• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 16 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 10 months ago

ଅତିଷ୍ଟ କଲାଣି ଟୁଇନ ସିଟିର ଡ୍ରେନ୍ ସମସ୍ୟା: ଏ ବର୍ଷ ବି ଜୀବନ ନେଲା ମୁକୁଳା ଡ୍ରେନ୍‌

ବର୍ଷା ଛାଡ଼ିଯିବା ପରେ କାଲିର ପାଣି ଆଜିକୁ ନାହିଁ। ହେଲେ କାଲିର ଜୀବନ ଆଜି କି ନାହିଁ। କାହିଁକିନା, କାଲିର ଅଳ୍ପ ସମୟ ବର୍ଷାରେ ରାସ୍ତାକୁ ଉଚ୍ଛୁଳିଥିବା ଏ ମୁକୁଳା ଡ୍ରେନରେ ପଡ଼ି ଯାଇଛି ଜଣେ 21 ବର୍ଷିୀୟ ଯୁବକର ଜୀବନ। More
  • Chandan Shishu
  • 10 months ago

ମିଶନ୍ ପଶ୍ଚିମ ପାଇଁ ଶଙ୍ଖ-ପଦ୍ମ କସରତ: ବିଜେପିକୁ ଚେକ୍ ଦେବାକୁ ଶାସକ ଦଳର ପ୍ୟାକେଜ୍ ଷ୍ଟ୍ରାଟେଜି

ବିଜେଡିର ମିଶନ୍ ପଶ୍ଚିମ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି। ହେଲେ ବାଧକ ସାଜିଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ପଶ୍ଚିମରେ ଭୋଟ୍ ଟାଣିବାକୁ ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ମିଳିଥିଲା ଆଶାତିତ ସଫଳତା। More
  • Tanmay Kumar Mahalik
  • 10 months ago

ଦେବୀ ନଦୀରେ ଅଘଟଣ; ବୁଡ଼ିଯାଇ କାଉଡ଼ିଆ ନିଖୋଜ

ପାଣିଭାର ପାଇଁ ଦୁଇ ଜଣ କାଉଡ଼ିଆ ବୁଡ଼ମାରିବା ବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । More
  • Chandan Shishu
  • 10 months ago

କେତେ ଭଦ୍ର ଓ ଶୃଙ୍ଖଳିତ ଆମ ଜନପ୍ରତିନିଧି: ଗୁମର ଖୋଲିଲା ADR ରିପୋର୍ଟ

ADR ବିଶ୍ଳେଷଣ କରିଥିବା ଶାସକ ବିଜେଡିର ୧୧୩ ଜଣ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ୩୨ ଜଣଙ୍କ ନାଁରେ ଅଛି ଗୁରୁତର ଅପରାଧ ମାମଲା। More
  • Chandan Shishu
  • 10 months ago

ଡାଲି, ଚାଉଳ ମହଙ୍ଗା; ମସଲା ସାମଗ୍ରୀ ଅମୂଲ ମୂଲ

ତଥ୍ୟ କହୁଛି ଚାଉଳ ଦର ୧୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମିତି ୧୦୦ରୁ ୧୧୦ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ଦେଢ଼ ଶହ ପାର୍। ମୁଗ, ବୁଟ ଓ ବିରି ଡାଲି, ଏସବୁ ଯେମିତି ହରଡ଼ ଡାଲି ପିଛା ଧରିଛନ୍ତି। More
  • Tanmay Kumar Mahalik
  • 10 months ago

ଗର୍ବ କରୁଛି ସାରା ରାଜ୍ୟ; ଚନ୍ଦ୍ରୟାନ୍–ଥ୍ରୀ’ ଅଭିଯାନରେ ଓଡ଼ିଆ ପୁଅ ଶୁଭାଶିଷ

କେନ୍ଦ୍ରାପଡ଼ା ଜିଲାର ମୁକୁନ୍ଦପୁର ଗାଁରୁ ଇସ୍ରୋ ପର୍ଯ୍ୟନ୍ତ ପହଞ୍ଚି ସେଠି ଚନ୍ଦ୍ରୟାନ-୩ ମିଶନରେ ସାମିଲ ହେବା ଛୋଟିଆ ସଫଳତା ନୁହେଁ । ଶୁଭାଶିଷଙ୍କ ବାପା ବଡ଼ବାପା ଚାନ୍ଦୋଳ ବଜାରରେ ରାସନ ଦୋକାନ କରି ପରିବାର ଚଳାଉଥିବା ବେଳେ ସେ ସ୍ଥାନୀୟ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ । More
  • Tanmay Kumar Mahalik
  • 10 months ago

