• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 26 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 1 year ago

ନକ୍ସଲ ଖେଳିଲେ ରକ୍ତର ହୋଲି ! ୧୦ DRG ଯବାନଙ୍କ, ଜଣେ ଡ୍ରାଇଭର ସହିଦ

ପ୍ରଧାନମନ୍ତ୍ରୀ ମୋଦି ନକ୍ସଲ ହମଲାକୁ ଦୃଢ ଭାବେ ନିନ୍ଦା କରିବା ସହ ସହିଦ ଯବାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି କହିଛନ୍ତି । More
  • Satyendu Shekher Mishra
  • 1 year ago

ହେ ଭଗବାନ ! ୧୯୩୬ରୁ ୧୯୯୯ ମଧ୍ୟରେ ହୋଇଥିବ ତଦନ୍ତ କମିଶନ ରିପୋର୍ଟ ଉଭାନ...

ସରକାରଙ୍କ ଅପରାଗତାକୁ ଦାୟୀ କରି ବର୍ଷିଲେ ବିରୋଧୀ । ବିଜେଡି କହିଲା ସେବେ ନଥିଲା ଆମ ସରକାର । More
  • Satyendu Shekher Mishra
  • 1 year ago

Jharsuguda Bypoll: ଅଲଗା ଦଳର ନେତାଙ୍କୁ BJD ଟାଣୁଥିବା କହି ବର୍ଷିଲେ ବିରୋଧୀ...

ନିରାଶ ହେବା ପରେ ଅସନ୍ତୁଷ୍ଟ ମହେନ୍ଦ୍ରଙ୍କୁ ଆଦିବାସୀଙ୍କ ଭୋଟ୍ ଗୋଟାଇବା ଆଶାରେ କୋଳେଇ ନେଇଛି ବିଜେଡି । More
  • Prangyan Parimita
  • 1 year ago

ଆଉ ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ି ନୁହେଁ, ଏଣିକି ହାଇବ୍ରିଡ୍ ଗାଡ଼ି ଚଢ଼ିବେ ରାଜ୍ୟର ମନ୍ତ୍ରୀ, ଅଫିସର

ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ିକୁ ବାଏ ବାଏ କରିବେ ରାଜ୍ୟ ସରକାର, ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଅଫିସ୍ ମେମୋରାଣ୍ଡମ୍ More
  • Prangyan Parimita
  • 1 year ago

ଧରାପଡ଼ିଲା ଛତିଶଗଡ଼ର ଚାଲାକି ! ବର୍ଷାଦିନେ ପାଣି ଛାଡୁଥିଲା, ଖରା ଦିନେ ଅଟକାଉଥିଲା

ମହାନଦୀରେ ଖରାଦିନେ ପାଣି ଛାଡ଼ିଲା ଛତିଶଗଡ଼ । ଟ୍ରିବୁନାଲ ସଦସ୍ୟଙ୍କ ପରିଦର୍ଶନ ପୂର୍ବରୁ ଖେଳିଲା ନୂଆ ଚାଲ୍ More
  • Prangyan Parimita
  • 1 year ago

ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ ବଡ଼ ପଦକ୍ଷେପ : ଆସନ୍ତା ଅଗଷ୍ଟରୁ ଲାଗୁ ହେବ ଷ୍ଟୁଡେଣ୍ଟ ୟୁନିକ୍ ଆଇଡି

ଗୋଟିଏ ପ୍ଲାଟଫର୍ମରେ ରହିବ ଦେଶର ସବୁ ଛାତ୍ରଛାତ୍ରୀଙ୍କ ତଥ୍ୟ,ଜି- ଟ୍ୱେଣ୍ଟି ସମ୍ମିଳନୀରେ NETF ଅଧ୍ୟକ୍ଷଙ୍କ ସୂଚନା More
  • Manoranjan Behera
  • 1 year ago

ଓଡ଼ିଶାରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ !

ଆଜି ଭୁବନେଶ୍ବର ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ କୋଲକାତା ଯାଇଛି । More
  • Rajalaxmi Sahoo
  • 1 year ago

ଲାଗିଲା କଟକଣା: ଏଣିକି ଏହି କଲେଜ କ୍ୟାମ୍ପସ ଭିତରକୁ ପ୍ରବେଶ କରିପାରିବେନି ବାହାର ଲୋକ

ଏଣିକି ବାହାର ଲୋକଙ୍କୁ କଲେଜ କ୍ୟାମ୍ପସ ଭିତରେ ପ୍ରବେଶ ଉପରେ କଟକଣା ଲାଗିଛି। ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ କଲେଜ କର୍ତ୍ତୃପକ୍ଷ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।  More
  • Rajalaxmi Sahoo
  • 1 year ago

ଦିନ ଦ୍ୱିପ୍ରହରରେ ବଡ଼ ଧରଣର ଲୁଟ୍‌: ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଟଙ୍କା, ସୁନା ନେଇ ପଳାଇଲେ...

ବ୍ୟାଙ୍କ ପୋଛିଦେଲେ ଲୁଟେରା। ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଟଙ୍କା, ସୁନା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। More
  • Manoranjan Behera
  • 1 year ago

ରାଜ୍ୟରେ ପୁଣି ୫ଶହ ପାର ସଂକ୍ରମଣ; ଜଣେ ମୃତ

ରାଜ୍ୟରେ ୨୪ ଘଣ୍ଟାରେ ୫ଶହ ୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । More
  • Rajalaxmi Sahoo
  • 1 year ago

ଶୁଖିଲା ପଡ଼ିଥିଲା, ହଠାତ୍‌ ମାଡ଼ି ଆସିଲା ପାଣି...

ଓଡ଼ିଶା ପଟେ ଶୁଖିଲା ପଡ଼ିଥିବା ମହାନଦୀ କାଳେ ଟ୍ରିବ୍ୟୁନାଲ ଟିମ୍ ଦେଖିଦେବ ସେଥିପାଇଁ କଲମା ବ୍ୟାରେଜର ୧୭ଟି ଗେଟ୍ ଛତିଶଗଡ଼ ଖୋଲିଛି। More
  • Prangyan Parimita
  • 1 year ago

ଚାନ୍ଦା ନେଇ ତଥ୍ୟ ଦେଲାନି ବିଜେଡି . . .

ବିଜେଡି ଦ୍ୱିତୀ ଆଞ୍ଚଳିକ ଧନୀ ଦଳ ଓ ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେବା ପରେ ପାର୍ଟି ଚାନ୍ଦା ତଥ୍ୟ ଦେବାକୁ ଦଳ କାହିଁକି ପଛଘୁଞ୍ଚା ଦେଲା? More
  • Satyendu Shekher Mishra
  • 1 year ago

କାହିଁକି ସାର୍ବଜନୀନ ହେଉନି କମିଶନଙ୍କ ରିପୋର୍ଟ ? ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଜୁଲାଇ ୧୦ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ । ଜୋର ଧରିଲା ରତ୍ନଭଣ୍ଡାର ଖୋଲାଯିବା ଦାବି । More
  • Satyendu Shekher Mishra
  • 1 year ago

ସମ୍ବଲପୁର ହିଂସା ପଛରେ କିଏ ? ବିଜେଡିକୁ ହିନ୍ଦୁ ବିରୋଧୀ କହି ବର୍ଷିଲା ବିଜେପି

ଧର୍ମକୁ ନେଇ ରାଜନୀତି ଠିକ୍ ନୁହେଁ କହିଲା ବିଜେଡି । ମୃତ ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ଗାଁରେ ଜାତୀୟ ST କମିଶନ୍ । More
  • Prangyan Parimita
  • 1 year ago

ସରକାରଙ୍କୁ ସଂକ୍ରମଣ ଚିନ୍ତା : ହସ୍ପିଟାଲକୁ ନୋ ମାସ୍କ, ନୋ ଏଣ୍ଟ୍ରି

ଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଜନସ୍ୱାସ୍ଥ୍ୟ ବିଭାଗ। More
  • Satyendu Shekher Mishra
  • 1 year ago

ଗୁଡ୍ଡୁ ମୁସ୍‌ଲିମ୍‌ ସହଯୋଗୀ ରାଜା ଖାନ୍‌, ଆଉ ତା’ସହ ରହିଛି ବିଜେଡି ମନ୍ତ୍ରୀଙ୍କ ଲିଙ୍କ୍ !

ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମ ରିପୋର୍ଟକୁ ନେଇ ପୁଣି ହଇଚଇ । More