• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 27 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 1 year ago

ପରିବହନ ବିଭାଗର ଅଜବ ନିର୍ଦ୍ଦେଶ ! ଫାଇନ୍‌ କାଟି ଟାର୍ଗେଟ୍‌ ଫୁଲ୍‌ କର

ଆର୍ଟିଓୱାରୀ ଓ ଅଧିକାରୀୱାରୀ ଇ-ଚାଲାଣ ଆଦାୟ ଟାର୍ଗେଟ୍ ଦିଆଯାଇଥିବା କହିଛି ଏସଟିଏ। ଇ-ଚାଲାଣ ଜରିମାନା ଆଦାୟ ପାଇଁ ପରିବହନ ବିଭାଗର ଏଭଳି ଟାର୍ଗେଟ୍ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ। More
  • Chandan Shishu
  • 1 year ago

ମନ୍ତ୍ରୀଙ୍କୁ ଘେରିଲେ ଲୋକେ, ହାତ ଟେକିଦେଲେ ମନ୍ତ୍ରୀ !

ଆଳି ଅଞ୍ଚଳ ଗସ୍ତରେ ଆସୁଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ। ତେଣୁ ସେତୁ ନିର୍ମାଣରେ ଚକ୍ରାନ୍ତ, ସ୍ବାସ୍ଥ୍ୟକେନ୍ଦ୍ରର ଅବନତି, ଡାକ୍ତର ଅଭାବ, ଶିକ୍ଷକ ଅଭାବ ଆଦି ସମସ୍ୟାକୁ ଧରି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରାଯିବ ବୋଲି କହିଛି କଂଗ୍ରେସ। More
  • Chandan Shishu
  • 1 year ago

ଉଗ୍ର ହେଲା କଂଗ୍ରେସ କଳି, ତାରାଙ୍କ ପରେ ବର୍ଷିଲେ ସୁର

କଂଗ୍ରେସ ଭବନ ଦେଖିନଥିବା ଲୋକଙ୍କୁ କମିଟିରେ ପଦ ପଦବୀ ମିଳିଥିବା ନେଇ ଆଣିଛନ୍ତି ଅଭିଯୋଗ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ନିଜ ସ୍ୱାର୍ଥ ଲାଗି ଚିହ୍ନା ଜଣାଙ୍କୁ କମିଟିରେ ସ୍ଥାନ ଦେଇଥିବା କହି ସାଂସଦ ସପ୍ତଗିରି ଉଲାକାଙ୍କୁ ପରକ୍ଷରେ ଟାର୍ଗେଟ କରିବା ସହ ଦଳ ଭିତରର ଗୋହି ଖୋଳିଛନ୍ତି। More
  • Tanmay Kumar Mahalik
  • 1 year ago

ଓଡ଼ିଶା ଲିଡରସିପ ଆୱାର୍ଡ ୨୦୨୩ରେ OTVକୁ ବେଷ୍ଟ ଏମ୍ପ୍ଲୟର ବ୍ରାଣ୍ଡ ସମ୍ମାନ

ଓଡିଶା ଲିଡରସିପ୍‌ ଆୱାର୍ଡ ୨୦୨୩ ଭୁବନେଶ୍ୱରରେ ପ୍ରଦାନ କରାଯାଇଛି । ୩୧ ତମ ଓଡ଼ିଶା ଲିଡରସିପ୍‌ ଆୱାର୍ଡରେ ମନ୍ତ୍ରୀ ପ୍ରଦୀପ ଅମାତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। More
  • Chandan Shishu
  • 1 year ago

ସୀମାରେ ରେଡ୍ ବେଳେ ଲାଲବାହିନୀ ଶିବିରରୁ ମିଳିଲା କଣ୍ଡୋମ, ଗର୍ଭ ପରୀକ୍ଷା କିଟ୍

ନକ୍ସଲ କ୍ୟାମ୍ପରେ ଯୌନଜୀବନର ଏପରି ସାମଗ୍ରୀର କାମ କଣ ? ନବରଙ୍ଗପୁର ଏସ୍ପି ଏସ୍. ସୁଶ୍ରୀ କହିଛନ୍ତି, କଣ୍ଡୋମ, ପ୍ରେଗନାନସି କିଟ୍ ମିଳିଥିବାରୁ ଜଣାପଡୁଛି ଲାଲ୍ କ୍ୟାଂପରେ ମାଓବାଦୀମାନେ ମହିଳା ଓ ଯୁବତୀଙ୍କୁ ଯୌନ ଶୋଷଣ କରୁଛନ୍ତି। More
  • Prangyan Parimita
  • 1 year ago

ଅଧା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ

ରାଜଧାନୀରେ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା More
  • Pallipuspa Samal
  • 1 year ago

ଢେଙ୍କନାଳ ସାଂସଦ ଓ ଜିଲ୍ଲାପାଳ ମୁହାଁମୁହିଁ

ଢେଙ୍କନାଳ ଡିଏମଏଫ୍ ମିଟିଂରେ ମୁହାଁମୁହିଁ ଜିଲ୍ଲାପାଳ ଓ ସାଂସଦ । ଜିଲ୍ଲାପାଳଙ୍କ ରବର ଷ୍ଟାମ୍ପ ମନ୍ତବ୍ୟକୁ ନେଇ ମୁହାଁମୁହିଁ । କାହିଁକି ନିର୍ଦ୍ଧାରିତ ସମୟରେ କାମ ସରୁନାହିଁ ବୋଲି ସାଂସଦ ମହେଶ ସାହୁଙ୍କ ପ୍ରଶ୍ନ କଲେ ଜିଲ୍ଳାପାଳ । More
  • Prangyan Parimita
  • 1 year ago

