ସଂକ୍ଷେପରେ ଆଜିର ତାଜା ଖବର - Thursday, 28 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କି ପାପ କରିଥିଲା ନିଷ୍ପାପ ଶିଶୁ; ବାପା ମାଆ ଚାଲି ଗଲେ, ସାଙ୍ଗରେ ପିଲାଟାକୁ ବି ନେଇଗଲେ

ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ରହୁଥିବା ଏକ ଭଡ଼ାଘରୁ ବାପା, ମା ଓ ଝିଅର ମୃତଦେହ ମିଳିଛି । ବୁଧବାର ରାତି ପ୍ରାୟ ୧୦ଟାବେଳେ ଜଣାପଡ଼ିଥିଲା କି ଏମାନେ ବନ୍ଦ କୋଠରୀରେ ଆତ୍ମହତ୍ୟା କରିଛନ୍ତି । More

ହାତରେ ଆଡମିଟ୍ କାର୍ଡ, ମୁହଁରେ ମାସ୍କ ପିନ୍ଧି ଅଫଲାଇନ୍‌ ପରୀକ୍ଷା ଦେଲେ ଛାଚ୍ରଛାତ୍ରୀ

ମହାମାରୀ କରୋନାର ଦାଉ କମିବା ପରେ ୨ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ଦେଇଛନ୍ତି ଛାଚ୍ରଛାତ୍ରୀ । ପ୍ରଥମ ବୋର୍ଡ ଏଗଜାମ୍ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । More

କେମିତି ହେବ କଂଗ୍ରେସର ସାଂଗଠନିକ ପୁର୍ନଗଠନ? ଲବି ପାଇଁ ଦିଲ୍ଲୀରେ କଂଗ୍ରେସ ନେତାଙ୍କ ଭିଡ଼

ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଥିବାର ଦେଖିବାକୁ ମିଳିଛି । ଦିଲ୍ଲୀରେ ପହଞ୍ଚିଛି ରାଜ୍ୟ କଳି । ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ବିଭିନ୍ନ ଗୋଷ୍ଠୀ ଲବି ଆରମ୍ଭ କରିଛନ୍ତି । More

ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ନେଇ ତେଜୁଛି ରାଜନୀତି; ଦ୍ୱନ୍ଦ୍ୱ ବଢ଼ାଉଛନ୍ତି ସରକାର

ପ୍ରକଳ୍ପକୁ ନେଇ ସରକାରଙ୍କ ନିରବତା ଏବେ ରାଜ୍ୟବାସୀଙ୍କ ସନ୍ଦେହ ବଢାଇବାରେ ଲାଗିଛି । ବିକାଶ ନାଁରେ ଶ୍ରୀମନ୍ଦିରକୁ କ୍ଷତି ନପହଞ୍ଚୁ ତାହା ସମସ୍ତଙ୍କର ଚିନ୍ତା ରହିଛି । ପ୍ରକଳ୍ପ ସଂପର୍କରେ ତଥ୍ୟ ସାର୍ବଜନିନ କରାଯିବ ବୋଲି ପୂର୍ବରୁ ପୁରୀ ଜିଲ୍ଲାପାଳ କହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ଉତ୍ତର ଦିଆଯାଇନାହିଁ । More

ଏମିତି ବିଶ୍ୱସ୍ତରୀୟ ବ୍ୟବସ୍ଥା ! ପୂର୍ବ ଭାରତର ସବୁଠୁ ବଡ଼ କ୍ୟାନ୍‌ସର ହସ୍ପିଟାଲ ଆଗରେ ପ୍ରଚଣ୍ଡ ଖରାରେ ରୋଗୀ

ମୁଣ୍ଡଫଟା ଖରାରେ ଯେତେବେଳେ ସହର ଜଳୁଛି, ମଣିଷ ତ ମଣିଷ ଚଢେଇ ଚିରୁଗୁଣୀ ବି ନିଜ ବସାରୁ ବାହାରିବାକୁ ଡରୁଛନ୍ତି । More

ଏବର୍ଷର ରେକର୍ଡ ଭାଙ୍ଗିଲା ତାତି, ୪୫ ଡିଗ୍ରୀ ଛୁଇଁଲା ପାରଦ

ଆଭ୍ୟନ୍ତର ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି । More

ଜିଲ୍ଲାପାଳଙ୍କୁ ପୁଣି ସମନ, ଏଥର ହାଜର ନହେଲେ କାର୍ଯ୍ୟାନୁଷ୍ଠାନ !

