ରାଉରକେଲାରୁ ଟେନସା ଦୂରତା ପାଖାପାଖି ୯୫ କିଲୋମିଟର । ୨୦୧୮ ମେ’ ୯ ତାରିଖରେ ରାଉରକେଲା ସେକ୍ଟର-୧୯ ପୋଷ୍ଟ ଅଫିସରେ ୫ଶହ ଟଙ୍କା ମନିଅର୍ଡର କରିଥିଲେ ପ୍ରମୋଦ । ହେଲେ ଟଙ୍କା ଭଉଣୀ ପାଖରେ ପହଁଚିଛି କି ନାହିଁ, ଆଉ ବୁଝିନଥିଲେ ।
କଟକର ବିିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଅସମ୍ଭବ ଭିଡ଼ । ତେଣୁ ବ୍ୟବସାୟୀଙ୍କୁ ଆଜି ଦିନରେ ସାମାନ୍ୟ ଫୁରସତ୍ ମିଳିନଥିଲା ।
ମହାନଗର ମାନ୍ୟତା ମିଳିଲା, ହେଲେ ମେୟର ପାଇଲାନି ରାଉରକେଲା ମହାନଗର ନିଗମ। ବିରୋଧୀ ଅଭିଯୋଗ କରିଛନ୍ତି ଯେ, ହକି ବିଶ୍ୱକପ୍ର ଆୟୋଜନ କରି ରାଉରକେଲାବାସୀଙ୍କ ଭାବମୂର୍ତ୍ତୀ ଜିଣିବାକୁ ଶାସକ ଦଳ ଚେଷ୍ଟା କରୁଛି।
ପାନପୋଷ ଛକରେ ଏକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଏଭଳି ଅଘଟଣ ଘଟିଛି ।
ଲାଇନଚ୍ୟୁତ ହେବାରୁ ସେହି ରୁଟ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ବାଲିଯାତ୍ରା ତଳ ପଡ଼ିଆରେ ହଜାର ହଜାର ଲୋକ ଉପସ୍ଥିତ ରହି ରାବଣପୋଡି ଉତ୍ସବ ଦେଖିବାପାଇଁ ଅପେକ୍ଷା କରିଥିଲେ । ହେଲେ ବର୍ଷା ହେବା ପରେ କିଏ ଜରି ପାଲ ତଳେ ରହିଥିଲେ ତ କିଏ ମୁଣ୍ଡରେ ଚେୟାର ରଖି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ ।
ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁର କିଛିଦିନ ପରେ ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି। ସନ୍ତୋଷ ନିଜ ବେଡ୍ ରୁମ୍ରେ ଆତ୍ମହତ୍ୟା କରିଛନ୍ତି।
ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟକ୍ଷମ ଦାବି କରି ଖବରର ଶିରୋନାମାରେ ରହିଥିଲେ ମୁକ୍ତିକାନ୍ତ ।
ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଛନ୍ତି।
କେ-ପପ୍ ଅର୍ଥାତ୍ କୋରିଆନ୍ ପପ୍ ସଙ୍ଗୀତକୁ ନେଇ ଏବେ ସାରା ବିଶ୍ୱରେ ଯୁବ ପିଢ଼ିଙ୍କ ମଧ୍ୟରେ ଖୁବ୍ କ୍ରେଜ୍ ରହିଛି । ତେବେ ଏହାରି ଭିତରେ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ଯେ, ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ଏହାର ଏକ ଅଶଂ । କେ-ପପ୍ର ନୂଆ ଗ୍ରୁପ୍ ବ୍ଲାକ୍ ସ୍ୱାନ୍ରେ ସେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି ।
ସାଇକେଲ୍କୁ ନେଇ ସରକାରୀସ୍ତରରେ ଉଠିଛି ସଚେତନତା ବାର୍ତ୍ତା। ତେବେ ଏହା କେବଳ ପ୍ରଚାର ପାଇଁ ନା ସାଇକେଲ୍ର ଲୋକପ୍ରିୟତା ଫେରାଇ ଆଣିବାକୁ ପ୍ରୟାସ ତାକୁ ନେଇ ଉଠିଛି ପ୍ରଶ୍ନ। କାରଣ ‘ମୋ ସାଇକେଲ୍’ ଯୋଜନା ଫେଲ୍ ମାରିଛି।
ଏହି ସୁଯୋଗ ପାଇବାରେ ଓଡ଼ିଆ ଝିଅ ଶ୍ରେୟା ହେଉଛନ୍ତି ଦେଶରେ ପ୍ରଥମ । ତାଙ୍କ ସହ ବ୍ରାଜିଲର ଝିଅ ଗାବ୍ରିଏଲା ଡାଲସିନ୍ ମଧ୍ୟ ଅଛନ୍ତି ।
