• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 09 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 1 year ago

ପ୍ରତାପଙ୍କୁ ସୌମ୍ୟଙ୍କ ଟାଣୁଆ ଉତ୍ତର; କହିଲେ, ‘ସଚିବ ହୋଇ ରାଜନୀତି କରିପାରିବେ ନାହିଁ’

ସୌମ୍ୟଙ୍କୁ ଟାର୍ଗେଟ କଲେ ପ୍ରତାପ ଦେବ..କହିଲେ, 'ଦଳ ଓ ସରକାର ବିରୋଧରେ ଲେଖିବା ବିଶୃଙ୍ଖଳା'..ପ୍ରତାପଙ୍କୁ କଡ଼ା ଜବାବ ଦେଲେ ସୌମ୍ୟରଂଜନ.. More
  • Tanmay Kumar Mahalik
  • 1 year ago

ଅକ୍ଟୋବରରୁ ନୂଆ ଗାଡ଼ିରେ 'VLTD ଓ ପାନିକ ବଟନ୍' ଲାଗିବା ବାଧ୍ୟତାମୂଳକ

ପରିବହନ ବିଭାଗ କହିବା ଅନୁସାରେ ଏହି ବ୍ୟବସ୍ଥାରେ ଏକ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିବ । ପୋଲିସ ବିଭାଗ ଦ୍ୱାରା ପରିଚାଳିତ ଏମର୍ଜେନସି, ରେସ୍କ୍ୟୁ, ସପୋର୍ଟ ସିଷ୍ଟମ ସହିତ ଏହାକୁ ସଂଯୋଗ କରାଯିବ । କୌଣସି ସମସ୍ୟା ହେଲେ ସେହି ପ୍ୟାନିକ ବଟନ୍ ଚିପିଲେ, ଲୋକେସନ ଟ୍ରାକ୍ କରାଯାଇ ଗାଡ଼ି ପାଖରେ ପହଞ୍ଚି ହେବ । ଭିତ୍ତିଭୂମି ପ୍ରସ୍ତୁତ ହେଲାଣି । More
  • Rajalaxmi Sahoo
  • 1 year ago

ହଠାତ୍‌ ବଦଳିଗଲା ସମୁଦ୍ର ପାଣିର ରଙ୍ଗ, ଅଧିକ ଫେଣଯୁକ୍ତ ଦେଖାଗଲା ସମୁଦ୍ର ଢେଉ...

ପାରାଦୀପରେ ଆଜି ସମୁଦ୍ର ଜଳରେ କୌଣସି କେମିକାଲ୍ ମିଶିଯାଇଥିବା ସୂଚନା ମିଳିଛି। ଫଳରେ ସମୁଦ୍ର ପାଣିର ରଙ୍ଗ ମଧ୍ୟ ବଦଳି ଯାଇଛି। More
  • Prangyan Parimita
  • 1 year ago

‘ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ ହୋଇଗଲେଣି, ଜଣେ ଦୁଇ ଜଣ ଆଇଏଏସ୍ ଅଫିସର ଦଳ ସମ୍ଭାଳିବେ’

‘ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରୁନାହାନ୍ତି କି କିଛି କହୁନାହାନ୍ତି’ More
  • Rajalaxmi Sahoo
  • 1 year ago

ସୌମ୍ୟଙ୍କ ସପକ୍ଷରେ ବାହାରିଲେ ଅପରାଜିତା, କହିଲେ- ‘ସୌମ୍ୟ ବାବୁ ସାହସ କରି ସତ ସାମ୍ନାକୁ ଆଣୁଛନ୍ତି’

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବାହାରିଛନ୍ତି। ସେ କହିଛନ୍ତି, ସୌମ୍ୟ ବାବୁ ସାହସ କରି ସତ କଥାକୁ ସାମ୍ନାକୁ  ଆଣୁଛନ୍ତି। More
  • Prangyan Parimita
  • 1 year ago

‘ରାଜନୀତି କରିପାରିବେନି 5T ସଚିବ’,ପୁଣି ଧୋଇଲେ ସୌମ୍ୟ ପଟ୍ଟନାୟକ

ଦଳୀୟ ଫୋରମ କେଉଁଠି ବୋଲି ପଚାରିଲେ ସୌମ୍ୟ.. ଦଳୀୟ ଫୋରମ କଣ ତୃତୀୟ ମହଲାରେ ଅଛି କି ପଚାରିଲେ More
  • Prangyan Parimita
  • 1 year ago

ଥମୁନି ସୌମ୍ୟଙ୍କ ଉପରେ ଦଳୀୟ ନେତାଙ୍କ ଆକ୍ରମଣ, ଅରୁଣ ଓ ଅତନୁଙ୍କ ପରେ ଆଜି ଟାର୍ଗେଟ୍ କଲେ ପ୍ରତାପ ଦେବ୍...

5Tସଚିବଙ୍କ ଗସ୍ତ କଥା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ସମାଲୋଚନା କରୁଛନ୍ତି ।‘ସମାଲୋଚନା କରିବା ସୌମ୍ୟ ବାବୁଙ୍କ ବ୍ଲାକମେଲିଂ ଟାକ୍ଟିସ୍' । More
  • Rajalaxmi Sahoo
  • 1 year ago

ଡେରାସ୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଜବରଦଖଲ: ସାଂସଦ ଅପରାଜିତାଙ୍କ ଅଭିଯୋଗକୁ ସତ ମାନିଲା ପ୍ରଶାସନ