ପୂର୍ବରୁ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ହାଜର ହୋଇନଥିଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଜନଜାତି କମିଶନଙ୍କ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିଲା । More

ନାଲି ନୁହେଁ, ହଳଦିଆ ତରଭୁଜ ! ମିଠା ଆଉ ସ୍ୱାଦ କଥା କହିଲେ ନସରେ..

ରାୟଗଡାର ଡି.ଶ୍ରୀନିବାସ ଜୈବିକ ପଦ୍ଧତିରେ ଫଳାଉଛନ୍ତି ଭଳିକି ଭଳି ପନିପରିବା ଓ ଫଳ। ଏହାସହ ୫୦ରୁ ଉର୍ଦ୍ଧ ଲୋକଙ୍କୁ ଦେଇଛନ୍ତି ରୋଜଗାର । More

ଆଦିବାସୀଙ୍କୁ ମିଳୁନି ତାଙ୍କ ପ୍ରାପ୍ୟ ! ବଜାର ଦରଠୁ ଖୁବ୍‌ କମ୍‌ ଦାମ୍‌ରେ ବିକୁଛନ୍ତି ମହୁଲ ଫୁଲ..

ସକାଳ ହେଲେ ଜଙ୍ଗଲରେ ପହଞ୍ଚିଯାଆନ୍ତି ଆଦିବାସୀ ଲୋକେ । ପିଲାଠୁ ବୁଢା ସମସ୍ତେ ଲାଗିପଡ଼ନ୍ତି ମହୁଲ ଗୋଟାଇବାରେ । More

ଏମିତି ପୁଅ କାହାକୁ ନଦିଅନ୍ତି ଭଗବାନ ! ଭଙ୍ଗାଦଦରା ପାଇଖାନା ଘରେ ବାପାକୁ ଫୋପାଡ଼ି ଦେଲା..

ଭଙ୍ଗାଦଦରା ପାଇଖାନା ଭିତରେ ବୁଢା ବାପାଟାକୁ ଫୋପାଡ଼ି ଦେଇଛନ୍ତି ପୁଅ ବୋହୂ । More

ଲାଞ୍ଚ ଦେବା ପରେ ବି କାମ ହେଲାନି ! ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ପ୍ରତିବାଦ କଲେ

ଲାଞ୍ଚ ଦେବା ପରେ ମଧ୍ୟ କାମ ନହେବାରୁ ଉପଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ପ୍ରତିବାଦ କରିଛନ୍ତି ଆବେଦନକାରୀ । More

ଶ୍ରୀମନ୍ଦିରକୁ ପରିକ୍ରମା ପ୍ରକଳ୍ପକୁ ନେଇ ଘନଉଛି ବିବାଦ, ବାଚସ୍ପତି କହିଲେ ରାଜନୀତି ସରୁ ତାପରେ..

ଖୁବଶୀଘ୍ର ବିଧାନସଭା କମିଟି ପୁରୀ ଗସ୍ତ କରିବ । ତାପୂର୍ବରୁ ଯିଏ ଯିଏ ପୁରୀ ବୁଲି ଆସିବା କଥା ଆସନ୍ତୁ ବୋଲି କହିଥିଲେ ବାଚସ୍ପତି । More

ଭିଜିଲାନ୍ସ ଜାଲରେ ନିଲମ୍ବିତ ASI ! ରେଡ୍‌ ବେଳେ ଧରାପଡ଼ିଲା ଅପର୍ଯ୍ୟାପ୍ତ ସମ୍ପତ୍ତି

ମାଲକାନଗିରିର ଭଡ଼ା ଘର, ସୁନାବେଡ଼ାର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଏବଂ ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ ଚଢାଉ କରିଛି । More