ରାଉରକେଲା ରେଳଷ୍ଟେସନ ନିକଟରେ ଥିବା କ୍ରସ୍ରୋଡ୍ ମଲ୍ରେ ଏଭଳି ଘଟଣା ଘଟିଛି । ଜଣେ ଯୁବତୀ ମଲ୍କୁ ବୁଲିବାକୁ ଆସିଥିଲେ ବୋଲି କହିଛନ୍ତି ।
ଏକ ଭିଡ଼ିଓ ଜାରି କରିବା ପରେ ପରେ ରହସ୍ୟଜନକ ଭାବେ ପ୍ରାଣ ହରାଇଛନ୍ତି ରାଉରକେଲା ସିଭିଲ୍ ଟାଉନ୍ସିପ୍ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ୍ । ଜାମ୍ସେଦପୁର ବିଷ୍ଣପୁର ସ୍ଥିତ ଏକ ଟାୱାର ତଳକୁ ଖସି ପଡ଼ିବା ପରେ ଜୀବନ ହରାଇଛନ୍ତି ରାହୁଲ ।
ଶ୍ୱଶୁର ନିର୍ଯାତନା ସହି ନପାରି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ ।
ବଲିଉଡ୍ ସିଙ୍ଗର ଯୁବିନ୍ ନଟିୟାଲଙ୍କ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ଦେଖିବା ପାଇଁ NIT ମୁଖ୍ୟ ଗେଟ ସମ୍ମୁଖରେ ଉତ୍ତେଜନା ।
ଆଉ ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍ । ରାଉରକେଲାର ଆସିଷ୍ଟାଣ୍ଟ କଲେରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି । ଆସିଷ୍ଟାଣ୍ଟ କଲେର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି ।
ମୃତକଙ୍କ ନାଁ ଅମର ପଣ୍ଡା ଓ ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସେମାନେ ଗୋମତି କନ୍ଷ୍ଟ୍ରକ୍ସନ ଜରିଆରେ ଏଠାରେ କାମ କରୁଥିଲେ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ବିଜେପି ଅଫିସରେ ଜଣେ ଯୁବତୀ ଭଙ୍ଗାରୁଜା କରିଛନ୍ତି।
ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା BSKY ସ୍ମାର୍ଟ ହେଲ୍ଥ୍ କାର୍ଡ କାମ ଦେଉ ନଥିବା ଅଭିଯୋଗ ହୋଇଛି।
ବଲାଙ୍ଗିରରୁ ବାଲେଶ୍ୱର । ବାରିପଦାରୁ ବ୍ରହ୍ମପୁର । ରାଉରକେଲା, କଟକ, ଆଉ ରାଜଧାନୀ ଭୁବନେଶ୍ୱର । ଶୀତୁଆ ରାତିରେ ସବୁଠି ପ୍ରାୟ ଏକା ଦୃଶ୍ୟ, ଏକା ଦୁର୍ଦ୍ଦଶା ।
ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାରେ ରଖା ଯାଇଥିଲା ଶବ, ହେଲେ ମୃତଦେହକୁ ଖାଇଗଲା କୁକୁର। ଡାକ୍ତରଖାନାର ଶବାଗାରରେ ରଖା ଯାଇଥିବା ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି।
ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ! ନିର୍ବାଚନ ପରଠୁ ସେ ନିଖୋଜ ଅଛନ୍ତି। ରାଉରକେଲାରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।
ଗ୍ଲାସିୟର ତରଳିବା ଦ୍ୱାରା ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ କିପରି ପଡୁଛି ସେ ନେଇ ଅଧ୍ୟୟନ କରିବ ନିବେଦିତାଙ୍କ ଟିମ୍ । ତାଙ୍କର ଏହି ମିଶନ ପାଇଁ ପ୍ରାୟ ୧୮ ଲକ୍ଷ ଟଙ୍କାର ଆବଶ୍ୟକତା ପଡ଼ୁଥିବାରୁ ଏଥିପାଇଁ ସେ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ କର୍ପୋରେଟ୍ ସଂସ୍ଥାକୁ ଅନୁରୋଧ କରିଛନ୍ତି ।