ଶେଷରେ ସାଂସଦଙ୍କ ଅଭିଯୋଗକୁ ସ୍ୱୀକାର କଲେ ସରକାରୀ ଅଧିକାରୀ। ଜବରଦଖଲ ହଟାଇ ଯଥା ଶୀଘ୍ର ଡେରାସ କ୍ଷୁଦ୍ର ଜଳସେଚନ କେନାଲର ପୁନରୁଦ୍ଧାର ପାଇଁ ତହସିଲଦାର ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। More
  • Prangyan Parimita
  • 1 year ago

ଗୀତର ତାଳେ ତାଳେ ଜଙ୍ଗଲରେ ନାଚିଲେ ମାଓବାଦୀ, ଭାଇରାଲ ହେଲା ଭିଡିଓ

ଛତିଶଗଡ ବସ୍ତର ଜିଲ୍ଲାର ଏକ ଅଜ୍ଞାତ ସ୍ଥାନର ଭିଡିଓ ଭାଇରାଲ ହେଉଛି । More
  • Satyendu Shekher Mishra
  • 1 year ago

Today Panchang 9th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୨୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ । More
  • Rajalaxmi Sahoo
  • 1 year ago

ଅନାବଶ୍ୟକ ଗିରଫ ଓ ଅଟକକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି

ଅନାବଶ୍ୟକ ଗିରଫଦାରି ଓ ଅଟକ ରଖିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଅନୁପାଳନ ନେଇ ହାଇକୋର୍ଟଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି। More
  • Manoranjan Behera
  • 1 year ago

ଠକିଦେଲେ ସରକାର ! ସୋମବାରଠୁ ସମୂହ ଛୁଟିରେ ଯିବାକୁ ପ୍ରାଥମିକ ଶିକ୍ଷକ ସଂଘଙ୍କ ଚେତାବନୀ

ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ଠକିଲେ। ତେଣୁ ଶେଷରେ ଛୁଟିନେଇ ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ ସଂଘ । ୩ ଦଫା ଦାବି ପୂରଣ ନେଇ ରାଜ୍ୟର ୩୧୪ ବିଇଓ ଅଫିସ୍ ଆଗରେ ଧାରଣା ଦେଇ ଗର୍ଜିଛନ୍ତି ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ । More
  • Manoranjan Behera
  • 1 year ago

ଲୋକଙ୍କ ଆକାଉଣ୍ଟକୁ ଛୁଟୁଛି ଲକ୍ଷ ଲକ୍ଷ ଟଙ୍କା; ଟଙ୍କା ଉଠାଇବାକୁ ଲୋକଙ୍କ ଧାଁଦଉଡ଼

ଆଜିକୁ ୨ ଦିନ ହେଲା, ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅକସ୍ମାତ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି । ଆଉ ଅଜଣା ସୂତ୍ରରୁ ଆସିଥିବା ସେହି ଟଙ୍କାକୁ ଉଠାଇବା ପାଇଁ ଗ୍ରାହକଙ୍କ ମଧ୍ୟରେ ଲାଗିଛି ଧାଁ ଧପଡ଼ । More
  • Tanmay Kumar Mahalik
  • 1 year ago

କଂଗ୍ରେସକୁ ଅଡୁଆ ସୁରଙ୍କ ଫ୍ୟାମିଲି ପଲିଟିକ୍ସ ! ହାତ ଚିହ୍ନରୁ ନଲଢ଼ିବା ବୟାନ ପରେ ସାନପୁଅ ଦଳରୁ ସସପେଣ୍ଡ

ପିସିସି ସଭାପତି ମଧ୍ୟ କହିଛନ୍ତି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଅନ୍ୟପଟେ ମନ୍ମଥଙ୍କ ଯୁକ୍ତି ମୁଁ କେବେ ଦଳରେ ନଥିଲି । କିନ୍ତୁ ପ୍ରଶ୍ନ ଉଠୁଛି ସତରେ କଣ ମନ୍ମଥଙ୍କ ଅଜଣାତରେ ତାଙ୍କୁ ପିସିସି ସଦସ୍ୟ କରାଯାଇଛି ? More
  • Tanmay Kumar Mahalik
  • 1 year ago

ସୌମ୍ୟ ବନାମ ବିଜେଡି; ଆରମ୍ଭ ହେଲା ଖୁଲମଖୁଲ୍ଲା ଲଢ଼େଇ !

ଆଉ କଥା ରହିଲା ବାରମ୍ୱାର ମତ ପରିବର୍ତ୍ତନର, ଏହା ଏକ ସ୍ୱାଭାବିକ ପ୍ରକ୍ରିୟା, ପରିବର୍ତ୍ତିତ ପରିସ୍ଥିତିରେ ପରିବର୍ତ୍ତିତ ମତ ରଖାଯାଏ । ନବୀନ ବାବୁ ବି ୧୫ ଦିନରେ ମତ ବଦଳାନ୍ତି । ଗୋଟିଏ ପଟେ ଆମେ ବିଜେପିକୁ ବିରୋଧ କରୁଛୁ, ହେଲେ କେନ୍ଦ୍ରରେ ଦିଲ୍ଲୀ ଅର୍ଡିନାନ୍ସ ବିଲ୍ କୁ ସମର୍ଥନ ଓ ମୋଦି ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବକୁ ବି ଆମେ ବିରୋଧ କଲୁ କହିକଟାକ୍ଷ କରିଛନ୍ତି ସୌମ୍ୟ । More
  • Satyendu Shekher Mishra
  • 1 year ago

କୁଆଡ଼ୁ ଆସୁଛି ଏତେ ଟଙ୍କା ? କିଏ ଦେଉଛି ?

ଏତେ ଟଙ୍କା କିଏ ଓ କେଉଁ ଉଦ୍ଦେଶ୍ୟରେ ପଠାଉଛି ? ୨୪ ଘଣ୍ଟା ପରେ ବି ଜାଣିପାରୁନାହାଁନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । More