• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 25 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 1 month ago

Resolve Network Issues In Remote Areas: ନେଟୱର୍କ ପାଇଁ ଆଉ ଚଢିବାକୁ ପଡିବନି ଗଛ କି ପାହାଡ଼; ଅପହଞ୍ଚ ଇଲାକାରେ ମିଳିବ ନନଷ୍ଟପ୍ 4G ସେବା...

ଯିବାକୁ ପଡ଼ିବନି କୋଷ କୋଷ ଦୂର ବାଟ । ଏଣିକି ଘର ଭିତରେ ମୋବାଇଲକୁ ଘାଇଁ ଘାଇଁ ଆସିବ ନେଟୱର୍କ। ପିଲା ଘରେ ବସି ପାଠ ପଢିବେ।  More
  • Sujit kumar Swain
  • 1 month ago

Barabati Stadium: ବାରବାଟୀରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା; କେମିତି ଆୟୋଜନ ହେବ ଅନ୍ତର୍ଜାତୀୟ ଦିନିକିଆ ?

କେମିତି ସୁରୁଖୁରୁରେ ହେବ ବାରବାଟୀ ଲଢେଇ ? କିଭଳି ସୁରକ୍ଷିତ ମ୍ୟାଚ୍ ଦେଖି ଫେରିବେ ପ୍ରାୟ ୪୫ ହଜାର ଦର୍ଶକ ? କେମିତି ସୁଦୃଢ ହେବ ଷ୍ଟାଡିୟମର ଅସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ? ଏଥିପାଇଁ ଜୋରସର ପ୍ରସ୍ତୁତି ସହ ପୁରା ଦମ୍ ଲଗାଇ ଦେଇଛନ୍ତି କମିଶନରେଟ ପୋଲିସ । More
  • Manoranjan Sial
  • 1 month ago

Fog Alert In Odisha: ମାଘ ମାସରେ ଶୀତ ଗାଏବ, ୩ ଦିନ ଯାଏ କଲବଲ କରିବ କୁହୁଡି!

୨୬ରୁ ୨୮ ତାରିଖ ଯାଏ ୭ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବ। କିଛି ଜିଲ୍ଲାରେ ଜିରା ଭିଜିବିଲିଟି ମଧ୍ୟ ହେବାର ସମ୍ଭାବନା ରହିଛି। More
  • Sujit kumar Swain
  • 1 month ago

ATM Loot In Odisha: ATMରେ ବେଧଡ଼କ ପଶୁଛନ୍ତି ଲୁଟେରା; ରାଜ୍ୟବ୍ୟାପି ଲୁଟ୍ ହେଲାଣି କୋଟି କୋଟି ଟଙ୍କା...

ଆଉ ତ୍ରାହି ମିଳୁନି ଏଟିଏମ୍ ଲୁଟେରାଙ୍କ ପାଖରୁ...ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି ଥିବା ଏଟିଏମ୍ ଲୁଟ୍, ସତେ ଯେମିତି ପାଲଟିଛି ଲୁଟେରାଙ୍କ ବାଁ ହାତର ଖେଳ। ନା ସିସିଟିଭିର ଭୟ ରହୁଛି ନା ସାଇରନର। ଇଚ୍ଛା କଲେ ପଶିଯାଉଛନ୍ତି, ତଡ଼ାତଡ଼ି ନୁହଁ, ସିଧା ଟେକିନେଉଛନ୍ତି ପୁରା ଏଟିଏମ୍। More
  • Manoranjan Sial
  • 1 month ago

Mahanga Double Murder: ପୁଣି ଖୋଲିବ ମାହାଙ୍ଗା ଡବଲ ମର୍ଡର ଫାଇଲ୍, ଫସିବେ ପ୍ରତାପ ଜେନା!

ପ୍ରାୟ ୪ ବର୍ଷ ତଳେ ଅର୍ଥାତ ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ମାହାଙ୍ଗାରେ ହୋଇଥିଲା ଡବଲ ମର୍ଡର। ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଯେଉଁଥିରେ ୧୩ ଜଣଙ୍କ ବିରୋଧରେ ଏତଲା ହୋଇଥିଲା। More
  • Manoranjan Sial
  • 1 month ago

Who Became Odisha Congress President: ଓଡ଼ିଶା ପ୍ରଦେଶ କଂଗ୍ରେସ କେବେ ପାଇବ ସଭାପତି?

ଗତ ନଭେମ୍ୱର ୪ ତାରିଖରେ ପିସିସି ଚୟନ ପାଇଁ ଓଡ଼ିଶା ଆସିଥିଲେ ଚରଣ ଦାସ ମହନ୍ତଙ୍କ ଟିମ୍‌। କଂଗ୍ରେସ ଭବନରେ ୨୧ ଜଣିଆ ଷ୍ଟିଅରିଂ କମିଟି ସଦସ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ହାଇକମାଣ୍ଡଙ୍କୁ ରିପୋର୍ଟ ମଧ୍ୟ ଦେଇଥିଲେ। More
  • Tapaswini Nayak
  • 1 month ago

Ips Rajesh Pandit: ପୁଣି ବଢ଼ିଲା ଆଇପିଏସ୍ ଅଫିସର ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି

୨୦୨୪ ଜୁଲାଇ ୨୭ ତାରିଖରେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଏକ ଘଟଣା ପାଇଁ ତାଙ୍କ ବିରୋଧରେ ହୋଇଥିଲା ଆକ୍ସନ। କ୍ଷମତାର ଅପବ୍ୟବହାର ଓ ପଦ ମର୍ଯାଦାର ସମ୍ମାନହାନୀ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଭାବରେ ପ୍ରଥମେ ୬୦ ଦିନ ଚିକିରିରୁ ସସପେଣ୍ଡ ହୋଇଥିଲେ। More
  • Santosh Kumar Sahoo
  • 1 month ago

Mayurbhanj BJD: ଫାଟୁଛି ମୟୁରଭଞ୍ଜ ବିଜେଡି, ଦଳରୁ ଇସ୍ତଫା ଦେଲେ ଜିଲ୍ଲା ସମ୍ପାଦକ

ନିର୍ବାଚନବେଳେ ଟିକେଟ ବଣ୍ଟନରେ ପକ୍ଷପାତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଦଳ ସଂପୂର୍ଣ୍ଣ ହାରିଯାଇଥିଲା ବୋଲି ଅଭିନ୍ନ ଅଭିଯୋଗ କରିଛନ୍ତି । More
  • Pallipuspa Samal
  • 1 month ago

Panchang Today 25th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Tapaswini Nayak
  • 1 month ago

ବଢ଼ିବ ତାତି; ଘେରିବ କୁହୁଡ଼ି

ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ। ଉପକୂଳରୁ ଆଭ୍ୟନ୍ତର, ସବୁଠି ତାତି ବଢିଲାଣି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ। More
  • Manoranjan Sial
  • 1 month ago

Cyber Fraud: ୪କୋଟିର ସାଇବର ଠକେଇ, ବନ୍ଧା ହେଲେ ୭

କଟକର ବ୍ୟବସାୟୀଙ୍କୁ ସେୟାର ମାର୍କେଟରେ ପୁଞ୍ଜି ନିବେଶ ପାଇଁ ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ସାମିଲ କରି ଠକେଇ କରିଥିଲେ। ରାମ ଇନଭେଷ୍ଟମେଣ୍ଟ ଏକାଡେମୀ ଗ୍ରୁପ୍‌ରେ ସାମିଲ ହେଵା ପରେ ପୁଞ୍ଜି ନିବେଶ ପାଇଁ ଟିପ୍ସ ଦିଆଯାଇଥିଲା। More
  • Santosh Kumar Sahoo
  • 1 month ago

Farmers Suffer in Mandis: ମଣ୍ଡିରେ କାନ୍ଦୁଛି ଚାଷୀ, ସବୁଠି କଟନୀ-ଛଟନୀ ଓ ମିଲର୍ସଙ୍କ ମନମାନିରେ ଦହଗଞ୍ଜ

ମଣ୍ଡିରେ କାନ୍ଦୁଛି ଚାଷୀ । ଥମୁନି ଧାନ ବିକ୍ରି ଯନ୍ତ୍ରଣା । କଟକ ନିଆଳିରେ ମଣ୍ଡି ସ୍ଥାନାନ୍ତରଣକୁ ବିରୋଧ କରି ରାସ୍ତା ଉପରେ ଧାନ ପୋଡ଼ିଲେ ଅନ୍ନଦାତା । More
  • Santosh Kumar Sahoo
  • 1 month ago

BJD Infighting: ଯାଦୁ ଭଳି ମାଡ଼ିଗଲାଣି ବିଜେଡିର ମେଳି ରାଜନୀତି ! ସାଂଗଠନିକ ନିର୍ବାଚନ ପୂର୍ବରୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା

ଗତକାଲି କଟକରେ ମଶାଲ ଶୋଭାଯାତ୍ରା ଆୟୋଜନ କରିଥିଲା ବିଜୁ ଛାତ୍ର ଜନତା ଦଳ । ଯେଉଁଥିରେ ମେଳି କରିଥିବା ଜୁନିୟର ନେତା ସାମିଲ୍ ହୋଇଥିଲେ । More
  • Sujit kumar Swain
  • 1 month ago

Hydroelectric Project: ୨୨ ବର୍ଷ ଧରି ଚାଲିଛି ଜଳ ବିଦ୍ୟୁତ ପ୍ରକଳ୍ପ କାମ; ଦୁର୍ନୀତିର ଗନ୍ଧ ବାରିଲେ ଜୟପୁରବାସୀ

ବର୍ଷ ପରେ ବର୍ଷ ଗଡୁଛି, ପ୍ରକଳ୍ପ କାମ ସଂପୂର୍ଣ୍ଣ ହେବାର ନା ନେଉନି । ଜଳ ବିଦ୍ୟୁତ ପ୍ରକଳ୍ପ ଯାହା ତତ୍କାଳୀନ ବିଜେଡି ସରକାରଙ୍କ ଅମଳରେ ଆରମ୍ଭ ହୋଇଥିଲା। ଏହାରି ଭିତରେ ୨୨ ବର୍ଷ ବିତିଗଲାଣି। ପୁରୁଣା ସରକାର ଯାଇ ନୂଆ ସରକାର ଆସିଲାଣି କିନ୍ତୁ ପ୍ରକଳ୍ପର ଅଗ୍ରଗତି ନେଇ ନାନାଦି ପ୍ରଶ୍ନ ଉଙ୍କି ମାରୁଛି ।  More
  • Santosh Kumar Sahoo
  • 1 month ago

Awas Yojana: ସରକାରୀ ଅଧିକାରୀଙ୍କ ସହ ଆସିଲେ ମନ୍ତ୍ରୀ, ବୁଲି ବୁଲି କଲେ ଆବାସ ଯୋଜନାର ସର୍ଭେ

ସରକାରୀ ଅଧିକାରୀଙ୍କ ସହ ମନ୍ତ୍ରୀ ଆସିଲେ...ବୁଲି ବୁଲି ଜରିପାଲ-ନଡ଼ିଆପତ୍ର ତାଟିରେ ଢଙ୍କା ଭଙ୍ଗା କୁଡ଼ିଆ ସବୁ ଦେଖିଲେ...ଗରିବ ପରିବାର ମୁଣ୍ଡରେ ନିଶ୍ଚିତ ଛାତ ଘରର ସ୍ବପ୍ନ ବୁଣି ଆବାସ ସର୍ଭେରେ ସାମିଲ୍ କଲେ...। More