ସୃଷ୍ଟି ହେଲା ଲଘୁଚାପ; ରାଜ୍ୟରେ ୫ ଦିନ ପ୍ରବଳ ବର୍ଷିବ !

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଭଳି ଆସନ୍ତାକାଲି ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । More
  • Manoranjan Behera
  • 10 months ago

ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ

ମୁକୁଳା ଡ୍ରେନରେ ଖସି ପଡି ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ରାଜସ୍ଥାନର ରାହୁଲ । More
  • Prangyan Parimita
  • 10 months ago

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ପୋଖରୀକୁ ଗାଧୋଇବାକୁ ଯିବା ବେଳେ ଆକ୍ରମଣର ଶିକାର More
  • Prangyan Parimita
  • 10 months ago

ପ୍ରଶ୍ନପତ୍ର ଡିଲ ବେଳେ ପୋଲିସର ଚଢ଼ାଉ; ୧୦ ଗିରଫ

ପଶ୍ଚିମବଙ୍ଗ ଦୀଘାରେ ଜଣେ ମହିଳା ସମେତ ୧୦ ଦଲାଲ ଗିରଫ More
  • Manoranjan Behera
  • 10 months ago

Panchang Today 16th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଆପଣଙ୍କ ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର – ବୃଷ ଦିବା ୧୧.୨୨ ଗତେ ମିଥୁନ, ତିଥି – ୧୪ଶୀ ରାତ୍ରି ୧୦.୦୮ ଗତେ ଅମାବାସ୍ୟା, ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୨.୩୯ ଗତେ ୨ ପାଦ - କୃଷି ଓ ବଂଶହାନି – ଭୂମି- ତିଳକାଞନ ଦାନ More
  • Prangyan Parimita
  • 10 months ago

ବର୍ଷା ଦେଲା ଆଶ୍ୱସ୍ତି : ଚାଷୀ, ମନ୍ତ୍ରୀ ସମସ୍ତେ ଖୁସି

ରାଜ୍ୟରେ ପ୍ରବଳ ବର୍ଷା, ଆଉ ଗଜା ମରୁଡ଼ିର ଆଶଙ୍କା ନାହିଁ : କୃଷି ମନ୍ତ୍ରୀ More
  • Prangyan Parimita
  • 10 months ago

ଏହି ସ୍କୁଲରେ ଚାଲିବ ରମାଦେବୀ ଜୁନିୟର କଲେଜ

ୟୁନିଭରସିଟି କ୍ୟାମ୍ପସରୁ ହଟିବ ରମାଦେବୀ ଜୁନିୟର କଲେଜ,ଭୁବନେଶ୍ୱର ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ More
  • Manoranjan Behera
  • 10 months ago

ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ; ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି

ଜଗତସିଂହପୁର ଜିଲ୍ଲା ଦେଇ ଯାଇଥିବା ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। More
  • Manoranjan Behera
  • 10 months ago

ଲାଗି ରହିବ ତୁହାକୁ ତୁହା ବର୍ଷା; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । More
  • Chandan Shishu
  • 10 months ago

ସର୍ପ ସଚେତନତା ଶିବିର: ଛାତ୍ରଛାତ୍ରୀ ଜାଣିଲେ ସାପକାମୁଡାର ପ୍ରାଥମିକ ଚିକିତ୍ସା

ଛାତ୍ରଛାତ୍ରୀମାନଙ୍କୁ ସାପମାନଙ୍କର ପ୍ରକାର ଭେଦ, ବିଷଧର ସାପଙ୍କୁ କିପରି ଚିହ୍ନିବ, ସାପକାମୁଡାର ପ୍ରାଥମିକ ଚିକିତ୍ସା, ସାପକାମୁଡାର ଲକ୍ଷଣ, ପରିବେଶରେ ସାପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଇତ୍ୟାଦି ବିଷୟରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ବୁଝାଇଥିଲେ । More
  • Chandan Shishu
  • 10 months ago