ରୁହନ୍ତୁ ସତର୍କ, ପୁଣି ଓଡ଼ିଶାକୁ ଫେରିବ କରୋନା ! ୩/୪ ସପ୍ତାହ ପରେ ବଢ଼ିପାରେ ସଂକ୍ରମଣ

ଆସନ୍ତା ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। More

ତେଜିଲା ରାଜନୀତି ! ଅପରାଜିତାଙ୍କ ସହ ସ୍ୱର ମେଳାଇଲେ ବିଧାୟକ ଜୟନ୍ତ ଷଢ଼ଙ୍ଗୀ

ଏଏସ୍‌ଆଇକୁ ଟାର୍ଗେଟ କରିବା ସହ ପ୍ରତ୍ନତତ୍ତ ବିଭାଗ ତଥା ASIକୁ ବଦମାସ୍ ବୋଲି କହିଛନ୍ତି ଜୟନ୍ତ । More

ପୁଣି କେବେ ଖୋଲିବ ସ୍କୁଲ୍‌ ? ଜାଣନ୍ତୁ, କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ତାତି ବଢ଼ୁଥିବାରୁ ଆସନ୍ତା ୩୦ ତାରିଖ ଯାଏ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ୨୬ ତାରିଖରୁ ୩୦ ତାରିଖ ୫ ଦିନ ପାଇଁ ସ୍କୁଲ ଛୁଟି ସରକାର ଘୋଷଣା କରିଛନ୍ତି। More

ରାଜଧାନୀରେ ଚାଞ୍ଚଲ୍ୟ: ଘର ଭିତରୁ ମିଳିଲା ୩ ଝୁଲନ୍ତା ମୃତଦେହ

ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। More

କପି ଧରାପଡ଼ିବାରୁ ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ର ! ହଷ୍ଟେଲରୁ ମିଳିଲା ମୃତଦେହ

କପି କରି ଧରାପଡ଼ି ଯିବାରୁ ଜଣେ ଛାତ୍ର ଜୀବନ ହାରିଥିବା ସୂଚନା ମିଳିଛି। କଲେଜ କର୍ତ୍ତୃପକ୍ଷ ତାଙ୍କୁ ଦୁର୍ବ୍ୟବହାର କରି କ୍ଲାସ୍‌ ରୁମ୍‌ରୁ ବାହାର କରି ଦେଇଥିଲେ ବୋଲି ବୈଷ୍ଣବଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। More

ଭାରସାମ୍ୟ ହରାଇ ଓଲଟିଲା ବସ୍; ୧୫ ଆହତ

ପୁଣି ବସ୍‌ ଓଲଟି ଯାତ୍ରୀ ଆହତ । ସୁନ୍ଦରଗଡ ଜିଲ୍ଲା ଝରିଆପାଲି ନିକଟରେ ବସ୍ ଓଲଟି ୧୫ ଜଣ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିବା ସୂଚନା ମିଳିଛି । More

କାଲି ଧରାପଡ଼ିଥିଲେ, ଆଜି ଖସି ପଳାଇଲେ...

କାଲି ଧରାପଡ଼ିଥିଲେ, ଆଜି ଖସି ପଳାଇଲେ। ଡକାୟତି ମାମଲାରେ ଅଟକ ଥିବା ୨ ଜଣ ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। More

ଗଞ୍ଜେଇ ଚାଲାଣ ପଣ୍ଡ କରିବାକୁ ଯାଇଥିଲେ କନଷ୍ଟେବଲ, ହେଲେ ଫସିଗଲେ ନିଜେ...

