• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 25 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Prangyan Parimita
  • 1 year ago

ବିଜେଡିକୁ ମିଳିଛି କେତେ ଚାନ୍ଦା ? ତଥ୍ୟ ଦେଲାନି ବିଜେଡି

ବିଜେଡି ଦ୍ୱିତୀ ଆଞ୍ଚଳିକ ଧନୀ ଦଳ ଓ ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେବା ପରେ ପାର୍ଟି ଚାନ୍ଦା ତଥ୍ୟ ଦେବାକୁ ଦଳ କାହିଁକି ପଛଘୁଞ୍ଚା ଦେଲା? More
  • Satyendu Shekher Mishra
  • 1 year ago

କାହିଁକି ସାର୍ବଜନୀନ ହେଉନି କମିଶନଙ୍କ ରିପୋର୍ଟ ? ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଜୁଲାଇ ୧୦ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ । ଜୋର ଧରିଲା ରତ୍ନଭଣ୍ଡାର ଖୋଲାଯିବା ଦାବି । More
  • Satyendu Shekher Mishra
  • 1 year ago

ସମ୍ବଲପୁର ହିଂସା ପଛରେ କିଏ ? ବିଜେଡିକୁ ହିନ୍ଦୁ ବିରୋଧୀ କହି ବର୍ଷିଲା ବିଜେପି

ଧର୍ମକୁ ନେଇ ରାଜନୀତି ଠିକ୍ ନୁହେଁ କହିଲା ବିଜେଡି । ମୃତ ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ଗାଁରେ ଜାତୀୟ ST କମିଶନ୍ । More
  • Prangyan Parimita
  • 1 year ago

ସରକାରଙ୍କୁ ସଂକ୍ରମଣ ଚିନ୍ତା : ହସ୍ପିଟାଲକୁ ନୋ ମାସ୍କ, ନୋ ଏଣ୍ଟ୍ରି

ଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଜନସ୍ୱାସ୍ଥ୍ୟ ବିଭାଗ। More
  • Satyendu Shekher Mishra
  • 1 year ago

ଗୁଡ୍ଡୁ ମୁସ୍‌ଲିମ୍‌ ସହଯୋଗୀ ରାଜା ଖାନ୍‌, ଆଉ ତା’ସହ ରହିଛି ବିଜେଡି ମନ୍ତ୍ରୀଙ୍କ ଲିଙ୍କ୍ !

ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମ ରିପୋର୍ଟକୁ ନେଇ ପୁଣି ହଇଚଇ । More
  • Prangyan Parimita
  • 1 year ago

BREAKING NEWS : ପହିଲାରୁ ବଢ଼ିବ ଛେନା,ପନିର ଦର

ପନିର କେଜି ୩୦ ଟଙ୍କା, ଖୁଆ କେଜି ୬୦ ଟଙ୍କା ବଢ଼ିବ More
  • Tanmay Kumar Mahalik
  • 1 year ago

ବଜ୍ରାଘାତରେ ନାବାଳକ ମୃତ, ୨ ଗୁରୁତର

ଆହତ ଦୁଇ ଜଣ ହେଲେ ସେହି ଗାଁର ପତିତ ନାୟକ ଏବଂ କାଳନ୍ଦୀ ନାୟକଙ୍କ ପୁଅ ଚନ୍ଦନ ନାୟକ । ପତିତଙ୍କ ବୟସ ୪୨ ବର୍ଷ ହୋଇଥିବାବେଳେ ଚନ୍ଦନଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି l More
  • Manoranjan Behera
  • 1 year ago

ଓଡ଼ିଶାରେ ୧୨ ଦିନ କାଳ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ !

ବରଗଡ଼ରୁ ଗୁଡ୍ଡୁ ଛତିଶଗଡ଼ ପଳାଇଥିବା ନେଇ ଖବର ପ୍ରକାଶ ପାଇଛି । ମିରଟ, ଆଜମେର, ଝାନସୀ, ନାସିକ, ପୁଣେ ପରେ ବରଗଡ଼ ଆସିଥିଲା ଗୁଡ୍ଡୁ । More
  • Rajalaxmi Sahoo
  • 1 year ago

‘ମେ’ ୫ରେ ମୋ ବାହାଘର... ଘରୁ ସୁନା ଚୋରି ହୋଇଗଲା; କେମିତି ବାହା ହେବି ?’

