• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 20 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 11 months ago

ଅଟକିଲେ ଦେବଦଳନ ଓ ନନ୍ଦିଘୋଷ, କାଲି ପୁଣି ଟଣାହେବ ରଥ

ଭକ୍ତମାନେ ଆସନ୍ତାକାଲି ମଧ୍ୟ ରଥଟଣାର ସୁଯୋଗ ପାଇବେ। ସହ କାଲି ମଧ୍ୟ ଶରଧାବାଲିରେ ରଥ ଉପରେ ତିନି ଠାକୁରକଙ୍କ ଦର୍ଶନ କରିପାରିବେ ଭକ୍ତ। More
  • Chandan Shishu
  • 11 months ago

ସିବିଆଇକୁ ମିଳିଛି କି ଗୁରୁତ୍ୱପୂର୍ଣ୍ଣ ସୁରାଗ ? ସିଗନାଲ JE ଅମୀର ଖାନଙ୍କୁ ୬ ଘଣ୍ଟାର ଜେରା

ଦୁର୍ଘଟଣା ପଛରେ ରହିଛି କି କାହା ଷଡ଼ଯନ୍ତ୍ର? କାରଣ ପୁଣି ଆକ୍ଟିଭ୍ ମୋଡ୍‌ରେ ସିବିଆଇ। ଏଥର ସ୍କାନରରେ ସୋର ରେଲୱେ ସେକ୍ସନର ସିଗନାଲ୍ ଜେଇ ଅମୀର ଖାନ୍ । More
  • Manoranjan Behera
  • 11 months ago

ବଡ଼ଦାଣ୍ତରେ ଏକାକାର ଭକ୍ତ ଆଉ ଭଗବାନ; ଚକାଆଖିରେ ଆଖି ମିଶାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଦିଅଁ । ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନା କେହି ବି ଏହି ଦିବ୍ୟ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହିଁ ନାହାନ୍ତି । More
  • Manoranjan Behera
  • 11 months ago

ଆଜି ସବୁଆଡ଼େ ଜଗନ୍ନାଥମୟ; ଭକ୍ତ ଆଉ ଭଗବାନଙ୍କ ମିଳନରେ କମ୍ପିଲା ସାରା ଜଗତ

ରାଜ୍ୟର ଅନ୍ୟ ପ୍ରମୁଖ ସ୍ଥାନରେ ଭକ୍ତି ଭାବର ସହିତ ରଥ ଟଣା ଯାଇଛି । More
  • Prangyan Parimita
  • 11 months ago

ବିଜେପିର ଫୋକସ ଓଡ଼ିଶା, ୨୨ରେ ୨ ଦିନିଆ ଗସ୍ତରେ ଆସୁଛନ୍ତି ଜେ.ପି.ନଡ୍ଡା

ଆସନ୍ତା ୨୩ରେ କଳାହାଣ୍ଡିରେ ବିଶାଳ ସମାବେଶ । ଓଡ଼ିଶା ଆସୁଥିବା ନଡ୍ଡାଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର । More
  • Chandan Shishu
  • 11 months ago

୨୪ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ !

ରାଜ୍ୟର କିଛି ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ସୂଚନା ମିଳିଛି। କାଲି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବଢ଼ିପାରେ ବର୍ଷା ପରିମାଣ ବଢିବ। More
  • Chandan Shishu
  • 11 months ago

ସ୍ୱେଚ୍ଛାସେବୀଙ୍କ ସେବାରେ ଧନ୍ୟ ହେଲା କାଳିଆର ବଡ଼ଦାଣ୍ଡ

ସେବା ହିଁ ଧର୍ମ, ସେବା ହିଁ ଇଶ୍ୱର। ମାନବ ସେବାରେ ମାଧବ ପ୍ରାପ୍ତି। ଏ ଉକ୍ତିରେ ବିଶ୍ୱାସ ରଖୁଥିବା ଶହ ଶହ ସଂଖ୍ୟାରେ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଧନ୍ୟ ହୋଇଥିଲା କାଳିଆର ବଡ଼ଦାଣ୍ଡ। ଏମାନଙ୍କ ନିରବଚ୍ଛିନ୍ନ ସେବା ଓ କର୍ତ୍ତବ୍ୟରେ କୃତକୃତ ହୋଇଥିଲେ ଅଗଣିତ ଭକ୍ତ ଓ ସେବକ। More
  • Chandan Shishu
  • 11 months ago

