/odishatv-khabar/media/post_attachments/uploadimage/library/16_9/16_9_0/Women_ASI_1696180907.jpg)
Women ASI
ରାଉରକେଲାରେ ସଡ଼କ ଦୁର୍ଘଟଣାସ୍ଥଳକୁ ଯାଇଥିବା ଉଦିତନଗର ଥାନାର ମହିଳା ASIଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଉତ୍ତେଜନାକୁ ନିୟନ୍ତ୍ରଣ ପାଇଁ ଯାଇଥିଲେ ମହିଳା ଥାନା ASI ଆଲିଶା ନରମି ଲୁଗୁନ। କିନ୍ତୁ ସେଠାରେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଅସୁସ୍ଥତା ଯୋଗୁଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ତାଙ୍କର ମୃତ୍ୟୁ ହେଲା, ସେନେଇ ଉଦିତନଗର ପୋଲିସ ତଦନ୍ତ କରୁଛି।
Advertisment
#ମହିଳା_ASIଙ୍କର_ଡ୍ୟୁଟି_ବେଳେ_ମୃତ୍ୟୁ
-ରାଉରକେଲା: ଉଦିତନଗର ଥାନାର ମହିଳା ASIଙ୍କର ଡ୍ୟୁଟି ବେଳେ ମୃତ୍ୟୁ
-ମହିଳା ASI ଆଲିଶା ନର୍ମି ଲୁଗୁନଙ୍କର ଡ୍ୟୁଟି ବେଳେ ମୃତ୍ୟୁ
-ମହାନଗର ନିଗମ ରିଙ୍ଗ ରୋଡ୍କୁ ଡ୍ୟୁଟିରେ ଯାଇ ଅସୁସ୍ଥ ଅନୁଭବ କଲେ#Odisha#Rourkela#PoliceASIpic.twitter.com/pKOkyr9e4S— ଓଟିଭି (@otvkhabar) October 1, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)