ ଭୁଲ୍ ଔଷଧ ଦେବେ ତାହେଲେ କହିବା କାହାକୁ । ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦିବ୍ୟାଙ୍ଗ ମହିଳା । କ’ଣ କରିବେ କୁଆଡ଼େ ନେବେ, ପରିବାର ଲୋକେ ବାଉଳା ହେଉଛନ୍ତି । More