‘ଯୌନ ନିର୍ଯାତନା ଦେଉଛନ୍ତି ନକ୍ସଲ୍‌’

ପ୍ରେସମିଟରେ ନବରଙ୍ଗପୁର ଏସପି ଏସ.ସୁଶ୍ରୀଙ୍କ ବଡ଼ ବୟାନ More
  • Pallipuspa Samal
  • 1 year ago

ଭିଜିଲାନ୍ସ ଜାଲରେ ଜେଇ ଓ କିରାଣି

ଲାଞ୍ଚ ନେଇ ଧରାପଡ଼ିଲେ କିରାଣି ଓ ଜେଇ । କଟକ ବଡମ୍ବା ବ୍ଲକ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେପଟେ ଲାଞ୍ଚ ନେଇ ଧରାପଡିଛନ୍ତି ପଟ୍ଟାମୁଣ୍ଡାଇ ବିଇଓ ଅଫିସର କନିଷ୍ଠ କିରାଣି ମାନସ ଧଳ। More
  • Prangyan Parimita
  • 1 year ago

ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକଏସିଡ୍ ବଟିକା

ଟାବଲେଟ୍‌ ବାଣ୍ଟିବାକୁ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ More
  • Rajalaxmi Sahoo
  • 1 year ago

ଫ୍ୟାନ୍‌ରେ ଗାମୁଛା ଲଗାଇ ଜୀବନ ହାରିଲେ ଡାକ୍ତରୀ ଛାତ୍ରୀ ! ହଷ୍ଟେଲରୁ ମିଳିଲା ମୃତଦେହ...

କଲେଜ ହଷ୍ଟେଲ ରୁମ୍‌ରୁ ମିଳିଲା ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଫ୍ୟାନ୍‌ରେ ଝୁଲୁଥିବା ଅନ୍ୟ ଛାତ୍ରୀମାନେ ଦେଖିବାକୁ ପାଇଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। More
  • Rajalaxmi Sahoo
  • 1 year ago

ଛତିଶଗଡ଼ରେ ରକ୍ତର ହୋଲି ଖେଳିଲେ ନକ୍ସଲ, ହାଇ ଆଲର୍ଟରେ ଓଡ଼ିଶାର ୩ ଜିଲ୍ଲା...

ଦୁଇ ବର୍ଷ ପରେ ନକ୍ସଲମାନେ ଛତିଶଗଡ଼ରେ ପୁଣି ରକ୍ତର ହୋଲି ଖେଳିଛନ୍ତି। IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ। ଘଟଣା ପରେ ଛତିଶଗଡ ସୀମାନ୍ତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି। More
  • Pallipuspa Samal
  • 1 year ago

ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ

ଆଳି: ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ । ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼ ଯାଉଥିବା ବେଳେ ଅଘଟଣ । More
  • Satyendu Shekher Mishra
  • 1 year ago

ନକ୍ସଲ ଖେଳିଲେ ରକ୍ତର ହୋଲି ! ୧୦ DRG ଯବାନ, ଜଣେ ଡ୍ରାଇଭର ସହିଦ

ପ୍ରଧାନମନ୍ତ୍ରୀ ମୋଦି ନକ୍ସଲ ହମଲାକୁ ଦୃଢ ଭାବେ ନିନ୍ଦା କରିବା ସହ ସହିଦ ଯବାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି କହିଛନ୍ତି । More
  • Satyendu Shekher Mishra
  • 1 year ago

ହେ ଭଗବାନ ! ୧୯୩୬ରୁ ୧୯୯୯ ମଧ୍ୟରେ ହୋଇଥିବା ତଦନ୍ତ କମିଶନ ରିପୋର୍ଟ ଉଭାନ...

ସରକାରଙ୍କ ଅପରାଗତାକୁ ଦାୟୀ କରି ବର୍ଷିଲେ ବିରୋଧୀ । ବିଜେଡି କହିଲା ସେବେ ନଥିଲା ଆମ ସରକାର । More
  • Satyendu Shekher Mishra
  • 1 year ago

Jharsuguda Bypoll: ଅଲଗା ଦଳର ନେତାଙ୍କୁ BJD ଟାଣୁଥିବା କହି ବର୍ଷିଲେ ବିରୋଧୀ...

ନିରାଶ ହେବା ପରେ ଅସନ୍ତୁଷ୍ଟ ମହେନ୍ଦ୍ରଙ୍କୁ ଆଦିବାସୀଙ୍କ ଭୋଟ୍ ଗୋଟାଇବା ଆଶାରେ କୋଳେଇ ନେଇଛି ବିଜେଡି । More
  • Prangyan Parimita
  • 1 year ago

ଆଉ ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ି ନୁହେଁ, ଏଣିକି ହାଇବ୍ରିଡ୍ ଗାଡ଼ି ଚଢ଼ିବେ ରାଜ୍ୟର ମନ୍ତ୍ରୀ, ଅଫିସର

ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ିକୁ ବାଏ ବାଏ କରିବେ ରାଜ୍ୟ ସରକାର, ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଅଫିସ୍ ମେମୋରାଣ୍ଡମ୍ More
  • Prangyan Parimita
  • 1 year ago

ଧରାପଡ଼ିଲା ଛତିଶଗଡ଼ର ଚାଲାକି ! ବର୍ଷାଦିନେ ପାଣି ଛାଡୁଥିଲା, ଖରା ଦିନେ ଅଟକାଉଥିଲା

ମହାନଦୀରେ ଖରାଦିନେ ପାଣି ଛାଡ଼ିଲା ଛତିଶଗଡ଼ । ଟ୍ରିବୁନାଲ ସଦସ୍ୟଙ୍କ ପରିଦର୍ଶନ ପୂର୍ବରୁ ଖେଳିଲା ନୂଆ ଚାଲ୍ More