ଡ୍ରେନ୍ ପାଣିରେ ଭାସିଲା ରାଜଧାନୀ, ସ୍ଥିତି ଦେଖି ଖୋଦ୍ ମେୟର ଅସହାୟ

ପଦାରେ ପଡ଼ିଲା ଏକ ନମ୍ବର ସ୍ମାର୍ଟସିଟିର ଅସଲ ଚେହେରା। ବର୍ଷର ପ୍ରଥମ ଲଗାଣ ବର୍ଷାରେ ହିଁ ବେହାଲ ଭୁବନେଶ୍ୱର। More
  • Prangyan Parimita
  • 10 months ago

ଭୁବନେଶ୍ୱର-ରାଉରକେଲା ବିମାନ ସେବାରେ ଲାଗିବ କି ବ୍ରେକ୍ ?ସପ୍ତାହେ ହେଲା କ୍ରମାଗତ ବାତିଲ ହେଉଛି ଫ୍ଲାଇଟ୍

ସ୍ମାର୍ଟସିଟି ରାଉରକେଲାକୁ ବିମାନ ସେବାର ଭବିଷ୍ୟତକୁ ନେଇ ଏବେ ନାନା ଶଙ୍କା। ହକି ବିଶ୍ୱକପକୁ ଦେଖି ଉଡାନ୍ ସ୍କିମରେ ଆରମ୍ଭ ହୋଇଥିବା ବିମାନସେବା ଏବେ ଧକଉଛି। ରାତିରେ ବିମାନ ଅବତରଣ ପାଇଁ ସୁବିଧା ନଥିବା ଏବଂ ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ-ଆଇଏଲଏସ ଭଳି ଜରୁରୀ ଭିତ୍ତିଭୂମି ଅଭାବରୁ ଗତ ସପ୍ତାହେ ହେଲା ବାତିଲ ହେବାରେ ଲାଗିଛି ବିମାନ ସେବା । ଏଭଳି ସ୍ଥିତିକୁ ଦେଖି ତୁରନ୍ତ ରାଉରକେଲା ସମେତ ଜୟପୁର ବିମାନବନ୍ଦର ଲାଗି ଆବଶ୍ୟକ ଭିତ୍ତିଭୂମି ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ସଚିବ।... More
  • Chandan Shishu
  • 10 months ago

'ନବଙ୍କୁ ଗୁଣ୍ଡା ସଜେଇ ଦେଇଛି କ୍ରାଇମବ୍ରାଞ୍ଚ ଚାର୍ଜସିଟ୍'

ବଡ଼ ପ୍ରଶ୍ନ ହେଲା, ନବଙ୍କ ପୁଅ ଓ ପତ୍ନୀ କରୁଥିବା ଏହି ପ୍ରି-ପ୍ଳାନ କିଏ ଓ କେବେ କରିଥିଲା? ବ୍ରଜରାଜନଗରରେ ନବଙ୍କର ବିରୋଧୀ କିଏ ଥିଲେ? ସେମାନଙ୍କୁ ପଚରାଉଚୁରା କରିଛି କି କ୍ରାଇମବ୍ରାଂଚ? More
  • Prangyan Parimita
  • 10 months ago

ରାଜ୍ୟ ସାରା ତୁହାକୁ ତୁହା ବର୍ଷା, ନର୍ଦ୍ଦମା ପାଣିରେ ଭାସିଲା ସହର ସହର

ଦିନଟିଏ ବର୍ଷାରେ ଖୋଲିଗଲା ପୌର ପ୍ରସ୍ତୁତିର ପୋଲ୍ । ନର୍ଦ୍ଦମା ପାଣିରେ ଭାସିଲା ସହର । ବକ୍ସ ଡ୍ରେନ୍ କାମ ପାଇଁ କଟକ ଅବସ୍ଥା ସଂଗୀନ । More