• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 22 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 months ago

ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଉପରେ SRCଙ୍କ ଗୁରୁତ୍ୱ

ଦାନାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଏୟାରଲିଫ୍ଟ ସିଷ୍ଟମ। କେନ୍ଦ୍ର ସରକାରଙ୍କ ସମସ୍ତ ସହଯୋଗ ରହିଛି। More
  • Swadesi Megha Mallhar Prusty
  • 3 months ago

ବଳୁଆ ହେଉଛି ସମ୍ଭାବ୍ୟ ବାତ୍ୟା 'ଦାନା', କାଲି ନେବ ବାତ୍ୟା ରୂପ

ସେଇ ଅନୁମାନ, ସମାନ ଆକଳନ .. ଗଭୀର ସମୁଦ୍ରରେ ବଳୁଆ ହେଉଛି ସାଇକ୍ଲୋନ୍ ପାରାଦୀପଠୁ ପ୍ରାୟ ୭ ଶହ କିମି ଦୂର କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଶକ୍ତିଶାଳୀ ହେବାରେ ଲାଗିଛି ସାମୁଦ୍ରିକ ଝଡ଼ ଦାନା । More
  • Satyendu Shekher Mishra
  • 3 months ago

କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ

ବଲୱନ୍ତ ସିଂଙ୍କୁ ପୁରୀ, ଭୀନିତ ଭରଦ୍ବାଜଙ୍କୁ ମୟୂରଭଂଜ ଦାୟିତ୍ୱ । ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ । More
  • Swadesi Megha Mallhar Prusty
  • 3 months ago

ବାତ୍ୟା ଆସିଲା, ମନେ ପଡ଼ିଲା! କେତେ ସୁରକ୍ଷିତ ଆଶ୍ରୟସ୍ଥଳୀ ?

କେତେ ସୁରକ୍ଷିତ ଉପକୂଳ ଓଡ଼ିଶାର ବିଭିନ୍ନ ପୁରୁଣା ବାତ୍ୟା ଆଶ୍ରୟସ୍ଥଳୀ? ବାତ୍ୟା ପ୍ରକୋପରୁ ବର୍ତ୍ତିବାକୁ ଠିକ୍ ଅଛି ତ ଆଶ୍ରୟସ୍ଥଳୀର ଅବସ୍ଥା? More
  • Swadesi Megha Mallhar Prusty
  • 3 months ago

କାହାକୁ ଚାଷ ଚିନ୍ତା, କାହାକୁ ବାସ ଚିନ୍ତା; ବାତ୍ୟା ମୁକାବିଲା ପାଇଁ ତୟାର୍ କଳ-ବଳ

ସମୁଦ୍ରରୁ ମାଡ଼ି ମାଡ଼ି ଆସୁଛି ବାତ୍ୟା, ସରି ସରି ଆସୁଛି ପ୍ରସ୍ତୁତି ସମୟ । ବିପର୍ଯ୍ୟୟ ମୁକାବିଲା ତୟାରି ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ । More
  • Swadesi Megha Mallhar Prusty
  • 3 months ago

ହାଟ ବଜାରରେ ତାଣ୍ଡବ ରଚୁଛି ଦରବୃଦ୍ଧିର ଝଡ଼, ବଜାରରୁ ଉଭାନ୍ ଆଳୁ-ପିଆଜ

ବାତ୍ୟା ‘ଦାନା’ ଆସିବା ପୂର୍ବରୁ ହାଟ ବଜାରରେ ତାଣ୍ଡବ ରଚୁଛି ଦରବୃଦ୍ଧିର ଝଡ଼ । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ କଥା ଛାଡ଼ନ୍ତୁ, ମାର୍କେଟରୁ ଏକ ପ୍ରକାର ଉଭାନ୍ ହୋଇଗଲାଣି ଆଳୁ, ପିଆଜ । More
  • Swadesi Megha Mallhar Prusty
  • 3 months ago

ଜେଲ୍ ଭିତରେ ଚାଲୁଛି କ'ଣ! ଛୁରୀ ଧରି ହେଉଛି ମୋବାଇଲ୍ ସୁଟ୍

କଏଦୀଙ୍କ ହାତରେ ମାରଣାସ୍ତ୍ର । ଜେଲର ସେଲ୍ ଭିତରେ ଭାଇଗିରି । More
  • Sujit kumar Swain
  • 3 months ago

ନଭେମ୍ବର ୧୫ରେ ରାଉରକେଲା ଆସିବେ ମୋଦି; ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନାର କରିବେ ଶୁଭାରମ୍ଭ 