ବାହାଘରକୁ ମାତ୍ର କିଛି ଦିନ ଥିବାବେଳେ ତା’ପୂର୍ବରୁ ଦୁର୍ବୃତ୍ତମାନେ ଯୁବତୀଙ୍କ ଘରେ କଳାକନା ବୁଲାଇଛନ୍ତି। କୋରାପୁଟ ଜିଲ୍ଲା ଜୟପୁରରେ ଏଭଳି କିଛି ଘଟଣା ଘଟିଛି। More
  • Chandan Shishu
  • 1 year ago

ଜର୍ଜିଆରେ ଉତ୍କଳ ଦିବସ ପାଳିତ: ମୁଖ୍ୟ ଆକର୍ଷଣ ଓଡ଼ିଶାର କଳା ଓ ଓଡ଼ିଆ ଖାଦ୍ୟ

କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଓଲିଉଡ ଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଶାର କଳା, ଭାସ୍କର୍ଯ୍ୟକୁ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା। More
  • Rajalaxmi Sahoo
  • 1 year ago

ବାହା ବେଦୀକୁ ନୁହେଁ ସିଧା ଥାନାକୁ ଗଲା ବର, ବାହାଘର ପୂର୍ବରୁ ଉଠାଇ ନେଲା ପୋଲିସ୍‌...

ବାଟବରଣୀ ମଧ୍ୟ ସରିଥିଲା। ଆଉ ମାତ୍ର କିଛି ସମୟ ପରେ ବାହାଘର ହୋଇଥାନ୍ତା। ହେଲେ ତା’ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ବାହାଘର ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ୍‌। More
  • Manoranjan Behera
  • 1 year ago

ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗ; ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ । More
  • Chandan Shishu
  • 1 year ago

କେଉଁ ଦଳକୁ ମିଳିଛି କେତେ ଚାନ୍ଦା ? ତଥ୍ୟ ଦେଇଛି ADR ରିପୋର୍ଟ

୫୪ ଆଞ୍ଚଳିକ ଦଳ ମଧ୍ୟରୁ ୩୩ଟି ଦଳ ଉପରେ ADR ତଥ୍ୟ ଦେଇଛି। ତେବେ ୧୯ ଦଳ ସେମାନଙ୍କ ଚାନ୍ଦା ବାବଦ ଆୟ ବାବଦରେ ସମୟ ସୀମା ମଧ୍ୟରେ ତଥ୍ୟ ଦାଖଲ କରିଥିବା ବେଳେ ଅନ୍ୟ ୧୪ ଦଳ ବିଳମ୍ବରେ ତଥ୍ୟ ଦାଖଲ କରିଛନ୍ତି। More
  • Satyendu Shekher Mishra
  • 1 year ago

Corona Virus: ପୁଣି ଫେରୁଛି କରୋନା, ମାସ୍କ ବାଧ୍ୟତାମୂଳକ କଲେ ସରକାର

କ୍ଲିନିକ୍ ଓ ଲାବୋରେଟାରୀରେ କାର୍ଯ୍ୟରତ ଷ୍ଟାଫ୍ ମଧ୍ୟ ପିନ୍ଧିବେ ମାସ୍କ । ଥଣ୍ଡାକାଶରେ ପୀଡ଼ିତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । More
  • Satyendu Shekher Mishra
  • 1 year ago

୧୫ ବଡ଼ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ଜାଣନ୍ତୁ କ’ଣ...

ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା । ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । More
  • Manoranjan Behera
  • 1 year ago

ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା

୨୦୩୩ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ଓଡ଼ିଶା ଖଣି ନିଗମ ରହିବ ବୋଲି ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । More
  • Satyendu Shekher Mishra
  • 1 year ago

ସମ୍ବଲପୁର ହିଂସାକୁ ୧୨ ଦିନ; ଥମୁନି ବିଜେପି-ବିଜେଡି କଳି, ଥାର୍ଡ ଫ୍ଲୋରକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ସମ୍ବଲପୁର ହିଂସା ଓ ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଲିଙ୍କର ହେଉ ତଦନ୍ତ-ସୁରେଶ ପୂଜାରୀ More
  • Satyendu Shekher Mishra
  • 1 year ago

ବିଦ୍ୟୁତ କାଟ୍ ନେଇ ସରକାରଙ୍କୁ ଘେରିଲା ଉପଭୋକ୍ତା ସଂଘ, ୨୦ବର୍ଷ ତଳର ଭିତ୍ତିଭୂମିରେ ସେବାକୁ ନେଇ ପ୍ରଶ୍ନ

ଘେରିଲା ଉପଭୋକ୍ତା ସଂଘ, ୨୦ବର୍ଷ ତଳର ଭିତ୍ତିଭୂମିରେ ସେବାକୁ ନେଇ ପ୍ରଶ୍ନ । ଗ୍ରାଉଣ୍ଡ ଜିରୋରୁ ଆସୁଛି ବିଜୁଳି କାଟ୍ ଯନ୍ତ୍ରଣା ଓ ପରିଣାମର ମାଳ ମାଳ ଚିତ୍ର । More