ଘୋଷଯାତ୍ରାରେ ବାହାରିଛନ୍ତି ଜଗତ ଠାକୁର: ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଶ୍ରୀଜୀଉ

କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବରଠାକୁରଙ୍କ ଘୋଷଯାତ୍ରା। ବରଷକ ପରେ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳିଥିଲା ଭକ୍ତର ମନ More
  • Prangyan Parimita
  • 11 months ago

ଗଡ଼ିଲା ରଥ, ଲକ୍ଷାଧିକ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ

ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଗଡ଼ିଛି ରଥ More
  • Rajalaxmi Sahoo
  • 11 months ago

ଓଡ଼ିଶାର ଏହି ୨ ଜିଲ୍ଲାରେ ବଢ଼ିଲା ଖରା ଛୁଟି, ଜାଣନ୍ତୁ କେବେ ଖୋଲିବ ସ୍କୁଲ୍‌...

୨ ଜିଲ୍ଲାରେ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖ ସ୍କୁଲ୍‌ ଖୋଲିବା ନେଇ ନୋଟିସ୍‌ ଜାରି ହୋଇଛି। ଏହାସହ ସ୍କୁଲ୍‌ ଟାଇମିଂରେ ମଧ୍ୟ ପରିବର୍ତ୍ତନ ହୋଇଛି। More
  • Satyendu Shekher Mishra
  • 11 months ago

ବଡ଼ଦାଣ୍ଡରେ ଅସହ୍ୟ ଗୁଳୁଗୁଳି, ତଥାପି ଭକ୍ତଙ୍କ ମନରେ ନାହିଁ ସଙ୍କୋଚ

ହୀରାକୁଦ ୩୩.୪ ଡିଗ୍ରୀ, ପାରାଦୀପ ୩୩ ଡିଗ୍ରୀ, ଗୋପାଳପୁର ୩୨.୬ ଡିଗ୍ରୀ ରହିଥିବା ବେଳେ ପୁରୀ ୩୫ ଡିଗ୍ରୀ ଛୁଇଁଛି । More
  • Satyendu Shekher Mishra
  • 11 months ago

ବଡ଼ ଦାଣ୍ଡକୁ ଆସିଲାଣି କାଳିଆ, ଭକ୍ତଙ୍କୁ ଦେବ ଦର୍ଶନ; ରଥରେ ଚଢ଼ି ଯିବ ମାଉସୀ ଘର

ତୁମକୁ ଏ ଉନ୍ମୁକ୍ତ ବଡ଼ଦାଣ୍ଡରେ ଥରେ ଦେଖି, ତୁମର ସେ ବାହୁ ଯୁଗଳରେ ନିଜକୁ ହଜାଇ ଏ ପାପରୁ କ୍ଷଣିଏ ମୁକ୍ତି ଚାହୁଁ ପ୍ରଭୁ । ଆଉ ଅପେକ୍ଷା କରାଅନି ଆମକୁ  । ଶୀଘ୍ର ଚାଲିଆସ। ଆଉ ଅଝଟ ହୁଅନି ବୋଲି କୁହୁଛି ଭକ୍ତ ।  More
  • Satyendu Shekher Mishra
  • 11 months ago

ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହେଲେ ସୁଦର୍ଶନଙ୍କ ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା

ସୁଦର୍ଶନଙ୍କ ପରେ ବଡ଼ ଭାଇ ବଳଭଦ୍ର ବି ରଥରେ ବିଜେ କରିଛନ୍ତି । ତାଙ୍କ ପରେ ପରେ ଧାଡ଼ି ପହଣ୍ଡିରେ ଆସି ଦେବୀ ଭଭଦ୍ରା ବି ରଥରେ ବିରାଜମାନ ହୋଇଛନ୍ତି ।  More
  • Satyendu Shekher Mishra
  • 11 months ago

ଘଣ୍ଟ କାହାଳି ଶବ୍ଦରେ ଦୁଲୁକୁଛି ବଡ଼ ଦାଣ୍ଡ, ଜୟଜଗନ୍ନାଥ ଧ୍ୱନୀରେ କମ୍ପୁଛି ଶ୍ରୀକ୍ଷେତ୍ର

ପହଣ୍ଡିରେ ଆସି ରଥାରୁଢ ହେଲା ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ତିନିଠାକୁର । More
  • Satyendu Shekher Mishra
  • 11 months ago

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟ୍ୱିଟ କରି ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେବାକୁ କାମନା କରିଛନ୍ତି । More
  • Chandan Shishu
  • 11 months ago

ଜଗନ୍ନାଥଙ୍କ ଭଜନ ଗାଇଲେ ସବ୍ୟସାଚୀ ଓ ଅର୍ଚ୍ଚିତା

ରାଜ୍ୟର ପ୍ରତିଷ୍ଠିତ ଓଲିଉଡ ନାୟକ ଓ ନାୟିକାଙ୍କ କଣ୍ଠରେ ରେକର୍ଡିଂ ହେଲା ଓଡ଼ିଆ ଭଜନ More
  • Chandan Shishu
  • 11 months ago

ବିଶ୍ୱ ବୟସ୍କ ନିର୍ଯାତନା ସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ

ବରିଷ୍ଠ ନାଗରିକମାନେ ସୃଷ୍ଟିର ଗୋଟିଏ ଗୋଟିଏ ଫୁଲ ଓ ସେମାନେ ନିର୍ଯାତନାକୁ ଦେହକୁ ନନେଇ ପ୍ରଭୁଙ୍କ ଶରଣରେ ରହି ଶାନ୍ତିର ରାସ୍ତାରେ ଆଗେଇଯିବାକୁ ନିବେଦନ କରିଥିଲେ।  More
  • Chandan Shishu
  • 11 months ago

ସୁସ୍ଥ ହୋଇ ଫେରିଲେ ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ

ସେ ଗୁରୁତର ଅସୁସ୍ଥ ହୋଇ ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଥିଲେ। More
  • Satyendu Shekher Mishra
  • 11 months ago

CM କାହିଁକି ଅସମର୍ଥ ପଚାରିଲେ ଅପରାଜିତା, ପାଣ୍ଡିଆନ୍‌ଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ଦିଅନ୍ତୁ କହିଲେ ମୋହନ

ମୁଖ୍ୟମନ୍ତ୍ରୀ ସୁସ୍ଥ କି ନୁହେଁ, ସାଲୁଜା ମାଗିଲେ ସ୍ପଷ୍ଟୀକରଣ । 5T ସଚିବଙ୍କ ବାବଦରେ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଝଡ଼, ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ । More
  • Satyendu Shekher Mishra
  • 11 months ago

ରଥ ବେଳେ କେଉଁଠି ରଖିବେ ଗାଡ଼ି ? ସବୁ ଟୁରିଷ୍ଟ ବସ୍ ମାଳତୀପାଟପୁରରେ ରହିବେ, ଆଉ ବାକି...

ଭୁବନେଶ୍ୱର ପଟର ନିୟମିତ ବସ୍ ତାଳବଣିଆରେ ପାର୍କିଂ । ଅନ୍ୟ ୪ ଚକିଆ ଗାଡ଼ି ITI, ଇନଡୋର ଷ୍ଟାଡିୟମ ଅଞ୍ଚଳରେ ପାର୍କିଂ । More