ଜନଜାତି ଗୌରବ ଦିବସର ଉଦଘାଟନୀ ସମାରୋହରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ରାଉରକେଲା ଆସିବେ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । More
  • Swadesi Megha Mallhar Prusty
  • 3 months ago

ପଥର ଖଣିରୁ ମୃତଦେହ ଜବତ, ପ୍ରି ପ୍ଲାନ୍ ମର୍ଡର କହିଲେ ଏସପି

ଖୋର୍ଦ୍ଧା କାଇପଦର ଟାଙ୍ଗିଣି ମୁଣ୍ଡିଆ ପଥର ଖଣିରୁ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାସ । More
  • Sujit kumar Swain
  • 3 months ago

Cyclone Dana: ଆସୁଛି ବାତ୍ୟା ‘ଦାନା’; ୩ ଦିନ ମଧ୍ୟରେ ବାତିଲ ହେଲା ୧୭୮ଟି ଟ୍ରେନ୍‌

ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ । ମୋଟ ୧୭୮ଟି ଟ୍ରେନ୍‌ ବାତିଲ ନେଇ ରେଲୱେର ସୂଚନା ।  More
  • Swadesi Megha Mallhar Prusty
  • 3 months ago

ଆସିଲା ବଡ଼ ନିର୍ଦ୍ଦେଶ ... 'ଆଜି ଖୋଲ ତୋରଣ କାଲି ଭସାଣି ସାର'

ହଜାର ହଜାର ସଂଖ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଉଠା ଦୋକାନୀ ମାନଙ୍କୁ ସେମାନଙ୍କ ଅଞ୍ଚଳକୁ ପଠାଇ ଦିଆଯିବ । ରାଜ୍ୟ ବାହାରୁ ଆସିଥିବା ଉଠା ଦୋକାନୀଙ୍କୁ ଅର୍ବାନ ସେଣ୍ଟର ହୋମରେ ରଖାଯିବ । More
  • Sujit kumar Swain
  • 3 months ago

ବଡ଼ ଖବର: ମାଡ଼ି ଆସୁଛି ବାତ୍ୟା; ୨୩ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ 

କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୧୪ ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି।  More
  • Swadesi Megha Mallhar Prusty
  • 3 months ago

Cyclone Dana: ଉପକୂଳରେ ବହିବ ଭୀଷଣ ପବନ! ଓଟିଭିକୁ ସୂଚନା ଦେଲେ IMD ଡିଜି

ସମ୍ଭାବ୍ୟ ବାତ୍ୟାରେ ଅଧିକ ପ୍ରଭାବିତ ହୋଇପାରେ ଉତ୍ତର ଓଡ଼ିଶା । ପୁରୀରୁ ପଶ୍ଚିମବଙ୍ଗର ଚବିଶ ପ୍ରଗଣା ଜିଲ୍ଲାରେ ବେଶୀ ପ୍ରଭାବ ଦେଖାଇପାରେ ସାମୁଦ୍ରିକ ଝଡ଼ । More
  • Sujit kumar Swain
  • 3 months ago

ବାତ୍ୟା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; କାଲି ରାତି ସୁଦ୍ଧା ଲୋକଙ୍କୁ କରାଯିବ ସ୍ଥାନାନ୍ତର

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ କାଲି ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।  More
  • Sujit kumar Swain
  • 3 months ago

ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍; କଳାବଜାରୀ ନେଇ ଚାଲିଛି ଯାଞ୍ଚ

ବିଭିନ୍ନ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚାଲିଛି ଚଢ଼ାଉ । ସାମଗ୍ରୀ ମହଜୁଦ୍ ସହ କଳାବଜାରୀ ନେଇ ଚାଲିଛି ଯାଞ୍ଚ ।  More
  • Sujit kumar Swain
  • 3 months ago

ପରିବା ମାର୍କେଟରେ ବାତ୍ୟା; ହଠାତ୍ ବଢ଼ିଲା ଆଳୁ, ପିଆଜ ସମେତ ବିଭିନ୍ନ ପନିପରିବା ଦର...

କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ୍ ୭୦ ଛୁଇଁଛି । ଗତକାଲି ୩୦ ଟଙ୍କାରେ ବିକ୍ରି ହେଇଥିବା ଆଳୁ ଦରରେ ଆଜି ୨୦ ଟଙ୍କା ବଢିଛି । More
  • Sonali Ojha
  • 3 months ago

ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର; ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। କେନ୍ଦୁଝର ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । More
  • Sonali Ojha
  • 3 months ago

ସୃଷ୍ଟି ହେଲା ଅବପାତ; ୨୩ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ 'ଦାନା'

ସୃଷ୍ଟି ହେଲା ଅବପାତ। ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇଛି। ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ। More
  • Sonali Ojha
  • 3 months ago

Panchang Today 22nd October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର। ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୦୧.୨୯ ଗତେ ୭ମୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। More
  • Sonali Ojha
  • 3 months ago

ଆଜି ଅବପାତ, କାଲି ବାତ୍ୟା; ୧୦୦ରୁ ୧୧୦ କିମି ବେଗରେ ବହିବ ପବନ !

ଓଡ଼ିଶାରେ ମାଡ଼ ହୋଇପାରେ ସମ୍ଭାବ୍ୟ ସାଇକ୍ଲୋନ। ବଙ୍ଗୋପସାଗରରୁ ବଳ ଗୋଟାଉଥିବା ଲଘୁଚାପ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ। ଆଜି ୱେଲ ମାର୍କ ଲୋ ପ୍ରେସର ଅବପାତରେ ପରିଣତ ହେବ। More
  • Sonali Ojha
  • 3 months ago

ବାତ୍ୟା ନାଁ ଶୁଣି ଉପକୂଳିଆଙ୍କ ଛାତି ଧଡ଼ଧଡ଼; ଧନଜୀବନ ବଞ୍ଚାଇବାକୁ କସରତ ଆରମ୍ଭ

ବାତ୍ୟା ନାଁ ଶୁଣି ଉପକୂଳିଆଙ୍କ ଛାତି ଧଡ଼ଧଡ଼ । ଭୟଭୀତ ଅବସ୍ଥାରେ ଅଛନ୍ତି ଜଗତସିହଂପୁର ଏରସମା ବ୍ଲକ ପଦ୍ମପୁରର ଲୋକେ । ବାତ୍ୟା ହେଲେ କେମିତି ବଞ୍ଚାଇବେ ଧନଜୀବନ, ସେନେଇ କସରତ ଆରମ୍ଭ କଲେଣି ପଦ୍ମପୁର ଲୋକ । More
  • Satyendu Shekher Mishra
  • 3 months ago

୨୩ରୁ ୨୫ ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି

ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ । ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକରେ ସ୍କୁଲ୍ ଛୁଟି । More
  • Satyendu Shekher Mishra
  • 3 months ago

ବ୍ୟାଙ୍କରେ ଚାଲିଛି କି ଋଣ ଘୋଟାଲା ସିଣ୍ଡିକେଟ !

ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ଲୋନ । ଆକାଉଣ୍ଟରୁ ବି ଉଠାଇ ନିଆଯାଇଛି ଋଣ ଟଙ୍କା । More
  • Satyendu Shekher Mishra
  • 3 months ago

Cyclone Dana: ହାଇଆଲର୍ଟରେ ଉପକୂଳ ଓଡ଼ିଶା, ଅଗ୍ନିଶମ ଓ ODRAF ଟିମ୍ ତୟାର

ସମୁଦ୍ରରୁ ଫେରି କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ । ଥୋଡ଼ ପାଚିନଥିଲେ ବି ତରବରିଆ ଧାନ କାଟୁଛନ୍ତି ଚାଷୀ । More
  • Swadesi Megha Mallhar Prusty
  • 3 months ago

ବାତ୍ୟା ପୂର୍ବରୁ ପରିବା ବଜାରରେ ବାତ୍ୟା! ରାତାରାତି ବଜାରରେ ନିଆଁ

ବାତ୍ୟା ନହେଉଣୁ ପରିବା ବଜାରରେ ପଡ଼ିଛି ଚଡ଼କ । ଦୁଇ ଦିନ ଭିତରେ ବଢିଗଲାଣି ପନିପରିବା ଦର । More
  • Swadesi Megha Mallhar Prusty
  • 3 months ago

ସ୍ପଷ୍ଟ ହେଲା ଭୀଷଣ ବାତ୍ୟା; ୨୪ ରାତି ନହେଲେ ୨୫ ପାହାନ୍ତିରେ ହେବ ମାଡ଼

ଚିତ୍ର ସ୍ପଷ୍ଟ ହେଲା । ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ମାଡ଼ ହୋଇପାରେ ଭୀଷଣ ବାତ୍ୟା- ଦାନା । More