ରାତି ଅଧରେ ଗାଁରେ ପଶି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗରେ ୨ ଜଣ ଅବକାରୀ ବିଭାଗର କନଷ୍ଟେବଲଙ୍କୁ ଗାଁ ଲୋକେ ଅଟକ ରଖିଥିବା ସୂଚନା ମିଳିଛି।  More

ନାଗ ସହ ‘ନାଗିନ୍ ଡ୍ୟାନ୍ସ’ ଗୀତରେ ନାଚିଲେ ବରଯାତ୍ରୀ

କେବେ ଶୁଣିଛନ୍ତି କି ନାଗ ସହ ନାଗିନ୍‌ ଡ୍ୟାନ୍ସ ? ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ ଏହା ଏକ୍‌ଦମ୍ ସତ ଘଟଣା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଦେଖିବାକୁ ମିଳିଛି ଏହି ଅଦ୍ଭୂତ ଦୃଶ୍ୟ । More

ଏଣିକି ଅଂଶୁଘାତ ରୋଗୀଙ୍କୁ ମିଳିଲା ଆଶ୍ୱସ୍ତି; SCBରେ ଖୋଲିଲା ସ୍ୱତନ୍ତ୍ର ‘ଅଂଶୁଘାତ ଓ୍ୱାର୍ଡ’

ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ କଟକ ଏସସିବି ପରିସରରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ । More

ରାଜଧାନୀରେ ମାତିଛନ୍ତି ନକଲି ମୂକ, ବଧିର ଗ୍ୟାଙ୍ଗ; ଟାର୍ଗେଟ୍‌ରେ ହଷ୍ଟେଲ ଓ ମେସ୍‌

ବିଭିନ୍ନ ହଷ୍ଟେଲ, ମେସ୍‌କୁ ଟାର୍ଗେଟ କରି ତାମିଲନାଡୁର ଏହି ଗ୍ୟାଙ୍ଗ ଭୁବନେଶ୍ୱରରେ ଚୋରି କରିବା ସହ ଆତଙ୍କ ଖେଳାଇଛନ୍ତି। ଆଉ ଧରାପଡ଼ିଗଲେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇ ନାଟକ ଆରମ୍ଭ କରି ଦେଉଛନ୍ତି।  More

ଆଜିଠୁ ଦ୍ୱାଦଶ ବୋ଼ର୍ଡ ପରୀକ୍ଷା

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ଦୁଇ ବର୍ଷ ପରେ ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେବେ । ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା । More

କଂଗ୍ରେସରେ ତେଜିଲା ସୁର-ନିରଞ୍ଜନ କଳି

୨୦୧୯ ନିର୍ବାଚନର ଟିକେଟବଣ୍ଟା ଓ ଫଳାଫଳ ଉପରେ ଯେଉଁମାନେ ବିବୃତ୍ତି ଦେଇଥିଲେ ତାହା ଦଳର ଗାରିମା ବଢ଼ାଇଛି କି ? More

ପ୍ରଶାସନର ବାରଣ ସତ୍ତ୍ୱେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଅପରାଜିତା

ପଦଯାତ୍ରାକୁ ପ୍ରଶାସନର ବାରଣ ସତ୍ତ୍ୱେ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ତେବେ ତାଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼। More

ଦଳୀୟ ପଦରୁ ତାରା ବାହିନୀପତିଙ୍କ ଇସ୍ତଫା !

କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ତାରା ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଛି। More

ପକ୍ଷାଘାତରେ ପୀଡିତ ସ୍ତ୍ରୀକୁ ପୋଖରୀରେ ବୁଡେଇ ମାରିଦେଲା ପିଶାଚ ସ୍ୱାମୀ

ଲକ୍ଷ୍ମୀଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ଫେରାର ଥିବା ସୂଚନା ମିଳିଛି। More

ବେଘର ହେଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ

ରାଜରାସ୍ତାକୁ ଆସିଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଗୁରୁ ମାୟାଧର ପ୍ରଦାନଙ୍କ ଘରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଫଳରେ ୯୧ ବର୍ଷୀୟ ଓଡ଼ିଶୀ ନୃତ୍ୟ ଗୁରୁ ଏବେ ନିରାଶ୍ରୟ ପାଲଟିଛନ୍ତି। More